ଜାତୀୟ

‘ୟୁପି କେବଳ, ଦେଶରେ ନୁହେଁ ଅଷ୍ଟ୍ରେଲିଆରେ ହୋଇଛି ପ୍ରଶଂସିତ’

ଲକ୍ଷ୍ନୌ,୧୬।୭: ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଭାଜପା ନିଜର ମିଶନ ଆରମ୍ଭ କରିଦେଇଛି। ପ୍ରଧାନମନ୍ତ୍ରୀଙ୍କ ବାରଣାସୀ ଗସ୍ତ ପରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡା ଶୁକ୍ରବାର ଉତ୍ତରପ୍ରଦେଶର ରାଜ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସମ୍ବୋଧିତ କରିଛନ୍ତି।…

ଯୌତୁକରେ ବାଇକ୍‌ ନ ମିଳିବାରୁ ସ୍ତ୍ରୀଙ୍କୁ ଲଣ୍ଡା କଲେ ସ୍ବାମୀ

ବହରାଇଚ୍‌,୧୬।୭: କାହିଁ କେତେ କାଳରୁ ଯୌତୁକ ପ୍ରଥା ଚାଲିଆସିଛି। ଏହି କୁପ୍ରଥା ଯୋଗୁ ଅନେକ ଝିଅଙ୍କୁ ନିର୍ଯାତନା ସହ ଜୁଇର ନିଆଁରେ ଜଳୁଥିବାର ଦେଖିବାକୁ ମିଳେ। ଇତିମଧ୍ୟରେ ଉତ୍ତରପ୍ରଦେଶରୁ ଏକ ନିଆରା ନିର୍ଯାତନାର ଖବର ସାମ୍ନାକୁ ଆସିଛି। ଯୌତୁକରେ ବାଇକ୍‌ ନ…

ଟି-ସିରିଜ୍‌ର ପରିଚାଳନା ନିର୍ଦ୍ଦେଶକଙ୍କ ବିରୋଧରେ ବଳାତ୍କାର ମାମଲା

ମୁମ୍ବାଇ,୧୬।୭: ଟି-ସିରିଜ୍‌ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ବଳାତ୍କାର ମାମଲା। ମୁମ୍ବାଇର ଡିଏନ୍‌ ନଗର ପୋଲିସ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି। ଟି-ସିରିଜ୍‌ର ପ୍ରୋଜେକ୍ଟରେ କାମ ଦେବା ଲାଳସା ଦେଖାଇ ଭୂଷଣ ଜଣେ ୩୦ବର୍ଷିୟ ଯୁବତୀଙ୍କୁ…

ସମୟ ପୂର୍ବରୁ ଜନ୍ମ ଅବା ନବଜାତକଙ୍କ ନିକଟରେ କରୋନା ଭୟ!

ନୂଆଦିଲ୍ଲୀ,୧୬ ।୭: ଦେଶରେ ଜାରି ରହିଥିବା କରୋନା ମହାମାରୀ ଚିନ୍ତା ବଢାଇ ଚାଲିଛି । ଦ୍ୱିତୀୟ ଲହରରେ ସମୟ ପୂର୍ବରୁ ଜନ୍ମିତ ଶିଶୁ ଅବା ନବଜାତକଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଦେଖାଗଲାଣି । ବିଶେଷଜ୍ଞଙ୍କ କହିବା କଥା ହେଲା ତୃତୀୟ ଲହରର…

ସବାରି ପୂର୍ବରୁ ଉଠିଲା କୋକେଇ

ରାଞ୍ଚି,୧୬।୭: ଝାଡଖଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ କନ୍ୟା ସାପ କାମୁଡାରେ ମୃତ୍ୟୁବରଣ କରିଛନ୍ତି। ଜୁଲାଇ ୧୬ ରେ ପୁନମ କୁମାରୀ ନାମକୁ ଜଣେ ଯୁବତୀଙ୍କ ବିବାହ ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ଜୋରଦାର…

ଚିନ୍ତା ବଢାଇଲାଣି କରୋନାର ତୃତୀୟ ଲହର: ପୁଡୁଚେରୀରେ ୨୦ ଶିଶୁ ହସ୍ପିଟାଲରେ ଭର୍ତ୍ତି

ପୁଡୁଚେରୀ,୧୬ ।୭: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉ ନାହିଁ । ଗୋଟିଏ ପଟେ ଦ୍ୱିତୀୟ ଲହର ଏବେବି ରହିଥିବା ବେଳେ ଅନ୍ୟପଟେ ତୃତୀୟ ଲହର ପାଦ ଥାପି ସାରିଲାଣି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ତୃତୀୟ ଲହର ଶିଶୁମାନଙ୍କ…

ପଞ୍ଜାବକୁ ନେଇ ନିଆଯାଇନାହିଁ କୌଣସି ଅନ୍ତିମ ନିଷ୍ପତ୍ତି: ହରିଶ

ନୂଆଦିଲ୍ଲୀ,୧୬।୭: ପଞ୍ଜାବରେ ଥମୁନି ରାଜନୈତିକ ଝଡ଼। ଆସନ୍ତା ବର୍ଷ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଓ ନଭଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଥିବା ବିବାଦ ଥମିବାର ନାଁ…

କରୋନାର ତୃତୀୟ ଲହର: ଛଅ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୋଦି

ନୂଆଦିଲ୍ଲୀ,୧୬ ।୭: କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ଓ ଦ୍ୱିତୀୟ ଲହରରେ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ନେଇ କରାଯାଉଥିବା ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ଭାବେ ସମିକ୍ଷା ବୈଠକ କରି ଆସୁଛନ୍ତି । ଶୁକ୍ରବାର ଏହାକୁ ନେଇ…

ଗର୍ଲଫ୍ରେଣ୍ଡଙ୍କ ସହ ରହିବାକୁ ଏମିତି କାଣ୍ଡ ରଚିଲେ ବୟଫ୍ରେଣ୍ଡ: ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୬।୭: ଦିଲ୍ଲୀର ମୈଦାନଗର୍‌ହି ଅଞ୍ଚଳରେ ଏକ ରୋଚକ ଘଟଣା ଘଟିଛି। କ୍ରାଇମବ୍ରାଞ୍ଚ ସିରିଏଲ ଦେଖିବା ପରେ ଡକାୟତି କରିଥିବା ତିନିଜଣ ଅଭିଯୁକ୍ତଙ୍କୁ ମଇଦାନଗରହୀ ପୋଲିସ ଷ୍ଟେଶନ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ତାଙ୍କ ପରିବାର ବ୍ୟତୀତ ଗର୍ଲଫ୍ରେଣ୍ଡଙ୍କ ସହ ରହୁଥିଲେ। ଏଥିପାଇଁ…

୧୪ ବର୍ଷର ପିଲାକୁ ବଞ୍ଚାଇବାକୁ ଯାଇ କୂଅକୁ ଗଳିପଡିଲେ ୩୦ ଲୋକ: ଆଉ ତା’ପରେ

ଭୋପାଳ, ୧୬।୭: ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୧୪ ବର୍ଷର ପିଲାକୁ ବଞ୍ଚାଇବାକୁ ଯାଇ କୂଅକୁ ୩୦ ଲୋକ ଗଳିପଡିଛନ୍ତି। ମାଟି ଧସି ହେବା ଯୋଗୁ ଏଭଳି ଘଟଣା ଘଟିଛି। ଏପର୍ଯ୍ୟନ୍ତ ୧୯ ଲୋକଙ୍କୁ କୂଅରୁ ଉଦ୍ଧାର…

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୧୬।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୩୮,୯୪୯ଟି ମାମଲା ସାମ୍ନାକୁ ଆସିଥିବାବେଳେ ୫୪୨ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ…

ଟଳିପଡିଲେ ୨ ଆତଙ୍କବାଦୀ

ଶ୍ରୀନଗର,୧୬।୭: ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ହୋଇଥିବା ଉଭୟ ଆତଙ୍କବାଦୀ ଲଶ୍କର-ଏ-ତୋଇବାର ଥିଲେ। ଏବେ ବି ସେଠାରେ ସର୍ଚ୍ଚ ଅପରେସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?