ଜାତୀୟ

ଧୋନିଙ୍କୁ ମିଳିଲା ନୂଆ ସମ୍ମାନ

ରାଞ୍ଚିି,୬।୩: କ୍ରିକେଟ ପଡ଼ିଆରେ ଚଉକା ଛକା ମାରି ବହୁ ପୁରସ୍କାର ଜିଣିଥିବା ମହେନ୍ଦ୍ର ସିଂ ଧୋନିଙ୍କୁ ଏବେ ନୂଆ ସମ୍ମାନ ମିଳିଛି। ଗୋ-ପାଳନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ପୂର୍ବ ଭାରତର ସର୍ବଶ୍ରେଷ୍ଠ ଗୋ-ପାଳକ ସମ୍ମାନ ମିଳିଛି। ଝାଡ଼ଖଣ୍ଡର ରାଞ୍ଚିସ୍ଥିତ…

ଦିଲ୍ଲୀର ନିଜର ହେବ ଶିକ୍ଷା ବୋର୍ଡ

ନୂଆଦିଲ୍ଲୀ,୬ ।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର କ୍ୟାବିନେଟ ବୈଠକ ପରେ ଡିଜିଟାଲ ପ୍ରେସ କନଫରେନ୍ସ ମାଧ୍ୟମରେ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଦିଲ୍ଲୀର ନିଜର ଶିକ୍ଷା ବୋର୍ଡ ହେବ । ଏଥିପାଇଁ କ୍ୟାବିନେଟ ମଞ୍ଜୁରୀ…

ସରକାରୀ ନିଯୁକ୍ତିରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ

ଗୁଆହାଟି,୬।୩: ଆସାମରେ ଆଗକୁ ବିଧାନସଭା ନିର୍ବାଚନ। ଭୋଟରଙ୍କୁ ହାତେଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ ପ୍ରତିଶ୍ରୁତି ଦିଆଯିବା ଆରମ୍ଭ ହୋଇଛି। ଏହି ମର୍ମରେ ଆସାମ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ କଂଗ୍ରେସ ସରକାର ଗଠନ ହେଲେ ସରକାରୀ…

ଇଏ ବି ମା’

ନୂଆଦିଲ୍ଲୀ,୬ ।୩: ମାର୍ଚ୍ଚ ୮ରେ ସାରା ବିଶ୍ୱ ପାଳନ କରିବ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ । ଏହି ଦିବସ ଅବସରରେ ସବୁ ଭେଦଭାବ ଭୁଲି ସମସ୍ତେ ଏକାଠି ହୋଇ ପାଳନ କରିବେ ମହିଳା ଦିବସ । ଏହାର ଠିକ୍ ଦୁଇ ଦିନ…

କୃଷକଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ସରକାର: ରାହୁଲ

ନୂଆଦିଲ୍ଲୀ,୬ ।୩: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାରଙ୍କ ନୂଆ କୃଷି ଆଇନକୁ ନେଇ ବର୍ଷିଛନ୍ତି ରାହୁଲ । ସେ କହିଛନ୍ତି ସରକାର କୃଷକଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ଯେଉଁମାନେ ତାଙ୍କର…

ମମତାଙ୍କ ଘର ଛାଡ଼ିଲେ ଦିନେଶ: ଧରିଲେ ପଦ୍ମ

ନୂଆଦିଲ୍ଲୀ,୬।୩: ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ମିଳିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତମ କୁହାଯାଉଥିବା ଦଳର ବରିଷ୍ଠ ନେତା ଦିନେଶ…

ଏକ୍ସପ୍ରେସ୍‌ ଓ୍ବେ ୫ ଘଣ୍ଟା ପାଇଁ ବନ୍ଦ

ନୂଆଦିଲ୍ଲୀ,୬।୩: କୃଷି ଆଇନକୁ ବିରୋଧ କରି ଜାରି ରହିଥିବା ଚାଷୀ ସଂଗଠନଗୁଡ଼ିକର ଆନ୍ଦୋଳନ ଇତିମଧ୍ୟରେ ୧୦୦ ଦିନରେ ପହଞ୍ଚିଛି। ଏନେଇ ଦିଲ୍ଲୀ ଉପକଣ୍ଠରେ ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ଶନିବାର କଳାଦିବସ ପାଳନ କରି ୫ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି।…

ମୁହଁ ଖୋଲିଲେ ତାପସି

ମୁମ୍ବାଇ,୬ ।୩: ବଲିଉଡ୍ ନାୟିକା ତାପସି ପନ୍ନୁଙ୍କ ଘରେ ଆୟକର ବିଭାଗର ଚଢାଉ ସହ ତାଙ୍କୁ ଲଗାତାର ଭାବେ ପଚରା ଉଚରା କରାଯାଉଛି । ଅଭିଯୋଗ ହେଉଛି ଅନୁରାଗ କଶ୍ୟପ ଓ ତାପସି ପନ୍ନୁ ୬୫୦ କୋଟି ଟ୍ୟାକ୍ସ ଅନିୟମିତତାରେ ସାମିଲ…

ମୋଦିଙ୍କ ରାଲି: ୧୦ଲକ୍ଷ ଲୋକଙ୍କୁ ଏକାଠି କରିବା ଭାଜପାର ଲକ୍ଷ୍ୟ

କୋଲକାତା,୬।୩: ମାର୍ଚ୍ଚ ୨୭ରେ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳଗୁଡ଼ିକ ବେଶ୍‌ ତତ୍ପର ହୋଇ ଉଠିଛନ୍ତି। ଏହି ମର୍ମରେ ମାର୍ଚ୍ଚ ୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି କୋଲକାତାର ବ୍ରିଗେଡ୍‌ ପରେଡ ଗ୍ରାଉଣ୍ଡ୍‌ରେ ହେବ।…

ଗୋଟିଏ ମଞ୍ଚରେ ମୋଦିଙ୍କ ସହ ନଜର ଆସିପାରନ୍ତି ଅଭିନେତା ମିଥୁନ

କୋଲକାତା,୬ ।୩: ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତି ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହେବାର ସମ୍ଭାବନା ମଧ୍ୟରେ ଏବେ ଶୁଣିବାକୁ ମିଳିଛି କି ରବିବାର ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗୋଟିଏ…

ମାର୍ଚ୍ଚ ପ୍ରଥମ ସପ୍ତାହରେ ୫୦ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ଲାଗିପାରେ ଲକଡାଉନ୍‌

ମୁମ୍ବାଇ,୬ ।୩: କରୋନାର ଲେଉଟାଣି ପୁଣିଥରେ ମହାରାଷ୍ଟ୍ରବାସୀଙ୍କ ଉପରେ ଦାଉ ସାଧିଲାଣି । ଫେବୃୟାରୀ ମଧ୍ୟ ଭାଗରୁ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବଢି ଚାଲିଛି । ପ୍ରତିଦିନ ସେଠାରେ ପାଖାପାଖି ୭ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ…

ବିନା ଦୋଷରେ ୨୦ ବର୍ଷ ଜେଲରେ ବିତିଲା

ଲଳିତପୁର,୬।୩: ବିନା ଦୋଷରେ ଜଣେ ଲୋକଙ୍କୁ ୨୦ ବର୍ଷ ଜେଲରେ ବିତାଇବାକୁ ପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଲଳିତପୁରରେ ଘଟିଛି। ୧୬ ବର୍ଷ ବୟସରେ ୨୦୦୦ରେ ବିଷ୍ଣୁ ତିଓ୍ବାରି ନାମକ ଅଭିଯୁକ୍ତଙ୍କୁ ଶେଶନ କୋର୍ଟ ବଳାତ୍କାର ଅଭିଯୋଗରେ ଦୋଷୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri