ଜାତୀୟ

୭୫୦୦ତମ ଜନଔଷଧି କେନ୍ଦ୍ର ଲୋକାର୍ପିତ

ନୂଆଦିଲ୍ଲୀ,୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୭୫୦୦ତମ ଜନଔଷଧି କେନ୍ଦ୍ରକୁ ରବିବାର ଲୋକାର୍ପିତ କରିଛନ୍ତି। ଏହି କେନ୍ଦ୍ର ମେଘାଳୟର ଶିଲଂର ନର୍ଥ ଇଷ୍ଟର୍ନ ଇନ୍ଦିରା ଗାନ୍ଧୀ ରିଜିଓନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ୍‌ ଆଣ୍ଡ୍‌ ମେଡ଼ିକାଲ ସାଇନ୍ସ୍‌ଠାରେ ରହିଛି। ମାର୍ଚ୍ଚ ୭ ଜନଔଷଧି…

ବଳାତ୍କାର ଅଭିଯୋଗ ଆଣିଲେ ମା’

ଶାହାଜହାନପୁର, ୭ା୩: ପୁଅ ବାପାଙ୍କ ପରିଚୟ ମାଗିବା ପରେ ବଳାତ୍କାରର ଶିକାର ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ମା’। ଉତ୍ତରପ୍ରଦେଶର ଶାହାଜହାନପୁରଠାରେ ଏଭଳି ଘଟଣା ସାମ୍‌ନାକୁ ଆସିଛି। ପ୍ରାୟ ୨୭ ବର୍ଷ ପରେ ଏ ନେଇ ୨ ଜଣଙ୍କ ନାମରେ ମାମଲା…

ଦ୍ୱିତୀୟ ଡୋଜ୍‌ ପରେ ବି ସଂକ୍ରମଣ

ଅହମଦାବାଦ/ନାଗପୁର, ୭।୩: କରୋନା ମହାମାରୀରେ ଭାରତରେ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ଟିକା ଆସିଗଲେ ମହାମାରୀରୁ ରକ୍ଷା ମିଳିବ ବୋଲି ସମସ୍ତେ ଆଶା କରିଥିଲେ। ଏଥିପାଇଁ କୋଭିଡ୍‌ ଟିକାକୁ ଦୀର୍ଘଦିନ ଧରି ପ୍ରତୀକ୍ଷା କରାଯାଇଥିଲା। ସରକାର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର…

ମୁଥୁଟ ଗ୍ରୁପ୍‌ର ଅଧ୍ୟକ୍ଷଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୭।୩: ଦେଶର ବହୁ ଲୋକଙ୍କୁ ସୁନା ବଦଳରେ ଋଣ ଦେଉଥିବା ଅଗ୍ରଣୀ ଘରୋଇ କମ୍ପାନୀ ମୁଥୁଟ ଗ୍ରୁପର ଚେୟାରମ୍ୟାନ୍‌ ଏମ.ଜି. ଜର୍ଜ ମୁଥୁଟ୍‌ଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ତାଙ୍କୁ ୭୧ ବର୍ଷ ହୋଇଥିଲା। ରାତି ୯ଟାରେ ଦିଲ୍ଲୀର ଇଷ୍ଟ୍‌ ଅଫ୍‌ କୈଳାସସ୍ଥିତ ତାଙ୍କ…

ନନ୍ଦିଗ୍ରାମ ପାଇଁ ଶୁଭେନ୍ଦୁଙ୍କୁ ଟିକେଟ ଦେଲା ଭାଜପା

କୋଲକାତା,୬।୩: ପଶ୍ଚିମବଙ୍ଗ ବିଧାନସଭାର ୨ଟି ପର୍ଯ୍ୟାୟ ର୍ନିବାଚନ ପାଇଁ ଶନିବାର ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ମାର୍ଚ୍ଚ ୨୭ ଏବଂ ଏପ୍ରିଲ ୧ରେ ହେବାକୁ ଥିବା ପ୍ରଥମ ୨ଟି ପର୍ଯ୍ୟାୟ ର୍ନିବାଚନରେ ଭାଜପାର ୫୭ ପ୍ରାର୍ଥୀ ଲଢେଇ କରିବେ। ପଶ୍ଚିମବଙ୍ଗରେ…

ସେନାରେ ଭର୍ତ୍ତି ହେବା ପାଇଁ ତିଆରି କରୁଥିଲେ ନକଲି କରୋନା ରିପୋର୍ଟ, ଗୋଟିଏ ଭୁଲ ପାଇଁ ପଡ଼ିଲେ ଧରା

ଚଣ୍ଡିଗଡ଼,୬।୩: ହରିୟାଣାର ଫତେହାବାଦରେ ସେନାରେ ଭର୍ତ୍ତି ହେବା ପାଇଁ କରୋନାର ନକଲି ରିପୋର୍ଟ ତିଆରି କରାଯାଉଥିବା ମାମଲା ସାମ୍ନାକୁ ଆସିଛି। ଫତେହାବାଦର ରାତିୟା ସହରର ଏକ ଫଟୋଷ୍ଟେଟ ଦୋକାନରେ କରୋନାର ନକଲି ରିପୋର୍ଟ ତିଆରି ହେଉଥିଲା। ଏହି ଅଭିଯୋଗରେ ସ୍ବାସ୍ଥ୍ୟ ବିଭାଗ…

ଭାଜପା ବିଧାୟକଙ୍କ ଜନ୍ମଦିନ ପାର୍ଟିରେ ଫୁଟିଲା ଗୁଳି, ୨ ମୃତ

ଭୋପାଲ,୬।୩: ଭାଜପା ବିଧାୟକଙ୍କ ଜନ୍ମ ଦିନ ପାର୍ଟିରେ ସଂଘର୍ଷ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶର ଦାମୋହ ଜିଲା ବନୱର ଗ୍ରାମରେ ଏହି ଘଟଣା ଘଟିଛି। ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ କାଠ ଫାଳିଆରେ…

ବିବାହିତା ଭଉଣୀଙ୍କୁ ୪୦ ହଜାର ଟଙ୍କାରେ ବିକି ଦେଲେ ଭାଇ

ପାଟଣା,୬।୩: ବିହାରର ଭାଗଲପୁର ନାଥନଗର ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ତାଙ୍କ ନିଜ ଭାଇ ୪୦ ହଜାର ଟଙ୍କାରେ ବିକ୍ରି କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଏହି ଘଟଣା ସହ ଜଡିତ ଭିଡିଓ ଶୁକ୍ରବାର ଭାଇରାଲ ହୋଇଛି। ଭିଡିଓରେ…

ଶ୍ୟାମଳ ରଙ୍ଗ ପାଇଁ ୧୫ ମହଲାରୁ ଡେଇଁଲେ ଇଞ୍ଜିନିୟର ଛାତ୍ର, ଆଉ ତା’ ପରେ…

ଲକ୍ଷ୍ନୌ,୬।୩: ଉତ୍ତରପ୍ରଦେଶ ଗୌତମବୁଦ୍ଧନଗରର ଜଣେ ଇଞ୍ଜିନିୟର ଛାତ୍ର ୧୫ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। କାରଣ ତାଙ୍କର ଶ୍ୟାମଳ ରଙ୍ଗ ହୋଇଥିବାରୁ ସେ ମାନସିକ ଚାପରେ ରହୁଥିଲେ। ତାଙ୍କ ନାଁ ସୟମ(୧୭)। ସେ ଶନିବାର ସକାଳେ ତାଙ୍କ ଆପାର୍ଟମେଣ୍ଟର ୧୫…

କରୋନା ଟିକା ନେଲେ ‘ଡ୍ରିମ୍‌ଗର୍ଲ’, ଫଟୋ ଭାଇରାଲ

ମୁମ୍ବାଇ,୬।୩: ବଲିଉଡ୍‌ର ‘ଡ୍ରିମଗର୍ଲ’ ତଥା ମଥୁରା ଏମ୍‌ପି ହେମାମାଳିନୀ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଶନିବାର ଟିକା ନେଇଛନ୍ତି। ଏହି କଥା ନିଜେ ହେମାମାଳିନୀ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ନିଜର ତିନୋଟି ଫଟୋ ଶେୟାର କରିଛନ୍ତି। ଏହି ଫଟୋକୁ…

ମମତାଙ୍କ ହାତ ଛାଡିଲେ ସୋନାଲି!

କୋଲକାତା,୬ ।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ରାଜ୍ୟରେ ରାଜନୈତିକ ବାତାବରଣ ସେତିକି ସରଗରମ ହେବାରେ ଲାଗିଛି । ବିଶେଷ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କୁ ଗୋଟିଏ ପରେ…

ପ୍ରେମିକାଙ୍କ ଜିଦ୍‌ ପୂରଣ ପାଇଁ ଦୋକାନ ଭାଙ୍ଗି ଚକୋଲେଟ୍‌ ଚୋରି କଲେ ପ୍ରେମିକ, ଆଉ ତା’ ପରେ…

ଜୟପୁର,୬।୩: ରାଜସ୍ଥାନର ଉଦୟପୁର ଜିଲା ଚିତ୍ରକୂଟନଗରର ଏକ ଦୋକାନରୁ ଅଜବ ଧରଣର ଚୋରି ହୋଇଛି। ଉକ୍ତ ଦୋକାନରେ ଏତେ ସବୁ ସାମଗ୍ରୀ ଥିଲେ ସୁଦ୍ଧା ଜଣେ ଯୁବକ କେବଳ ଚକୋଲେଟ ଚୋରି କରିଛନ୍ତି। ତାହା ପୁଣି ୨୦ ହଜାର ଟଙ୍କାର। ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri