ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାକୁ ଆସନ୍ତା ସପ୍ତାହରେ ମଞ୍ଜୁରୀ ଦେଇପାରନ୍ତି ସରକାର
ନୂଆଦିଲ୍ଲୀ,୨୩।୧୨: କରୋନା ପ୍ରତିଷେଧକ ଟିକାକୁ ସାର୍ବଜନୀକ ଭାବେ ଦେବା ପାଇଁ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତା ସପ୍ତାହରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ କରୋନା ଟିକାକୁ ଭାରତୀୟ କେନ୍ଦ୍ରୀୟ ଔଷଧି ମାନକ ନିୟନ୍ତ୍ରଣ ସଂଗଠନ...
ଗ୍ୟାସ୍ ଲିକ୍: ୨ ଅଫିସର ମୃତ, ୨୦ରୁ ଅଧିକ କର୍ମଚାରୀ ଅସୁସ୍ଥ
ପ୍ରୟାଗରାଜ,୨୩।୧୨: ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ଫୁଲପୁର ଇଫ୍କୋ କାରଖାନାରୁ ଗ୍ୟାସ୍ ଲିକ୍ ଘଟଣାରେ ୨ ଜଣ ଅଫିସରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାରଖାନାରୁ ଏମୋନିଆ...
ଗୁପ୍କାର ମେଣ୍ଟ ଆଗରେ
ଶ୍ରୀନଗର, ୨୩।୧୨ : ଜମ୍ମୁ-କଶ୍ମୀର ଜିଲା ଉନ୍ନୟନ ପରିଷଦ (ଡିଡିସି) ନିର୍ବାଚନର ଭୋଟ ଗଣନା ମଙ୍ଗଳବାର ଜାରି ରହିଛି। ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯାଇ ଏହାକୁ କେନ୍ଦ୍ରଶାସିିତ ଅଞ୍ଚଳରେ ପରିଣତ କରିବା ପରେ ଏହା ଥିଲା ପ୍ରଥମ...
ବ୍ରିଟେନ୍ ଯାତ୍ରୀଙ୍କ ପାଇଁ ଏସ୍ଓପି ଜାରି
ନୂଆଦିଲ୍ଲୀ, ୨୩।୧୨: ଉତ୍ତରପଶ୍ଚିମ ୟୁରୋପରେ କରୋନା ଭୂତାଣୁର ଏକ ନୂଆ ରୂପ ବ୍ୟାପିବା ଫଳରେ ନିକଟରେ ବ୍ରିଟେନ ଯାତ୍ରା କରିଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍ଓପି) ଜାରି କରିଛନ୍ତି। କୋଭିଡ୍ର ଏହି ନୂଆ...
ପ୍ରଧାନମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖିଲେ ଚାଷୀ
ନୂଆଦିଲ୍ଲୀ,୨୨।୧୨: ଧିରେ ଧିରେ ଅଣାୟତ ହେବାରେ ଲାଗିଛି ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ-ହରିୟାଣା ସିଙ୍ଗୁ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ। ଆନ୍ଦୋଳନରତ କୃଷକ ଗୋଷ୍ଠୀ ଦ୍ୱାରା ଆୟୋଜିତ ଏକ ରକ୍ତଦାନ ଶିବିର ଅବସରରେ ଚାଷୀମାନେ ନିଜ ରକ୍ତରେ ପ୍ରଧାନମନ୍ତ୍ରୀ...
ଭାରତରେ ଦେଖାଯାଇ ନାହିଁ ନୂଆ କୋଭିଡ୍ ଷ୍ଟ୍ରେନ: କେନ୍ଦ୍ର
ନୂଆଦିଲ୍ଲୀ,୨୨।୧୨: ୟୁନାଇଟେଡ୍ କିଙ୍ଗଡମ(ୟୁକେ)ରୁ ଆରମ୍ଭ ହୋଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ ଏପର୍ଯ୍ୟନ୍ତ ଭାରତରେ ଦେଖାଦେଇ ନାହିଁ। ଏଣୁ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର କୁହାଯାଇଛି। କୋଭିଡ୍-୧୯ର ନୂଆ ଷ୍ଟ୍ରେନ ଅତିକମ୍ରେ...
ଭାଜପା ବିଧାୟକଙ୍କ ବିବାହରେ କରୋନା କଟକଣାର ଉଲ୍ଲଂଘନ: ସାମିଲ ହୋଇଥିଲେ ଫଡନବିଶ!
ମୁମ୍ବାଇ,୨୨ ।୧୨: ମହାରାଷ୍ଟ୍ରରେ ଏବେବି ଦିନକୁ ଶହ ଶହ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେଥିପାଇଁ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବା ବେଳେ କରୋନା କଟକଣା ମାନି ଚଳିବାକୁ ବାରମ୍ବାର କହୁଛନ୍ତି । ହେଲେ ଏଠାରେ...
ପ୍ରତି ମାସରେ ପଶ୍ଚିମବଙ୍ଗ ଗସ୍ତ କରିବେ ଶାହା!
ନୂଆଦିଲ୍ଲୀ,୨୨ ।୧୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୁଣିଥରେ ଆସନ୍ତା ଜାନୁୟାରୀରେ ପଶ୍ଚିମବଙ୍ଗ ଗସ୍ତ କରିବେ ବୋଲି ଜଣାପଡିଛି । ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜାନୁୟାରୀରେ ସ୍ୱାମୀ ବିବକୋନନ୍ଦଙ୍କ ଜନ୍ମଜୟନ୍ତି ଅବସରରେ ୧୨ ଜାନୁୟାରୀକୁ...
ଡିସେମ୍ବର ଶେଷ ସପ୍ତାହରେ ଦିଲ୍ଲୀରେ ପହଞ୍ଚିବ କରୋନା ଟିକା: ଡିପ୍ଫ୍ରିଜ୍ ପ୍ରସ୍ତୁତ
ନୂଆଦିଲ୍ଲୀ,୨୨ ।୧୨: ଦେଶରେ କରୋନା ଟିକା ଡିସେମ୍ବର ଶେଷ ସପ୍ତାହରେ ଅର୍ଥାତ୍ ୨୮ ତାରିଖରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି । ଏହି ଟିକା ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଷ୍ଟୋରେଜ କରିବାର ବ୍ୟବସ୍ଥା କରାଯାଇଛି । ଏହାପରେ...
ଜୀବନସାଥୀଙ୍କ ମୃତ୍ୟୁ ପରେ ମିଳିଥିବା ଅନୁକମ୍ପାମୂଳକ ନିଯୁକ୍ତି ପରେ ବି ଜୀବିତ ସାଥୀ କରିପାରିବେ ବିବାହ: ହାଇକୋର୍ଟ
ଆହ୍ଲାବାଦ,୨୨।୧୨: ଜୀବନସାଥୀଙ୍କ ମୃତ୍ୟୁ ପରେ ମିଳିଥିବା ଅନୁକମ୍ପାମୂଳକ ନିଯୁକ୍ତି ପରେ ବି ଜୀବିତ ଥିବା ସାଥୀ ବିବାହ କରିପାରିବେ। ଏନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଅହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ...
୧୨ ଘଣ୍ଟା ଧରି ୧୦ କି.ମି. ନଦୀରେ ପହଁରୁଥିଲେ ମହିଳା, ଲୋକେ ଭାବିଲେ ମୃତ, ପରେ ଯାହା ଦେଖିଲେ ହେଲେ ଆଶ୍ଚର୍ଯ୍ୟ
ଗଙ୍ଗା ନଦୀରେ ମତ୍ସ୍ୟଜୀବୀମାନେ ଜଣେ ମହିଳାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ବରଫ ଭଳି ଥଣ୍ଡା ପାଣିରେ ମହିଳା ଜଣକ ୧୨ ଘଣ୍ଟାଧରି ପହଁରୁଥିଲେ। ଯାହାକୁ ଦେଖି ମତ୍ସ୍ୟଜୀବୀ ମାନେ ତାଙ୍କୁ ମୃତ ବୋଲି ଭାବି ଥିଲେ। ମାତ୍ର ୧୦ କିଲୋମିଟର...
କ୍ରିକେଟର ସୁରେଶ ରୈନାଙ୍କୁ ଧରି ନେଲା ପୋଲିସ
ମୁମ୍ବାଇ,୨୨।୧୨: ଭାରତୀୟ କ୍ରିକେଟର ସୁରେଶ ରୈନାଙ୍କୁ ପୋଲିସ ଧରି ନେଇଛି। ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ରାତ୍ରକାଳୀନ କର୍ଫ୍ୟୁ ଜାରି ରହିଥିବାବେଳେ ରୈନାଙ୍କ ସମେତ ୪୩ ଜଣ ଏକ କ୍ଲବ୍ରେ ନାଚଗୀତରେ ମାତିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି...
Archives


