ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାକୁ ଆସନ୍ତା ସପ୍ତାହରେ ମଞ୍ଜୁରୀ ଦେଇପାରନ୍ତି ସରକାର

ନୂଆଦିଲ୍ଲୀ,୨୩।୧୨: କରୋନା ପ୍ରତିଷେଧକ ଟିକାକୁ ସାର୍ବଜନୀକ ଭାବେ ଦେବା ପାଇଁ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତା ସପ୍ତାହରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ କରୋନା ଟିକାକୁ ଭାରତୀୟ କେନ୍ଦ୍ରୀୟ ଔଷଧି ମାନକ ନିୟନ୍ତ୍ରଣ ସଂଗଠନ (ସିଡ଼ିଏସ୍‌ସିଓ) ପକ୍ଷରୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ସିଡ଼ିଏସ୍‌ସିଓ ପକ୍ଷରୁ ଏନେଇ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାର କ୍ଲିନିକାଲ ଟ୍ରାଏଲ୍‌ ରିପୋର୍ଟକୁ ଡିସେମ୍ବର ୯ରେ ସମୀକ୍ଷା କରିଥିଲେ। ଏହାପରେ ସିଡ଼ିଏସ୍‌ସିଓ ପକ୍ଷରୁ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ସମେତ ସମସ୍ତ କମ୍ପାନୀଗୁଡ଼ିକଠାରୁ ଅଧିକ ସୂଚନା ଲୋଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିସ୍‌ଡ କଲରେ ମିଳିବ ଗ୍ୟାସ

ଭୁବନେଶ୍ୱର,୧୩|୧୨: ବର୍ତ୍ତମାନ ଏଲ୍‌ପିଜି ସିଲିଣ୍ଡର ବୁକିଂ ପାଇଁ ଦେଶର ପ୍ରମୁଖ ଇନ୍ଧନ ବିପଣନ (ଗ୍ୟାସ୍‌) କମ୍ପାନୀ ବିଭିନ୍ନ ପ୍ରକାରର ସହଜ ସୁବିଧା ସେବା ଗ୍ରାହକଙ୍କ ପାଇଁ...

ବସ୍‌ରେ ମହିଳାଙ୍କୁ ବଳାତ୍କାର କଲେ ଡ୍ରାଇଭର

ହାଇଦ୍ରାବାଦ,୧।୩: ହାଇଦ୍ରାବାଦରେ ଏକ ଘରୋଇ ବସ୍‌ରେ ଜଣେ ମହିଳା ଯାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ଡ୍ରାଇଭରଙ୍କ ବିରୋଧରେ ଏକ ମାମଲା ରୁଜୁ...

୧୨୪୩୦ ସ୍ମାର୍ଟ କ୍ଲାସ୍‌ ରୁମ୍‌ ଲୋକାର୍ପିତ, ୭୫ ବର୍ଷର କାମ ୭ ବର୍ଷରେ ହୋଇଛି, କହିଲେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୧୯।୨ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ୧୨୪୩୦ ସ୍ମାର୍ଟ କ୍ଲାସ୍‌ ରୁମ୍‌ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଯାହା ୭୫...

ଚାଇନାର ବଢ଼ିଲା ଚିନ୍ତା: ପୈଙ୍ଗୋଗ ହ୍ରଦ ନିକଟରେ ୧୨ ପାଟ୍ରୋଲିଂ ବୋଟ୍‌ ମୁତୟନ କରିବ ଭାରତ

ଲଦାଖ,୨।୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ଏଠାରେ ସ୍ବଦେଶୀ ଜ୍ଞାନକୌଶଳରେ...

ଆଉ ଏକ ସ୍ପାଇସଜେଟ ୱିଣ୍ଡସିଲ୍ଡରେ ଫାଟ, ମୁ୍‌ମ୍ବାଇରେ ହେଲା ପ୍ରାୟୋରିଟି ଲ୍ୟାଣ୍ଡିଂ

ମୁମ୍ବାଇ,୫ ।୭: ସ୍ପାଇସଜେଟର ଆଉ ଏକ ବିମାନରେ ୱିଣ୍ଡସିଲ୍ଡରେ ଫାଟ ସୃଷ୍ଟି ହେବାରୁ ବିମାନଟିକୁ ପ୍ରାୟୋରିଟି ବେସିସରେ ମୁମ୍ବାଇରେ ଲ୍ୟାଣ୍ଡ କରାଯାଇଛି । ମିଳିଥିବା ସୂଚନା...

ଆସନ୍ତା ୪ ସପ୍ତାହ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ, ୬ା୪- ବିଭିନ୍ନ ରାଜ୍ୟରେ ମାଢ଼ି ଚାଲିଛି କରୋନା। ବର୍ତ୍ତମାନ ସ୍ଥିତି ଧିରେ ଧିରେ ଗମ୍ଭୀର ହେବାରେ ଲାଗିଛି। ଆସନ୍ତା ୪ ସପ୍ତାହ ଦେଶ ପାଇଁ...

ଭାରତରେ ୬ ଲସ୍କର ଆତଙ୍କବାଦୀ ପଶିଲେ: ତାମିଲନାଡୁରେ ହାଇଆଲର୍ଟ

ଚେନ୍ନାଇ,୨୩।୮:ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ଦେଶରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫଳରେ ଏପର୍ଯ୍ୟନ୍ତ ଆତଙ୍କବାଦୀ ଆକ୍ରମଣର କୌଣସି ଘଟଣା ଘଟିନାହିଁ। କଡା ସୁରକ୍ଷା...

କରୋନା ବୁଷ୍ଟର ଡୋଜକୁ ନେଇ ବଦଳିପାରେ ନିୟମ

ନୂଆଦିଲ୍ଲୀ,୨୭ ।୧: କରୋନାର ବୁଷ୍ଟର ଡୋଜକୁ ନେଇ ସରକାର ନିୟମରେ କିଛି ପରିବର୍ତ୍ତନ କରିପାରନ୍ତି । ଦେଶରେ ଓମିକ୍ରନ୍ ସଂକ୍ରମଣ ବୃଦ୍ଧିକୁ ଦେଖି ବୁଷ୍ଟର ଡୋଜ...

Advertisement
Archives

Model This Week