Posted inଜାତୀୟ

୧୨ ଘଣ୍ଟା ଧରି ୧୦ କି.ମି. ନଦୀରେ ପହଁରୁଥିଲେ ମହିଳା, ଲୋକେ ଭାବିଲେ ମୃତ, ପରେ ଯାହା ଦେଖିଲେ ହେଲେ ଆଶ୍ଚର୍ଯ୍ୟ

ଗଙ୍ଗା ନଦୀରେ ମତ୍ସ୍ୟଜୀବୀମାନେ ଜଣେ ମହିଳାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ବରଫ ଭଳି ଥଣ୍ଡା ପାଣିରେ ମହିଳା ଜଣକ ୧୨ ଘଣ୍ଟାଧରି ପହଁରୁଥିଲେ। ଯାହାକୁ ଦେଖି ମତ୍ସ୍ୟଜୀବୀ ମାନେ ତାଙ୍କୁ ମୃତ ବୋଲି ଭାବି ଥିଲେ। ମାତ୍ର ୧୦ କିଲୋମିଟର ଦୂରକୁ ପଳାଇ ଯାଇଥିବା ମହିଳାଙ୍କୁ ସେମାନେ ଯେତେବେଳେ ଉଦ୍ଧାର କଲେ ସେ ଜୀବିତ ଥିବା ଜାଣିପାରିଥିଲେ।

ମହିଳାଙ୍କ ନାମ ଅନୀତା ଦେବୀ। ରାଘୋପୁର ଡିଆରାରୁ ଆସିଥିବା ଅନୀତା ସାରେ ଗଙ୍ଗା ନଦୀ ଉପର ପିପା ବ୍ରିଜ ଦେଇ ଯାଉଥିଲେ। ମୁଣ୍ଡ ବୁଲାଇବା କାରଣରୁ ସେ ଅଟୋରୁ ଓହ୍ଲାଇ ବ୍ରିଜ ଉପରେ ବସିଥିଲେ। ପାଦ ଖସିଯିବାରୁ ନଦୀରେ ପଡ଼ିଯାଇଥିଲେ। ଅନୀତା ରାତିସାରା ନଦୀରେ ଥିଲେ।

ସକାଳେ ପିପା ବ୍ରିଜଠାରୁ ପ୍ରାୟ ୧୦ କିଲୋମିଟର ଦୂରରୁ ମତ୍ସ୍ୟଜୀବୀ ଅନୀତାଙ୍କୁ ଦେଖି ଉଦ୍ଧାର କରିଥିଲେ। ମାତ୍ର ସେତେବେଳେ ସେ ତାଙ୍କୁ ଜୀବିତ ବୋଲି ଭାବି ନ ଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମେ ସୁଦ୍ଧା ୫-ଜି ସ୍ପେକ୍ଟ୍ରମ ନିଲାମ

ନୂଆଦିଲ୍ଲୀ,୧୨ା୧୧:ବହୁ ପ୍ରତୀକ୍ଷିତ ୫-ଜି ସ୍ପେକ୍ଟ୍ରମ ନିଲାମ ୨୦୨୨ ଏପ୍ରିଲରୁ ମେ ମାସ ମଧ୍ୟରେ ହୋଇପାରେ। ଗୁରୁବାର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।...

ଭାଲେଣ୍ଟାଇନ ଡେ’ରେ ସ୍ୱତନ୍ତ୍ର ଡୁଡଲ କରି ପ୍ରେମର ବାର୍ତ୍ତା ଦେଲା ଗୁଗଲ

ନୂଆଦିଲ୍ଲୀ,୧୪ ।୨: ବିଶେଷ ଦିନମାନଙ୍କରେ ଡୁଡଲ କରି ସଭିଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଉଥିବା ବିଶ୍ୱର ଅଗ୍ରଣୀ ସର୍ଚ୍ଚ ଇଞ୍ଜିନ ଗୁଗଲ ଏଥର ଭାଲେଣ୍ଟାଇନ ଡେ’ ୨୦୨୨...

ଜୀବିତ ଫେରିବା ନୋହିଲା: ତପୋବନ ଟନେଲରୁ ଉଦ୍ଧାର ହେଉଛି ମୃତଦେହ

ଡେରାଡୁନ୍‌,୧୪।୨: ଉତ୍ତରାଖଣ୍ଡର ତପୋବନ ଟନେଲରେ ଅଟକି ଥିବା ୩୫ରୁ ଅଧିକ ଶ୍ରମିକଙ୍କ ମଧ୍ୟରୁ ୧୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ପରିବାର ବର୍ଗ ଶ୍ରମିକଙ୍କ...

ବିବାହ ନିମନ୍ତ୍ରଣ କାର୍ଡରେ କୃଷକ ଆନ୍ଦୋଳନ ବାର୍ତ୍ତା, ଲେଖାଅଛି ଏମିତି…

ଚଣ୍ଡିଗଡ଼,୪।୨: ସାଧାରଣତଃ ବିବାହ ନିମନ୍ତ୍ରଣ କାର୍ଡରେ ଲୋକେ ଦେବଦେବୀଙ୍କ ଫଟୋ କିମ୍ବା ବରକନ୍ୟାଙ୍କ ଫଟୋ ଛପାଇଥାନ୍ତି। ମାତ୍ର ବର୍ତ୍ତମାନ କୃଷକ ଆନ୍ଦୋଳନ ଚାଲିଥିବାରୁ ଏକ ବିବାହ...

ପ୍ରଲୋଭନ ନଚେତ୍‌ ଜେଲ ଭୟ

କୋଲକାତା,୨୨ା୭(ପି.ଟି.): ଭାଜପା କର୍ନାଟକ ସୂତ୍ର ପ୍ରୟୋଗ କରି ପଶ୍ଚିମବଙ୍ଗରେ ମଧ୍ୟ ସମାନ ଶୈଳୀରେ ଘୋଡ଼ାବେପାର ଉଦ୍ୟମ ଚଳାଇଛି। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାୟକମାନଙ୍କୁ ଅର୍ଥ ଓ...

ଘନ କୁହୁଡ଼ି ଯୋଗୁ ୪୮୧ ଟ୍ରେନ୍‌ ବାତିଲ…

ନୂଆଦିଲ୍ଲୀ, ୨୪।୧ : ସାରା ଦେଶରେ ପ୍ରବଳ ଥଣ୍ଡା ଏବଂ ଘନ କୁହୁଡ଼ି ଯୋଗୁ ରେଲଓ୍ବେର ସମସ୍ୟା ବୃଦ୍ଧି ପାଇଛି। ଘନ କୁହୁଡ଼ି ଯୋଗୁ ୪୮୧...

ଚନ୍ଦ୍ରଯାନ-୨କୁ ନେଇ ପ୍ରତିକ୍ରିୟା ରଖିଲେ ମମତା

କୋଲକାତା,୬।୯: ଭାରତ ଚନ୍ଦ୍ରପୃଷ୍ଠରେ ଏକ ନୂଆ ମାଇଲଖୁଣ୍ଟ ତିଆରି କରିବାକୁ ଯାଉଛି। ୪୮ ଦିନର ଯାତ୍ରା ପରେ ଶୁକ୍ରବାର ବିଳମ୍ବିତ ରାତିରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ...

ପାର୍ଥ ଚାଟାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି: ଏମ୍ସ

କୋଲକାତା/ଭୁବନେଶ୍ୱର,୨୫।୭(ବ୍ୟୁରୋ): ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଅଧୀନରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍‌ ଥିବା କହିଛି...

Advertisement
Archives

Model This Week