ଏହି ବରିଷ୍ଠ ନେତାଙ୍କୁ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ କରିପାରେ ଭାଜପା
ଡେରାଡୁନ,୯।୩: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ତ୍ରିବେନ୍ଦ୍ର ସିଂ ରାଓ୍ବତ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ବିଧାନସଭା ନିର୍ବାଚନକୁ ଆହୁରି ଏକ ବର୍ଷ ବାକିଥିବାବେଳେ ରାଜ୍ୟର ଏହି ଗୁରୁଦାୟିତ୍ୱ ପାଇଁ ବିଧାୟକ ଧନ ସିଂ ରାଓ୍ବତଙ୍କୁ ଦଳ ବାଛିପାରେ। ଦଳ ପକ୍ଷରୁ ତ୍ରିବେନ୍ଦ୍ରଙ୍କ ଇସ୍ତଫା…
ରାଜସ୍ଥାନରେ ଭାକ୍ସିନ ଅଭାବ ପଡ଼ିନାହିଁ
ଜୟପୁର,୯।୩ : କେନ୍ଦ୍ର ତୁରନ୍ତ ଭାକ୍ସିନ ନ ପଠାଇଲେ ରାଜସ୍ଥାନରେ ଆଣ୍ଟି କରୋନା ଡୋଜର ଅଭାବ ଦେଖାଦେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏହାକୁ ମଙ୍ଗଳବାର ପ୍ରତ୍ୟାଖ୍ୟାନ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ”ଏହି ରାଜ୍ୟରେ ବର୍ତ୍ତମାନ ଭାକ୍ସିନ ଅଭାବ…
‘ମୁଁ ବାହାର ଲୋକ, ଆଉ ଯେଉଁମାନେ ଗୁଜରାଟରୁ ଆସିଛନ୍ତି ସେମାନେ ନିଜ ଲୋକ’
କୋଲକାତା,୯।୩ : ‘ଜୟ ନନ୍ଦିଗ୍ରାମ’ ସ୍ଲୋଗାନ ସହ ମଙ୍ଗଳବାର ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଏଠାରେ ସେ ଭାଜପାର ହେଭିଓ୍ବେଟ୍ ନେତା ସୁଭେନ୍ଦୁ ଅଧିକାରୀଙ୍କୁ ଭେଟିବେ। ବୁଥ ସ୍ଥରୀୟ ଟିଏମ୍ସି କର୍ମୀଙ୍କ…
ଭାଜପାକୁ ଚେତାଇଲେ ମମତା: କହିଲେ ‘ମୁଁ ଜଣେ ହିନ୍ଦୁ, ମୋ ସହ ହିନ୍ଦୁ କାର୍ଡ ଖେଳନାହିଁ’
ନନ୍ଦିଗ୍ରାମ,୯।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଛକାପଞ୍ଝା ଲାଗି ରହିଛି। ଏଭଳି ପରିସ୍ଥିତିରେ ଭାଜପା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଟାକ୍ଷ କରୁଥିବା ବେଳେ ମଙ୍ଗଳବାର ହାଇ ପ୍ରୋଫାଇଲ୍ ସିଟ୍ ‘ନନ୍ଦିଗ୍ରାମ’ରୁ ଗର୍ଜିଛନ୍ତି ସେ। ବୁଧବାର ସେ ଏଠାରୁ ନାମାଙ୍କନ ପତ୍ର…
ନଓ୍ବାଜୁଦ୍ଦିନଙ୍କୁ ଛାଡ଼ପତ୍ର ନୁହେଁ, ଦେବେ ଆଉ ଏକ ସୁଯୋଗ
ନୂଆଦିଲ୍ଲୀ,୯।୩ : ବଲିଉଡ୍ ଅଭିନେତା ନାଓ୍ବାଜୁଦ୍ଦିନ ସିଦ୍ଦିକିଙ୍କୁ ଛାଡ଼ପତ୍ର ଦେବା ବଦଳରେ ଆଉ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି ପତ୍ନୀ ଆଲିୟା। ଛାଡ଼ପତ୍ର ଲାଗି ନୋଟିସ ପଠାଇବାର ପ୍ରାୟ ଏକ ବର୍ଷ ପରେ ଆଲିୟା ବଦଳାଇଛନ୍ତି ନିଜ ନିଷ୍ପତ୍ତି। ଛୁଆଙ୍କ…
୪ ବର୍ଷ ଧରି ଉତ୍ତରାଖଣ୍ଡର ସେବା କଲି, ଭାଜପା ଏବେ ଆଉଜଣଙ୍କୁ ସୁଯୋଗ ଦେବାକୁ ଚାହୁଁଛି: ରାଓ୍ବତ
ନୂଆଦିଲ୍ଲୀ,୯।୩: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ମଙ୍ଗଳବାର ଦିଲ୍ଲୀରୁ ଫେରିବା ପରେ ଅପରାହ୍ନରେ ରାଜ୍ୟପାଳ ବେବି ରାଣୀ ମୋର୍ଯ୍ୟଙ୍କ ସହ ସାକ୍ଷାତକରି ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହାପରେ ଗଣମାଧ୍ୟମ ଆଗରେ…
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତ୍ରିଭେନ୍ଦ୍ର ସିଂ ରାୱତ
ଡେରାଡୁନ,୯ ।୩: ଗତ ଚାରି ଦିନ ହେବ ଉତ୍ତରାଖଣ୍ଡ ରାଜନୀତିକୁ ନେଇ ଅନୁମାନ ଲଗାଯାଉଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଏଥିରେ ଫୁଲଷ୍ଟପ୍ ଲାଗିଛି । ମୁଖ୍ୟମନ୍ତ୍ରୀ ପଦରୁ ତ୍ରିଭେନ୍ଦ୍ର ସିଂ ରାୱତ ଇସ୍ତଫା ପ୍ରଦାନ କରିଛନ୍ତି । ଅପରାହ୍ନ ପ୍ରାୟ ୪ଟା…
ରାହୁଲଙ୍କୁ ଜବାବ ଦେଲେ ଜ୍ୟୋତିରାଦିତ୍ୟ
ନୂଆଦିଲ୍ଲୀ,୯ ।୩: ଜ୍ୟୋତିରାଦିତ୍ୟ ସିନ୍ଧିଆ ଯଦି କଂଗ୍ରେସରେ ଥାଆନ୍ତେ ତେବେ ମୁଖ୍ୟମନ୍ତ୍ରୀ ହୋଇପାରି ଥାଆନ୍ତେ । ହେଲେ ଭାରତୀୟ ଜନତା ପାର୍ଟି(ଭାଜପା)ରେ ରହି ସେ ବ୍ୟାକ୍ ବେଞ୍ଚର ପାଲଟି ଯାଇଛନ୍ତି । ଏହା କହିଥିଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ…
ବାଟ୍ଲା ହାଉସ୍ ଏନ୍କାଉଣ୍ଟର: ସୋନିଆ, ମମତାଙ୍କୁ ଟାର୍ଗେଟ କଲା ଭାଜପା
ନୂଆଦିଲ୍ଲୀ,୯ ।୩: ବାଟ୍ଲା ହାଉସ୍ ଏନ୍କାଉଣ୍ଟର ମାମଲାରେ ଦିଲ୍ଲୀର ସାକେତ କୋର୍ଟ ଇଣ୍ଡିଆନ ମୁଜାହାଦ୍ଦିନର ଆତଙ୍କବାଦୀ ଆରିଜ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କର ଦଣ୍ଡ ବିଧାନ ସମ୍ପର୍କିତ ଶୁଣାଣି ମାର୍ଚ୍ଚ ୧୫ରେ ହେବ । ଏହାକୁ ନେଇ ମଙ୍ଗଳବାର…
ଟିକା ନେବାର ୪୮ ଘଣ୍ଟା ମଧ୍ୟରେ ବିମାନ ଉଡ଼ାଣ ମନା
ନୂଆଦିଲ୍ଲୀ,୯।୩: କରୋନା ଟିକା ନେବାର ୪୮ ଘଣ୍ଟା ମଧ୍ୟରେ ପାଇଲଟଙ୍କୁ ବିମାନ ଉଡ଼ାଣ ମନା କରାଯାଇଛି। ଏନେଇ ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି। ଏହି ନିୟମ ଅନ୍ୟ ବିମାନ କର୍ମଚାରୀଙ୍କ ପାଇଁ ମଧ୍ୟ ଲାଗୁ…
୨୦୦ରୁ ଅଧିକ ବୋମା ଉଦ୍ଧାର
କୋଲକାତା,୯।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖିଇ ଆସୁଛି। ତେବେ ମଙ୍ଗଳବାର ଦକ୍ଷିଣ ୨୪ ପ୍ରଗଣା ଜିଲାର ଭାଙ୍ଗର ଅଞ୍ଚଳରୁ ୨୦୦ରୁ ଅଧିକ ବୋମା ଉଦ୍ଧାର କରାଯାଇଛି। ଖବର ପାଇ କାଶିପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ରାଜ୍ୟରେ ଶାସକ…
ଉତ୍ତରାଖଣ୍ଡରେ ରାଜନୈତିକ ସଙ୍କଟ
ଡେରାଡୁନ,୯ ।୩: ଉତ୍ତରାଖଣ୍ଡରେ ବେଳକୁ ବେଳକୁ ରାଜନୈତିକ ସଙ୍କଟ ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ମଙ୍ଗଳବାର ଦିଲ୍ଲୀରୁ ଫେରିଛନ୍ତି । କେବଳ ସେତିକି ନୁହେଁ ସେ ଫେରିବା ପରେ ଅପରାହ୍ନ ପ୍ରାୟ ୪ଟାରେ ରାଜ୍ୟପାଳ ବେବି ରାଣୀ…
Archives


