ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୧୦।୩: ବିଭିନ୍ନ ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବା ବେଳେ ବିଧାନସଭା ବଜେଟ ଅଧିବେଶନ ବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଶଂସା କରିଛନ୍ତି। ଦିଲ୍ଲୀରେ କୋଭିଡ୍-୧୯ ମୁକାବିଳାରେ କେନ୍ଦ୍ର…
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ତିରଥ ସିଂହ ରାୱତ
ଡେରାଡୁନ,୧୦।୩: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ତିରଥ ସିଂହ ରାୱତ। ବୁଦବାର ଅପରାହ୍ନ ୪ଟା ବେଳେ ରାଜଭବନରେ ରାଜ୍ୟପାଳ ବେବୀ ରାନୀ ମୌର୍ଯ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଆସନ୍ତାବର୍ଷ…
ଥାନାରେ ହାଇଭୋଲଟେଜ୍ ଡ୍ରାମା: ଯୁବତୀ କହିଲେ, ମୁଁ କନଷ୍ଟେବଳଙ୍କୁ ବାହା ହେବି
ପାଟଣା,୧୦।୩: ବିହାରର ହାଜିପୁର ଥାନାରେ ଆଜି ଦିନତମାମ ଏକ ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଛି। ଯୁବତୀ ଫେସବୁକ୍ରେ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ମାତ୍ର ବିବାହ କରିବାକୁ ଯୁବକ ଜଣକ ମନା କରିବାରୁ ଯୁବତୀ ଥାନାରେ ପହଞ୍ଚିଥିଲେ। ଏହା ଦେଖିବା ପାଇଁ…
ଲାଲୁ ଯାଦବଙ୍କ ତକିଆ, ରେଜେଇ ଚୋରି!
ରାଞ୍ଚି,୧୦।୩: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ଯାଦବଙ୍କ ତକିଆ ଏବଂ ରେଜେଇ ଚୋରି ହୋଇଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ବରିଷ୍ଠ ପୋଲିସ ଅଧୀକ୍ଷକ ଲାଲୁ ଯାଦବଙ୍କ ସୁରକ୍ଷା ଅଧୀନରେ ନିଯୁକ୍ତ…
ରାସ୍ତାରେ ବାଇକ୍ ଷ୍ଟଣ୍ଟ୍ କରୁଥିଲେ ଯୁବତୀ: ଆଉ ତା’ପରେ
ସୁରତ,୧୦।୩: ଜନବହୁଳ ରାସ୍ତାରେ ବାଇକ୍ ଷ୍ଟଣ୍ଟ୍ କରି ଗିରଫ ହୋଇଛନ୍ତି ସୁରତର ଜଣେ ଯୁବତୀ। ସୁରତର ରାସ୍ତାରେ ଯୁବତୀ ଜଣଙ୍କ ବିନା ହେଲମେଟ୍ରେ ବାଇକ୍ ଷ୍ଟଣ୍ଟ କରୁଥିଲେ। ଏମିତି କରୁଥିବାର ଭିଡିଓ କରି ସେ ନିଜ ଇନ୍ଷ୍ଟାଗ୍ରାମରେ ଶେୟାର କରିଥିଲେ। ଭିଡିଓ…
ସେନା ନିଯୁକ୍ତିରେ ପାତରଅନ୍ତର: ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୧୦।୩: ଭାରତୀୟ ସେନାର ନିଯୁକ୍ତିରେ ପାତରଅନ୍ତର କରାଯାଉଥିବା ନେଇ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ନ୍ୟାଶନାଲ ଡିଫେନ୍ସ୍ ଏକାଡେମୀ (ଏନ୍ଡିଏ)ର ପରୀକ୍ଷାରେ ଯୋଗ୍ୟତା ମାନଦଣ୍ଡ କାହିଁକି ଭିନ୍ନଭିନ୍ନ ରହିଛି ସେ ନେଇ କୋର୍ଟ ପ୍ରଶ୍ନ କରିଛନ୍ତି। ଏଥିରେ ପୁରୁଷଙ୍କ…
ହନୁମାନ ଭକ୍ତ କେଜ୍ରିଓ୍ବାଲ୍ କଲେ ବଡ ଘୋଷଣା
ନୂଆଦିଲ୍ଲୀ,୧୦।୩: ମାର୍ଚ୍ଚ ୮ରୁ ଦିଲ୍ଲୀ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ବୁଧବାର ବିଧାନସଭାର ବଜେଟ ଅଧିବେଶନ ସମୟରେ ଡେପୁଟି ଗଭର୍ଣ୍ଣର (ଏଲଜି) ଅଭିଭାଷଣ ଉପରେ ମନ୍ତବ୍ୟ ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍ଓ୍ବାଲ୍ କହିଛନ୍ତି ଯେ ଦିଲ୍ଲୀ ସରକାର ରାମ…
କଂଗ୍ରେସକୁ ପୁଣି ଝଟ୍କା: ପିସି ଚାକୋ ଦେଲେ ଇସ୍ତଫା
ଥରୁଭାନନ୍ତପୁରମ୍,୧୦।୩: ବିଧାନସଭା ନିର୍ବାଚନ ପୂର୍ବରୁ କେରଳରେ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ପିସି ଚାକୋ ଦଳୀୟ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ବୁଧବାର ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ରକୁ ସୋନିଆ ଗାନ୍ଧୀଙ୍କ ପାଖକୁ ପଠାଇ…
ନାମାଙ୍କନ ପତ୍ର ଦାଖଲ କଲେ ଦିଦି
କୋଲକାତା,୧୦।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ବିଧାନସଭା ଆସନରୁ ଲଢ଼ିବା ପାଇଁ ବୁଧବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନିଜ ଘରୁ ଚାଲିଚାଲି ମହାରୁଦ୍ର ସିଦ୍ଧନାଥ ଶିବ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହିତ ଜଳାଭିଷେକ କରିଥିଲେ। ଏହାପରେ ମନ୍ଦିର ନିକଟରେ…
ପଶ୍ଚିମବଙ୍ଗ ଜୟ ମିଶନରେ ଭାଜପାର ୪୦ ଷ୍ଟାର୍ ପ୍ରଚାରକ
କୋଲକାତା,୧୦।୩: ପଶ୍ଚିମବଙ୍ଗ ଜୟ ମିଶନରେ ଭାଜପା ପକ୍ଷରୁ ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କରାଯାଇଛି। ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଜେ.ପି.ନଡ୍ଡା, ରାଜନାଥ ସିଂ, ଅମିତ ଶାହା, ନୀତିନ ଗଡ଼କରୀ, ଅର୍ଜୁନ ମୁଣ୍ଡା, ଧମେନ୍ଦ୍ର ପ୍ରଧାନ, ସ୍ମୃତି…
କେରଳ ବିଧାନସଭା ନିର୍ବାଚନ: ସିପିଆଇଏମ୍ ଜାରି କଲା ୮୩ ଜଣିଆ ପ୍ରାର୍ଥୀ ତାଲିକା
ଥିରୁଭାନନ୍ତପୁରମ୍,୧୦।୩: ଆଗକୁ କେରଳରେ ବିଧାନସଭା ନିର୍ବାଚନ। ଶାସକ ସିପିଆଇଏମ୍ ପକ୍ଷରୁ ୮୩ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କନ୍ନୁର ଜିଲାର ଧର୍ମଦାମ ଆସନରୁ ନିର୍ବାଚନ ଲଢ଼ିବେ। ରାଜ୍ୟର ୧୪୦ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ୍…
ପଶ୍ଚିମବଙ୍ଗ, ଆସାମ ନିର୍ବାଚନ ପାଇଁ ଭାଜପାର ଷ୍ଟାର ପ୍ରଚାରକ ତାଲିକା ଘୋଷିତ
ନୂଆଦିଲ୍ଲୀ,୧୦।୩: ଭାଜପା ବୁଧବାର ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ୟ ମନ୍ତ୍ରୀ ଅମିତ ଶାହା, ଜେପି ନଡ୍ଡା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଅଭିନେତା…
Archives


