ପ୍ରଥମ ପର୍ଯ୍ୟାୟରେ ୫୧ ଲକ୍ଷଙ୍କୁ ମାଗଣା କରୋନା ଟିକା
ନୂଆଦିଲ୍ଲୀ,୨୭।୧୨: କରୋନା ପ୍ରତିଷେଧକ ଟିକାକରଣ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ୫୧ ଲକ୍ଷ ଲୋକଙ୍କୁ ମାଗଣାରେ କରୋନା ଟିକା ଦିଆଯିବାର ଯୋଜନା ରହିଛି। ଏସମ୍ପର୍କରେ ଦିଲ୍ଲୀ କୋଭିଡ୍ ଟାକ୍ସ୍ ଫୋର୍ସ ସଦସ୍ୟ ମୌଲାନା...
ନିଜ ପରିବାରକୁ ବଞ୍ଚାନ୍ତୁ ଲୋକେ,ଦେଶକୁ ସମ୍ଭାଳିବାକୁ ଅଛନ୍ତି ମୋଦି : ସଞ୍ଜୟ ରାଉତ
ମୁମ୍ବାଇ,୨୭।୧୨: କେନ୍ଦ୍ର ସରକାରଙ୍କୁ ଶିବସେନା ପକ୍ଷରୁ ଲଗାତାର ଟାଗେର୍ଟ କରାଯାଉଛି। ଏହି ମର୍ମରେ ଶିବସେନା ମୁଖପତ୍ର ସାମନାରେ ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ମନ୍ତବ୍ୟ ଦେଇଛନ୍ତି। ସଞ୍ଜୟ କହିଛନ୍ତି ଯେ, ବିଦାୟ ନେବାକୁ ଯାଉଥିବା ୨୦୨୦ ବର୍ଷ...
‘ମାଫିଆଙ୍କୁ ପୋତିଦେବି’
ଭୋପାଳ, ୨୭।୧୨ : ମଧ୍ୟପ୍ରଦେଶରେ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ମାଫିଆମାନଙ୍କୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଡ଼ା ଚେତାବନୀ ଦେଇଛନ୍ତି। ଯଦି ସେମାନେ ରାଜ୍ୟ ଛାଡ଼ି ନ ଯାଆନ୍ତି, ତେବେ ୧୦ ଫୁଟ ଗଭୀରରେ ପୋତିଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।...
୫୩ ନାଗା ଉଗ୍ରପନ୍ଥୀଙ୍କ ଆତ୍ମସମର୍ପଣ
ନୂଆଦିଲ୍ଲୀ, ୨୭।୧୨ (ଆଇଏଏନ୍ଏସ୍): ନାଗାଲାଣ୍ଡର ନ୍ୟାଶନାଲ ସୋସିଆଲିଷ୍ଟ କାଉନ୍ସିଲ୍ (କେ-ୟୁଙ୍ଗ ଅଙ୍ଗ୍) ଉଗ୍ରପନ୍ଥୀ ସଂଗଠନର ଶୀର୍ଷ ନେତା ୫୨ ଜଣ କ୍ୟାଡରଙ୍କ ସହ ଆତ୍ମସମର୍ପଣ କରିଛନ୍ତି। ଫଳରେ ନାଗା ଶାନ୍ତି ପ୍ରକ୍ରିୟା ତ୍ୱରାନ୍ବିତ ହୋଇଛି। ଭାରତୀୟ ସେନା, ଆସାମ ରାଇଫଲ୍ସ...
ଚିନ୍ତା ବଢ଼ାଇଲା ନୂଆ ରୂପ
ନୂଆଦିଲ୍ଲୀ/ଥିରୁଭାନନ୍ତପୁରମ୍/ ଜୟପୁର, ୨୭।୧୨ : ବ୍ରିଟେନରେ କରୋନାର ନୂଆ ରୂପ ଦ୍ରୁତ ସଂକ୍ରମିତ ହେଉଥିବାରୁ ସାରା ବିଶ୍ୱ ପାଇଁ ଏହା ଚିନ୍ତାର କାରଣ ହୋଇଥିବାବେଳେ ଭାରତ ସମେତ ବିଭିନ୍ନ ଦେଶ ସେଠାକୁ ବିମାନ ଚଳାଚଳ ବନ୍ଦ କରିଛନ୍ତି। ତେବେ ଏହି...
ଶୀତରେ ଆଲକହଲ୍କୁ ନା’ : ଆଇଏମ୍ଡି
ନୂଆଦିଲ୍ଲୀ,୨୬।୧୨: ଉତ୍ତର ଭାରତରେ ପ୍ରବଳରୁ ଅତି ପ୍ରବଳ ଶୀତ ପଡ଼ିପାରେ। ଏଣୁ ଘରେ କିମ୍ବା ଇୟର ଏଣ୍ଡ୍ ପାର୍ଟିରେ ଆଲକହଲ୍ ନେବା ଉଚିତ ହେବ ନାହିଁ । ଏ ନେଇ ଚେତାବନୀ ଦେଇଛି ଭାରତର ପାଣିପାଗ ବିଭାଗ (ଆଇଏମ୍ଡି)। ଉତ୍ତର...
୩୧ରେ ଘୋଷଣା ହେବ ସିବିଏସ୍ଇ ବୋର୍ଡ ପରୀକ୍ଷାର ତାରିଖ
ନୂଆଦିଲ୍ଲୀ,୨୬।୧୨-ସିବିଏସଇ ପରୀକ୍ଷା ତାରିଖକୁ ନେଇ ଶନିବାର ଆସିଛି ଏକ ବଡ ଖବର। ଡିସେମ୍ବର ୩୧ ସନ୍ଧ୍ୟା ୬ଟାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ୨୦୧୧ ସିବିଏସଇ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା କରିବେ। ଏ ନେଇ କେନ୍ଦ୍ର...
ଆମେଠି ଭଳି ରାଇବରେଲିରୁ ହଟିବ ଗାନ୍ଧୀ ପରିବାର : ସ୍ମୃତୀ ଇରାନି
ଆମେଠି,୨୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପୂର୍ବତନ ଆମେଠି ଏମ୍ପି ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅପଶବ୍ଦ ବ୍ୟବହାର କରିଛନ୍ତି ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତୀ ଇରାନି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଖରାପ ଭାଷା ବ୍ୟବହାର କରିବା ସହ ପୂରା...
କଶ୍ମୀରରେ ଶୂନ ଡିଗ୍ରୀ ତାପମାତ୍ରା, ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀନଗର,୨୬ା୧୨: କଶ୍ମୀର ଉପତ୍ୟକାର ଗ୍ରାମାଞ୍ଚଳର ପାଗ ଜନଜୀବନକୁ ଅସ୍ତବ୍ୟସ୍ତ କର ପକାଇଛି। କାରଣ ଏଠାରେ ଏତେ ଥଣ୍ଡା ଯେ, ପ୍ରବଳ ବରଫ ପଡୁଛି। ଶୂନ ଡିଗ୍ରୀ ତଳେ ତାପମାତ୍ରା ରହିଛି। ଫଳରେ ପାଇପଲାଇନ୍ରେ ବରଫ ଜମାଟ ବାନ୍ଧିଥିବାରୁ ଗାଁ ଲୋକ...
ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହେଲେ କୃଷକ, ୨୯ରେ ବୈଠକ
ନୂଆଦିଲ୍ଲୀ, ୨୬।୧୨- ନୂଆ ଚାଷୀ ଆଇନକୁ ବିରୋଧ କରୁଥିବା ବିଭିନ୍ନ କୃଷକ ସଂଗଠନ ଶନିବାର ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହୋଇଛନ୍ତି। ଆସନ୍ତା ୨୯ ତାରିଖରେ ପରବର୍ତ୍ତୀ ଆଲୋଚନା ଲାଗି ପ୍ରସ୍ତାବ ଦେଇଥିବା କୃଷକ ନେତା ରାକେଶ ଟିକେଟ୍...
କୃଷି ଆନ୍ଦୋଳନ: ଏନ୍ଡିଏର ହାତ ଛାଡିଲା ଆର୍ଏଲପି
ନୂଆଦିଲ୍ଲୀ,୨୬।୧୨-ଭାଜପାର ସହଯୋଗୀ ଦଳ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆର୍ଏଲପି) ଏନ୍ଡିଏରୁ ଅଲଗା ହୋଇଯାଇଛି। ଏ ନେଇ ଆରଏଲପି ମୁଖ୍ୟ ହନୁମାନ ବେନିୱାଲ ଶନିବାର ଘୋଷଣା କରିଛନ୍ତି। ରାଜସ୍ଥାନର ଏହି ଆଞ୍ଚଳିକ ଦଳ କିଛି ଦିନ ତଳେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ...
କୃଷକଙ୍କ ବାଡ଼ିରେ ଫଳିଛି ୩ କେଜିର ଲେମ୍ବୁ, ଦେଖିବା ପାଇଁ ନାହିଁ ନ ଥିବା ଭିଡ଼
ଚଣ୍ଡିଗଡ଼,୨୬ା୧୨: ହରିୟାଣାର ଆଦାମପୁରର କିଶନଗଡ଼ ଗ୍ରାମ ନିବାସୀ କୃଷକ ବିଜେନ୍ଦ୍ର ଥୋରିଙ୍କ ବାଡ଼ିରେ ଏକ ଚମତ୍କାରିତା ଦେଖିବାକୁ ମିଳିଛି। ଯେଉଁଠାରେ ଲେମ୍ବୁଗୁଡ଼ିକ ତରଭୁଜ ଆକାରର ଫଳିଛି। ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ ମଧ୍ୟ ସତ। ବିଜେନ୍ଦ୍ରଙ୍କ ବାଡ଼ିରେ ଫଳିଥିବା ତରଭୁଜ ଆକାରର...
Archives


