ଜାତୀୟ

ପରିବାରର ୫ ଜଣଙ୍କ ମୃତ୍ୟୁ ଘଟଣା: ଖୋଲିଲା ବଡ଼ ଗୁମର

ନଏଡ଼ା,୧୮ା୧୦: ଗ୍ରେଟର ନଏଡ଼ା ଅଞ୍ଚଳରେ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟଣାରେ ପୋଲିସ ୩ ଜଣ ସମ୍ପର୍କୀୟଙ୍କୁ ରବିବାର ଗିରଫ କରିଛି। ସମ୍ପର୍କୀୟ ୩ ଜଣ ହେଲେ ମଢତ ଦମ୍ପତିଙ୍କ ୨ ଭଉଣୀ ସୁନୀତା(୪୫), ସପ୍ନା (୩୨) ଓ ଭିଣୋଇ ଚନ୍ଦ୍ରଶେଖର।…

ଟାଇଗର ଶ୍ରଫ୍‌ଙ୍କ ଉପରେ ଆକ୍ରମଣ ପରେ ଧମକ! ସଲମାନଙ୍କ ସହ କାମ କଲେ….

ମୁମ୍ବାଇ,୧୮।୧୦: ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ମୁମ୍ବାଇରେ ହୋଇଥିବା ଗୁଳିମାଡ଼ ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଏହି ଆକ୍ରମଣର ଦାୟିତ୍ୱ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନେଇଥିବା ଦାବି କରାଯାଇଛି । ଗ୍ୟାଙ୍ଗଷ୍ଟର ଅନିଲ ପଣ୍ଡିତଙ୍କ ନାମରେ ସୋସିଆଲ…

ବଲିଉଡ୍‌ରେ ହଇଚଇ; ଅଭିନେତା ଟାଇଗର ଶ୍ରଫ୍‌ଙ୍କୁ ଗୁଳିମାଡ଼!

ନୂଆଦିଲ୍ଲୀ,୧୮।୧୦: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କୁ ଗୁଳିମାଡ଼ । ମୁମ୍ବାଇର ଜୁହୁର ପୁଷ୍ପା ପାର୍କ ଅଞ୍ଚଳରେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ଟାଇଗର ଶ୍ରଫ୍‌ଙ୍କ ଡ୍ରାଇଭର ଏବଂ ଜଣେ ସ୍ଥାନୀୟ ଅଟୋ ରିକ୍ସା ଚାଳକ ମଧ୍ୟ ଆହତ…

ବଡ଼ କଥା କହିଦେଲେ ରାହୁଲ, ଏହି କାରଣ ପାଇଁ ରାତିରେ ଶୋଇପାରୁ ନାହାନ୍ତି ମୋଦି-ଶାହା! ଚାରିଆଡ଼େ ଚର୍ଚ୍ଚା

ନୂଆଦିଲ୍ଲୀ,୧୮।୧୦: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି । ଗୋଆର ମଡଗାଓଁରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି…

ବଡ଼ ଷଡ଼ଯନ୍ତ୍ରର ଗୁମର ଖୋଲିଲେ କିରେନ୍ ରିଜିଜୁ, କହିଲେ ଭାରତରେ ବାଂଲାଦେଶ-ଫ୍ରାନ୍ସ ଭଳି ହିଂସା…

ନୂଆଦିଲ୍ଲୀ,୧୮।୧୦: ଭାରତରେ କ୍ଷମତା ପରିବର୍ତ୍ତନ ପାଇଁ ଆହ୍ୱାନ କରୁଥିବା ବିରୋଧୀ ଦଳ ଓ ନେତାଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ । ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ପରେ ଘଟିଥିବା ହିଂସା ଏବଂ ଫ୍ରାନ୍ସରେ ଚାଲିଥିବା ଦଙ୍ଗାର ଉଦାହରଣ ଦେଇ ସେ…

ନିୟନ୍ତ୍ରଣ ବାହାରକୁ ଚାଲିଗଲା କାଶୀ ନରେଶଙ୍କ ହାତୀ: ଶୁଣ୍ଢରେ ମାହୁନ୍ତକୁ ଉଠାଇ ତଳେ କଚାଡ଼ି ଦେଲା, ଦେଖନ୍ତୁ ଭୟଙ୍କର ଭିଡ଼ିଓ

ବାରଣାସୀ,୧୮।୧୦: ବାରଣାସୀର ପ୍ରସିଦ୍ଧ ରାମଲୀଳାରେ ଅଂଶଗ୍ରହଣ କରୁଥିବା ଏକ ହାତୀ ହଠାତ ନିୟନ୍ତ୍ରଣ ବାହାରକୁ ଚାଲିଗଲା। ଏହା ଉନ୍ମତ୍ତ ହୋଇ ଦୌଡ଼ିବାକୁ ଲାଗିଲା ଏବଂ ନିଜ ଶୁଣ୍ଢ ସାହାଯ୍ୟରେ ପାଖରେ ଥିବା ଜିନିଷପତ୍ର ଉଠାଇ ଫିଙ୍ଗିବାକୁ ଲାଗିଲା। ଏହା ବିଦ୍ୟୁତ ଖୁଣ୍ଟ…

‘ଆଗକୁ ହୋଇପାରେ ବିଶ୍ୱଯୁଦ୍ଧ’, କାହିଁକି ଏମିତି କହିଲେ କଙ୍ଗନା? ଜାଣନ୍ତୁ ଏହାର କାରଣ

ମୁମ୍ବାଇ,୧୮।୧୦: ଭାରତୀୟ ଜନତା ପାର୍ଟି (ଭାଜପା) ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାନାୱତ ନିଜର ସାମ୍ପ୍ରତିକ ମନ୍ତବ୍ୟକୁ ନେଇ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। କଙ୍ଗନା ଦେଶ ତଥା ବିଶ୍ୱରେ ଘଟୁଥିବା ବିଭିନ୍ନ ଘଟଣାବଳୀ ଉପରେ ନିଜର ମତାମତ ପ୍ରକାଶ କରିଥାନ୍ତି।…

ଅଭିଜିତ ଦୀପକେଙ୍କୁ ବଡ଼ ଅଫର ଦେଲେ କେନ୍ଦ୍ରମନ୍ତ୍ରୀ, NDAରେ….

ନୂଆଦିଲ୍ଲୀ,୧୮।୧୦: କକ୍‌ରୋଚ୍‌ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦେଶ ତଥା ବିଶ୍ୱର ଜେନ୍‌-ଜି ଯୁବପିଢ଼ିଙ୍କ ମଧ୍ୟରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି । ତାଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ରାମଦାସ ଆଠାୱଲେ ତାଙ୍କୁ ନିଜ ଦଳ ରିପବ୍ଲିକାନ୍‌ ପାର୍ଟି…

ଗ୍ବାଲିୟର ଦୁର୍ଘଟଣାରେ ପ୍ରଭାବିତ ପରିବାରବର୍ଗଙ୍କ ପାଇଁ କ୍ଷତିପୂରଣ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୧୦: ମଧ୍ୟପ୍ରଦେଶର ଗ୍ବାଲିୟରରେ ଘଟିଥିବା ଏକ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶନିବାର ବିଳମ୍ବିତ ରାତିରେ ଗ୍ବାଲିୟରସ୍ଥିତ ଶୀତଳା ମାତା ମନ୍ଦିର ନିକଟରେ ଏକ ଅନିୟନ୍ତ୍ରିତ ଟ୍ରକ କେତେଜଣ ଲୋକଙ୍କ ଉପରେ ମାଡ଼ିଯିବା ଫଳରେ…

ମୋଦି ସରକାରଙ୍କ ବଡ଼ ଭେଟି, ଯୁବିପିଢିଙ୍କୁ ଦେବେ ୧୫ହଜାର ଟଙ୍କା! ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍‌ଲୀ,୧୮।୧୦: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା (PM-VBRY) ଅଧୀନରେ, କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ରେ ସାମିଲ ହେଉଥିବା ନୂଆ ଯୋଗ୍ୟ କର୍ମଚାରୀମାନଙ୍କୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି (ଇନସେଣ୍ଟିଭ) ପ୍ରଦାନ କରାଯାଏ। ଅର୍ଥାତ ସରକାର ପ୍ରଥମ…

ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା, ସହାୟତା ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଲେ…

କୋଲକାତାର,୧୮ା୧୦: କୋଲକାତା ଦଳାଚକଟା ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨୫ ଲକ୍ଷର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ବଡ଼ ସହାୟତା ଘୋଷଣା ସହ ମୁଖ୍ୟମନ୍ତ୍ରୀ ପରିବାରର ଜଣଙ୍କୁ ଗ୍ରୁପ୍‌ ଡି’…

କୋଲକାତା ପୂଜା ପେଣ୍ଡାଲରେ ଦଳାଚକଟା: ଚାଲିଗଲା ୧୯ ଜୀବନ

କୋଲକାତା,୧୮ା୧୦: ଉତ୍ତର କୋଲକାତାର ଚୋରବାଗାନ ସାର୍ବଜନୀନ ଦୁର୍ଗାପୂଜା ପେଣ୍ଡାଲରେ ଶନିବାର ସନ୍ଧ୍ୟାରେ ପ୍ରବଳ ଭିଡ଼ରୁ ଦଳାଚକଟା ଘଟି ୧୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ୧୩ ଜଣ ମହିଳା ଓ ଜଣେ ପିଲା ଅଛନ୍ତି। ଏଥିସହିତ ୩୫ରୁ ଊର୍ଦ୍ଧ୍ୱ ଲୋକ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?