ଜାତୀୟ

ଲଭ୍‌ ଜିହାଦ: କେନ୍ଦ୍ର ସରକାରଙ୍କ ପାଖରେ ନାହିଁ କୌଣସି ସୂଚନା

ନୂଆଦିଲ୍ଲୀ,୩୧।୧୨: ଲଭ୍‌ ଜିହାଦ ନେଇ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ଇତିମଧ୍ୟରେ ଉତ୍ତରପ୍ରଦେଶରେ ଲଭ୍‌ ଜିହାଦ ଆଇନ ପ୍ରଣୟନ ହୋଇସାରିଛି। ମଧ୍ୟପ୍ରଦେଶ କ୍ୟାବିନେଟ୍‌ରେ ଏହାକୁ ମଞ୍ଜୁରୀ ମିଳିଛି। ଏବେ ଏହା ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲଙ୍କ ପାଖରେ...

କରୋନା ଲଢ଼େଇରେ ବଡ଼ ଅଭିଯାନ: ଜାନୁୟାରୀ ୨ରୁ ସମସ୍ତ ରାଜ୍ୟରେ ଟିକାକରଣ ଅଭ୍ୟାସ

ନୂଆଦିଲ୍ଲୀ,୩୧।୧୨: ଭାରତରେ କରୋନା ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ ଜାନୁୟାରୀ ୨ଠାରୁ ବଡ଼ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ହୋଇଥିବା ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୂର୍ବରୁ ପଞ୍ଜାବ, ଆସାମ, ଗୁଜରାଟ ଏବଂ...

ପୁଅ ନୁହେଁ ପୋଷା କୁକୁର ହେଲା ଉତ୍ତରାଧିକାରୀ

ଭୋପାଳ,୩୧।୧୨: ପିତାଙ୍କ ଅନ୍ତେ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ଝିଅ-ପୁଅଙ୍କୁ ବିବେଚିତ କରାଯାଇଥାଏ। ତେବେ ମଧ୍ୟପ୍ରଦେଶରେ ଜଣେ ଚାଷୀ ମୃତ୍ୟୁ ପରେ ତାଙ୍କର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ପୋଷା କୁକୁର ଜ୍ୟାକି ଏବଂ ସ୍ତ୍ରୀ ଚମ୍ବାବାଈଙ୍କୁ ଘୋଷଣା କରିଛନ୍ତି।...

ଦିଦିଙ୍କ ଉପରେ ଘନେଇଲା ସଙ୍କଟ: ଅଭିଷେକଙ୍କ ନିକଟତମ ବିନୟଙ୍କ ଘରେ ସିବିଆଇ ଚଢ଼ାଉ

କୋଲକାତା,୩୧।୧୨: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଉପରେ ଏବେ ସଙ୍କଟ ଘନେଇବାରେ ଲାଗିଛି। ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ନିକଟତମ ଥିବା ବିନୟ ମିଶ୍ରାଙ୍କ ଘରେ ଗୁରୁବାର ସିବିଆଇ ଚଢ଼ାଉ କରାଯାଇଛି। ବେଆଇନ୍‌ ଗୋଚାଲାଣ ଦୁର୍ନୀତିରେ ନେଇ ଚଢ଼ାଉ...

ଚିନ୍ତା ବଢ଼ାଇଲା ନୂଆ ଷ୍ଟ୍ରେନ୍‌: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଛୁଇଁଲା

ନୂଆଦିଲ୍ଲୀ,୩୧।୧୨: ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କୁ ନେଇ ଏବେ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ସୁଦ୍ଧା ସ୍ବଦେଶ ଫେରିଥିବା ବ୍ରିଟେନ୍‌ ଫେରନ୍ତାଙ୍କ ମଧ୍ୟରୁ ୨୦...

ଭିଆଇପିଙ୍କୁ ପୋଲିସ ସୁରକ୍ଷା: ପଶ୍ଚିମବଙ୍ଗ-ପଞ୍ଜାବ-ବିହାର ଶୀର୍ଷରେ

ନୂଆଦିଲ୍ଲୀ,୩୧।୧୨: ଦେଶରେ ଭିଆଇପିଙ୍କ ସୁରକ୍ଷା କାର୍ଯ୍ୟରେ ନିଯୁକ୍ତ ହୋଇଥିବା ପୋଲିସଙ୍କ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି। ବ୍ୟୁରୋ ଅଫ୍‌ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏସମ୍ପର୍କରେ ଉଲ୍ଲେଖ କରାଯାଇଛି। ପଶ୍ଚିମବଙ୍ଗ,ପଞ୍ଜାବ ଏବଂ ବିହାରରେ...

ରାଜଧାନୀର ୪ ବ୍ୟକ୍ତି କରୋନାର ନୂଆ ଷ୍ଟ୍ରେନରେ ପୀଡ଼ିତ

ନୂଆଦିଲ୍ଲୀ,୩୧ ।୧୨: କରୋନା ଭାଇରସ ସଂକ୍ରମଣ କମି କମି ଆସୁଥିବା ବେଳେ ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି କରୋନାର ନୂଆ ଷ୍ଟ୍ରେନ୍ । ପ୍ରଥମେ ଏହା ବ୍ରିଟେନରେ ଦେଖା ଦେଇଥିବା ବେଳେ ଧିରେ ଧିରେ ଏହା ଆହୁରି...

ଦେଶରେ କାମ କରୁଛି ୫୯୭ ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ

ନୂଆଦିଲ୍ଲୀ,୩୧।୧୨: ଦେଶରେ ସମ୍ପ୍ରତି ୫୯୭ ଫାଷ୍ଟ ଟ୍ରାକ୍‌ କୋର୍ଟ କାମ କରୁଛି। ସେଥିମଧ୍ୟରୁ ୩୨୧ କୋର୍ଟରେ ମୁଖ୍ୟତଃ ପୋକ୍ସୋ ମାମଲାର ବିଚାର କରାଯାଉଛି। ଦେଶର ୨୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କୋର୍ଟଗୁଡ଼ିକ ରହିଛି। ଆଇନମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା...

ଗୁଜରାଟ ଏମ୍ସର ଶିଳାନ୍ୟାସ କଲେ ମୋଦି

ନୂଆଦିଲ୍ଲୀ,୩୧ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜକୋଟରେ ହେବାକୁ ଥିବା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)ର ଶିଳାନ୍ୟାସ କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ମୋଦି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ...

ଗାୟତ୍ରୀ ପ୍ରଜାପତିଙ୍କ ଘରେ ଚଢ଼ାଉ: ୧୧ ଲକ୍ଷ ଅଚଳ ଟଙ୍କା ସହିତ ୧୦୦ ବେନାମୀ ସମ୍ପତ୍ତି ଜବତ

ଲକ୍ଷ୍ନୌ,୩୧।୧୨: ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ନେତା ଗାୟତ୍ରୀ ପ୍ରଜାପତିଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଖଣି ଦୁର୍ନୀତିରେ ତାଙ୍କର ବିଭିନ୍ନ ସ୍ଥାନରେ ଥିବା ଘରେ ପ୍ରବତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ପକ୍ଷରୁ ଚଢ଼ାଉ କରାଯାଇଥିଲା। ଆମେଠି ସ୍ଥିତ ବାସଭବନରେ ଚଢ଼ାଉ ସମୟରେ ୧୧ ଲକ୍ଷ...

ସାଧାରଣତନ୍ତ୍ର ଦିବସ ପରେଡରେ ୨୫ ହଜାର ଦର୍ଶକଙ୍କୁ ଅନୁମତି!

ନୂଆଦିଲ୍ଲୀ,୩୧ ।୧୨: କରୋନା ମହାମାରୀ କାରଣରୁ ଆସନ୍ତା ମାସରେ ପାଳନ ହେବାକୁ ଯାଉଥିବା ୨୬ ଜାନୁୟାରୀ ବା ସାଧାରଣତନ୍ତ୍ର ଦିବସରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ସବୁବର୍ଷ ଅପେକ୍ଷା ଏଥର ପରେଡରେ ମାର୍ଚିଙ୍ଗ ସ୍କାଡଙ୍କ ସଂଖ୍ୟା କମ୍ ରହିବ...

ନୂଆବର୍ଷ ପାର୍ଟିକୁ ମନା: ୧୪୪ ଧାରା ସହିତ ନାଇଟ୍‌ କର୍ଫ୍ୟୁ ଜାରି

ନୂଆଦିଲ୍ଲୀ,୩୧।୧୨: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତରେ ନୂଆବର୍ଷ ପାର୍ଟିକୁ ମନା କରାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ସ୍ଥିତି ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦେଶରେ କରୋନାର ନୂଆ ଷ୍ଟ୍ରେନ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri