ଭାଜପା ନିୟନ୍ତ୍ରଣରେ ୬୩୦ ଆସନ
ଲକ୍ଷ୍ନୌ, ୧୧।୭: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ଜିଲା ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନରେ ଭାଜପାକୁ ବଡ଼ ସଫଳତା ମିଳିବା ପରେ ଶନିବାର ଅନୁଷ୍ଠିତ ବ୍ଲକ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଗୈରିକ ଦଳ ବାଜିମାତ୍ କରିଛି। ରାଜ୍ୟର ମୋଟ ୮୨୫ ବ୍ଲକ୍…
୨ ପିଲା: ଅଧିକ ସୁବିଧା
ଲକ୍ଷ୍ନୌ, ୧୧।୭: ବିଶ୍ୱ ଜନସଂଖ୍ୟା ଦିବସର ଅବ୍ୟବହିତ ପୂର୍ବରୁ ଭାରତର ସବୁଠୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶ(ୟୁପି) ଜନସଂଖ୍ୟା ନିୟନ୍ତ୍ରଣ ଆଇନର ଚିଠା ବିଲ୍ ଆଣିଛି। ଉକ୍ତ ଚିଠା ବିଧେୟକର ବ୍ୟବସ୍ଥା ଅନୁଯାୟୀ ଯେଉଁମାନେ ଦୁଇ ସନ୍ତାନ ନୀତିକୁ ଉଲ୍ଲଂଘନ କରିବେ ସେମାନଙ୍କୁ…
ମୋଦିଙ୍କ କ୍ୟାବିନେଟରେ ଜ୍ୟୋତିରାଦିତ୍ୟ ସବୁଠୁ ଧନୀ ମନ୍ତ୍ରୀ, ଜାଣନ୍ତୁ ସମ୍ପତ୍ତି କେତେ
ନୂଆଦିଲ୍ଲୀ, ୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ସମ୍ପ୍ରସାରିତ କରିଥିବା କ୍ୟାବିନେଟରେ ୪୨ ପ୍ରତିଶତ ମନ୍ତ୍ରୀଙ୍କ ନାଁରେ ଆପରାଧିକ ମାମଲା ରହିଥିବା ଜଣାପଡ଼ିଛି। ଗତ ବୁଧବାର ପ୍ରଧାନମନ୍ତ୍ର ତାଙ୍କ ମନ୍ତ୍ରିମଣ୍ଡଳରେ ୩୬ ନୂଆ ମୁହଁଙ୍କୁ ସାମିଲ କରିବା ପରେ ମୋଟ ମନ୍ତ୍ରୀସଂଖ୍ୟା…
ତଥାପି ବାଜି ମାରିନେଲା ଭାଜପା
ଲକ୍ଷ୍ନୌ, ୧୦।୭: ଉତ୍ତରପ୍ରଦେଶ ଜିଲା ପଞ୍ଚାୟତ ଅଧ୍ୟକ୍ଷଙ୍କ ଭଳି ବ୍ଲକ୍ ପ୍ରମୁଖ ନିର୍ବାଚନରେ ଭାଜପାକୁ ବଡ଼ ସଫଳତା ମିଳିଛି। ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ମୋଟ ୮୨୫ ବ୍ଲକ୍ ପ୍ରମୁଖ ଆସନରେ ଅନୁଷ୍ଠିତ ହୋଇଥିଲା ନିର୍ବାଚନ। ସେଥିରୁ ୬୩୦ରୁ ଊର୍ଦ୍ଧ୍ୱ ଆସନରେ…
ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀଙ୍କ ପୁଅର ଚାକିରି ନେଲା ପ୍ରଶାସନ
ଶ୍ରୀନଗର,୧୦।୭: ଆତଙ୍କବାଦୀ ସଂଗଠନ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗରେ ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ୧୧ ଜଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ବହିଷ୍କୃତ କର୍ମଚାରୀଙ୍କ ମଧ୍ୟରେ ହିଜବୁଲ୍ ମୁଜାହିଦ୍ଦିନ ମୁଖ୍ୟ ସୟେଦ ସଲାହୁଦ୍ଦିନ୍ଙ୍କ ପୁଅ ଏବଂ ପୋଲିସ ବିଭାଗର ୨ ଜଣ…
ଭାରତରେ ପଶି ପାରିବେ ନାହିଁ ଜଣାଶୁଣା ୟୁଟ୍ୟୁବର
ନୂଆଦିଲ୍ଲୀ,୧୦।୭: ଜଣାଶୁଣା ନ୍ୟୁଜିଲାଣ୍ଡ ୟୁଟ୍ୟୁବର କାର୍ଲ ରକ୍ଙ୍କୁ ଭାରତରେ ପ୍ରବେଶ କରିବା ଉପରେ ଗତ ଅକ୍ଟୋବରରୁ କଟକଣା ଲଗାଯାଇଛି। ଭାରତୀୟ ଭିଜାର ନିୟମ ଭଙ୍ଗ କରିଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶନିବାର କୁହାଯାଇଛି। ସେ…
କାନ୍ଦୁଛି ୟୁପି ପୋଲିସ
ଲକ୍ଷ୍ନୌ,୧୦।୭: “ଭାଜପା କର୍ମୀ ଟେକା, ପଥର ମାଡ଼ କରୁୁଛନ୍ତି। ଏପରି କି ମୋତେ ଚାପୁଡ଼ା ମାରିଲେ। ସାଥିରେ ଆଣିଥିଲେ ବୋମା। ସେମାନଙ୍କ ମଧ୍ୟରେ ଭାଜପା ବିଧାୟକ ଓ ଜିଲା ମୁଖ୍ୟ ଅଛନ୍ତି” । ଫୋନ ଯୋଗେ ଏଭଳି କହି ବରିଷ୍ଠ ଅଧିକାରୀଙ୍କୁ…
ଅଢ଼େଇ ହଜାର କୋଟି ଟଙ୍କାର ହେରୋଇନ ଜବତ
ନୂଆଦିଲ୍ଲୀ,୧୦।୭: ଦିଲ୍ଲୀ ପୋଲିସ ଫରିଦାବାଦର ଏକ ଘରୁ ଶନିବାର ୩୫୪ କେଜି ଡ୍ରଗ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ଅଢ଼େଇ ହଜାର କୋଟି ଟଙ୍କାରୁ ଅଧିକ ହେବ। ଏକକାଳିନ ଏତେ ମାତ୍ରାରେ ଡ୍ରଗ୍ସ ଦେଶରେ କଦାପି ଜବତ ହୋଇ ନ…
ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା
ଅନନ୍ତନାଗ,୧୦ ।୭: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାର କବାରିଗାମ ଅଞ୍ଚଳରେ ଶନିବାର ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ସେଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ବେଳେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଆତଙ୍କବାଦୀମାନେ ପୋଲିସ…
ହସ୍ପିଟାଲରୁ ଶିଶୁପୁତ୍ରକୁ ଚୋରି କରି ନେଇଥିଲେ ଚୋର, ମା’ଙ୍କ ଅବସ୍ଥା ଦେଖି ରାସ୍ତାରେ ଶୁଆଇ ଚାଲିଗଲେ
ଜୟପୁର,୧୦ା୭: ରାଜସ୍ଥାନର ବାଡମେର ଜିଲା ହସ୍ପିଟାଲରୁ ଏକ ଶିଶୁପୁତ୍ର ଚୋରି ହୋଇଥିଲା। ତେବେ ତିନିଦିନ ପରେ ଏହି ଶିଶୁପୁତ୍ର ମିଳିଛି। ହସ୍ପିଟାଲରୁ ପୁଅକୁ କେହି ଚୋରି କରିନେବା ଜାଣି କମଳା ନାମକ ଜଣେ ମହିଳା କାନ୍ଦି କାନ୍ଦି ନୟାନ୍ତ ହୋଇପଡ଼ିଥିଲେ। ଫଳରେ…
ଜୁଲାଇ ୧୯ ପର୍ଯ୍ୟନ୍ତ ବଢିଲା ଲକଡାଉନ୍
ଚେନ୍ନାଇ,୧୦ ।୭: ତାମିଳନାଡୁରେ କରୋନା ଗ୍ରାଫ୍ ତଳମୁହାଁ ହୋଇଥିଲେ ବି ରାଜ୍ୟ ସରକାର ଏତେଶୀଘ୍ର ନିୟମ କୋହଳ କରିବା ମୁଡରେ ନାହାଁନ୍ତି । ଏମ୍ କେ ଷ୍ଟାଲିନଙ୍କ ସରକାର ରାଜ୍ୟରେ ୧୯ ଜୁଲାଇ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି ।…
ମୋଦିଙ୍କ କ୍ୟାବିନେଟର ୪୨ ପ୍ରତିଶତ ମନ୍ତ୍ରୀ ଆପରାଧିକ ମାମଲାରେ ସଂପୃକ୍ତ!
ନୂଆଦିଲ୍ଲୀ,୧୦ ।୭: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟର ସମ୍ପ୍ରସାରଣ କରିଛନ୍ତି । ଯେଉଁଥିରେ ୪୩ଜଣ ଏମ୍ପିଙ୍କୁ ଶପଥ ପାଠ କରାଯାଇଛି । ମନ୍ତ୍ରିପରିଷଦରେ ୩୬ ନୂଆ ଚେହେରାକୁ ସାମିଲ କରାଯାଇଛି । ଏବେ ଜଣାପଡିଛି କି କେନ୍ଦ୍ରୀୟ ମନ୍ତ୍ରିପରିଷଦର…
Archives


