ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କରୋନା
ବେଙ୍ଗାଲୁରୁ,୩୧।୩: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡା କରୋନା ଆକ୍ରାନ୍ତ ହୋଇଛନ୍ତି। ବୁଧବାର ଟୁଇଟ୍ କରି ସେ ଏନେଇ ସୂଚନା ଦେଇଛନ୍ତି। ଦେବଗୌଡାଙ୍କ ଛଡା ତାଙ୍କ ସ୍ତ୍ରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ଟୁଇଟ୍ ଯୋଗେ କହିଛନ୍ତି, ମୁଁ ଏବଂ…
ବିନା ଅନୁମତିରେ ନିର୍ବାଚନୀ ଭିଡିଓରେ କଂଗ୍ରେସ ଏମ୍ପିଙ୍କ ସ୍ତ୍ରୀ ଫଟୋ ଲଗାଇଲା ଭାଜପା
ଚେନ୍ନାଇ,୩୧।୩: ତାମିଲନାଡୁ ଏପ୍ରିଲ ୬ରେ ମତଦାନ ହେବାକୁ ଯାଉଛି। ୨୩୪ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟ ଭୋଟ ହେବ। ଏଥିପାଇଁ ନିର୍ବାଚନ ପ୍ରଚାର ଚାଲିଛି। ଏଆଇଏଡିଏମକେ ସହ ମିଶି ଏଥର ନିର୍ବାଚନରେ ଭାଜପା ମଧ୍ୟ ଭାଗ୍ୟ ପରୀକ୍ଷା କରୁଛି। ଏଥିସହିତ ତାମିଲନାଡୁରେ…
ଏପ୍ରିଲ ୪ ପର୍ଯ୍ୟନ୍ତ ସ୍କୁଲ ବନ୍ଦ
ଲକ୍ଷ୍ନୌ,୩୧।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ରାଜ୍ୟର ୮ମ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏପ୍ରିଲ ୪ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଉଚ୍ଚସ୍ତରୀୟ…
ଲଣ୍ଡନରେ ଇମ୍ରାନଙ୍କ ସହ ରାତ୍ରୀଭୋଜନ କରିବେ ମୋଦି: ସୁବ୍ରମଣ୍ୟମ ସ୍ବାମୀ
ନୂଆଦିଲ୍ଲୀ,୩୧।୩: ଭାଜପା ନେତା ତଥା ରାଜ୍ୟ ସଭା ଏମ୍ପି ସୁବ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ବୁଧବାର ପାକିସ୍ତାନ ସହ ବାଣିଜ୍ୟକୁ ପୁନଃସ୍ଥାପିତ କରିବାର ସମ୍ଭାବନା ସମ୍ପର୍କରେ ସ୍ବାମୀ ଟୁଇଟ୍ କରି କହିଛନ୍ତି, ‘କଶ୍ମୀରରେ ଆତ୍ମସମର୍ପଣ। ଗୁଡ୍ ବାଏ,…
ଟଙ୍କା ବର୍ଷା କରିବା ନାଁରେ ୧୬ ଲକ୍ଷ ଟଙ୍କା ଠକି ନେଲେ ବାବା, ପରେ ଅବସ୍ଥା ହେଲା ଏମିତି
ପୁଣେ,୩୧।୩: ମହାରାଷ୍ଟ୍ରର ପୁଣେ ଜଣେ ଭଣ୍ଡ ବାବାଙ୍କୁ ଗିରଫ କରିଛି ପୋଲିସ। ସମ୍ପୃକ୍ତ ବାବା ଜଣଙ୍କ ଦୁଇ ହଜାର ଟଙ୍କା ବର୍ଷା କରିବା ନାଁରେ ଲୋକଙ୍କଠାରୁ ୧୬ ଲକ୍ଷ ଟଙ୍କା ଠକି ନେଇଥିଲେ। ବାବା ନାଁରେ ପୋଲିସରେ ଏନେଇ ଅଭିଯୋଗ ହେବାପରେ…
ଭୋଟ ହାତେଇବାକୁ ଏମିତି ପ୍ରତିଶ୍ରୁତି ଦେଲେ ପ୍ରାର୍ଥୀ
ଥିରୁଭାନନ୍ତପୁରମ, ୩୧।୩: ନିର୍ବାଚନ ସମୟରେ ମଜାଳିଆ କଥାମାନ ଶୁଣିବାକୁ ମିଳିଥାଏ। ନେତାମାନେ ତାଙ୍କର ଘୋଷଣାପତ୍ରରେ ଆଶ୍ଚର୍ଯ୍ୟଜନକ ପ୍ରତିଶୃତି ମଧ୍ୟ ଦେଇଥାନ୍ତି। କେରଳର ବାମପନ୍ଥୀ ସମର୍ଥନରେ ନିର୍ବାଚନ ଲଢ଼ୁଥିବା ମଟୁରପଥୀ ସୁଲେମାନ ହାଜି ନିଜ ଘୋଷଣାପତ୍ରରେ ଏମିତି କିଛି କହିଛନ୍ତି। ସେ ନିର୍ବାଚନ…
କୋଲକାତାରେ ମିଳୁଛି ବିଶ୍ୱର ସବୁଠୁ ଦାମୀ ଚା’ : ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବିଭିନ୍ନ କାରଣକୁ ନେଇ କୋଲକତା ଏବେ ଚର୍ଚ୍ଚାରେ ରହିଛି। ରାଜନୈତିକ ଉତ୍ଥାନପତନ ମଧ୍ୟରେ ଅନ୍ୟ ଏକ କାରଣ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛି ଏହି ସହର। ଏଠାରେ ଦୁନିଆର ସବୁଠାରୁ ଦାମୀ ଚା’ ମିଳୁଛି। ଗୋଟିଏ କପ୍ ଚା’ର ମୂଲ୍ୟ ହେଉଛି…
ହସ୍ପିଟାଲରେ ଭୀଷଣ ନିଆଁ: ୬୦ ରୋଗୀଙ୍କୁ କରାଯାଉଛି ସ୍ଥାନାନ୍ତର
ନୂଆଦିଲ୍ଲୀ,୩୧।୩: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ବୁଧବାର ସକାଳେ ଭୀଷଣ ନିଆଁ ଲାଗିଛି। ଆଇସିୟୁ ୱାର୍ଡରେ ପ୍ରବଳ ଅଗ୍ନିକାଣ୍ଡ ଘଟିଛି। ତେବେ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି। ହସ୍ପିଟାଲରେ ଥିବା ସମସ୍ତ ୬୦ ରୋଗୀଙ୍କୁ ସୁରକ୍ଷିତ ଭାବେ…
ପୁଣି ଛାନିଆ କଲାଣି କରୋନା: ଦିନକରେ ୫୩ ହଜାରରୁ ଅଧିକ ସଂକ୍ରମିତ,୩୫୪ ମୃତ
ନୂଆଦିଲ୍ଲୀ,୩୧।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ୫୦ ହଜାରରୁ ଅଧିକ ନୂତନ କରୋନା ମାମଲା ଆସୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ନଟକ, ଛତିଶଗଡ ଏବଂ…
ଜାତୀୟ ସଂଗୀତ ଗାନ ବେଳେ ଛିଡ଼ା ହେଲେ ମମତା
ନନ୍ଦିଗ୍ରାମ (ପଶ୍ଚିମବଙ୍ଗ), ୩୦।୩ : ହାଇ ଡ୍ରାମା ସହ ମଙ୍ଗଳବାର ନନ୍ଦିଗ୍ରାମ ଆସନ ପାଇଁ ପ୍ରଚାର ଶେଷ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗୋଡ଼ଜନିତ ଆଘାତ ସମସ୍ୟା ସତ୍ତ୍ୱେ ସେ ଜାତୀୟ ସଂଗୀତ ଗାନ ବେଳେ ମଞ୍ଚ ଉପରେ ଛିଡ଼ା…
ଘରକୁ ଘର ବୁଲି ଭାକ୍ସିନ ଦେବାର ସମୟ ଆସିନାହିଁ
ନୂଆଦିଲ୍ଲୀ, ୩୦।୩ : ଘରକୁ ଘର ବୁଲି ଏବେ କୋଭିଡ୍-୧୯ ଭାକ୍ସିନ ଦିଆଯାଇ ପାରିବ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ କରୋନାର ଦ୍ୱିତୀୟ ଲହରରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏ ନେଇ…
ଡିଏମ୍କେ-କଂଗ୍ରେସ ସରକାରକୁ ଆସିଲେ ମହିଳାଙ୍କୁ ଅପମାନିତ କରିବେ : ମୋଦି
ଧାରାପୁରମ, ୩୦।୩ : ତାମିଲନାଡୁର ମୁଖ୍ୟ ବିରୋଧୀ ଦଳ ଡିଏମ୍କେ ଓ କଂଗ୍ରେସ ସରକାରକୁ ଆସିଲେ ମହିଳାଙ୍କୁ ଅପମାନିତ କରିବେ। ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ଅଭିଯୋଗ ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତିରୁପୁର ଜିଲାର ଧରାପୁରମଠାରେ ଆୟୋଜିତ ସମାବେଶରେ ଯୋଗଦେଇ…
Archives


