ଜାନୁୟାରୀ ୩୧ରୁ ଆରମ୍ଭ ହେବ ଜାତୀୟ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ,୧୪।୧: ଜାତୀୟ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଜାନୁୟାରୀ ୩୧ରୁ ଆରମ୍ଭ ହେବ ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଜାନୁୟାରୀ ୧୬ରୁ ଦେଶରେ କରୋନା ପ୍ରତିଷେଧକ ଟିକାଦାନ ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ଜାନୁୟାରୀ...
ସିବିଆଇ ଅଧିକାରୀଙ୍କ ଘରେ ସିବିଆଇ ଚଢ଼ାଉ
ଗାଜିଆବାଦ୍,୧୪।୧: ଉତ୍ତରପ୍ରଦେଶ ଗାଜିଆବାଦ୍ସ୍ଥିତ ସିବିଆଇ ଏକାଡେମୀରେ କାର୍ଯ୍ୟ କରୁଥିବା କେତେକ ଅଧିକାରୀଙ୍କ ଘରେ ଗୁରୁବାର ସିବିଆଇ ଚଢ଼ାଉ କରାଯାଇଛି। ସେମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଅଣାଯାଇଛି। ଏକାଡେମୀର ୨-୩ଜଣ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ହୋଇଛି। ଗାଜିଆବାଦ୍ ଶିବଲୋକ୍ ଆପାର୍ଟମେଣ୍ଟ୍ଠାରେ ସେସବୁ...
ଉତ୍ତରପ୍ରଦେଶ ରାଜନୀତିରେ ମୋଦି ମ୍ୟାନ୍ଙ୍କ ଏଣ୍ଟ୍ରି
ଲକ୍ଷ୍ନୌ,୧୪।୧: ମୋଦି ମ୍ୟାନ୍ କୁହାଯାଉଥିବା ପୂର୍ବତନ ଆଇଏଏସ୍ ଅଫିସର ଅରବିନ୍ଦ କୁମାର ଶର୍ମା ଉତ୍ତରପ୍ରଦେଶ ରାଜନୀତିରେ ଏଣ୍ଟ୍ରି କରିଛନ୍ତି। ଗୁରୁବାର ସେ ଭାଜପାରେ ଯୋଗ ଦେଇଛନ୍ତି। ରାଜ୍ୟ ଭାଜପା ମୁଖ୍ୟ ସ୍ବତନ୍ତ୍ର ଦେବ ସିଂ ଏବଂ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମାଙ୍କ...
ଆରମ୍ଭ ହେଲା ଏୟାର ଟ୍ୟାକ୍ସି ସେବା
ଚଣ୍ଡିଗଡ଼,୧୪।୧: କେନ୍ଦ୍ର ସରକାରଙ୍କ ‘ଉଡ଼ାଣ’ ଯୋଜନା ଅନ୍ତର୍ଗତ ଗୁରୁବାର ଦେଶର ପ୍ରଥମ ଏୟାର ଟ୍ୟାକ୍ସି ସେବା ଆରମ୍ଭ କରାଯାଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଚଣ୍ଡିଗଡ଼ ବିମାନ ବନ୍ଦରରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଚଣ୍ଡିଗଡ଼ରୁ ହିସାର ମଧ୍ୟରେ...
୨୦ ମାସର ଶିଶୁ ୫ ଜଣଙ୍କ ଜୀବନ ରକ୍ଷା କଲେ
ନୂଆଦିଲ୍ଲୀ,୧୪।୧: କୁହାଯାଏ ଖୁସି ବାଣ୍ଟିଲେ ବଢ଼ିଥାଏ। ଏଭଳି କାର୍ଯ୍ୟ ଜଣେ ୨୦ ମାସର ଶିଶୁ କରିଛନ୍ତି। ସେ ୫ ଜଣ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି। ଅଙ୍ଗଦାନ କରି ସେ ଏଭଳି ମହାନ୍ କାର୍ଯ୍ୟ କରିପାରିଛନ୍ତି। ଏହାଦ୍ୱାରା ସେ ସର୍ବ...
ଗରମ ଲୁହାରେ ହାତୁଡ଼ି ପିଟିଲେ ରାହୁଲ ଗାନ୍ଧୀ
ମଦୁରାଇ,୧୪।୧: ମକର ସଂକ୍ରାନ୍ତିରେ ଦକ୍ଷିଣ ଭାରତରେ ରାଜନୈତିକ ମହଲରେ ଉଷ୍ଣତା ଭରିବାରେ ଲାଗିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ଆର୍ଏସ୍ଏସ୍ ପ୍ରମୁଖ ମୋହନ ଭାଗଓ୍ବତ୍ ତାମିଲନାଡୁ ଗସ୍ତରେ ରହିଛନ୍ତି। ସେମାନେ ବିଭିନ୍ନ ଉତ୍ସବରେ ଯୋଗ ଦେଇଛନ୍ତି। ଏପରିସ୍ଥଳେ...
କ୍ୱାରାଣ୍ଟାଇନ୍ରେ ୧୦ ଜଣିଆ ଡବ୍ଲ୍ୟୁଏଚ୍ଓ ଅନୁସନ୍ଧାନକାରୀ ଟିମ୍
ଉହାନ,୧୪।୧: କରୋନାର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାର ଉହାନ ସହରରେ ଗୁରୁବାର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ୧୦ ଜଣିଆ ଅନୁସନ୍ଧାନକାରୀ ଟିମ୍ ପହଞ୍ଚିଛନ୍ତି। ସେମାନେ କରୋନା ଉତ୍ପତ୍ତି ସମ୍ପର୍କରେ ଏଠାରେ ଅନୁସନ୍ଧାନ କରିବେ। କରୋନା ମହାମାରୀ ଭୂତାଣୁ ସମ୍ପର୍କରେ ଅଧିକ...
ରାମସେତୁ ନିର୍ମାଣର ରହସ୍ୟ ଜଣାପଡ଼ିବ
ନୂଆଦିଲ୍ଲୀ,୧୪।୧: ରାମସେତୁର ନିର୍ମାଣର ରହସ୍ୟ ସମ୍ପର୍କରେ ଏବେ ଜଣାପଡ଼ିବ। ଏହା କେବେ ନିର୍ମିତ ହୋଇଥିଲା ଏବଂ ଏହା ସହିତ ଜଡ଼ିତ ରହିଥିବା ଅନ୍ୟ ତଥ୍ୟ ସମ୍ପର୍କରେ ଜାଣିବା ପାଇଁ ଅଣ୍ଡର ଓ୍ବାଟର ରିସର୍ଚ୍ଚ ପ୍ରୋଜେକ୍ଟ ଚଳିତ ବର୍ଷ ଆରମ୍ଭ ହେବାକୁ...
ଦୁଇ ଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ହେଉଥିବା ବିବାହରେ ୩୦ ଦିନିଆ ନୋଟିସ୍ ବାଧ୍ୟତାମୂଳକ ନୁହେଁ
ଆହ୍ଲାବାଦ୍,୧୪।୧: ଦୁଇ ଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ସ୍ପେଶାଲ ମ୍ୟାରେଜ୍ ଆକ୍ଟ ଅନୁସାରେ ହେଉଥିବା ବିବାହରେ ୩୦ ଦିନିଆ ନୋଟିସ୍ ବାଧ୍ୟତାମୂଳକ ନୁହେଁ। ଏନେଇ ଆହ୍ଲାବାଦ ହାଇକୋର୍ଟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ଏପରି କରାଯିବା ବ୍ୟକ୍ତିଗତ ମୌଳିକ...
୨ କୋଟିରେ ନିଲାମ ହେଲା ସରପଞ୍ଚ ପଦବୀ
ମୁମ୍ବାଇ,୧୪।୧: ମହାରାଷ୍ଟ୍ରର ୩୪ ଜିଲାର ୧୪ ହଜାର ୨୩୪ ଗ୍ରାମପଞ୍ଚାୟତରେ ନିର୍ବାଚନ ଶୁକ୍ରବାର ହେବାକୁ ଯାଉଛି। ତେବେ କେତେକ ପଞ୍ଚାୟତରେ ସରପଞ୍ଚ ପଦବୀ ନିଲାମ କରାଯାଉଥିବା ଖବର ମିଳିଛି। ନାସିକର ଉମରାଣେ ଗାଁରେ ସରପଞ୍ଚ ପଦ ୨ କୋଟି ୪୨...
କୋର୍ଟ କାନ୍ଧରେ ବନ୍ଧୁକ ରଖି ଅନ୍ନଦାତାଙ୍କ ଉପରେ ଚଳାଇଲେ ମୋଦି: ଶିବସେନା
ମୁମ୍ବାଇ,୧୪।୧: କୃଷି ଆଇନ ନେଇ ସୁପ୍ରିମ୍କୋର୍ଟଙ୍କ ରାୟ ଉପରେ ଶିବସେନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛିି। ମୋଦି ସୁପ୍ରିମ୍କୋର୍ଟ କାନ୍ଧରେ ବନ୍ଧୁକ ରଖି ଅନ୍ନଦାତାଙ୍କ ଉପରେ ଚଳାଇଥିବା ଶିବସେନା ମୁଖପତ୍ର ସାମନାରେ ପ୍ରକାଶ ପାଇଛି। ଅନ୍ନଦାତାଙ୍କୁ...
୪ ଭାଷାରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଲେ ମୋଦି
ନୂଆଦିଲ୍ଲୀ,୧୪।୧: ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିଜ ଟୁଇଟର ହ୍ୟାଣ୍ଡେଲରୁ ସେ ୪ଟି ଭାଷାରେ ଟୁଇଟ୍ କରିଛନ୍ତି। ପ୍ରଥମେ ସେ ହିନ୍ଦୀରେ ଶୁଭକାମନା ଜଣାଇଥିବାବେଳେ ପରବର୍ତ୍ତୀ ସମୟରେ ଇଂଲିଶ୍ ଏବଂ ତାମିଲ ଭାଷାରେ...
Archives


