ଅଭିଯୋଗ ପରେ ଟିକା ନେଲେ ପାକିସ୍ତାନୀ ମହିଳା
କୋଲକାତା,୧୫ ।୭: ପାକିସ୍ତାନୀ ମହିଳା ସହର କୈସର ସ୍ପୁଟନିକ ଜ୍ୟାବର ପ୍ରଥମ ଡୋଜ ଟିକା ନେଇଛନ୍ତି । ବୁଧବାର କୋଲକାତାରେ ଏହି ୩୦ ବର୍ଷୀୟା ମହିଳାଙ୍କୁ କରୋନା ଟିକାର ପ୍ରଥମ ଡୋଜ୍ ମିଳିଥିବା ଜଣାପଡିଛି । ତାଙ୍କର ଅଭିଯୋଗ ଥିଲା କି…
ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା: ଘରେ ପଶିଲା ପାଣି
କୁଲୁ,୧୫ ।୭: ହିମାଚଳ ପ୍ରଦେଶ କୁଲୁ ଜିଲାରେ ବାଦଲ ଫଟା ବର୍ଷା ହୋଇଛି । ଫଳରେ ଆଖପାଖର ନଦୀ ନାଳ ଭର୍ତ୍ତି ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଯୋଗୁ କିଛି ଘରେ ଅଳିଆ ଆବାର୍ଜନା ପଶି ଯାଇଥିବା…
ଶିକ୍ଷା ସହିତ ଜାରି ରହୁ ରୋଜଗାର…
ନୂଆଦିଲ୍ଲୀ,୧୫।୭: ଶିକ୍ଷା ସହିତ ରୋଜଗାର ମଧ୍ୟ ଜାରି ରହୁ। ଶିକ୍ଷା ପାଇଁ ରୋଜଗାର ନ ଅଟକୁ। ସାମ୍ପ୍ରତିକ ଦୁନିଆରେ କୌଶଳ ବିକାଶ ହାସଲ କରିଥିବା ଦେଶରେ ହିଁ ପ୍ରଗତୀ ଧାରା ଅବ୍ୟାହତ ରହୁଛି। ତେଣୁ ଏଥିପ୍ରତି ଗୁରୁତ୍ୱାରୋପ କରିବାର ସମୟ ଆସିଛି।…
ପରୀକ୍ଷା ଫି’ ଫେରାଇବାକୁ ବିଚାରକର
ନୂଆଦିଲ୍ଲୀ, ୧୫ା୭: କୋଭିଡ୍ ମହାମାରୀ ଯୋଗୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ଚଳିତ ବର୍ଷ ବାତିଲ କରି ଦିଆଯାଇଛି। ତେଣୁ ପିଲାଙ୍କଠାରୁ ଆଦାୟ ହୋଇଥିବା ପରୀକ୍ଷା ଫି’ ଫେରାଇବାକୁ ସିବିଏସ୍ଇ ୮…
ମମତାଙ୍କ ପିଟିଶନ ଗ୍ରହଣ କଲେ ହାଇକୋର୍ଟ
କୋଲକାତା,୧୫ା୭: ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚ୍ୟାଲେଞ୍ଜ କରିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆବେଦନକୁ ବୁଧବାର କାଲକାଟା ହାଇକୋର୍ଟ ଗ୍ରହଣ କରିଛନ୍ତି। ଜଷ୍ଟିସ୍ ଶାମ୍ପା ସର୍କାର ନନ୍ଦିଗ୍ରାମର ପରାଜିତ ଟିଏମ୍ସି ପ୍ରାର୍ଥୀ ମମତାଙ୍କ ପିଟିଶନର ଶୁଣାଣି ଅଗଷ୍ଟ…
ସ୍ଥିତାବସ୍ଥାରେ ପରିବର୍ତ୍ତନ ଗ୍ରହଣୀୟ ନୁହେଁ
ନୂଆଦିଲ୍ଲୀ,୧୫ା୭: ଚାଇନା ଦ୍ୱାରା ସୀମାନ୍ତ ସ୍ଥିତାବସ୍ଥାରେ କୌଣସି ପ୍ରକାର ଏକପାଖିଆ ପରିବର୍ତ୍ତନକୁ ଭାରତ ଗ୍ରହଣ କରିବ ନାହିଁ। ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ପାଇଁ ପୂର୍ବାବସ୍ଥା ଫେରାଇ ଆଣିବା ସହ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରହିବା ଜରୁରୀ ବୋଲି ଭାରତର…
୫୦୦ ଟଙ୍କାରେ ବିବାହ କଲେ ସିଟି ମାଜିଷ୍ଟ୍ରେଟ
ଧର୍,୧୫।୭: ସାଧାରଣତଃ ସରକାରୀ କର୍ମଚାରୀମାନେ ଧୁମ୍ଧାମ୍ରେ ବିବାହ କରନ୍ତି। କିନ୍ତୁ ମଧ୍ୟ ପ୍ରଦେଶର ଧର ଜିଲାର ସିଟି ମାଜିଷ୍ଟ୍ରେଟ ଶିବାଙ୍ଗୀ ଯୋଶୀଙ୍କ ବିବାହ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ। ସେ ମାତ୍ର ୫୦୦ ଖର୍ଚ୍ଚ କରି ଆର୍ମି ମେଜର ଅନିକେତ ଚତୁର୍ବେଦୀଙ୍କୁ…
ଗହଳି ନିୟନ୍ତ୍ରଣ କର
ନୂଆଦିଲ୍ଲୀ, ୧୫।୭: ହିଲ୍ ଷ୍ଟେଶନ ଏବଂ ବଜାରଗୁଡ଼ିକରେ ଅତ୍ୟଧିକ ଜନଗହଳିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବେଗ ପ୍ରକାଶ କରିବାର ଦିନକ ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବୁଧବାର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପତ୍ର ଲେଖି ଗହଳି ନିୟନ୍ତ୍ରଣ ଦିଗରେ…
ଦେଶଦ୍ରୋହ ଆଇନର ସମୀକ୍ଷା ହେବ
ନୂଆଦିଲ୍ଲୀ, ୧୫।୭(ପି.ଟି.): ଦେଶଦ୍ରୋହ ମାମଲାର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ଜଣେ ପୂର୍ବତନ ସେନା ଅଧିକାରୀ ସୁପ୍ରିମକୋର୍ଟରେ କରିଥିବା ଆବେଦନର ସମୀକ୍ଷା ହେବ। ଏଭଳି ଆଇନ ବାକ୍ ସ୍ବାଧୀନତା ଏବଂ ଅବାଧ ଅଭିବ୍ୟକ୍ତି ଭଳି ମୌଳିକ ଅଧିକାର ଉପରେ ଅଯଥା କଟକଣା…
କ’ଣ ରହିଛି ପିକେ ପ୍ଲାନ୍
ନୂଆଦିଲ୍ଲୀ,୧୫ା୭: ଦେଶର ଜଣାଶୁଣା ପୋଲ୍ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କୁ ନେଇ ଜାତୀୟ ରାଜନୀତିରେ ଉଷ୍ମତା ବଢ଼ିବାରେ ଲାଗିଛି। ପିକେ କେବେ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟୁଛନ୍ତି ତ ପୁଣି କେତେବେଳେ କଂଗ୍ରେସର ଗାନ୍ଧୀମାନଙ୍କୁ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଶାସକ…
ପୁଣି ୪୦ ହଜାର ଟପିଲା ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ,୧୫।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତର ୩ ଦିନ…
ପ୍ରେମିକଙ୍କ ସହ ଲୁଚିକି ପଳାଉଥିଲେ ବିବାହିତା ମହିଳା: ଧରାପଡିବାରୁ ମିଳିଲା ଏମିତି ଦଣ୍ଡ
ଗାନ୍ଧୀନଗର,୧୪।୭: ଗୁଜରାଟର ଦାହୋଦ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକଙ୍କ ସହ ଲୁଚିକି ପଳାଇବା ବିବାହିତ ମହିଳାଙ୍କୁ ମହଙ୍ଗା ପଡିଛି। ଗ୍ରାମବାସୀମାନେ ଦେଖିଦେବାରୁ ମହିଳାଙ୍କ କଡା ଦଣ୍ଡ ମିଳିଛି। ସୂଚନାଯୋଗ୍ୟ,ଦାହୋଦ ଜିଲାର ଖଜୁରୀ ଗ୍ରାମରେ ରହୁଥିବା ଜଣେ ବିବାହିତା ମହିଳାଙ୍କ…
Archives


