ଭୂମିକମ୍ପରେ ଥରିଲା ୪ ରାଜ୍ୟ
ନୂଆଦିଲ୍ଲୀ,୫।୪: ସୋମବାର ରାତି ପ୍ରାୟ ସାଢ଼େ ୮ଟାରେ ଭୂମିକମ୍ପରେ ଥରି ଉଠିଥିଲା ୪ଟି ରାଜ୍ୟ। ସିକିମ, ଆସାମ, ପଶ୍ଚିମବଙ୍ଗର କିଛି ଅଂଶ ଏବଂ ବିହାରରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ସିକିମ୍ର ରାଜଧାନୀ ଗ୍ୟାଙ୍ଗଟକଠାରୁ ୨୫ କି.ମି ଦୂରରେ ରହିଥିଲା ଏହାର…
ଏଫିଲ ଟାଓ୍ବରଠୁ ବଡ଼ ରେଲଓ୍ବେ ବ୍ରିଜର ମୁଖ୍ୟ ନିର୍ମାଣ କାର୍ଯ୍ୟ ଶେଷ
କୌରି, ୫ା୪- ଜମ୍ମୁ-କଶ୍ମୀରର ଚେନାବ ନଦୀ ଠାରୁ ୩୫୯ ମିଟର ଉଚ୍ଚରେ ରେଲ୍ଓ୍ବେ ବ୍ରିଜ ମଝିରେ ଥିବା ଗଳା ବାଟ (ଆର୍କ)ର ନିର୍ମାଣ କାର୍ଯ୍ୟ ସୋମବାର ଶେଷ ହୋଇଛି। ବ୍ରିଜର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏହା ବିଶ୍ୱର ସର୍ବ…
ପ୍ରଧାନମନ୍ତ୍ରୀଙ୍କୁ ଗୁହାରି ହେଲେ ନିଖୋଜ ଯବାନଙ୍କ ସ୍ତ୍ରୀ
ରାୟପୁର, ୫।୪: ଛତିଶଗଡ଼ର ବିଜାପୁର ଏନ୍କାଉଣ୍ଟର ବେଳେ ନିଖୋଜ ଥିବା ସିଆର୍ପିଏଫ୍ ଯବାନ ରାକେଶ୍ୱର ସିଂ ମନ୍ହାସ ମାଓବାଦୀମାନଙ୍କ କବ୍ଜାରେ ରହିଥିବା ଜଣେ ଅଜଣା ବ୍ୟକ୍ତି ଫୋନ୍ ଯୋଗେ ସୂଚନା ଦେଇଛନ୍ତି। ତେବେ ତାଙ୍କୁ ଫେରାଇ ଦେବା ବଦଳରେ ମାଓବାଦୀମାନଙ୍କ ତରଫରୁ…
ଜର୍ନାଲିଷ୍ଟଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଗାଳି ଦେଉଥିବା ଭିଡିଓ ଭାଇରାଲ
ଲକ୍ଷ୍ନୌ, ୫ା୪- ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଗଣମାଧ୍ୟମ ସଂସ୍ଥା ‘ଏଏନ୍ଆଇ’ କ୍ୟାମେରାମ୍ୟାନଙ୍କୁ ଅତି ଅସଭ୍ୟ ଭାଷାରେ ଗାଳି କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏ ସମ୍ପର୍କରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ…
ଆସାମର ଏକ ବୁଥ୍ରେ ଭୋଟରଙ୍କ ଠାରୁ ଦୁଇ ଗୁଣ ମତଦାନ
ଗୁଆହାଟୀ, ୫ା୪- ଆସାମର ଡିମା ହାସାଓ ଜିଲାର ଏକ ବୁଥ୍ରେ ପଞ୍ଜିକୃତ ଭୋଟରଙ୍କ ସଂଖ୍ୟା ୯୦ ହୋଇଥିବାବେଳେ ୧୮୧ ମତଦାନ ହୋଇଛି। ଏହି ଘଟଣାରେ ୬ ପୋଲିଂ ଅଫିସିଆଲଙ୍କୁ ମିଲମ୍ବିତ କରିଛି ନିର୍ବାଚନ ଆୟୋଗ (ଇସି)। ଏହି ବୁଥ୍ରେ ପୁଣି ଥରେ…
ଗୋଟିଏ ଗୋଡରେ ପଶ୍ଚିମବଙ୍ଗ ଜିତିବି, ଦୁଇ ଗୋଡରେ ଦିଲ୍ଲୀ
କୋଲକତା,୫।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୩୧ଟି ଆସନରେ ମଙ୍ଗଳବାର ମତଦାନ ହେବ। ଭୋଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାମ ଗୋଡରେ ଆଘାତ ଲାଗିଥିଲେ ମଧ୍ୟ ଗୋଟିଏ ଗୋଡରେ ନିର୍ବାଚନ ପ୍ରଚାର କରି ୨୦୨୧ ବିଧାନସଭା ନିର୍ବାଚନ ଜିତିବା…
କରୋନା ଆତଙ୍କ: ଏପ୍ରିଲ ୮ରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି
ନୂଆଦିଲ୍ଲୀ,୫।୪: ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଥି ସହ କରୋନାର ନୂଆ ଷ୍ଟ୍ରେନ୍ ଏବେ ଚିନ୍ତା ବଢ଼ାଇଛି। ଦେଶରେ ବର୍ଦ୍ଧିତ କରୋନା ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୮ରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ସହ…
ବୋର୍ଡିଂ ସ୍କୁଲର ୧୫୮ କରୋନା ପଜିଟିଭ
ଶିମ୍ଲା,୫।୪: ଭାରତରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାର ଦେଶର ସମସ୍ତ ରେକର୍ଡ ଭାଙ୍ଗି ଗତ ୨୪ ଘଣ୍ଟାରେ ଲକ୍ଷେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯେଉଁ ଗତିରେ…
କରୋନା କବଳରେ ସେଲିବ୍ରିଟି: ଅଙ୍ଗୁରୀ ଭାବି-ଅଭିଜିତ୍ ସାଓ୍ବନ୍ତ ସଂକ୍ରମିତ
ମୁମ୍ବାଇ,୫।୪: ଟେଲି ଜଗତର ପପୁଲାର ଶୋ’ ‘ଭାବଜୀ ଘର ପେ ହୈ’ର ଫେମ୍ ଅଙ୍ଗୁରୀ ଭାବି ତଥା ଶୁଭାଙ୍ଗୀ ଅତ୍ରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହେବା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା ଜଣାପଡ଼ିଛି। ଗତ…
ଦିଲ୍ଲୀପ ପାଟିଲ ହେବେ ମହାରାଷ୍ଟ୍ରର ଗୃହମନ୍ତ୍ରୀ!
ମୁମ୍ବାଇ,୫।୪: ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ସୋମବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ଏନ୍ସିପି ନେତା ଦିଲ୍ଲୀପ ଓ୍ବାଲସେ ପାଟିଲ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଶହେ କୋଟି ଟଙ୍କାର ବଟି ଆଦାୟ ମାମଲରେ…
ଅନୀଲ ଦେଶମୁଖଙ୍କ ଇସ୍ତଫା
ମୁମ୍ବାଇ,୫।୪: ଶହେ କୋଟି ଟଙ୍କାର ବଟି ଆଦାୟ ମାମଲାରେ ହାଇକୋର୍ଟ ସିବିଆଇ ଯାଞ୍ଚ୍ ନିର୍ଦ୍ଦେଶ ଦେବା ପରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଇସ୍ତଫା ପ୍ରଦାନ କରିଛନ୍ତି। ରାଜ୍ୟପାଳଙ୍କ ସେ ନିଜର ଇସ୍ତଫା ପତ୍ର ପ୍ରଦାନ ନ କରି ମୁଖ୍ୟମନ୍ତ୍ରୀ ଉଦ୍ଧବ…
କରୋନା ମୁକାବିଲା: ସମସ୍ତ ଜିଲାରେ ୧୪୪ ଧାରା ଜାରି
ଲକ୍ଷ୍ନୌ,୫।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଏନେି ଘୋଷଣା କରାଯାଇଛି। କୌଣସିସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହୋଇ ପାରିବେ…
Archives


