Posted inଜାତୀୟ

ବିନା ସର୍ତ୍ତରେ ଟିଏମ୍‌ସିରେ ସାମିଲ ହୋଇଛି: ସୁସ୍ମିତା

କୋଲକତା,୧୭।୮: କଂଗ୍ରେସର ପୂର୍ବତନ ନେତ୍ରୀ ସୁସ୍ମିତା ଦେବ ନିକଟରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ମଙ୍ଗଳବାର ସେ କହିଛନ୍ତି ଯେ, ବିନା ସର୍ତ୍ତରେ ତୃଣମୂଳ କଂଗ୍ରେସ କଂଗ୍ରେସରେ ଯୋଗ ଦେଇଛନ୍ତି ଏବଂ ଦଳର ସଭାପତି ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯାହା ତାଙ୍କୁ ଦାୟିତ୍ୱ ଦେବେ, ସେ ଏହାକୁ ଗ୍ରହଣ କରିବେ। ସୂଚନାଯୋଗ୍ୟ, କଂଗ୍ରେସ ମହିଳା ୱିଙ୍ଗ ମୁଖ୍ୟ ଥିବା ସୁସ୍ମିତା ସୋମବାର କୋଲକାତାରେ ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ ଏବଂ ଡେରେକ ଓ’ବ୍ରାଇନଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋଦିଙ୍କ ସିପାହୀ ସାଜି କରିବି ଦେଶ ସେବା’

ଗାନ୍ଧିନଗର,୨।୬: ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ ଆଜି ଭାଜପାରେ ଯୋଗଦେବେ। ଏହା ପୂର୍ବରୁ ସେ ଦେଶ ସେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିପାହି...

ଦଶହରାରେ ଚିତା ହେଲିକପ୍ଟର ଦୁର୍ଘଟଣା: ଚାଲିଗଲା ପାଇଲଟ୍‌ଙ୍କ ଜୀବନ

ନୂଆଦିଲ୍ଲୀ,୫।୧୦: ଦେଶରେ ବର୍ତ୍ତମାନ ଦଶହରା ମାହୋଲ ଚାଲିଥିବା ବେଳେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ନିକଟରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ...

ଗୋବରରୁ ଚପଲ ତିଆରି କରି ଚର୍ଚ୍ଚାରେ ଏହି ବ୍ୟକ୍ତି

ଅଧିକାଂଶ ଲୋକ ଗାଈ ଗୋବର ନା ଶୁଣିବା ପରେ ନାକ ଟେକିବା ଆରମ୍ଭ କରନ୍ତି। କିନ୍ତୁ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ କେବଳ ଗୋବର...

କଂଗ୍ରେସକୁ ବଡ଼ ଝଟ୍‌କା

ଚଣ୍ଡିଗଡ,୧୮।୧: ପଞ୍ଜାବ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ଏଠାରେ ସିଦ୍ଧୁଙ୍କ ନିକଟତର ତଥା ଜଣେ ଶକ୍ତିଶାଳୀ ନେତା ମନପ୍ରୀତ ବାଦଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ...

ସ୍ବାମୀଙ୍କ ଶହୀଦ ହେବା କଥା ଶୁଣି ଚେତାଶୂନ୍ୟ ଗର୍ଭବତୀ ସ୍ତ୍ରୀ

ଲକ୍ଷ୍ନୌ,୬।୪: ଛତିଶଗଡର ବିଜାପୁରରେ ନକ୍ସଲ ଆକ୍ରମଣରେ ଉତ୍ତର ପ୍ରଦେଶର ଚାନ୍ଦୁଲିର କୋବ୍ରା ବ୍ୟାଟାଲିଅନର କମାଣ୍ଡୋ ଧର୍ମଦେବ ଶହୀଦ ହୋଇଛନ୍ତି। ତାଙ୍କ ମୃତଦେହ ମଙ୍ଗଳବାର ସକାଳେ ଠେକାହାଁ...

ଚନ୍ଦ୍ରୟାନ-୩ର ଫଟୋ ଜାରି କଲା ଇସ୍ରୋ

ବେଙ୍ଗାଲୁରୁ,୨୫।୪: ପ୍ରଥମ ଥର ଇଣ୍ଡିଆନ ସ୍ପେସ୍‌ ରିସର୍ଚ ଅର୍ଗାନାଇଜେସନ୍‌ (ଇସ୍ରୋ) ଚନ୍ଦ୍ରୟାନ-୩ ମିଶନର ପ୍ରଥମ ଫୋଟ ସୋସିଆଲ ମିଡିଆରେ ଶେୟାର କରିଛି। ଚନ୍ଦ୍ରୟାନ-୩ ମିଶନ ଚଳିତ...

୧୮ ବର୍ଷ ମଧ୍ୟରେ ୨ଶହରୁ ଅଧିକ ଅଚିହ୍ନା ମୃତଦେହ ସଂସ୍କାର କଲେଣି ନବୀନ

ପାଟନା,୮।୮: ଅଚିହ୍ନା ମୃତଦେହର ସଂଗ୍ରହ କରି ସେଗୁଡ଼ିକର ଅନ୍ତିମ ସଂସ୍କାର କରିବା ହେଉଛି ବିହାର ପାଟନାର ଜଣେ ବ୍ୟକ୍ତିଙ୍କ ନିଶା। ସେ ହେଉଛନ୍ତି ନବୀନ ଶ୍ରୀବାସ୍ତବ।...

ରାହୁଲଙ୍କୁ ଭେଟିଲେ ଗିରଫ ସିଦ୍ଦିକ କାପ୍ପାନଙ୍କ ସ୍ତ୍ରୀ

ଥିରୁଭାନନ୍ତପୁରମ୍‌, ୨୨ା୧୦: ହାଥ୍‌ରସରେ ପୀଡ଼ିତା ପରିବାରକୁ ଭେଟିବା ଲାଗି ଯିବା ବାଟରେ ଉତ୍ତରପ୍ରଦେଶ ପୋଲିସ କେରଳର ଖବରଦାତା ସିଦ୍ଦିକ କାପ୍ପାନଙ୍କ ସହ ଅନ୍ୟ ୩ ଜଣଙ୍କୁ...

Advertisement
Archives

Model This Week