Posted inଜାତୀୟ

ବଦଳିବାକୁ ଯାଉଛି ଅଲିଗଡ଼ର ନାମ

ନୂଆଦିଲ୍ଲୀ,୧୭।୮ : ଭାଜପା ଶାସିତ ଉତ୍ତରପ୍ରଦେଶରେ ଅଞ୍ଚଳର ନାମ ପରିବର୍ତ୍ତନ କରାଯାଇଥିବା ତାଲିକାରେ ସାମିଲ ହେବାକୁ ଯାଉଛି ଅଲିଗଡ଼। ଏହି ସ୍ଥାନର ନାମ ହରିଗଡ଼ ରଖିବା ଲାଗି କରାଯାଇଥିବା ପ୍ରସ୍ତାବ ଉପରେ ମୋହର ମାରିଛି ଜିଲା ପଞ୍ଚାୟତ। ଏହି ପ୍ରସ୍ତାବକୁ ଏବେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାରଙ୍କ ପାଖକୁ ପଠାଇ ଦିଆଯାଇଛି। ଭାଜପା ନେତୃତ୍ୱାଧୀନ ୟୁପି ସରକାର ଅନ୍ତିମ ଥର ଆଲାହାବାଦ ନାମକୁ ବଦଳାଇ ପ୍ରୟାଗରାଜ ରଖିଥିଲା ।

ଆମେ ଜିଲା ପଞ୍ଚାୟତ ବୋର୍ଡଙ୍କୁ ଭେଟିଥିଲେ। ବୈଠକରେ କିଛି ପ୍ରସ୍ତାବ ଉପରେ ମୋହର ବାଜିଛି। ଅଲିଗଡ଼ର ନାମକୁ ହରିଗଡ଼ କରିବା ଲାଗି ପ୍ରଥମ ପ୍ରସ୍ତାବରେ ଉଲ୍ଲେଖ ଥିଲା। ସର୍ବସମ୍ମତି କ୍ରମେ ଏହା ପାରିତ ହୋଇଛି। ଆମେ ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛୁ। ଆଶା କରୁଛି, ଏଥିରେ ମୋହର ବାଜିବ ବୋଲି ଅଲିଗଡ଼ ଜିଲା ପଞ୍ଚାୟତ ମୁଖ୍ୟ ବିଜୟ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ଥିବା ପାକିସ୍ତାନୀ ଛାତ୍ର ଭାରତକୁ ମାଗିଲେ ସହାୟତା

ବେଜିଂ,୬।୨: ଚାଇନାରେ କରୋନା ଭୁତାଣୁ ଆତଙ୍କ ଜାରି ରହିଛି। ସେଠାରେ କିଛି ପାକିସ୍ତାନୀ ଛାତ୍ର ରହିଛନ୍ତି। ତେବେ ପାକିସ୍ତାନ ସେମାନଙ୍କୁ ସ୍ବଦେଶ ଆଣିବା ନେଇ କୌଣସି...

ଗୁଜରାଟ ବୈଜ୍ଞାନିକଙ୍କ ନୂଆ ରୋବୋ: ଦୁଃଖ ସମୟରେ ଦେବ ସହାନୁଭୁତି

ଲାସ୍‌ଭେଗାସ୍‌/ଅହମ୍ମଦାବାଦ୍‌. ୮।୧: ଆଧୁନିକ ଯୁଗରେ ମଣିଷର କାମ ରୋବୋ କରୁଛି। ପ୍ରତିଟି କାର୍ଯ୍ୟରେ ଏବେ ରୋବୋର ଉପଯୋଗ କରାଯାଉଛି। ପୃଥିବୀର ସର୍ବବୃହତ୍‌ ଇଲୋକ୍ଟ୍ରନିକ୍ସ୍‌ ଶୋ ସିଇଏସ୍‌-୨୦୨୦ରେ...

ନିଲମ୍ବିତ ଏମ୍‌ପିଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ,୨।୧୧: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଗୁରୁବାର ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନରେ ନିଲମ୍ବିତ ହୋଇଥିବା ୧୨ ଜଣ ରାଜ୍ୟ ସଭା ଏମ୍‌ପିଙ୍କୁ ଭେଟିଛନ୍ତି। ନିଲମ୍ବିତ...

ଏହି ଚୋପା ଖାଆନ୍ତୁ, କ୍ୟାନସରଠାରୁ ଦୂରେଇ ରୁହନ୍ତୁ…

କମଳାରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏଥିରେ ଲୌହ, ପୋଟାସିୟମ, କ୍ୟାଲସିୟମ୍‌, ଫ୍ରୁକ୍ଟୋଜ, ଡେକ୍ସଟ୍ରୋଜ, ଭିଟାମିନ ଏ, ବି ଓ ସି ରହିଥାଏ। କେବଳ ରସ...

ମୋଦିଙ୍କ ନୂଆବର୍ଷ ଭେଟି: ୬ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା କିଷାନ୍‌ ସମ୍ମାନ ନିଧି ଯୋଜନାର ତୃତୀୟ କିସ୍ତି

ବେଙ୍ଗାଲୁରୁ,୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆବର୍ଷର ଦ୍ୱିତୀୟ ଦିନରେ ଦେଶର ୬କୋଟି ଚାଷୀଙ୍କୁ ଭେଟି ଦେଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ୍‌ ସମ୍ମାନ ନିଧି ଯୋଜନାର ତୃତୀୟ କିସ୍ତିକୁ...

ଚଳନ୍ତା କାର୍‌ ବନେଟ୍‌ରେ ଟ୍ରାଫିକ୍‌ ପୋଲିସ କର୍ମଚାରୀଙ୍କୁ ଟାଣିନେଲେ ୪୦୦ ମିଟର

ନୂଆଦିଲ୍ଲୀ, ୧୫।୧୦: ଦକ୍ଷିଣ-ପଶ୍ଚିମ ଦିଲ୍ଲୀର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଚକିତ କଲା ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଡ୍ୟୁଟିରେ ଠିଆ ହୋଇଥିବା ଜଣେ ଟ୍ରାଫିକ ପୋଲିସ...

ପ୍ରେମିକ ସହ ଫୋନ୍‌ରେ କଥା ହେଉଥିବା ଦେଖି ଝିଅର ଚୁଟିକାଟି ହାତୁଡ଼ିରେ ହାତପାଦ ଛେଚିଲେ ପିତା

ବରେଲି,୯।୬: ଉତ୍ତର ପ୍ରଦେଶର ବରେଲିରେ ଏକ ଲୋମ ଟାଙ୍କୁର ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ଇଜ୍ଜତନଗରରେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସହ ଫୋନ୍‌ରେ...

ରାଜସ୍ଥାନରେ ତାପମାତ୍ରା ମାଇନସ୍‌ ୩.୩ ଡିଗ୍ରୀ, ୟେଲୋ ଓ୍ବାର୍ନିଂ ଜାରି

ଜୟପୁର,୧୮।୧୨: ଫତେହପୁର ଏବଂ ଚୁରୁର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଥିବାରୁ ଦେଶର ଉତ୍ତର ଭାଗରୁ ଶୀତଳ ପବନ ରାଜସ୍ଥାନରେ ପ୍ରବାହିତ ହୋଇଛି ବୋଲି ପାଣିପାଗ ବିଭାଗର...

Advertisement
Archives

Model This Week