ଚାଇନାର ଚିନ୍ତା ବଢ଼ାଇଛି ରାଫାଲ
ବେଙ୍ଗାଲୁରୁ, ୪।୨: ଭାରତର ରାଫାଲ ଯୁଦ୍ଧ ବିମାନ ଚାଇନାର ଚିନ୍ତା ବଢ଼ାଇଛି। ତେଣୁ ଚାଇନା ଏଲ୍ଏସିରେ ଜେ-୨୦ ଯୁଦ୍ଧ ବିମାନ ମୁତୟନ କରିଛି ବୋଲି ଭାରତୀୟ ବାୟୁସେନା ମୁଖ୍ୟ ଆର୍.କେ.ଏସ୍. ଭାଦୁରିଆ ଗୁରୁବାର ପ୍ରକାଶ କରିଛନ୍ତି। ପୂର୍ବ ଲଦାଖରେ ଭାରତ...
ବ୍ୟାଙ୍କରେ ନକଲି ସୁନା ରଖି ୨ କୋଟି ଋଣ ନେଇଥିଲେ ଦମ୍ପତି
ଥାଣେ, ୪।୨: ବ୍ୟାଙ୍କରେ ସୁନା ଅଳଙ୍କାର ରଖି ଲୋକେ ଋଣ ନେଇଥାନ୍ତି। ତେବେ ମହାରାଷ୍ଟ୍ର ଥାଣେ ଜିଲାରେ ଥିବା ସମବାୟ ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ୨ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ଏହି...
ଚୌରି-ଚୌରା ଶତାବ୍ଦୀ ସମାରୋହ: ଭର୍ଚୁଆଲ ଉତ୍ସବରେ ଯୋଗଦେଲେ ମୋଦି
ଗୋରଖପୁର, ୪।୨: ଉତ୍ତରପ୍ରଦେଶରେ ଚୌରି-ଚୌରା ଶତାବ୍ଦୀ ସମାରୋହ ଗୁରୁବାର ଆରମ୍ଭ ହୋଇଛି। ଏନେଇ ଆୟୋଜିତ ଏକ ଭର୍ଚୁଆଲ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଶହୀଦ୍ଙ୍କ ବଳିଦାନକୁ ଦେଶ ସର୍ବଦା ମନେ ରଖିବ ବୋଲି କହିଛନ୍ତି। ଏହି ଅବସରରେ ମୋଦିଙ୍କ...
ବିବାହ ନିମନ୍ତ୍ରଣ କାର୍ଡରେ କୃଷକ ଆନ୍ଦୋଳନ ବାର୍ତ୍ତା, ଲେଖାଅଛି ଏମିତି…
ଚଣ୍ଡିଗଡ଼,୪।୨: ସାଧାରଣତଃ ବିବାହ ନିମନ୍ତ୍ରଣ କାର୍ଡରେ ଲୋକେ ଦେବଦେବୀଙ୍କ ଫଟୋ କିମ୍ବା ବରକନ୍ୟାଙ୍କ ଫଟୋ ଛପାଇଥାନ୍ତି। ମାତ୍ର ବର୍ତ୍ତମାନ କୃଷକ ଆନ୍ଦୋଳନ ଚାଲିଥିବାରୁ ଏକ ବିବାହ ନିମନ୍ତ୍ରଣ କାର୍ଡରେ କୃଷକଙ୍କ ଫଟୋ ସହ ଜଡ଼ିତ ସ୍ଲୋଗାନ ନୋ ଫାର୍ମର, ନୋ...
ଆନ୍ଦୋଳନ ଯୋଗୁ ୭୦ ହଜାର କୋଟି କ୍ଷତି
ନୂଆଦିଲ୍ଲୀ, ୪।୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏହାଯୋଗୁ ୨୦୨୦-୨୧ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ୭୦ ହଜାର କୋଟି ଟଙ୍କା କ୍ଷତି ହୋଇଛି ବୋଲି ପିଏଚ୍ଡି ଚ୍ୟାମ୍ବର ଅଫ୍...
କରୋନା ଟିକାକରଣ: ବ୍ରିଟେନ, ଆମେରିକାକୁ ପଛରେ ପକାଇଲା ଭାରତ
ନୂଆଦିଲ୍ଲୀ,୪ ।୨: ସାରା ଦେଶରେ ଜାନୁୟାରୀ ୧୬ରେ କରୋନା ଭାଇରସ ବିରୋଧରେ ଲଢିବାକୁ ଆରମ୍ଭ କରାଗଲା ଟିକାକରଣ କାର୍ଯ୍ୟକ୍ରମ । ଏବେ ମିଳିଥିବା ସୂଚନା ଅନୁଯାୟୀ ଦେଶରେ ପାଖାପାଖି ୪୫ ପ୍ରତିଶତ ଲୋକଙ୍କୁ କୋଭିଡ-୧୯ ଟିକା ଦିଆଯାଇ ସାରିଲାଣି ।...
ବଢ଼ିଲା ଏଲ୍ପିଜି ସିଲିଣ୍ଡର-ପେଟ୍ରୋଲ-ଡିଜେଲ ଦାମ
ନୂଆଦିଲ୍ଲୀ,୪।୨: ବଜେଟ ପରେ ମହଙ୍ଗା ମାଡ଼ ଆରମ୍ଭ ହୋଇଛି। ଗୁରୁବାର ଏଲ୍ପିଜି ସିଲିଣ୍ଡର, ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ଘଟିଛି। ପେଟ୍ରୋଲ ଏବଂ ଡିଜେଲ ଦାମରେ ୩୫ ପଇସା ବଢ଼ିଥିବାବେଳେ ଏଲ୍ପିଜି ସିଲିଣ୍ଡର ଦାମ ୨୫ ଟଙ୍କା ବଢ଼ିଛି।...
ଉଠିଲା ଗାଜିପୁର ସୀମାରେ ପୋତା ଯାଇଥିବା କଣ୍ଟା
ନୂଆଦିଲ୍ଲୀ,୪ ।୨: ରାଜଧାନୀ ଦିଲ୍ଲୀର ଗାଜିପୁର ସୀମାରେ ପୋତାଯାଇଥିବା କଣ୍ଟା ଗୁଡିକୁ ଗୁରୁବାର ଉଠାଇ ଦିଆଯାଇଛି । ବାରିକେଡ ନିକଟରେ ଏହି କଣ୍ଟା ଗୁଡିକ ପୋତା ଯାଇଥିଲା । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି...
ଗଣତନ୍ତ୍ର ସୂଚକାଙ୍କ: ଭାରତ ସ୍ଥାନ ଖସିଲା
ନୂଆଦିଲ୍ଲୀ, ୪ା୨: ଗଣତନ୍ତ୍ର ସୂଚକାଙ୍କ-୨୦୨୦ରେ ବିଶ୍ୱସ୍ତରୀୟ ର଼୍ୟାଙ୍କିଙ୍ଗ୍ରେ ଭାରତ ୨ଟି ସ୍ଥାନ ତଳକୁ ଖସିଛି। ପୂର୍ବରୁ ଭାରତ ୫୧ ନମ୍ବରରେ ଥିବାବେଳେ ଏବେ ନଂ. ୫୩ରେ ରହିଥିବା ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍ ପକ୍ଷରୁ ପ୍ରକାଶ ପାଇଛି। ୧୬୭ ଦେଶ ମଧ୍ୟରୁ...
ଖବରଦାତାଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ: ନିନ୍ଦା କଲା ଆଇଏନ୍ଏସ୍
ନୂଆଦିଲ୍ଲୀ,୪ା୨(ପି.ଟି./ଆଇଏଏନ୍ଏସ୍): ଚାଷୀ ଆନ୍ଦୋଳନ ଉପରେ ରିପୋର୍ଟିଂ କରୁଥିବା ବରିଷ୍ଠ ସମ୍ପାଦକ ଓ ଖବରଦାତାଙ୍କ ବିରୋଧରେ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ପୋଲିସ ପକ୍ଷରୁ ଏଫ୍ଆଇଆର୍ କରାଯାଇଛି। ଇଣ୍ଡିଆନ୍ ନ୍ୟୁଜ୍ପେପର ସୋସାଇଟି (ଆଇଏନ୍ଏସ୍) ଅଧ୍ୟକ୍ଷ ଏଲ୍. ଅଡିମୁଲାମ୍ ଏକ ବିବୃତି ଜାରି...
ଆଉ ଏକ ଶାହିନ୍ବାଗ କରନାହିଁ: ଭାଜପା
ନୂଆଦିଲ୍ଲୀ,୪ା୨(ପି.ଟି.): ପାର୍ଲାମେଣ୍ଟରେ ବ୍ୟାପକ ବିଚାର ବିମର୍ଶ ପରେ ନୂଆ କୃଷି ଆଇନ ଗୃହୀତ ହୋଇଛି। ଆପୋସ ଆଲୋଚନାରେ ସମସ୍ୟାର ସମାଧାନ ଲାଗି କୃଷକମାନଙ୍କ ପାଇଁ ବାଟ ସବୁବେଳେ ଖୋଲା ଅଛି। ବିରୋଧୀ ଦଳଗୁଡ଼ିକ କୃଷକ ଆନ୍ଦୋଳନକୁ ଆଉ ଏକ ଶାହିନବାଗରେ...
ମୋଦିଙ୍କୁ ପତ୍ର ଲେଖିଲେ କ୍ୟାନସର ପୀଡ଼ିତ ଶିଶୁ
ନୂଆଦିଲ୍ଲୀ,୪ ।୨: ପାଳନ କରାଯାଉଛି ବିଶ୍ୱ କର୍କଟ ଦିବସ ବା ୱାର୍ଲଡ କ୍ୟାନସର ଡେ । ଏହି ଅବସରରେ ଜଣେ କୋମଳମତି ଶିଶୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଚିକିତ୍ସା ପାଇଁ ଅନୁରୋଧ କରିଛନ୍ତି । ଶିଖା ନାମକ ଏହି...
Archives


