ଜାତୀୟ

ବିଏସ୍‌ଏଫ୍ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ

ଜମ୍ମୁ,୧୨ ।୮: ଜମ୍ମୁ-କଶ୍ମୀର କୁଲଗାମର କାଜିଗୁଣ୍ଡ ଅଞ୍ଚଳରେ ଗୁରୁବାର ବିଏସ୍‌ଏଫ୍ ଯବାନଙ୍କ ଗାଡି ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ସୂଚନା ଅନୁଯାୟୀ, ଯେତେବେଳେ ସେହି ଅଞ୍ଚଳ ଦେଇ ବିଏସ୍‌ଏଫ୍ ଗାଡିଟି ଅତିକ୍ରମ କରୁଥିଲା ସେହି ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ…

କରୋନା ଟିକା ନେବାକୁ ମନା କରିବାରୁ ଜଣଙ୍କୁ ଚାକରିରୁ ବହିଷ୍କାର କଲା ବାୟୁସେନା

ନୂଆଦିଲ୍ଲୀ,୧୨।୮: କରୋନା ଟିକା ନେବାକୁ ମନା କରିବାରୁ ବାୟୁସେନା ଜଣେ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଛି। ଟିକାକରଣ ସେବାର ସର୍ତ୍ତାବଳୀରେ ଅନ୍ତର୍ଭୁକ୍ତ କରାଯାଇଥିଲା। ବାୟୁସେନାର କର୍ମଚାରୀ ଯୋଗେନ୍ଦ୍ର କୁମାରଙ୍କ ଆବେଦନ ଉପରେ ବୁଧବାର ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟରେ ଅତିରିକ୍ତ ସଲିସିଟର…

ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଐତିହାସିକ ଟାଇମ୍ସ ସ୍କୋୟାରରେ ଉଡିବ ସବୁଠାରୁ ବଡ ତ୍ରିରଙ୍ଗା

ୱାଶିଂଟନ/ନୂଆଦିଲ୍ଲୀ,୧୨ ।୮: ଅଗଷ୍ଟ ୧୫ରେ ଭାରତ ପାଳନ କରିବାକୁ ଯାଉଛି ୭୫ ତମ ସ୍ୱାଧିନତା ଦିବସ । ଏହି ଅବସରରେ ଆମେରିକାର ଏକ ପ୍ରମୁଖ ପ୍ରବାସୀ ଭାରତୀୟ ସଙ୍ଗଠନ ଟାଇମ୍ସ ସ୍କୋୟାରରେ ଏପର୍ଯ୍ୟନ୍ତ ଉଡାଯାଇଥିବା ପତାକାଠାରୁ ସବୁଠାରୁ ବଡ ପତାକା ଉଡାଯିବ…

୧୦ ମିନିଟ୍‌ ଧରି କୁନି ଝିଅକୁ ପାଖରେ ଧରି କଥା ହେଲେ ପ୍ରଧାନମନ୍ତ୍ରୀ : ଜାଣନ୍ତୁ ସେ କିଏ

ପୁଣେ,୧୨।୮: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଅନେକ ଲୋକେ ଇଚ୍ଛା କରନ୍ତି। ବୃଦ୍ଧଠାରୁ ଆରମ୍ଭ କରି ଶିଶୁ ମଧ୍ୟ ଏଥିରେ ସାମିଲ ଅଛନ୍ତି। କିନ୍ତୁ ସମସ୍ତେ ମୋଦିଙ୍କୁ ଭେଟିବାର ସୁଯୋଗ ପାଇପାରନ୍ତି ନାହିଁ। ମହାରାଷ୍ଟ୍ରର ବରିଷ୍ଠ ନେତା ରାଧାକୃଷ୍ଣ ଭିଖେ…

କିନୌର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି

କିନୌର,୧୨ ।୮: ହିମାଚଳ ପ୍ରଦେଶର କିନୌର ଜିଲାରେ ହୋଇଥିବା ଭୂସ୍ଖଳରେ ଗୋଟିଏ ବସ୍ ଓ ଅନ୍ୟ କିଛି ଯାନ ମାଟିତଳେ ପୋତି ହୋଇଯିବା ଫଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ…

କେନ୍ଦ୍ର ମନ୍ତ୍ରୀଙ୍କ କଟାକ୍ଷ, ବିରୋଧୀ କାନ୍ଦୁଛନ୍ତି କୁମ୍ଭୀର କାନ୍ଦଣା…

ନୂଆଦିଲ୍ଲୀ,୧୨।୮: ରାଜ୍ୟ ସଭାରେ ବୁଧବାର ସୁରକ୍ଷାକର୍ମୀ(ମାର୍ଶାଲ)ଙ୍କ ସହ ଧସ୍ତାଧସ୍ତିକୁ ନେଇ କେନ୍ଦ୍ର ସରକାର ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସର ଅଭିଯୋଗ ପରେ କେନ୍ଦ୍ର ମନ୍ତ୍ରୀଙ୍କ ପକ୍ଷରୁ ଏକ ଗଣମାଧ୍ୟମ ସମ୍ମିଳନୀରେ ଏହାର ପାଲଟା ଜବାବ ଦିଆଯାଇଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ…

ରକ୍ଷାବନ୍ଧନ ଉପହାର, ମହିଳା ଉଦ୍ୟୋଗୀଙ୍କ ପାଇଁ ୧୬୨୫ କୋଟି ଘୋଷଣା କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୨।୮: ରକ୍ଷାବନ୍ଧନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ଉଦ୍ୟୋଗୀମାନଙ୍କୁ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆତ୍ମନିର୍ଭରଶୀଳ ନାରୀ-ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ଉଦ୍ୟୋଗୀମାନଙ୍କ ଲାଗି ୧୬୨୫ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହି ଅବସରରେ…

ମାଓବାଦୀଙ୍କ ପାଇଁ ନିର୍ମାଣ ହେଉଛି ଟାଉନଶିପ୍‌…

ଦନ୍ତେଓ୍ବାଡ଼ା,୧୨।୮: ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବା ଲାଗି ଛତିଶଗଡ଼ ଦନ୍ତେଓ୍ବାଡ଼ାରେ ଟାଉନଶିପ୍‌ ନିର୍ମାଣ କରାଯାଉଛି। ସଂଗଠନ ଛାଡ଼ି ଆତ୍ମ ସମର୍ପଣ କରିଥିବା ମାଓବାଦୀମାନଙ୍କ ପାଇଁ ଏଠାରେ ୧୦୮ଟି ଗୋଟିଏ ରୁମ୍‌ ବିଶିଷ୍ଟ ଫ୍ଲାଟ୍‌ ରହିଛି। ଏହା ସହିତ ୨୦ଟି…

କଂଗ୍ରେସର ଅଫିସିଆଲ ଟୁଇଟର ଆକାଉଣ୍ଟ ବନ୍ଦ

ନୂଆଦିଲ୍ଲୀ,୧୨।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ପରେ ଏବେ ଟୁଇଟର କଂଗ୍ରେସର ଅଫିସିଆଲ ଆକାଉଣ୍ଟକୁ ମଧ୍ୟ ବନ୍ଦ କରିଦେଇଛି। ଏନେଇ ଗୁରୁବାର କଂଗ୍ରେସ ଅଭିଯୋଗ ଆଣିଛି। ଏଥିସହ ଫେସ୍‌ବୁକ ଓ ଇନ୍‌ଷ୍ଟାଗ୍ରାମ ଜରିଆରେ କଂଗ୍ରେସ ଏନେଇ…

ଏମିତି ରିପୋର୍ଟିଂ କଲେ କୁନି ଶିଶୁ, ଖୁସିରେ ଭିଡିଓ ଶେୟାର କଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୧୨ା୮: ମଣିପୁରର ଜଣେ କୁନି ଶିଶୁଙ୍କ ଭିଡିଓ ଭାଇରାଲ ହେଉଛି। ଏହି ଶିଶୁ ଜଣକ ରିପୋର୍ଟିଂ କରୁଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ମଣିପୁରର ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ଗସ୍ତ ସମୟରେ ଶିଶୁ ଜଣକ ରିପୋର୍ଟିଂ କରୁଛନ୍ତି। କରୋନା ମହାମାରୀ ସମୟରେ…

ପାର୍ଲାମେଣ୍ଟ ପର୍ଯ୍ୟନ୍ତ ପଦଯାତ୍ରା କଲେ ବିରୋଧୀ, ଲୋକଙ୍କ କଣ୍ଠରୋଧ କରୁଛନ୍ତି ସରକାର, କହିଲେ ରାହୁଲ…

ନୂଆଦିଲ୍ଲୀ,୧୨।୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଶେଷ ହୋଇଛି। ବର୍ତ୍ତମାନ ବିରୋଧୀ ଦଳମାନେ ପାର୍ଲାମେଣ୍ଟ ବାହାରେ ସରକାରଙ୍କୁ ଘେରି ରହିବାକୁ କରିଛନ୍ତି। ଗୁରୁବାର ଦିନ ବିରୋଧୀ ଦଳ ବିଜୟ ଚକ ଠାରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଏକ ପଦଯାତ୍ରା କରିଛନ୍ତି। ପାଦ ପଦଯାତ୍ରାରେ ରାହୁଲ…

ସ୍କୁଲ୍‌ ଖୋଲିବା ପରେ ପିଲାଙ୍କ ମଧ୍ୟରେ ବଢ଼ିଲା କରୋନା ସଂକ୍ରମଣ…

ନୂଆଦିଲ୍ଲୀ,୧୨।୮: ସ୍କୁଲ୍‌ ଖୋଲିବା ପରେ ଛୋଟ ପିଲାଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କର୍ନାଟକ, ପଞ୍ଜାବ, ହରିୟାଣା,ହିମାଚଳପ୍ରଦେଶରେ ସ୍କୁଲ ପିଲା କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଫଳରେ ଦେଶରେ କରୋନାର ଦ୍ୱିତୀୟ ଲହର ଶେଷ ହୋଇ ନ ଥିବାବେଳେ ତୃତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri