Posted inଜାତୀୟ

ଛିଡୁନି ପଞ୍ଜାବ କଂଗ୍ରେସର କଳି, ପୁଣି ହେବ ବିଧାୟକ ଦଳର ବୈଠକ

ଚଣ୍ଡିଗଡ଼,୧୯ ।୯: ପଞ୍ଜାବ କଂଗ୍ରେସ ବିଧାୟକ ଦଳର ଆଉ ଏକ ବୈଠକ ରବିବାର ସକାଳ ୧୧ଟାରେ ଅନୁଷ୍ଠିତ ହୋଇପାରେ । ଏହି ବୈଠକରେ ବିଧାୟକଙ୍କ ସହ ହାଇକମାଣ୍ଡ ପଠାଇଥିବା ୩ ପର୍ଯ୍ୟବେକ୍ଷକ ଉପସ୍ଥିତ ରହିବେ । ଏହା ପୂର୍ବରୁ ଚଣ୍ଡିଗଡ଼ ସ୍ଥିତ କଂଗ୍ରେସ ଭବନରେ ପଞ୍ଜାବ କଂଗ୍ରେସ ବିଧାୟକ ଦଳର ବୈଠକରେ ନେତା ବାଛିବାର ଦାୟିତ୍ୱ ହାଣକମାଣ୍ଡକୁ ଦିଆଯାଇଥିଲା । ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୁନୀଲ ଜାଖଡଙ୍କ ନାଁରେ ସର୍ବସମ୍ମତିକ୍ରମେ ମୋହର ଲାଗିଥିବା ବେଳେ ବୈଠକ ସମୟରେ ସୁଖଜିନ୍ଦର ସିଂ ରଂଧାୱା କୌଣସି ହିନ୍ଦୁଙ୍କୁ ବିଧାୟକ ଦଳର ନେତା ନ କରି ବରଂ ହିନ୍ଦୁ ଜାଟ-ଶିଖଙ୍କୁ ନେତା କରିବାକୁ ଦାବି କରିଥିଲେ । ରଂଧାୱା ତାଙ୍କ ଜିଦରେ ଅଟଳ ରହିଥିବା ବେଳେ ହାଇକମାଣ୍ଡ ଏହାକୁ ଦେଖି ପୁଣିଥରେ ରବିବାର ବିଧାୟକ ଦଳର ବୈଠକ ବସିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ବିଭାଗ ଅମଲା କ୍ୟାଡରଙ୍କ ପ୍ରତି ପ୍ରଶାସନିକ ଅବହେଳା: ନୂଆ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ପାଇଁ ଦାବି କଲେ…

ଦିଗପହଣ୍ଡି,୪।୫(ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଏହାର ପରିଚାଳନା ଭାର ସମ୍ଭାଳୁଥିବା ସ୍ବାସ୍ଥ୍ୟ ବିଭାଗ ଅମଲା…

ଭାଜପା ଜିତିବା ପଛରେ ବିହାରର ଏହି ସାଇଲେଣ୍ଚ ନେତା, ପ୍ରଥମ ହିମାଚଳ ଏବଂ ବଙ୍ଗଳାରେ ବିଜୟ….

କୋଲକାତା,୪।୫:  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଭାଜପାର ଏହି ବିସ୍ମୟକର ବିଜୟ ପଛରେ ଅନେକ ନାୟକ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଅନେକ ରାଲିକୁ ସମ୍ବୋଧିତ…

ଜୋରହାଟ ଆସନରୁ ହାରିଲେ ଗୌରବ ଗୋଗୋଇ, ଭାଜପା ମାରିଲା ବାଜି

ଜୋରହାଟ(ଆସାମ): ଆସାମର ଜୋରହାଟ ଆସନରେ କଂଗ୍ରେସ ନେତା ଗୌରବ ଗୋଗୋଇ ପରାଜିତ ହୋଇଛନ୍ତି। ଭାଜପା ପ୍ରାର୍ଥୀ ହିତେନ୍ଦ୍ର ନାଥ ଗୋସ୍ୱାମୀ ୨୧,୦୦୦ ଭୋଟ ବ୍ୟବଧରାନରେ କଂଗ୍ରେସ ନେତା…

ପରାଜୟ ସ୍ବୀକାର କଲା TMC, ଦୁଃଖକୁ ଛାତିରେ ଲୁଚାଇ ଏମିତି କହିଦେଲେ…

କୋଲକାତା,୪।୫: ପଶ୍ଚିମବଙ୍ଗରେ ଭାଜପା ଏକ ବିଶାଳ ବିଜୟ ଆଡ଼କୁ ଯାଉଛି। ବର୍ତ୍ତମାନର ଧାରା ଅନୁସାରେ, ଭାଜପା ୧୯୮ଟି ଆସନରେ ଏବଂ ଟିଏମସି ପ୍ରାୟ ୯୦ଟି ଆସନରେ ଆଗୁଆ…

ନନ୍ଦିତା-ଶୁଭଶ୍ରୀଙ୍କୁ ସଫଳତା:ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସତ୍ୟ ସାଇ ବିଦ୍ୟା ବିହାରର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପାସ ହାର ଶତ ପ୍ରତିଶତ ହୋଇଛି। ବିଦ୍ୟାଳୟର…

ପ୍ରଚଣ୍ଡ ବିଜୟ ପରେ ହଠାତ୍‌ ଥଲାପତିଙ୍କ ଘରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ: ବାପା-ମା’ଙ୍କ ସହ କଲେ ଏମିତି କାମ

ଅଭିନେତା ଥଲାପତି ବିଜୟ ତାମିଲ ରାଜନୀତିରେ ହିରୋ ଭଳି ପ୍ରବେଶ କରିଛନ୍ତି। ତାମିଲନାଡୁ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଟିଭିକେ ୧୦୦ରୁ ଅଧିକ ଆସନରେ ଆଗୁଆ ରହିଛି।…

ନବୀନ ଯାଇଥିଲେ ଆଉ ଏବେ ଦିଦି! କ’ଣ ରହିଛି ୪ ତାରିଖ ସହ ଲିଙ୍କ୍‌, କାହିଁକି ଭାଜପା ପାଇଁ ଶୁଭ ହେଉଛି ଏହି ଦିନ, ଜାଣନ୍ତୁ…

କୋଲକାତା,୪।୫: ପଶ୍ଚିମବଙ୍ଗରେ ଚାଲିଛି ଭୋଟ ଗଣତି । ତୃଣମୂଳ କଂଗ୍ରେସ ଓ ଭାଜପା ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ଭାଜପା ରାଜ୍ୟରେ ଏବେସୁଦ୍ଧା ଆଗରେ…

ଚମତ୍କାର କଲେ ଥଲାପଥି ବିଜୟ: ଭାଙ୍ଗିଲା ୬୦ ବର୍ଷର ରାଜନୈତିକ ଚକ୍ର

ଚେନ୍ନାଇ,୪।୫: ତାମିଲନାଡୁ ରାଜନୀତି ପୁଣି ଥରେ ଏକ ନୂତନ ମୋଡ଼ ନେଇଛି। ଷ୍ଟାଲିନଙ୍କୁ ଅଭିନେତା ଥଲାପଥି ବିଜୟଙ୍କ ଟିଭିକେ ଦଳ କ୍ଷମତାରୁ ବାହାର କରିଦେଇଛି। ଟିଭିକେ ତାମିଲନାଡୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri