Advertisement
Posted inଜାତୀୟ

୮୫ ପ୍ରତିଶତ ଯାତ୍ରୀ କରିପାରିବେ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୯ ।୯: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ କମି ଆସୁଥିବା ବେଳେ ଜୀବନଯାତ୍ରା ସାଧାରଣ ହେବାକୁ ଆରମ୍ଭ କରିଛି । ଏହାକୁ ଦୃଷ୍ଟିରେ ରଖି ଏବେ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି କରିବାକୁ ଯାଉଛି । ବିମାନ ଚଳାଚଳ ମନ୍ତ୍ରଣାଳୟ ଶନିବାର ସୂଚନ ଦେଇଛି କି ଘରୋଇ ଉଡାଣ ତା’ର ୧୨ ଅଗଷ୍ଟରେ ଜାରି କରିଥିବା ନିର୍ଦ୍ଦେଶରେ ପରିବର୍ତ୍ତନ କରିଛି । ପୂର୍ବରୁ ୭୨.୫ ପ୍ରତିଶତ ଯାତ୍ରୀ ବିମାନ ଯାତ୍ରା କରିବାକୁ ଅନୁମତି ଥିବା ବେଳେ ଏବେ ଏହାକୁ ୮୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଉପର ମୁହାଁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା…

ନୂଆଦିଲ୍ଲୀ, ୨୭।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌ ଲାଗିବା ପରେ ଏହା ପୁଣି ଉପର ମୁହାଁ...

ହାତ, ଗୋଡ଼ ବନ୍ଧା ଅବସ୍ଥାରେ ମିଳିଲା ଶିକ୍ଷକଙ୍କ ମୃତଦେହ

ଭାଦୋଇ,୪।୪: ନିଖୋଜ ହେବାର ଦିନକ ପରେ ୪୨ ବର୍ଷୀୟ ଶିକ୍ଷକଙ୍କ ମୃତଦେହକୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ପୋଖରୀରୁ ଉଦ୍ଧାର କରାଯାଇଛି। ଏଭଳି ଘଟଣା ସାମ୍ନାକୁ...

ଓଲା-ଉବର-ରାପିଡୋକୁ ଝଟ୍‌କା: ଏହି ରାଜ୍ୟରେ ଅଟୋ ସେବାକୁ ବେଆଇନ ଘୋଷଣା ସହ ୩ ଦିନରେ ବନ୍ଦ କରିବାକୁ ନିର୍ଦ୍ଦେଶ

ବେଙ୍ଗାଲୁରୁ,୭।୧୦: ଆପ୍‌ ଭିତ୍ତିକ କ୍ୟାବ୍‌ କମ୍ପାନୀ ଓଲା, ଉବର ଏବଂ ରାପିଡୋ ଲାଗିଛି ବଡ ଝଟ୍‌କା। ଏହି କମ୍ପାନୀଗୁଡ଼ିକୁ ତିନି ଦିନ ମଧ୍ୟରେ କର୍ନାଟକରେ ସେମାନଙ୍କର...

ରିଫିଲିଂ ସମୟରେ ସିଲିଣ୍ଡର ବିସ୍ଫୋରଣ, ୩ ଶିଶୁଙ୍କ ସମେତ ୪ ମୃତ…

ଯୋଧପୁର,୮।୧୦ : ରାଜସ୍ଥାନର ଯୋଧପୁର ସହରରେ ଗ୍ୟାସ ରିଫିଲିଂ ସମୟରେ ଏକ ସିଲିଣ୍ଡର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ତିନି ପିଲାଙ୍କ ସମେତ ୪ ଜଣଙ୍କର...

ମୁଖ୍ୟମନ୍ତ୍ରୀ ପାଇଁ ରାହୁଲ ଗାନ୍ଧୀଙ୍କଠାରୁ ୧୦ ଗୁଣା ଅଧିକ ଯୋଗ୍ୟ ଆଦିତ୍ୟ ଠାକରେ: ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ,୨୯।୧୦: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ମେଣ୍ଟ ହୋଇଛି। ହେଲେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏପର୍ଯ୍ୟନ୍ତ ଏମାନଙ୍କ ଭିତରେ ଅଙ୍କକଷା ଛିଡି...

ରାଜୀବ ଗାନ୍ଧୀ ଫାଉଣ୍ଡେଶନକୁ ନେଇ ଗାନ୍ଧୀ ପରିବାରକୁ ଟାର୍ଗେଟ କଲା ଭାଜପା, କହିଲା ଚାଇନରୁ ବି ହୋଇଛି ଫଣ୍ଡିଂ

ନୂଆଦିଲ୍ଲୀ,୨୩ ।୧୦: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରବିବାର ୨୩ ଅକ୍ଟୋବରରେ ରାଜୀବ ଗାନ୍ଧୀ ଫାଉଣ୍ଡେଶନର ଏଫସିଆରଏ ଲାଇସେନ୍ସ ରଦ୍ଦ କରି ଦେଇଛି । ମନ୍ତ୍ରଣାଳୟ ପକ୍ଷରୁ ଏହି...

କୋଭିଡ୍‌ ବେଳେ ଯୋଗୀ ଆଦିତ୍ୟନାଥଙ୍କ ଗୋରୁ ସୁରକ୍ଷା ଚିନ୍ତା

ଲକ୍ଷ୍ନୌ, ୫ା୫ : କୋଭିଡ୍‌-୧୯ କାରଣରୁ ଉତ୍ତର ପ୍ରଦେଶରେ ଶହ ଶହ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେଉଥିବାବେଳେ ଗୋରୁ ସୁରକ୍ଷାକୁ ପ୍ରଧାନ୍ୟ ଦେଉଛି ଯୋଗୀ ଆଦିତ୍ୟନାଥଙ୍କ...

ଦେଶରେ ଆରମ୍ଭ ହେବ ପ୍ରଥମ ଟୟ ଫେୟାର: ଏକ ହଜାର ଖେଳନା କାରିଗରଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ,୨୫ ।୨: ମୋଦି ସରକାର ଦେଶରେ ଖେଳନା କାରିଗରଙ୍କୁ ସ୍ୱାବଲମ୍ବୀ କରିବାକୁ ‘ଆତ୍ମନିର୍ଭର ଭାରତ’ ଓ ‘ଭୋକାଲ ଫର୍ ଲୋକାଲ’ର ଆହ୍ୱାନ କରିଛନ୍ତି । ଏହି...

Advertisement
Archives

Model This Week