ଜାତୀୟ

ଅବତରଣବେଳେ ବିଦ୍ୟୁତ୍‌ ଖୁଣ୍ଟ ସହ ଧକ୍କା ହେଲା ଏୟାର ଇଣ୍ଡିଆ ବିମାନ

ବିଜୟୱାଡା,୨୦।୨: ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ବିମାନ ବନ୍ଦରରେ ବିମାନ ଦୁର୍ଘଟଣା ହୋଇଛି। ୬୪ ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ବିଜୟୱାଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇଛି। ବିମାନରେ ଥିବା ସମସ୍ତ...

ତୈଳ ଦରକୁ ନେଇ ମୁହଁ ଖୋଲିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୦।୨: ବୃଦ୍ଧି ପାଉଥିବା ପେଟ୍ରୋଲ, ଡିଜେଲ, ଗ୍ୟାସ ଦରକୁ ନେଇ ଶନିବାର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ତଳଦର ବୃଦ୍ଧି ଦେଶ ପାଇଁ ଚିନ୍ତାର ବିଷୟ। ସମସ୍ୟାର ସମାଧାନ ଦର ହ୍ରାସ ହିଁ ଏକମାତ୍ର...

ନିର୍ବାଚନ ପ୍ରସ୍ତୁତି ଆରମ୍ଭ: ୫ ରାଜ୍ୟରେ ପହଞ୍ଚିଲେ ସିଏପିଏଫ୍‌ ଯବାନ

ନୂଆଦିଲ୍ଲୀ,୨୦।୨: ଚଳିତ ବର୍ଷ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି। ରାଜ୍ୟଗୁଡ଼ିକ ହେଉଛି ଆସାମ, ପଶ୍ଚିମବଙ୍ଗ, ପୁଡୁଚେରୀ, ତାମିଲନାଡୁ ଏବଂ କେରଳ। ନିର୍ବାଚନ ଆୟୋଗଙ୍କ ଆଦେଶ ଅନୁଯାୟୀ, ବିଧାନସଭା ନିର୍ବାଚନ ଶାନ୍ତିପୂର୍ଣ୍ଣ ବାତାବରଣ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରୀୟ...

ଅମିତାଭ ବଚ୍ଚନଙ୍କ ଘରର ସୁରକ୍ଷା ବଢିଲା

ମୁମ୍ବାଇ,୨୦।୨: ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ନେଇ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ପାଟୋଲଙ୍କ ବିବୃତ୍ତି ପରେ ବଚ୍ଚନଙ୍କ ଘରର ସୁରକ୍ଷା ବୃଦ୍ଧି କରାଯାଇଛି। ଏଥି ସହିତ କଂଗ୍ରେସ ନେତା...

ଟୁଲକିଟ ମାମଲା: ଫେବୃୟାରୀ ୨୩ରେ ଦିଶା ରବିଙ୍କ ଜାମିନ ଆବେଦନ ନିଷ୍ପତ୍ତି

ନୂଆଦିଲ୍ଲୀ,୨୦।୨: ଟୁଲକିଟ ମାମଲାରେ ଗିରଫ ହୋଇଥିବା ଦିଶା ରବିଙ୍କ ଜାମିନ ଆବେଦନ ଶନିବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଶୁଣାଣି ହୋଇଥିଲା। ଆଡିସନାଲ ସେଶନ ଜଜ୍‌ ଧର୍ମେନ୍ଦ୍ର ରାଣାଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି। ଦିଶା ରବିଙ୍କ ଜାମିନ...

ଆଉ ଗୋଟିଏ ବ୍ୟାଙ୍କ ଉପରେ ଲାଗିଲା ପ୍ରତିବନ୍ଧକ, ୬ ମାସ ପର୍ଯ୍ୟନ୍ତ ୧୦୦୦ରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ ଗ୍ରାହକ

ବେଙ୍ଗାଲୁରୁ,୨୦।୨: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କର୍ନାଟକର ଡେକାନ ଅର୍ବାନ କେଅପରେଟିଭ୍‌ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ଫଳରେ ଏବେ ବ୍ୟାଙ୍କ ପକ୍ଷରୁ କୌଣସି ନୂଆ ଋଣ ଦିଆଯିବ ନାହିଁ। କେବଳ ନୁହେଁ, ନୂଆ ରାଶି ମଧ୍ୟ ଗ୍ରହଣ କରାଯିବ ନାହିଁ।...

ଗର୍ଜିଲେ ପ୍ରିୟଙ୍କା

ମୁଜାଫରନଗର,୨୦ ।୨: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଇତିମଧ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କ୍‌ା ଗାନ୍ଧୀ ଭଦ୍ରା ଶନିବାର ମୁଜାଫରନଗର ପହଞ୍ଚିଛନ୍ତି । ସେଠାରେ କୃଷକ ମହାପଞ୍ଚାୟତକୁ ସମ୍ବୋଧିତ କରିବା...

ଦଶମ ଶ୍ରେଣୀ ପ୍ରଶ୍ନପତ୍ରକୁ ନେଇ ଉଠିଲା ବିବାଦ: ପ୍ରଦର୍ଶନକାରୀ କୃଷକଙ୍କୁ କୁହାଗଲା ହିଂସାକାରୀ

ଚେନ୍ନାଇ,୨୦ ।୨: କୃଷକ ଆନ୍ଦୋଳନକୁ ନେଇ ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ଚେନ୍ନାଇର ଏକ ସିବିଏସ୍‌ଇ ସ୍କୁଲର ପ୍ରଶ୍ନପତ୍ରରେ ଆସିଥିବା ପ୍ରଶ୍ନ ଏବେ ଆଲୋଚନା ପରିସରକୁ ଚାଲି ଆସିଛି । ସାଧାରଣତନ୍ତ୍ର ଦିବସରେ କୃଷକମାନଙ୍କ ପକ୍ଷରୁ ଆୟୋଜିତ...

୫ ରାଜ୍ୟରେ କରୋନାର ଦୋହରା ମାଡ଼

ନୂଆଦିଲ୍ଲୀ,୨୦।୨: ଦେଶରେ ସାର୍ବଜନୀକ କରୋନା ପ୍ରତିଷେଧକ ଟିକାକରଣ ଜାରି ରହିଛି। ତେବେ ବି ୫ ରାଜ୍ୟକୁ ପୁଣି କରୋନା ଫେରିଛି। ଏସବୁ ରାଜ୍ୟରେ କେରାନାର ଦୋହରା ମାଡ଼ ଆରମ୍ଭ ହୋଇଛି। ମଧ୍ୟପ୍ରଦେଶ, କେରଳ, ମହାରାଷ୍ଟ୍ର, ପଞ୍ଜାବ ଏବଂ ଛତିଗଡ଼ରେ କରୋନା...

ବିହାର ଭଳି ପଶ୍ଚିମବଙ୍ଗରେ ମହିଳା ସାଜିବେ ଟ୍ରମ୍ପ୍‌ କାର୍ଡ: ଶାହାଙ୍କ ଯୋଜନା

କୋଲକାତା,୨୦।୨: ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଭାଜପା ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ହଟାଇବା ପାଇଁ ଜୋର୍‌ ସୋର୍‌ ଉଦ୍ୟମ କରାଯାଉଛି। ବିହାର ଭଳି ପଶ୍ଚିମବଙ୍ଗରେ ମଧ୍ୟ ମହିଳା ଟ୍ରମ୍ପ୍‌ କାର୍ଡ ସାଜିବେ। ଏନେଇ...

ତୃଣମୂଳ ଆରମ୍ଭ କଲା ନୂଆ ସ୍ଳୋଗାନ୍‌

କୋଲକାତା,୨୦।୨: ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଭାଜପା ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ଉଦ୍ୟମ ଜାରି ରଖିଛି। ଏପରିସ୍ଥଳେ ତୃଣମୂଳ ପକ୍ଷରୁ ନୂଆ ସ୍ଲୋଗାନ୍‌ ଆରମ୍ଭ କରାଯାଇଛି। ପଶ୍ଚିମବଙ୍ଗକୁ ନିଜ...

କୃଷକ ନେତାଙ୍କ ସହ କଥା ହେବେ କେଜରିୱାଲ

ନୂଆଦିଲ୍ଲୀ,୨୦ ।୨: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ଫେରାଇ ନେବାକୁ ଦାବି କରି ପଞ୍ଜାବ ଓ ହରିୟାଣାର କୃଷକମାନେ ଦିଲ୍ଲୀର ସିନ୍ଧୁ ବର୍ଡରରେ ଧାରଣାରେ ବସିଛନ୍ତି । ଶନିବାର ଏହି ଧାରଣା ୮୭ ଦିନ ପୂରଣ କରିଥିଲେ ବି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri