ଜେଲରେ ଜୀବନ ପ୍ରତି ବିପଦ ଥିବା କହିଲେ ମୁଖତାର ଅଂସାରୀ
ଲକ୍ଷ୍ନୌ,୧୭ ।୮: ଜେଲରେ ବନ୍ଦଥିବା ବହୁଜନ ସମାଜ ପାର୍ଟି(ବିଏସ୍ପି) ବିଧାୟକ ମୁଖତାର ଅଂସାରୀ କୋର୍ଟଙ୍କୁ କହିଛନ୍ତି କି ଜେଲ ଭିତରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଜେଲରେ ତାଙ୍କୁ ହତ୍ୟା କରିବା ଲାଗି ୫ କୋଟି ଟଙ୍କା ଠିକା…
କିଷାନ ସମ୍ମାନ ନିଧି ହେବ ୨ ଗୁଣା, ଚାଷୀଙ୍କ ଖାତାକୁ ୨ ହଜାର ବଦଳରେ ଯିବ ୪ ହଜାର…
ନୂଆଦିଲ୍ଲୀ,୧୭।୮: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ହିତାଧିକାରୀଙ୍କ ପାଇଁ ଖୁବ୍ ଶୀଘ୍ର ଦିଲ୍ଲୀରୁ ଖୁସି ଖବର ଆସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏହା ଅନ୍ତର୍ଗତ ହିତାଧିକାରୀଙ୍କୁ ୨ ଗୁଣା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଯୋଜନା କରୁଛନ୍ତି। ଖୁବ…
ଅଲୀଗଡ଼ ହେବ ହରିଗଡ଼…
ଲକ୍ଷ୍ନୌ,୧୭।୮: ଉତ୍ତରପ୍ରଦେଶରେ ଜିଲା ପଞ୍ଚାୟତରେ କ୍ଷମତା ବଦଳିବା ପରେ ବିଭିନ୍ନ ଅଞ୍ଚଳର ନାମ ବଦଳାଇବା ଅଭିଯାନ ପୁଣି ଆରମ୍ଭ ହୋଇଛି। ଅଲୀଗଡ଼ ଜିଲାର ନା ପରିବର୍ତ୍ତନ କରାଯାଇ ହରିଗଡ଼ ରଖାଯିବାକୁ ଦାବି ହୋଇଛି। ସେହିପରି ମୈନପୁରୀର ନାମକୁ ମୟନ ଋଷିଙ୍କ ନାମରେ…
୫ ମାସ ପରେ ଦୈନିକ ସଂକ୍ରମଣ ସର୍ବନିମ୍ନ…
ନୂଆଦିଲ୍ଲୀ,୧୭।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଦୈନିକ ସଂକ୍ରମଣ ୫ ମାସ ପରେ ସର୍ବନିମ୍ନ ହୋଇ ୩୦ ହଜାର ତଳେ ରହିଛି। ଗତ…
ଦୂତାବାସ କର୍ମଚାରୀଙ୍କୁ ଧରି କାବୁଲ ଛାଡ଼ିଲା ଭାରତୀୟ ବାୟୁସେନା ବିମାନ…
କାବୁଲ/ନୂଆଦିଲ୍ଲୀ,୧୭।୮: ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ଭାରତୀୟ ବାୟୁସେନାର ସି -୧୭ ବିମାନ କାବୁଲ ବିମାନବନ୍ଦରରେ ଜାରି ରହିଥିବା ବିଶୃଙ୍ଖଳା ମଧ୍ୟରେ ଭାରତୀୟ ଦୂତାବାସ ଅଧିକାରୀଙ୍କ ସହ ଭାରତ ଅଭିମୁଖେ ଯାତ୍ରା କରିଛି। କାବୁଲ ବିମାନବନ୍ଦରରେ ଆମେରିକାର ସୈନିକଙ୍କ ସୁରକ୍ଷା ମଧ୍ୟରେ…
କାବୁଲ ଦୂତାବାସରେ ଫସିଛନ୍ତି ୨୦୦ ଭାରତୀୟ
ନୂଆଦିଲ୍ଲୀ, ୧୭।୮: ଆଫାଗନିସ୍ତାନ ରାଜଧାନୀ କାବୁଲସ୍ଥିତ ଭାରତୀୟ ଦୂତାବାସରେ ଏବେ ବି ୨୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଓ ଅର୍ଦ୍ଧସାମରିକ ଯବାନ ରହିଛନ୍ତି। କାବୁଲ ବିମାନବନ୍ଦରରେ ଭାରତୀୟ ବାୟୁସେନାର ଏକ ବିମାନ ଛିଡ଼ାହୋଇଥିଲେ ହେଁ ଦୂତାବାସରୁ କର୍ମଚାରୀମାନଙ୍କୁ କିପରି ନିରାପଦରେ ଆଣିବ ତାକୁ…
ଲୋକଙ୍କୁ ଭ୍ରମରେ ପକାଉଛନ୍ତି କେନ୍ଦ୍ର ସରକାର; ଶରଦ ପାୱାର
ନୂଆଦିଲ୍ଲୀ,୧୬ ।୮: ନ୍ୟାଶନାଲ କଂଗ୍ରେସ ପାର୍ଟି(ଏନ୍ସିପି) ମୁଖ୍ୟ ଶରଦ ପାୱାର କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଛନ୍ତି । ଓବିସି ସଂରକ୍ଷଣକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସୋମବାର ପାୱାର କହିଛନ୍ତି ଦୁଇଦିନ ପର୍ବରୁ କେନ୍ଦ୍ର ସରକାର…
ଆଫଗାନିସ୍ତାନ ଗୁରୁଦ୍ୱାରରେ ଫସି ରହିଥିବା ୨୦୦ ଶିଖଙ୍କୁ ସୁରକ୍ଷିତ ଉଦ୍ଧାର କରୁ କେନ୍ଦ୍ର: କ୍ୟାପଟେନ ଅମରିନ୍ଦର
ଚଣ୍ଡିଗଡ଼,୧୬ ।୮: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ କହିଛନ୍ତି, ତାଲିବାନ ଅକ୍ତିଆର କରିଥିବା ଆଫଗାନିସ୍ତାନର ଏକ ଗୁରୁଦ୍ୱାରରେ ଫସି ରହିଥିବା ପ୍ରାୟ ୨୦୦ ଶିଖ ଓ ସମସ୍ତ ଭାରତୀୟଙ୍କୁ ଶୀଘ୍ର ଉଦ୍ଧାର କରିବାର…
ଭାରତକୁ ତାଲିବାନର ଚେତାବନୀ
ନୂଆଦିଲ୍ଲୀ,୧୬ ।୮: ଆଫଗାନିସ୍ତାନରେ ପୁଣି ତାଲିବାନର ଶାସନ ଚାଲିବ । ଆତଙ୍କବାଦୀ ସଙ୍ଗଠନ ତାଲିବାନ ହାତକୁ ଦେଶର ଶାସନ ଡୋରି ଚାଲିଯାଇଛି । ରାଷ୍ଟ୍ରପତି ଅଶରଫ ଘନିଙ୍କ ସମେତ ଆଉ କେତେଜଣ ନେତା ଦେଶଛାଡି ବାହାରକୁ ଚାଲିଗଲେଣି । ରାଷ୍ଟ୍ରପତି ଭବନ…
ଟିଏମ୍ସିରେ ଯୋଗଦେଲେ ସୁସ୍ମିତା
କୋଲକାତା,୧୬ ।୮: କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗି ଚାଲିଛି । ଦଳକୁ ସଜାଡିବାକୁ ଚେଷ୍ଟା ଚାଲିଥିବା ବେଳେ ଜଣେ ପରେ ଜଣେ ନେତା କଂଗ୍ରେସର ହାତ ଛାଡିଦେବା ତାକୁ ଅଡୁଆରେ ପକାଇ ଦେଉଛି । ସୋମବାର କଂଗ୍ରେସ ନେତ୍ରୀ…
ଆଫଗାନିସ୍ତାନ ଯିବନାହିଁ ଏୟାର ଇଣ୍ଡିଆ ବିମାନ, ବନ୍ଦ ହେଲା କାବୁଲ ଏୟାର ପୋର୍ଟ
ନୂଆଦିଲ୍ଲୀ,୧୬ ।୮: ଆଫଗାନିସ୍ତାନରେ ତାଲିବାନ ଯୁଗର ଆରମ୍ଭ ହୋଇସାରିଛି । ଆତଙ୍କବାଦୀ ସଙ୍ଗଠନ କାବୁଲକୁ ନିଜ ଅଧିନକୁ ନେଇ ସାରିଲାଣି । ତେଣୁ କାବୁଲ ଏୟାର ପୋର୍ଟକୁ କମର୍ସିଆଲ ଫ୍ଲାଇଟକୁ ବନ୍ଦ କରି ଦିଆଯାଇଛି । ଏଥିପାଇଁ ଏୟାର ଇଣ୍ଡିଆର ବିମାନ…
ସୁପ୍ରିମକୋର୍ଟ ବାହାରେ ଆତ୍ମହତ୍ୟା ଉଦ୍ୟମ କଲେ ଜଣେ ମହିଳା, ପୁରୁଷ
ନୂଆଦିଲ୍ଲୀ,୧୬।୮: ଦେଶର ରାଜଧାନୀ ଦିଲ୍ଲୀରେ ଥିବା ସୁପ୍ରିମକୋର୍ଟ ବାହାରେ ଜଣେ ମହିଳା ଏବଂ ଜଣେ ପୁରୁଷ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାମ ମନୋହର ଲୋହିଆ ଡାକ୍ତରଖାନା ନିଆଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୋମବାର ସୁପ୍ରିମକୋର୍ଟର…
Archives


