ସେପ୍ଟେମ୍ବରରେ ପିଲାଙ୍କୁ ଟିକା
ନୂଆଦିଲ୍ଲୀ, ୧୯ା୮: ପିଲାମାନଙ୍କ ଉପରେ କୋଭିଡ୍ ଟିକାର ପରୀକ୍ଷା ଚାଲିଥିବାବେଳେ ଖୁବ୍ଶୀଘ୍ର ଏହାର ଫଳାଫଳ ମିଳିଯିବ ବୋଲି ଆଶା କରାଯାଉଛି। ଉକ୍ତ ଫଳାଫଳ ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ନିକଟରେ ଦାଖଲ କରାଯିବ। ତେଣୁ ସେପ୍ଟେମ୍ବର ସୁଦ୍ଧା କିମ୍ବା ଏହା ପରେ…
ଏହି ପାକିସ୍ତାନୀ ମହିଳା ୨୬ ବର୍ଷ ଧରି ମୋଦିଙ୍କ ହାତରେ ବାନ୍ଧି ଆସୁଛନ୍ତି ରାଖୀ, ଏଥର ବି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୀର୍ଘ ୨୬ ବର୍ଷ ଧରି ଜଣେ ପାକିସ୍ତାନୀ ମହିଳା ରାଖୀ ବାନ୍ଧି ଆସୁଛନ୍ତି। ତାଙ୍କ ନାମ କମର ଜହାଁ। ସେ ମୋଦିଙ୍କ ପାଇଁ ବହୁତ ସୁନ୍ଦର ରାଖୀ ନିଜ ହାତରେ ପ୍ରସ୍ତୁତ କରିଥାନ୍ତି। ରାଖୀ ସହିତ…
ବଢ଼ିବାକୁ ଯାଉଛି କାଜୁ, କିସ୍ମିସ୍ ମୂଲ୍ୟ
ନୂଆଦିଲ୍ଲୀ,୧୯।୮ : ଭାରତରେ କାଜୁ, କିସ୍ମିସ୍ ଭଳି ଡ୍ରାଏ ଫ୍ରୁଟ୍ସର ଦାମ ବଢ଼ିପାରେ। କାରଣ ଭାରତ ସହ ଆଫଗାନିସ୍ତାନର ଆମଦାନୀ ଓ ରପ୍ତାନୀ ଉପରେ ରୋକ ଲଗାଇ ଦେଇଛି ତାଲିବାନ୍। ଫଳରେ ରବିବାର ଠାରୁ ଭାରତକୁ ଡ୍ରାଏ ଫୁଟ ଆସୁ ନାହିଁ।…
ଭାଜପା ରାଲିରେ ଫୁଟିଲା ଗୁଳି
ବେଙ୍ଗାଲୁରୁ,୧୮।୮ : ଭାଜପାର ଜନ ଆଶୀର୍ବାଦ ଯାତ୍ରା ବେଳେ ଯାଦଗିରଠାରେ କିଛି କର୍ମୀ ଫାଙ୍କା ଗୁଳି ଚଳାଇଛନ୍ତି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ୪ ବନ୍ଧୁକ ମଧ୍ୟରେ ଦୁଇଟିର ଲାଇସେନ୍ସ ଅଛି। ଅନ୍ୟ ଦୁଇ ବନ୍ଧୁକର…
ତାଲିବାନ୍କୁ ପ୍ରଶଂସା କରି ଫସିଲେ ଏମ୍ପି
ଲକ୍ଷ୍ନୌ,୧୮।୮: ତାଲିବାନର ଆଫଗାନିସ୍ତାନ ଦଖଲକୁ ଭାରତର ସ୍ବାଧୀନତା ସଂଗ୍ରାମ ସହ ତୁଳନା କରିଥିବା ସମାଜବାଦୀ ପାର୍ଟି ଏମ୍ପି ଶଫିକୁର ରହମାନ ବାର୍କଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଭାଜପା ପଶ୍ଚିମ ଉତ୍ତରପ୍ରଦେଶ ଆଞ୍ଚଳିକ ଉପାଧ୍ୟକ୍ଷ ରାଜେଶ ସିଙ୍ଘଲଙ୍କ ଅଭିଯୋଗ କ୍ରମେ…
ଆସନ୍ତା ମାସରୁ ପିଲାଙ୍କୁ ଟିକା
ନୂଆଦିଲ୍ଲୀ,୧୮।୮: ପିଲାମାନଙ୍କ ଉପରେ କୋଭିଡ୍ ଟିକାର ପରୀକ୍ଷା ଚାଲିଥିବା ବେଳେ ଖୁବ୍ଶୀଘ୍ର ଏହାର ଫଳାଫଳ ମିଳିବ ବୋଲି ଆଶା କରାଯାଉଛି। ଉକ୍ତ ଫଳାଫଳ ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ନିକଟରେ ଦାଖଲ କରାଯିବ। ତେଣୁ ସେପ୍ଟେମ୍ବର ସୁଦ୍ଧା କିମ୍ବା ଏହା ପରେ…
ଅପରେଶନ ଭୟରେ ଡାକ୍ତରଖାନା ଝରକା ଡେଇଁ ପଳାଇଲେ ଗର୍ଭବତୀ ମହିଳା, ଆଉ ତା’ପରେ
ଜୟପୁର,୧୮।୮: ରାଜସ୍ଥାନର ବାଡମେର ଜିଲାରେ ଏକ ରୋଚକ ଘଟଣା ଘଟିଛି। ଭାରତ-ପାକ ସୀମାରେ ଅବସ୍ଥିତ ବାରମେର ଜିଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ଗର୍ଭବତୀ ମହିଳା ଅପରେଶନ ଭୟରେ ଝରକା ପଟେ ଡେଇଁ ପଳାଇଛନ୍ତି। ସମ୍ପର୍କୀୟଙ୍କ ସୂଚନା ପରେ ଡାକ୍ତରଖାନାରେ ଉତ୍ତେଜନା…
ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଲକ୍ଷ୍ନୌ,୧୮।୮: ଉତ୍ତରପ୍ରଦେଶ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ୬ ରୁ ୮ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡିକ ୨୩ ଅଗଷ୍ଟରୁ ଖୋଲାଯିବ, ୧ ରୁ ୫ ପର୍ଯ୍ୟନ୍ତ…
‘ଯାହାକୁ ଭାରତରେ ଡର ଲାଗୁଛି, ସେମାନେ ଆଫଗାନିସ୍ତାନ ପଳାନ୍ତୁ’
ନୂଆଦିଲ୍ଲୀ,୧୮।୮:ଆଫଗାନିସ୍ତାନକୁ ନିଜ କବ୍ଜାକୁ ନେଇଛି ତାଲିବାନ। କିନ୍ତୁ ଏବେ ଭାରତରେ ଏହାକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇ ଯାଇଛି। ପ୍ରଥମେ ସମାଜବାଦୀ ପାର୍ଟି ଏମ୍ପି ଡାଃ. ସଫିକୁରହମାନ ବର୍କ ତାଲିବାନଙ୍କୁ ସମର୍ଥନ କରି ମନ୍ତବ୍ୟ ଦେବା ପରେ ବିବାଦ ଆରମ୍ଭ…
ଆଗକୁ କିଭଳି ହେବ ଭାରତ-ଆଫଗାନିସ୍ତାନ ସମ୍ପର୍କ…
ନୂଆଦିଲ୍ଲୀ,୧୮।୮: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିବା ପରେ ଚାଇନା, ରୁଷିଆ, ପାକିସ୍ତାନ ଆଦି କେତେକ ଦେଶ ନିଜର ମନୋଭାବ ସ୍ପଷ୍ଟ କରିଛନ୍ତି। ଅନ୍ତର୍ଜାତୀୟ ସମ୍ପର୍କକୁ ନେଇ ଭାରତ ମଧ୍ୟ ସ୍ଥିତି ଉପରେ ନଜର ରଖିଛି। ଭାରତ କେଉଁ ନିଷ୍ପତ୍ତି ନେବ…
ବିହାରରୁ କେରଳ ପର୍ଯ୍ୟନ୍ତ ୩୩୦୬ କିଲୋମିଟର ସାଇକେଲ ଚଳାଇ ଏହି ବାର୍ତ୍ତା ଦେଲେ ଛାତ୍ରୀ
ପାଟଣା,୧୮ା୮: ବିହାରର ନାଳନ୍ଦାରେ ରହୁଥିବା ଅପର୍ଣ୍ଣା ସିହ୍ନା ନାମକ ଜଣେ ଛାତ୍ରୀ ଏମିତି କାମ କରିଛନ୍ତି, ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଅପର୍ଣ୍ଣା ‘ଗ୍ରୀନ୍ ଇଣ୍ଡିଆ’ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ବିହାରରୁ କେରଳ ପର୍ଯ୍ୟନ୍ତ ସାଇକେଲ ଯାତ୍ରା ପୂରଣ…
ଏନ୍ଡିଏ ପରୀକ୍ଷା ଦେଇପାରିବେ ଛାତ୍ରୀ..
ନୂଆଦିଲ୍ଲୀ,୧୮।୮: ନ୍ୟାଶନାଲ ଡିଫେନ୍ସ୍ ଏକାଡେମୀ(ଏନ୍ଡିଏ) ପରୀକ୍ଷା ଛାତ୍ରୀମାନେ ଦେଇପାରିବେ। ଏନେଇ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହା ଦ୍ୱାରା ଚଳିତ ବର୍ଷ ସେପ୍ଟେମ୍ବର ୫ରେ ହେବାକୁ ଥିବା ଏନଡିଏ ପରୀକ୍ଷା ବିଜ୍ଞାନ ଛାତ୍ରୀ ମାନେ ଦେଇପାରିବେ। ପରେ ଏନଡିଏରେ ଆଡମିଶନ…
Archives


