ଜାତୀୟ

ବେକାବୁ ସ୍ଥିତିରେ କରୋନା: ଦିନକରେ ୩.୪୩ ଲକ୍ଷ ସଂକ୍ରମିତ, ୪୦୦୦ ମୃତ

ନୂଆଦିଲ୍ଲୀ,୭।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ କରୋନା ମାମଲା ଆସୁଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର…

କେମିତି ବଞ୍ଚିବେ ପ୍ରବାସୀ: ହାତରେ ଟଙ୍କା କି କାମ ନାହିଁ

ନୂଆଦିଲ୍ଲୀ,୧୪ା୫: କୋଭିଡ୍‌-୧୯ର ଦ୍ୱିତୀୟ ଲହର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟରେ ସରକାରମାନେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିଯୋଗୁ ପ୍ରବାସୀ ଶ୍ରମିକମାନଙ୍କ ହାତରେ ଟଙ୍କା ନାହିଁ କି କାମ ମଧ୍ୟ ନାହିଁ। ଏଭଳି ସ୍ଥିତିରେ ସେମାନେ କେମିତି ବଞ୍ଚତ୍ବେ ବୋଲି ଗୁରୁବାର ସୁପ୍ରିମକୋର୍ଟ…

ୟୁପିଏସ୍‌ସି ସିଭିଲ୍‌ ପ୍ରିଲିମ୍‌ ପରୀକ୍ଷା ଘୁଞ୍ଚିଲା

ନୂଆଦିଲ୍ଲୀ, ୧୪।୫(ପି.ଟି.): ଦେଶରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଚଳିତ ବର୍ଷ ଜୁନ୍‌ରେ ହେବାକୁ ଥିବା ସିଭିଲ୍‌ ସର୍ଭିସ ପ୍ରିଲିମିନାରି ପରୀକ୍ଷାକୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଭାରତୀୟ ପ୍ରଶାସନିକ ସେବା…

କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍‌ ଅବଧି ବଢ଼ିଲା

ନୂଆଦିଲ୍ଲୀ, ୧୪ା୫: ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିଶିଲ୍ଡ ଟିକା ପ୍ରଥମ ଡୋଜ୍‌ ନେବାର ୧୨ରୁ ୧୬ ସପ୍ତାହ ପରେ ଦ୍ୱିତୀୟ ଡୋଜ୍‌ ନେବାକୁ ସରକାରୀ କମିଟି ନ୍ୟାଶନାଲ ଟେକ୍‌ନିକାଲ ଆଡଭାଇଜରି ଗ୍ରୁପ୍‌ ଅନ୍‌ ଇମ୍ୟୁନାଇଜେଶନ (ଏନ୍‌ଟିଏଜିଆଇ) ଗୁରୁବାର ସୁପାରିସ କରିଥିଲା। କେନ୍ଦ୍ର…

ବଜ୍ରପାତରେ ୧୮ ହାତୀ ମୃତ

ଗୁଆହାଟୀ,୧୪ା୫:ଆସାମର ନଗାଓଁ ଜିଲା ପାର୍ବତ୍ୟାଞ୍ଚଳରେ ଯାଇଛି ୧୮ ହାତୀଙ୍କ ଜୀବନ। କୁଣ୍ଡୋଲି ପ୍ରପୋଜ୍‌ଡ ରିଜର୍ଭ ଫରେଷ୍ଟ (ପିଆର୍‌ଏଫ୍‌)ରେ ବୁଧବାର ରାତିରେ ଘଟିଛି ଏହି ଦୁଃଖଦ ଘଟଣା। ଏତେ ସଂଖ୍ୟକ ହାତୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ବଜ୍ରପାତରେ ହାତୀ…

ମୂଳମୂଲ୍ୟ ଧିମା, ଖୁଚୁରା ବଢୁଛି

ନୂଆଦିଲ୍ଲୀ,୧୪।୫: କରୋନା ମହାମାରୀ ସମୟରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇଛି। ଗତ ୩ ଦିନ ଧରି ତେଲ ଦର ବଢିଥିବାବେଳେ ଗୁରୁବାର ଏହା ଅପରିବର୍ତ୍ତିତ ରହିଛି। ଗତ ବର୍ଷ ମେ’ ମାସଠାରୁ ଚଳିତ ବର୍ଷ ଅଦ୍ୟାବଧି ତେଲର…

ଭାରତ ହିଁ ବିଶ୍ୱକୁ ଟିକା ଯୋଗାଇପାରିବ

ନୂଆଦିଲ୍ଲୀ,୧୩।୫: ଅନେକ ଦେଶରେ ଟିକା ଉତ୍ପାଦନକାରୀ କମ୍ପାନୀ ରହିଛି। କିନ୍ତୁ ସମଗ୍ର ବିଶ୍ୱକୁ ଟିକା ଯୋଗାଇଦେବାର କ୍ଷମତା କେବଳ ଭାରତ ପାଖରେ ଅଛି ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତ ବାରୀ ଓ’ ଫରେଲ୍‌। ଏଥିସହ ଅଷ୍ଟ୍ରେଲିଆରୁ ପଠାଯାଇଥିବା ୧୦୫୬…

ପ୍ରଥମେ କୋଭାକ୍ସିନ, ଦ୍ୱିତୀୟ ଡୋଜରେ କୋଭିଶିଲ୍ଡ

ମୁମ୍ବାଇ,୧୩।୫: ମହାରାଷ୍ଟ୍ରର ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କୁ ଦୁଇଟି ଭିନ୍ନ ଭିନ୍ନ କୋଭିଡ୍‌ ଟିକା ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି। ଜଲନା ଜିଲାର ବସୀନ୍ଦା ଦତ୍ତାତ୍ରେୟ ଓ୍ବାଗମାରେ ମାର୍ଚ୍ଚ ୨୨ ତାରିଖରେ ଗ୍ରାମାଞ୍ଚଳର ଏକ ସ୍ବାସ୍ଥ୍ୟ କେନ୍ଦ୍ରରେ ନେଇଥିଲେ ଭାରତ ବାୟୋଟେକ୍‌…

ପୁଣି ୧୫ ଜୀବନ ନେଲା ଅକ୍ସିଜେନ ଅଭାବ

ପଣଜୀ,୧୩।୫: ଅକ୍ସିଜେନ ଯୋଗାଉଥିବା ପାଇପଲାଇନ୍‌ରେ ତ୍ରୁଟି ଯୋଗୁ ଗୋଆ ମେଡିକାଲ କଲେଜରେ ଚାଲିଯାଇଛି ୧୫ କରୋନା ଆକ୍ରାନ୍ତଙ୍କ ଜୀବନ। ମେଡିକାଲରେ ରାତି ୨ଟାରୁ ୬ଟା ପର୍ଯ୍ୟନ୍ତ ଅକ୍ସିଜେନ ଯୋଗାଣ ବାଧାପ୍ରାପ୍ତ ହେବାରୁ ଭେଣ୍ଟିଲେଟରରେ ଥିବା ଗୁରୁତର ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗୁରୁବାର…

ଦିଲ୍ଲୀ କୋଟାରୁ ଅନ୍ୟ ରାଜ୍ୟକୁ ପଠାଯିବ ଅକ୍ସିଜେନ

ନୂଆଦିଲ୍ଲୀ,୧୩।୫: ଦିଲ୍ଲୀରେ ଏବେ ସଂକ୍ରମଣ ହାର ୧୪ ପ୍ରତିଶତକୁ ତଳକୁ ଖସିଛି। ଏଥିସହ ହ୍ରାସ ପାଇଛି ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ଦିଲ୍ଲକୁ ଦୈନିକ ୫୮୨ ମେଟ୍ରିକ ଟନ ଅକ୍ସିଜେନ ଆବଶ୍ୟକ ପଡ଼ୁଛି, ଯାହାକି ସହଜରେ ଉପଲବ୍ଧ ହେଉଛି। ଏଣୁ ବଳକା…

ଆସନ୍ତା ସପ୍ତାହରୁ ମିଳିବ ସ୍ପୁଟନିକ-ଭି

ନୂଆଦିଲ୍ଲୀ,୧୩।୫: ରୁଷିଆର ସ୍ପୁଟନିକ-ଭି କୋଭିଡ୍‌ ଟିକା ଆସନ୍ତା ସପ୍ତାହରୁ ଭାରତ ବଜାରରେ ଉପଲବ୍ଧ ହେବ। ଏନେଇ ଗୁରୁବାର ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପଲ୍‌ ଏହି ସୂଚନା ଦେଇଛନ୍ତି। ସ୍ପୁଟନିକ-ଭିର ପ୍ରଥମ ବ୍ୟାଚ୍‌ ଭାରତରେ ପହଞ୍ଚି ଥିବା ବେଳେ ଆଗାମୀ…

ୟୁପିରେ ଏଣେତେଣେ ପୋତା ଯାଉଛି କୋଭିଡ୍‌ ଆକ୍ରାନ୍ତଙ୍କ ମୃତଦେହ

ଉନ୍ନାଓ,୧୩।୫: ଉତ୍ତର ପ୍ରଦେଶରେ ଭୟଙ୍କର ହେଲାଣି କୋଭିଡ୍‌-୧୯ ସ୍ଥିତି। ଭାଇରସ ଜନିତ ମୃତକଙ୍କ ଶବଦାହ ପାଇଁ ଯାଗା ନାହିଁ ଶବଦାହ କେନ୍ଦ୍ରରେ। ଗଙ୍ଗା ନଦୀରେ ମୃତଦେହ ଭସା ଯିବା ଘଟଣା ପରେ ଉନ୍ନାଓ ଜିଲାର ଅତିକମ୍‌ରେ ଦୁଇଟି ସ୍ଥାନରୁ ଉଦ୍ଧାର କରାଯାଇଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri