ଜାତୀୟ

ଡ୍ରୋନ୍ ଥିଲେ ଥାନାରେ ଦେବାକୁ ପଡିବ ସୂଚନା

ଶ୍ରୀନଗର,୪ ।୭: ଜମ୍ମୁ ବିମାନ ବନ୍ଦରର ଟେକ୍ନିକାଲ ଏରିଆରେ ଡ୍ରୋନରେ ଆକ୍ରମଣ କରାଯିବା ପରେ ଏବେ ପ୍ରଶାସନ ଏହାର ବ୍ୟବହାରକୁ ନେଇ କଡା ନିର୍ଦ୍ଦେଶ ଜାରି କରିଛି । ଶ୍ରୀନଗର ଜିଲା ଅଧିକାରୀ ମହମ୍ମଦ ଏଜାଜ ଏହାକୁ ନେଇ ଏକ ନିର୍ଦ୍ଦେଶ…

ପୁଷ୍କର ସିଂ ଧାମି ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଭାଜପାରେ ଫାଟ!

ଡେରାଡୁନ,୪।୭: ଉତ୍ତରାଖଣ୍ଡରେ ରାଜନୈତିକ ଅସ୍ଥିରତା ମଧ୍ୟରେ ପୁଷ୍କର ସିଂ ଧାମି ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ସେ ଆଜି ସାରେ ତିରଥ ସିଂ ରାୱତଙ୍କ ସ୍ଥାନରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଧାମି ମୁଖ୍ୟମନ୍ତ୍ରୀ…

ସ୍ତ୍ରୀ ଭିଣୋଇ ଘରକୁ ଚାଲିଯିବାରୁ ରାଗିଗଲେ ସ୍ବାମୀ, ଶାଶୁ-ଶ୍ୱଶୁରଙ୍କୁ କଲେ ଆକ୍ରମଣ

ଲକ୍ଷ୍ନୌ,୪ା୭: ଉତ୍ତରପ୍ରଦେଶର ଇଟାଓ୍ବା ଜିଲାରୁ ଚକିତ କରିଦେବା ପରି ଏକ ଘଟଣା ସାମ୍ନାକୁ ଆସିଛି। ଶ୍ୱଶୁର ଘରକୁ ଆସି ସ୍ତ୍ରୀଙ୍କୁ ଘରେ ନ ଦେଖିବାରୁ ଶାଶୁ-ଶ୍ୱଶୁରଙ୍କ ଉପରେ ଶୁଝାଇଲେ ରାଗ। ଶାଶୁ ଏବଂ ଶ୍ୱଶୁରଙ୍କୁ କଟୁରିରେ ଆକ୍ରମଣ କରିଛନ୍ତି ଜ୍ୱାଇଁ। ଫଳରେ…

ବିହାରର ୧୧ ଜିଲାରେ ବନ୍ୟା ପରିସ୍ଥିତି, ଭାସିଗଲା ସ୍ୱାସ୍ଥ୍ୟ କେନ୍ଦ୍ର

ପାଟନା,୪ ।୭: ବିହାରର ବିଭିନ୍ନ ଜିଲାରେ ହେଉଥିବା ଲଗାଣ ବର୍ଷା ଫଳରେ ବିଭିନ୍ନ ନଦୀର ଜଳସ୍ତର ବେଳକୁ ବେଳ ବଢିବାରେ ଲାଗିଛି । ରାଜ୍ୟର ସୀତାମଡି, ମୁଜଫରପୁର, ସମସ୍ତିପୁର, ଖଗଡିୟା, ଚମ୍ପାରନ ସମେତ ପ୍ରାୟ ୧୧ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି…

ରାଫାଲ ଡିଲ୍‌ରେ ମଧ୍ୟସ୍ଥିଙ୍କ ପକେଟକୁ ଯାଇଛି ସିଂହଭାଗ, ଜେପିସି ଯାଞ୍ଚ୍‌ ଦାବି କଲା କଂଗ୍ରେସ …

ନୂଆଦିଲ୍ଲୀ,୪।୭: ଭାରତ ଏବଂ ଫ୍ରାନ୍ସ୍‌ ମଧ୍ୟରେ ହୋଇଥିବା ରାଫାଲ୍‌ ଯୁଦ୍ଧ ବିମାନ ଡିଲ୍‌ରେ ମଧ୍ୟସ୍ଥିଙ୍କ ପକେଟକୁ ସିଂହଭାଗ ଯାଇଛି। ଏନେଇ ଏବେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧି କହିଛନ୍ତି ଯେ,…

ବିନା ଦର୍ଶକରେ ଖୋଲିବ ଷ୍ଟାଡିୟମ୍‌-ସ୍ପୋଟର୍ସ କମ୍ପ୍ଲେକ୍ସ୍‌…

ନୂଆଦିଲ୍ଲୀ,୪।୭: ରାଜଧାନୀ ଦିଲ୍ଲୀ ଷଷ୍ଠ ପର୍ଯ୍ୟାୟ ଅନ୍‌ଲକ୍‌ ସୋମବାର ଆରମ୍ଭ ହେବ। ଅନ୍‌ଲକ୍‌ ମାର୍ଗଦର୍ଶିକା ଆଧାରରେ ଏବେ ଦିଲ୍ଲୀରେ ବିନା ଦର୍ଶକରେ ଷ୍ଟାଡିୟମ୍‌ ଏବଂ ସ୍ପୋଟର୍ସ କମ୍ପ୍ଲେକ୍ସ୍‌ ଖୋଲାଯିବ। ଅପରପକ୍ଷରେ ସିନେମା ହଲ୍‌, ମଲ୍ଟିପ୍ଲେକ୍ସ୍‌, ସୁଇମିଂ ପୁଲ୍‌ ଆଦି ପୂର୍ବପରି ବନ୍ଦ…

ଧାର୍ମିକ ସ୍ଥଳ ଖୋଲିବାକୁ ମିଳିଲା ଅନୁମତି, ହଟିଲା ୱିକ ଏଣ୍ଡ କର୍ଫ୍ୟୁ

ବେଙ୍ଗାଲୁରୁ,୪ ।୭: ସମୟକ୍ରମେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ କର୍ନାଟକ ସରକାର ଲଗାଇଥିବା କଟକଣାରେ କିଛିଟା କୋହଳ କହିଛନ୍ତି । ଏବେ ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲାଯିବା ସହ ବିବାହ କାର୍ଯ୍ୟ ପାଇଁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି ।…

ଡାକ୍ତର-ସ୍ବାସ୍ଥ୍ୟକର୍ମୀଙ୍କୁ ମିଳୁ ଭାରତ ରତ୍ନ,ଦାବି କଲେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୪।୭: କରୋନା ଯୋଦ୍ଧା ପାଲଟିଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦାବି କରିଛନ୍ତି। କରୋନା ଲଢ଼େଇରେ ପ୍ରାଣବଳୀ ଦେଇଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏହା ଉଚିତ ଶ୍ରଦ୍ଧାଞ୍ଜଳି ହେବ ବୋଲି…

କଲ୍ୟାଣ ସିଂ ହସ୍ପିଟାଲରେ ଭର୍ତ୍ତି…

ନୂଆଦିଲ୍ଲୀ,୪।୭: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଶନିବାର-ରବିବାର ବିଳମ୍ବିତ ରାତ୍ରରେ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଡ. ରାମମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଲ୍ୟାଣ ସିଂଙ୍କୁ…

ହିନ୍ଦୁ ଦେବୀଙ୍କୁ ଅପମାନ, ଟୁଇଟର ଇଣ୍ଡିଆ ଏମ୍‌ଡ଼ି ବିରୋଧରେ ଅଭିଯୋଗ…

ନୂଆଦିଲ୍ଲୀ,୪।୭: ଟୁଇଟର ବିରୋଧରେ ଅଭିଯୋଗ ଥମିବାର ନାଁ ଧରୁନି। ଏବେ ହିନ୍ଦୁ ଦେବାଦେବୀଙ୍କ ଅପମାନ କରାଯାଇଥିବା ନେଇ ଟୁଇଟର ଇଣ୍ଡିଆ ଏମ୍‌ଡ଼ି ମନୀଷ ମାହେଶ୍ୱରୀଙ୍କ ବିରୋଧରେ ଅଭିଯୋଗ ଅଣାଯାଇଛି। ଆଇନଜୀବୀ ଆଦିତ୍ୟ ସିଂ ଏନେଇ ଅଭିଯୋଗ କରିଛନ୍ତି। ମା’ କାଳୀଙ୍କୁ ନେଇ…

ଲୋକ ସଭା ବିରୋଧୀ ଦଳ ନେତା ପଦରୁ ହଟିବେ ଅଧିର ରଞ୍ଜନ !…

ନୂଆଦିଲ୍ଲୀ,୪।୭: ଲୋକ ସଭା ବିରୋଧୀ ଦଳ ନେତା ପଦରୁ ଅଧିର ରଞ୍ଜନ ଚୌଧୁରୀ ହଟିବା ନେଇ କଂଗ୍ରେସରେ ଚର୍ଚ୍ଚା ହେଉଛି। ଏହି ପଦବୀରେ ଶଶି ଥରୁର୍‌ କିମ୍ବା ମନୀଷ ତିଓ୍ବାରୀଙ୍କୁ ନିଯୁକ୍ତ କରିବା ଲାଗି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚିନ୍ତା କରୁଥିବା…

ଅକ୍ଟୋବର-ନଭେମ୍ବରରେ ଶୀର୍ଷରେ ପହଞ୍ଚିବ ତୃତୀୟ ଲହର, ମାର୍ଗଦର୍ଶିକା ପାଳନ ଅପରିହାର୍ଯ୍ୟ…

ନୂଆଦିଲ୍ଲୀ,୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଧୀରେଧୀରେ ଥମିବାରେ ଲାଗିଛି। ଏପରିସ୍ଥଳେ ତୃତୀୟ ଲହର ନେଇ ଡିପାର୍ଟମେଣ୍ଟ୍‌ ଅଫ୍‌ ସାଇନ୍ସ୍‌ ଆଣ୍ଡ୍‌ ଟେକ୍ନୋଲୋଜି ପକ୍ଷରୁ ଚେତାବନୀ ଦିଆଯାଇଛି। ଗାଣିତିକ ମଡେଲ ଆଧାରରେ ଏନେଇ ପ୍ରକାଶିତ ଏକ ରିପୋର୍ଟରେ ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri