ଜାତୀୟ

ଦୈନିକ ସଂକ୍ରମଣରେ ଲଗାମ୍‌, ପିଜିଟିଭ୍‌ ହାର ୨.୩୪ ପ୍ରତିଶତ…

ନୂଆଦିଲ୍ଲୀ,୪।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ଲଗାମ୍‌ ଲାଗିଛି। ଲଗାତାର ୭ ଦିନ ଧରି ଦୈନିକ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳେ ରହିଛି। ଗତ…

‘ବାସହୀନଙ୍କୁ ସବୁ ମାଗଣା ଦେଇହେବ ନାହିଁ’

ମୁମ୍ବାଇ, ୪।୭: ବାସହୀନ ଲୋକଙ୍କୁ ସବୁକିଛି ମାଗଣାରେ ସରକାର ଯୋଗାଇ ପାରିବେ ନାହିଁ। ସେମାନଙ୍କୁ ଦେଶ ପାଇଁ କିଛି କରିବା ସହ ନିଜର ଆବଶ୍ୟକତା ପୂରଣ କରିବାର ଅଛି। ବମ୍ବେ ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ…

୪ ମାସରେ ୩ ମୁଖ୍ୟମନ୍ତ୍ରୀ

ଡେରାଡୁନ, ୪।୭: ଉତ୍ତରାଖଣ୍ଡ ୪ ମାସ ମଧ୍ୟରେ ତୃତୀୟ ମୁଖ୍ୟମନ୍ତ୍ରୀ ଦେଖିବାକୁ ଯାଉଛି। ଭାଜପା ବିଧାୟକ ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଶନିବାର ଭାଜପା ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରବିବାର ସେ…

‘ଆମ ସମ୍ପତ୍ତି ନଷ୍ଟ କଲେ ପରିଣାମ ଭୟଙ୍କର ହେବ’

ନୂଆଦିଲ୍ଲୀ,୩।୭: ପାକିସ୍ତାନ ଯଦି ଡ୍ରୋନ୍‌ ଆକ୍ରମଣ କରିବାକୁ ଉଦ୍ୟମ କରେ କିମ୍ବା ହାଇବ୍ରିଡ୍‌ ଓ୍ବାରଫେୟାରରେ ଭାରତୀୟ ସାମରିକ ଘାଟିକୁ ଟାର୍ଗେଟ କରେ ତେବେ ଏହାର ଠିକଣା ଜବାବ ଦିଆଯିବ। ଏଭଳି ଚେତାବନୀ ଦେଇଛନ୍ତି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ…

ଏବିଭିପି ନେତାରୁ ମୁଖ୍ୟମନ୍ତ୍ରୀ

ଡେରାଡୁନ,୩।୭: ଭାଜପା ବିଧାୟକ ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଧାମି ଉଧାମସିଂନଗର ଜିଲାର ଖାତିମା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ଦୁଇଥର ନିର୍ବାଚିତ ହୋଇଛନ୍ତି। ଏଥିସହିତ ସେ ଭାଜପା ରାଜ୍ୟ ଉପାଧ୍ୟକ୍ଷ ଅଛନ୍ତି। ୪୫ ବର୍ଷୀୟ…

‘ରାଫେଲ ଚୁକ୍ତିରେ ଦୁର୍ନୀତି ସ୍ପଷ୍ଟ’

ନୂଆଦିଲ୍ଲୀ, ୩ା୭- ଭାରତ ସହ ଫ୍ରାନ୍ସର ୫୯ ହଜାର କୋଟି ଟଙ୍କାର ରାଫେଲ ଫାଇଟର ଜେଟ୍‌ ଚୁକ୍ତିରେ ଦୁର୍ନୀତି ଓ ପକ୍ଷପାତିତା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ଏହାର ତଦନ୍ତ ପାଇଁ ଜଣେ ଫ୍ରେଞ୍ଚ ଜଜ୍‌ଙ୍କୁ ନିଯୁକ୍ତ କରାଯାଇଛି। ଏ ନେଇ…

ନର୍ସଙ୍କଠୁ ଛଡ଼ାଇ ଲୋକଙ୍କୁ ଟିକା ଦେଲେ ଟିଏମ୍‌ସି କାଉନ୍‌ସିଲର

କୋଲକାତା,୩।୭: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ମହିଳା କାଉନ୍‌ସିଲର ତବସୁମ ଅରା ଟିକାଦାନ କେନ୍ଦ୍ରରେ ନର୍ସଙ୍କ ଠାରୁ ଟିକା ଛଡ଼ାଇ ଜଣେ ମହିଳାଙ୍କୁ ଟିକାକରଣ କରୁଥିବା ଭିଡିଓ ସାମ୍ନାକୁ ଆସିଛି। ରାଜ୍ୟ ରାଜଧାନୀଠାରୁ ୨୧୦ କିମି ଦୂର ଆସନସୋଲର ଟିକାଦାନ କେନ୍ଦ୍ରର ଏହି…

ୟୁପି ଜିଲା ପଞ୍ଚାୟତ ନିର୍ବାଚନ: ୭୫ରୁ ୬୭ରେ ବିଜୟୀ ହେଲା ଭାଜପା

ଲକ୍ଷ୍ନୌ,୩ ।୭: ଉତ୍ତର ପ୍ରଦେଶର ଜିଲା ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ଆସିଛି । ଏଥିରେ ଭାରତୀୟ ଜନତା ପାର୍ଟି(ଭାଜପା) ୭୫ରୁ ୬୭ଆସନରେ ବିଜୟୀ ହୋଇଛି । ଶନିବାର ୫୩ ଆସନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା । ଏହାପୂର୍ବରୁ ୨୨…

ଲାଲୁଙ୍କ ଲଣ୍ଠନ ଧରିଲେ ଜେଡିୟୁ ନେତା

ପାଟନା,୩ ।୭: ବିହାର ରାଜନୀତିରେ ଏବେ ବି ସରଗରମ ଲାଗି ରହିଛି । ଶନିବାର ଜନତାଦଳ ୟୁନାଇଟେଡ(ଜେଡିୟୁ) ନେତା ତଥା ପୂର୍ବତନ ବିଧାୟକ ମହେଶ୍ୱର ସିଂ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ରେ ଯୋଗ ଦେଇଛନ୍ତି । ସେ ଶନିବାର ବିବହାରର ପୂର୍ବତନ ମୁଖ୍ୟମନ୍ତ୍ରୀ…

ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଡେରାଡୁନ,୩ ।୭: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମି । ଡେରାଡୁନରେ ଶନିବାର ଭାରତୀୟ ଜନତା ପାର୍ଟି(ଭାଜପା)ର ବିଧାୟକ ଦଳ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ତିରଥ ସିଂ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା…

ଭାଜପା ଏମ୍‌ପି ଖେଳୁଛନ୍ତି ବାସ୍କେଟ୍‌ବଲ୍‌, ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

ଭୋପାଳ,୩।୭: ଏବେ ଜଣେ ଭାଜପା ଏମ୍‌ପିଙ୍କର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସେ ହେଉଛନ୍ତି ପ୍ରଗ୍ୟା ଠାକୁର। ପ୍ରଗ୍ୟା ଭୋପାଳରେ ବାସ୍କେଟ୍‌ବଲ୍‌ ଖେଳୁଥିବାର ୨୦ ସେକେଣ୍ଡର ଭିଡ଼ିଓ ଅନୁରାଗ ଦ୍ୱାରୀ ନାମକ ଜଣେ ୟୁଜରଙ୍କ ଟୁଇଟର…

୨୦୦ ସହରରେ ପେଟିମ୍‌ ଦେବ ୫୦ କୋଟିର କ୍ୟାସ୍‌ବ୍ୟାକ୍‌…

ନୂଆଦିଲ୍ଲୀ,୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅନ୍‌ଲାଇନ୍‌ରେ ଡିଜିଟାଲ କାରବାର କରିବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ଏପରିସ୍ଥଳେ ପେଟିମ୍‌ ଏହାର ୟୁଜରମାନଙ୍କ ପାଇଁ ୫୦ କୋଟି ଟଙ୍କାର କ୍ୟାସ୍‌ବ୍ୟାକ୍‌ ଘୋଷଣା କରିବାକୁ ଯାଉଥିବା କମ୍ପାନୀର ସିଇଓ ବିଜୟ ଶେଖର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri