ଜାତୀୟ

ଶେଷରେ ଗିରଫ ହେଲେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ

ମୁମ୍ବାଇ,୨୪।୮: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରିବା ଭଳି ବୟାନ ଦେଇ ବିବାଦକୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ମଙ୍ଗଳବାର ଗିରଫ କରାଯାଇଛି। ଅପରାହ୍ନରେ ରତ୍ନଗିରି ପୋଲିସ ତାଙ୍କୁ ଗିରଫ କରି ସଙ୍ଗମେଶ୍ୱର ଥାନାକୁ ନେଇଥିବା ଜଣାପଡ଼ିଛି।…

ପୁଅ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବେ ଲାଲୁ!

ପାଟନା,୨୪।୮: ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ପୁଅ ତେଜ ପ୍ରତାପ ଯାଦବଙ୍କ ଅନୁଶାସନହୀନ କାର୍ଯ୍ୟକୁ ସହ୍ୟ କରିବାକୁ ମୁଡ୍‌ରେ ନାହାନ୍ତି। ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପ୍ରସ୍ତୁତ ହେଉଛନ୍ତି। ଏହା ମାଧ୍ୟମରେ ଦଳ…

ପଞ୍ଜାବ କଂଗ୍ରେସରେ କନ୍ଦଳ ପୁଣି ତେଜିଲା

ଚଣ୍ଡିଗଡ,୨୪।୮: ପଞ୍ଜାବ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ଶେଷ ହେବାର ନାଁ ଧରୁନାହିଁ। ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ସଭାପତି ନିଯୁକ୍ତ କରାଯିବା ପରେ ସମସ୍ତ ବିବାଦର ସମାଧାନ ହେବ ବୋଲି ବିଶ୍ୱାସ କରାଯାଉଥିଲା କିନ୍ତୁ ତାହା ହୋଇପାରି ନାହିଁ। ମଙ୍ଗଳବାର…

ଆଫଗାନିସ୍ତାନରୁ ଭାରତୀୟଙ୍କୁ ଫେରାଇ ଆଣିବାର ପ୍ରକ୍ରିୟା ଜାରି: ଅଭିଯାନର ନାମ ରଖାଗଲା ଅପରେଶନ ‘ଦେବୀ ଶକ୍ତି’

ନୂଆଦିଲ୍ଲୀ,୨୪ ।୮: ଆଫଗାନିସ୍ତାନରେ ତାଲିବାନର ନାଲିଆଖି ପରେ ଏବେ ସେଠାରେ ଥିବା ଭାରତୀୟଙ୍କୁ ସ୍ୱେଦେଶ ଫେରାଇ ଆଣିବାର କାର୍ଯ୍ୟକ୍ରମ ଜାରି ରହିଛି । ଏହାରି ଭିତରେ ପାଖାପାଖି ୪୦୦ରୁ ଊର୍ଦ୍ଧ୍ୱ ଭାରତୀୟଙ୍କୁ ସେଠାରୁ ଉଦ୍ଧାର କରାଗଲାଣି । ବାକି ସେଠାରେ ରହିଯାଇଥିବା…

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୨୪।୮: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୋପୋରରେ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସ୍ଥାନୀୟ ପେଠସୀର ଗାଁରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ପୋଲିସ, ସେନାର ୫୨-ଆର୍‌ଆର୍‌, ସିଆର୍‌ପିଏଫ୍‌ର ୧୭୭,…

ପୁଟିନ୍‌ଙ୍କୁ ଫୋନ୍‌ କଲେ ମୋଦି…

ନୂଆଦିଲ୍ଲୀ,୨୪।୮: ଆଫଗାନିସ୍ତାନ ସଙ୍କଟକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କ ସହିତ ମଙ୍ଗଳବାର ମଧ୍ୟାହ୍ନରେ ଫୋନ୍‌ରେ କଥାବାର୍ତ୍ତା ହୋଇଛନ୍ତି। ଦୁହିଁଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ୍‌ ଆଲୋଚନା ହୋଇଥିଲା। ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ସମସ୍ୟା ଉପରେ…

ଭାଜପା କାର୍ଯ୍ୟାଳୟ ଉପରେ ଶିବସେନା କର୍ମୀଙ୍କ ପଥରମାଡ

ମୁମ୍ବାଇ,୨୪ ।୮: କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ନାରାୟଣ ରାଣେଙ୍କ ବିବାଦୀୟ ବୟାନ ପରେ ଏବେ ମହାରାଷ୍ଟ୍ରରେ ବିବାଦ ମୁଣ୍ଡ ଟେକିଛି । ସମ୍ପୂର୍ଣ୍ଣ ରାଜ୍ୟରେ ଶିବସେନା ଓ ଭାଜପା କର୍ମୀ ମୂହାଁମୁହିଁ ହୋଇଛନ୍ତି । ଇତିମଧ୍ୟରେ ନାସିକରେ…

ସ୍ପେଶାଲ ଟ୍ରେନ୍‌ରେ ଅଯୋଧ୍ୟା ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୪ ।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଗଷ୍ଟ ୨୯ରେ ଅଯୋଧ୍ୟା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏକ ବିଶେଷ ଟ୍ରେନ୍ ଯୋଗେ ରାଷ୍ଟ୍ରପତି ଲକ୍ଷ୍ନୌରୁ ଅଯୋଧ୍ୟା ପର୍ଯ୍ୟନ୍ତ ଯାତ୍ରା କରିବେ । ଏହାହେବ ରାଷ୍ଟ୍ରପତିଙ୍କ ଦ୍ୱିତୀୟ ଥର ଟ୍ରେନ୍ ଯାତ୍ରା…

ମୁଁ ନୁହେଁ ସାଧାରଣ ଲୋକ, ମତେ ବି ଜଣା ଅଛି ଉତ୍ତର…

ନାସିକ,୨୪।୮: ଜନ ଆଶୀର୍ବାଦ ଯାତ୍ରା ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଏନେଇ ରାଣେ କହିଛନ୍ତି ଯେ, ମୁଁ ସାଧାରଣ ଲୋକ…

ବିଏମ୍‌ସି ନିର୍ବାଚନ: ସୋନୁ ସୁଦ, ରିତେଶ ଦେଶମୁଖ ହୋଇପାରନ୍ତି ମେୟର ପ୍ରାର୍ଥୀ

ମୁମ୍ବାଇ,୨୪ ।୮: ବୃହାନମୁମ୍ବାଇ ନଗର ନିଗମ(ବିଏମ୍‌ସି) ନିର୍ବାଚନ ଲାଗି ଏବେଠାରୁ ଅଣ୍ଟା ଭିଡିଲାଣି କଂଗ୍ରେସ । ଏହା ପଛର କାରଣ ହେଲା ପୂର୍ବରୁ ଯାହା ଦଳ ହରାଇଛି ତାକୁ ପୁଣିଥରେ ହାସଲ କରିବା ଲକ୍ଷ୍ୟ । ଏଥିପାଇଁ ଦଳ ସ୍ୱତନ୍ତ୍ର ରଣନୀତି…

୧ କୋଟି ୬୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ଭାକ୍ସିନ୍‌ ନେବାରୁ ବଞ୍ଚିତ…

ନୂଆଦିଲ୍ଲୀ,୨୪।୮: ଭାରତରେ ୧ କୋଟି ୬୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ଭାକ୍ସିନ୍‌ ନେବାରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧ କୋଟିରୁ ଅଧିକ ବରିଷ୍ଠ ନାଗରିକ ରହିଛନ୍ତି। କରୋନା ଭାକ୍ସିନ୍‌ର ପ୍ରଥମ ଡୋଜ୍‌ ନେବାର ୧୬ ସପ୍ତାହ ପରେ ଏହି…

ଗୁରୁ ଗ୍ରନ୍ଥ ସାହିବ ମୁଣ୍ଡରେ ବୋହି ବିମାନ ବନ୍ଦର ବାହାରକୁ ଆଣିଲେ କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୨୪।୮: ଆଫଗାନିସ୍ତାନରେ ତାଲିବାନ ସଙ୍କଟ ମଧ୍ୟରେ ପୁଣି ଭାରତୀୟମାନେ ସ୍ବଦେଶ ଫେରିଛନ୍ତି। ତାଜିକିସ୍ତାନର ଦୁଶାନବେରୁ ଉଡ଼ାଣ କରୁଥିବା ଏୟାର ଇଣ୍ଡିଆ ବିମାନରେ ପ୍ରାୟ ୭୮ ଜଣ ଲୋକ ଥିଲେ। ବିମାନବନ୍ଦରରେ କେନ୍ଦ୍ର ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ସେମାନଙ୍କୁ ସ୍ବାଗତ କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri