Posted inଜାତୀୟ

ମହିଳାଙ୍କୁ ପ୍ରେମିକଙ୍କ ସହ ଉଲଗ୍ନ କରି ଗାଁରେ ବୁଲାଇଲେ

ରାଞ୍ଚି,୨୯।୯: ଅନୈତିକ ସମ୍ପର୍କ ରଖିବା ଅଭିଯୋଗରେ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ପ୍ରେମିକଙ୍କ ସହ ଉଲଗ୍ନ କରି ଗାଁ ବୁଲାଇଛନ୍ତି ଗ୍ରାମବାସି। ଝାଡ଼ଖଣ୍ଡର ଡୁମକା ଜିଲାର ବଦତାଲି ପଞ୍ଚାୟତର ଏକ ଗ୍ରାମରେ ଘଟିଛି ଏଭଳି ଘଟଣା। ଅଭିଯୋଗ ପରେ ଘଟଣାରେ ସମ୍ପୃକ୍ତ ୫୦ରୁ ୬୦ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ।

ପୋଲିସର କହିବା ଅନୁଯାୟୀ, ଦୁହିଁଙ୍କୁ ଉଲଗ୍ନ କରି ଗ୍ରାମବାସି ପ୍ରାୟ ଏକ କିଲୋମିଟର ବୁଲାଇ ଥିଲେ। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା।

ମହିଳାଙ୍କ ସ୍ବାମୀ ପ୍ରାୟ ଏକ ବର୍ଷ ହେଲା ସେଣ୍ଟ୍ରାଲ ଜେଲରେ ଅଛନ୍ତି। ସେ ଘର ଚଳାଇବା ପାଇଁ ଏବେ ଶ୍ରମିକ ଭାବେ କାମ କରୁଛନ୍ତି। ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ତାଙ୍କ ସହ କାମ କରୁଥିବା ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ମଙ୍ଗଳବାର ମହିଳା ଜଣଙ୍କ ଘରକୁ ଫେରିବା ପରେ ତାଙ୍କ ପ୍ରେମିକଙ୍କୁ ଫୋନ କରି ଦେଖା କରିବାକୁ ଡକାଇଥିଲେ। ଯୁବକ ଜଣଙ୍କ ମହିଳାଙ୍କ ଘରେ ପହଞ୍ଚିବା ପରେ ସେମାନଙ୍କୁ କାବୁ କରି ନେଇଥିଲେ ଗାଁ ଲୋକେ।

 


Enter your email to get our daily news in your inbox.

All Right Reserved By Dharitri.Com

୧୭ରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୧ା୬ପି.ଟି.): ସପ୍ତଦଶ ଲୋକ ସଭାର ପ୍ରଥମ ଅଧିବେଶନ ତଥା ବଜେଟ ଅଧିବେଶନ ଜୁନ୍‌ ୧୭ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ...

ବିବାହ ପାଇଁ ଘୋଡ଼ା ଚଢି ବରଘରେ ପହଞ୍ଚିଲେ ଦୁଇ ଭଉଣୀ

ଖଣ୍ଡଓ୍ବା,୨୪।୧: ରାଜସ୍ଥାନର ଖଣ୍ଡଓ୍ବାରେ ବିବାହକୁ ନେଇ ଦେଖିବାକୁ ମିଳିଛି ଏକ ଭିନ୍ନ ପରମ୍ପରା। ବିବାହ ପାଇଁ ଯାଉଥିବା ସମୟରେ ଘୋଡ଼ା ସହ ବରଯାତ୍ରୀ ଓ ବାଜାବାଣ...

ହୋଟେଲ କ୍ରିଷ୍ଣାରେ ଅଗ୍ନିକାଣ୍ଡ: ୨ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ,୧୫ ।୮: ରାଜଧାନୀ ଦିଲ୍ଲୀର ଦ୍ୱାରକା ସେକ୍ଟର ୮ରେ ଥିବା ହୋଟେଲ କ୍ରିଷ୍ଣାରେ ରବିବାର ସକାଳେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଆଖପାଖରେ ଥିବା ଲୋକେ...

୯ ବର୍ଷର କୁକୁର ‘ଡଚ୍‌’ର ମୃତ୍ୟୁରେ ଶୋକ ପ୍ରକାଶ କଲା ସେନା

ନୂଆଦିଲ୍ଲୀ,୧୪।୯: ଆର୍ମି ଇଷ୍ଟର୍ଣ୍ଣ କମାଣ୍ଡ ଶନିବାର ୯ ବର୍ଷର କୁକୁର ‘ଡଚ୍‌’ର ମୃତ୍ୟୁରେ ଶୋକ ପ୍ରକାଶ କରିଛି। ଇଷ୍ଟର୍ଣ୍ଣ କମାଣ୍ଡରେ କାର୍ଯ୍ୟରତ ଥିବା ଏହି କୁକୁର...

୧୫ ଶହ କିଲୋ ସୁନା ମନ୍ଦିରରେ ଲକ୍ଷ୍ମୀଙ୍କର ହୁଏ ଜଳାଭିଷେକ

ବେଲୋର,୨୭।୧୦: ତାମିଲନାଡୁର କାଞ୍ଚିପୁରମଠାରୁ ପ୍ରାୟ ୭୦ କିଲୋମିଟର ଶ୍ରୀପୁରମ ବା ଶ୍ରୀନାରାୟଣୀ ପିଡମ ମନ୍ଦିରରେ ଦୀପାବଳି ଅବସରରେ ମା’ ଲକ୍ଷ୍ମୀଙ୍କର ସ୍ବତନ୍ତ୍ର ଆରାଧନା କରାଯାଇଥାଏ। ଏହିଦିନ...

ମହିଳା ତୀରନ୍ଦାଜଙ୍କ ଆତ୍ମହତ୍ୟା: ସୋନୁ ସୁଦ୍‌ଙ୍କଠାରୁ ପାଇଥିଲେ ଉପହାର

କୋଲକତା,୧୬।୧୨: ଭାରତର ଯୁବ ମହିଳା ତୀରନ୍ଦାଜ କୋନିକା ଲାୟାକ ଆତ୍ମହତ୍ୟା କରିଛନ୍ତି। ଝାଡ଼ଖଣ୍ଡର ଧାନବାଦ ନିବାସୀ ୨୬ ବର୍ଷୀୟ କୋନିକା ଚଳିତ ବର୍ଷ ଝାଡ଼ଖଣ୍ଡ ସରକାର...

ନିର୍ବାଚନ ଆୟୋଗ ଅଫିସରଙ୍କ ବିରୋଧରେ ହତ୍ୟା ମାମଲା ଦାଏର କରାଯିବା ଆବଶ୍ୟକ: ହାଇକୋର୍ଟ…

ଚେନ୍ନାଇ,୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ ବିଭିନ୍ନ ରାଜ୍ୟରେ ନିର୍ବାଚନ କରାଯାଉଛି। ନିର୍ବାଚନ ରାଲି ସହିତ ଅନ୍ୟ ପ୍ରଚାର କାର୍ଯ୍ୟକ୍ରମ...

ଉନ୍ନାଓ ପୀଡିତାଙ୍କ ପରିବାରର ସମସ୍ତ ଦାବି ପୂରଣ କରାଯିବ: ଲକ୍ଷ୍ନୌ କମିଶନର

ଲକ୍ଷ୍ନୌ,୮।୧୨: ଉନ୍ନାଓ ପୀଡିତାଙ୍କ ପରିବାର ଯେଉଁସବୁ ଦାବି କରିଥିଲେ ତାହା ପୂରଣ କରାଯିବ ବୋଲି ଶନିବାର କଥା ଦେଇଛନ୍ତି ଉତ୍ତର ପ୍ରଦେଶ ପ୍ରଶାସନ। ଲକ୍ଷ୍ନୌ ଡିଭିଜନାଲ...

Advertisement
Archives

Model This Week