‘ଲୋକଙ୍କୁ ଏକାଠି କରିପାରିବ ନାହିଁ ରାଜନୀତି’
ନୂଆଦିଲ୍ଲୀ,୪।୭: ଲୋକଙ୍କୁ ଏକାଠି କରିପାରିବ ନାହିଁ ରାଜନୀତି। କିଛି ଏଭଳି କାମ ଅଛି, ଯାହା ରାଜନୀତି ଦ୍ୱାରା ସମ୍ଭବ ନୁହେଁ। ଲୋକଙ୍କ ମଧ୍ୟରେ ଏକତା ଆଣିବା ପାଇଁ ରାଜନୀତି ଏକ ମାଧ୍ୟମ ହୋଇ ନ ପାରେ। କିନ୍ତୁ ଏକତାକୁ ଧ୍ୱଂଶ କରିବା…
ସଂସଦ ବାହାରେ ବିକ୍ଷୋଭ କରିବେ ଚାଷୀ
ନୂଆଦିଲ୍ଲୀ, ୪।୭: ଜୁଲାଇ ୧୯ରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ସମୟରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ୨୦୦ ଚାଷୀ ପ୍ରତିଦିନ ପାର୍ଲାମେଣ୍ଟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବେ। ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍)…
ଶିବ ସେନା ଆମ ଶତ୍ରୁ ନୁହେଁ- ଫଡ଼ନାଭିସ
ମୁମ୍ବାଇ,୪।୭: ଶିବ ସେନା ଆମ ଶତ୍ରୁ ନୁହେଁ। ସେମାନେ ଆମ ବନ୍ଧୁ। କିଛି ବିଷୟ ଉପରେ ଆମର ମତଭେଦ ଅଛି। ଦୁଇ ପୂର୍ବତନ ସହଯୋଗୀ ଦଳ ମଧ୍ୟରେ ପୁଣି ଥରେ ପ୍ୟାଚ୍ ହେବ କି ନାହିଁ, ତାହା ପରିସ୍ଥିତି ଉପରେ ନିର୍ଭର…
ଷ୍ଟେଶନରେ ଭୁଲି ଯାଇଥିଲି ଟଙ୍କା ଭର୍ତ୍ତି ବ୍ୟାଗ, ଫେରିପାଇବାର ଆଶା ନ ଥିଲା
ନୂଆଦିଲ୍ଲୀ,୪।୭: ପୂର୍ବ ଦିଲ୍ଲୀରେ ରହୁଥିବା ବିଜୟ କୁମାର ନାମକ ଜଣେ ଶ୍ରମିକ ଜୀବନର ସମସ୍ତ ଜମାପୁଞ୍ଜି ଧରି ନିଜ ଗାଁ ଉତ୍ତର ପ୍ରଦେଶର ଖୁରଜାକୁ ଯାଉଥିଲେ। ଛୁଆଙ୍କ ପାଇଁ ଗାଁରେ ଘର ନିର୍ମାଣ କରିବା ଲାଗି ବ୍ୟାଙ୍କରୁ ଉଠାଇଥିଲେ ୧ ଲକ୍ଷ…
‘୬ ମାସ ନୁହେଁ, ୬ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ପୁଷ୍କର’
ଡେରାଡୁନ,୪।୭: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି। ରାଜ୍ୟ ରାଜଧାନୀ ଡେରାଡୁନ ସ୍ଥିତ ରାଜ ଭବନରେ ଧାମି ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟ ତାଙ୍କୁ…
୫୦ ବର୍ଷ ମଧ୍ୟରେ ଅଂଶୁଘାତ ନେଲାଣି ୧୭ ହଜାରରୁ ଅଧିକ ଲୋକଙ୍କ ଜୀବନ
ନୂଆଦିଲ୍ଲୀ,୪।୭: ଆଜିକାଲି ପୃଥିବୀର ଅନେକ ଦେଶରେ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି। ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ କାନାଡାରେ ପ୍ରବଳ ଉତ୍ତାପ ଯୋଗୁ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଛି। ଏଥି ସହିତ, ପାଣିପାଗ ବିଜ୍ଞାନୀମାନେ ଏକ ଅଧ୍ୟୟନରେ କହିଛନ୍ତି ଯେ…
ଇଣ୍ଟରଭ୍ୟୁରେ ବିଳମ୍ବ ହେବାରୁ ଆଶାୟୀଙ୍କ ଆତ୍ମହତ୍ୟା
ପୁଣେ,୪।୭: ଏମ୍ପିଏସ୍ସି ଫାଇନାଲ ଇଣ୍ଟରଭ୍ୟୁରେ ବିଳମ୍ବ ହେବାରୁ ଡିପ୍ରେଶନର ଶିକାର ହୋଇଥିବା ଜଣେ ୨୪ ବର୍ଷୀୟ ପ୍ରଶାସନିକ ସେବା ଆଶାୟୀ ଶେଷରେ ଆତ୍ମହତ୍ୟା କରିଛନ୍ତି। ପୁଣେର ହାଦାପସାର ଅଞ୍ଚଳରେ ଘଟିଛି ଏଭଳି ଘଟଣା। କୋଭିଡ୍-୧୯ ମହାମାରୀ କାରଣରୁ ମହାରାଷ୍ଟ୍ର ପ୍ରଶାସନିକ ସେବା…
ତିହାର ଜେଲ୍ରେ ଥାଇ ଟିଭି ଦାବି କରୁଛନ୍ତି ସୁଶୀଲ
ନୂଆଦିଲ୍ଲୀ,୪।୭: ଯୁବ ରେସଲର ସାଗର ଧାଙ୍କରଙ୍କ ଅପହରଣ ଓ ହତ୍ୟା ମାମଲରେ ବିଚାର ବିଭାଗୀୟ ହାଜତରେ ଥିବା ଅଲିମ୍ପିକ୍ସ ପଦକ ଧାରୀ ସୁଶୀଲ କୁମାର ପୁଣି ଥରେ ଚର୍ଚ୍ଚାରେ। ସେ ତାଙ୍କ ସେଲ୍ରେ ଟିଭି ଦାବି କରୁଛନ୍ତି। ଏ ନେଇ ତିହାର…
ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂ ଧାମି
ଡେରାଡୁନ,୪।୭: ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ନେଇଛନ୍ତି ପୁଷ୍କର ସିଂ ଧାମି। ଚାରିମାସ ମଧ୍ୟରେ ଉତ୍ତରଖଣ୍ଡର ସେ ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି। ଖଟିମା ବିଧାନସଭା ଆସନର ଯୁବ ବିଧାୟକ ପୁଷ୍କର ସିଂ ଧାମି ରବିବାର…
ଓୱାଇସିଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ଯୋଗୀ
ଲକ୍ଷ୍ନୌ,୪ ।୭: ଉତ୍ତର ପ୍ରଦେଶରେ ଜିଲା ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ବହୁ ସଂଖ୍ୟାରେ ବିଜୟ ଲାଭ କରି ଏବେ ଉତ୍ସାହିତ ଅଛି । ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଏହାପରେ ଭାଜପାକୁ ଶକ୍ତି ମିଳି ଯାଇଛି ବୋଲି…
ଆର୍ଜେଡିର ରୌପ୍ୟ ଜୟନ୍ତି ସମାରୋହରେ ଉଦ୍ବୋଧନ ଦେବେ ଲାଲୁ
ନୂଆଦିଲ୍ଲୀ,୪ ।୭: ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ତା’ର ରୌପ୍ୟ ଜୟନ୍ତି ପାଳନ କରୁଛି । କିଛି ବର୍ଷ ପରେ ଦଳର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଏଥିରେ ଉଦ୍ବୋଧନ ଦେବେ ବୋଲି ଜଣାପଡିଛି । ରବିବାର ଅପରାହ୍ନ ୨ଟାରୁ ଦଳର କାର୍ଯ୍ୟକ୍ରମ…
ବାନ୍ତି ନେଉଥିବାବେଳେ ଧରାପଡିଲେ: ୨ ଗିରଫ
ମୁମ୍ବାଇ,୪।୭: ମୁମ୍ବାଇ କ୍ରାଇମବ୍ରାଞ୍ଚ ଏକ ଚୋରା ଗ୍ୟାଙ୍ଗକୁ ଧରିବାରରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ୍ ବେଆଇନ ଭାବେ ତିମି ବାନ୍ତିରେ ଆମ୍ବରଗ୍ରିସ କ୍ରୟ ବିକ୍ରି କରୁଥିଲେ। ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ସେମାନଙ୍କଠାରୁ ୬…
Archives


