ଜୁଲାଇ ୧୯ ପର୍ଯ୍ୟନ୍ତ ବଢିଲା ଲକଡାଉନ୍
ଚେନ୍ନାଇ,୧୦ ।୭: ତାମିଳନାଡୁରେ କରୋନା ଗ୍ରାଫ୍ ତଳମୁହାଁ ହୋଇଥିଲେ ବି ରାଜ୍ୟ ସରକାର ଏତେଶୀଘ୍ର ନିୟମ କୋହଳ କରିବା ମୁଡରେ ନାହାଁନ୍ତି । ଏମ୍ କେ ଷ୍ଟାଲିନଙ୍କ ସରକାର ରାଜ୍ୟରେ ୧୯ ଜୁଲାଇ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି ।…
ମୋଦିଙ୍କ କ୍ୟାବିନେଟର ୪୨ ପ୍ରତିଶତ ମନ୍ତ୍ରୀ ଆପରାଧିକ ମାମଲାରେ ସଂପୃକ୍ତ!
ନୂଆଦିଲ୍ଲୀ,୧୦ ।୭: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟର ସମ୍ପ୍ରସାରଣ କରିଛନ୍ତି । ଯେଉଁଥିରେ ୪୩ଜଣ ଏମ୍ପିଙ୍କୁ ଶପଥ ପାଠ କରାଯାଇଛି । ମନ୍ତ୍ରିପରିଷଦରେ ୩୬ ନୂଆ ଚେହେରାକୁ ସାମିଲ କରାଯାଇଛି । ଏବେ ଜଣାପଡିଛି କି କେନ୍ଦ୍ରୀୟ ମନ୍ତ୍ରିପରିଷଦର…
ଚିକେନ ନ ଦେଲେ କୋଭିଡ୍ ସେଣ୍ଟରରୁ ଯିବିନି, ଭାଇରାଲ ହେଉଛି ଭିଡିଓ
ମୁମ୍ବାଇ,୧୦ା୭: ମହାରାଷ୍ଟ୍ରର ସାଙ୍ଗଲି ଜିଲାରୁ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ କରୋନା ରୋଗୀ ଡ୍ୟାନ୍ସ କରିବା ସହ ଚିକେନ ମାଗୁଛନ୍ତି। ଆକ୍ରାନ୍ତ ଜଣକ କୋଭିଡ୍ ସେଣ୍ଟରରେ ଥିଲେ। ସେଠାରେ ତାଙ୍କୁ ଖାଦ୍ୟ ଅର୍ଥାତ୍ ଚିକେନ ବହୁ ପସନ୍ଦ ଆସିଥିଲା।…
ସ୍ବାମୀଙ୍କ ଦୁଇହାତକୁ ଧରିଲେ ନବବିବାହିତା, କୁରାଢ଼ିରେ ଚୋଟ ପରେ ଚୋଟ ମାରିଚାଲିଲେ ପ୍ରେମିକ; ଆଉ ତା’ ପରେ…
ଭୋପାଳ,୧୦ା୭: ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ନବବିବାହିତା ମହିଳା ତାଙ୍କ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଛନ୍ତି। ଏ ସମ୍ପର୍କରେ ସତ୍ୟ ଉନ୍ମୋଚନ କରିଛି ବିଦିଶା ପୋଲିସ। ପୋଲିସ ଅଧୀକ୍ଷକ ବିନାୟକ ବର୍ମାଙ୍କ କହିବାନୁଯାୟୀ,…
ରାଜଧାନୀରେ ନୂଆ ନିୟମ, ଲାଉଡ୍ସ୍ପିକର ଲଗାଇଲେ ଜରିମାନା ଲକ୍ଷେ ଟଙ୍କା…
ନୂଆଦିଲ୍ଲୀ,୧୦।୭: ଧ୍ୱନି ପ୍ରଦୂଷଣ ନେଇ ରାଜଧାନୀ ଦିଲ୍ଲୀରେ ନୂଆ ନିୟମ ଜାରି ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏସମ୍ପର୍କରେ ନିର୍ଦ୍ଦେଶ ଜାରି ହୋଇଛି। ବିନା ଅନୁମତିରେ ଲାଉଡସ୍ପିକର ଲଗାଇଲେ ଜରିମାନା ୧୦ ହଜାରରୁ ଆରମ୍ଭ କରି ଲକ୍ଷେ ଟଙ୍କା…
ଅମୂଲ ପରେ ଏବେ ମଦର ଡାଏରୀ ବଢ଼ାଇଲା ଦୁଗ୍ଧ ଜାତୀୟ ଖାଦ୍ୟର ଦାମ୍
ନୂଆଦିଲ୍ଲୀ,୧୦।୭: ଅମୂଲ ପରେ ଏବେ ମଦର ଡାଏରୀ ଦିଲ୍ଲୀ ଏନ୍ସିଆରରେ ସମସ୍ତ ଦୁଗ୍ଧ ଜାତୀୟ ଖାଦ୍ୟର ମୂଲ୍ୟ ବୃଦ୍ଧି କରିଛି। ପ୍ରତି ଲିଟର ପିଛା ଦୁଗ୍ଧର ମୂଲ୍ୟ ୨ଟଙ୍କା ବୃଦ୍ଧି କରିଛି ମଦର ଡାଏରୀ। ଜୁଲାଇ ୧୧ରୁ ଏହି ନୂଆ ଦର…
କରୋନାର ତୃତୀୟ ଲହର ପାଇଁ ଦାୟୀ ରହିବେ ସାଧାରଣ ଜନତା!
ନୂଆଦିଲ୍ଲୀ,୧୦ ।୭: ଯଦି ଦେଶରେ କରୋନାର ତୃତୀୟ ଲହର ଆସିବ ତେବେ ଏଥିପାଇଁ ସାଧାରଣ ଜନତାଙ୍କୁ ଦାୟୀ କରାଯାଇପାରେ । ଆଇଏଏନ୍ଏସ୍-ସି-ଭୋଟର-ସର୍ଭେ ଅନୁସାରେ ୫୭ ପ୍ରତିଶତ ଲୋକଙ୍କ ମତ ହେଉଛି ସାଧାରଣ ଜନତା କରୋନା ନିୟମ ପାଳନ କରୁ ନ ଥିବାରୁ…
୨ରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିରି-ନିର୍ବାଚନ ଲଢ଼ିବା ମନା …
ଲକ୍ଷ୍ନୌ,୧୦।୭: ଏଣିକି ଉତ୍ତରପ୍ରଦେଶରେ ୨ ରୁ ଅଧିକ ସନ୍ତାନ ଥିବା ଲୋକଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ମିଳିବ ନାହିଁ। ସେହିପରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଦୋନ୍ନତି ଦିଆଯିବ ନାହିଁ। ଏଭଳି ବ୍ୟକ୍ତି ନିର୍ବାଚନ ମଧ୍ୟ ଲଢ଼ିପାରିବେ ନାହିଁ। ଏସମ୍ପର୍କିତ ଚିଠା ପ୍ରସ୍ତାବ ଏବେ…
ଜାତୀୟ ରାଜନୀତିରେ ଦିଦିଙ୍କ ଏଣ୍ଟ୍ରି ଲାଗି ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ …
କୋଲକାତା,୧୦।୭: ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ସ୍ଥିତି ସୁଦୃଢ଼ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ଏବେ ଜାତୀୟ ରାଜନୀତିରେ ଏଣ୍ଟ୍ରି କରିବାକୁ ଉଦ୍ୟମ କରୁଛି। ଜାତୀୟ ରାଜନୀତିକୁ ଦିଦିଙ୍କୁ କିଭଳି ଅଣାଯିବ ସେ ନେଇ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ…
ଚିନ୍ତା ବଢାଇଲାଣି ତ୍ରିପୁରା: ୯୦ରୁ ଅଧିକ ଡେଲ୍ଟା ପ୍ଲସ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ
ଅଗରତାଲା,୧୦ ।୭: ତ୍ରିପୁରାରୁ ପଶ୍ଚିମବଙ୍ଗକୁ ଜିନୋମ ସିକ୍ୱେନସିଂ ପାଇଁ ପଠାଯାଇଥିବା ୧୫୧ ସାମ୍ପଲ ମଧ୍ୟରୁ ୯୦ରୁ ଅଧିକ ପଜିଟିଭ ରହିଥିବା ବେଳେ ଏମାନେ ସମସ୍ତେ ଡେଲ୍ଟା ପ୍ଲସ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ । ଏହା ଜଣାପଡିବା ପରେ କୋଭିଡର ତୃତୀୟ ଲହର…
୨ ଟଙ୍କାରେ ଭେଣ୍ଡିଂ ମେଶିନ୍ରୁ ମିଳୁଛି ମାସ୍କ୍…
ହୁବଲି,୧୦।୭: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ମାସ୍କ୍ ପିନ୍ଧିବା ଅପରିହାର୍ଯ୍ୟ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଏପରିସ୍ଥଳେ ଲୋକଙ୍କ ସୁବିଧାରେ ଶସ୍ତାରେ ମାସ୍କ୍ ଯୋଗାଇଦେବା ଲାଗି କର୍ନାଟକର ହୁବଲି ଧାରଓ୍ବାଡ୍ ମ୍ୟୁନିସ୍ପାଲ…
ଦିନେ କମିଲେ ପୁଣି ବଢୁଛି…
ନୂଆଦିଲ୍ଲୀ,୧୦।୭: ଦେଶରେ କରୋନା ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଦ୍ୱିତୀୟ ଲହରରେ ଲଗାମ୍ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ…
Archives


