ଜାତୀୟ

ରେକର୍ଡ ଭାଙ୍ଗିଲା ବର୍ଷା: ୧୯୬୪ ମସିହା ପରେ ସର୍ବାଧିକ ବୃଷ୍ଟି

ନୂଆଦିଲ୍ଲୀ,୧୭ ।୯: ରାଜଧାନୀ ଦିଲ୍ଲୀରେ ହେଉଥିବା ଲଗାଣ ବର୍ଷା ଏବେ ରେକର୍ଡ କରିଛି । ଗୁରୁବାର ସୁଦ୍ଧା ଦିଲ୍ଲୀରେ ଏଥର ମୌସୁମୀରେ ପ୍ରାୟ ମୋଟ ୧୧୭୦.୭ ମିଲିମିଟର ବର୍ଷା ହୋଇଛି । ୧୯୬୪ ପରେ ଅର୍ଥାତ୍ ୫୭ ବର୍ଷ ପରେ ଏହା…

ଟଳିନି ବିପଦ: ୟୁପି ଓ ଅନ୍ୟ ରାଜ୍ୟରେ ଲୁଚି ରହିଥାଇ ପାରନ୍ତି ତିନିରୁ ଚାରି ଆତଙ୍କବାଦୀ

ନୂଆଦିଲ୍ଲୀ,୧୭ ।୯: ଦେଶରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାରେ ଫେରାର ଥିବା ଆତଙ୍କବାଦୀଙ୍କୁ ନେଇ ଏବେ ଚେତାବନୀ ଦିଆଯାଇଛି । ଏମାନେ ଉତ୍ତର ପ୍ରଦେଶ ବା ଅନ୍ୟ ରାଜ୍ୟରେ ଲୁଛିରହି ଆକ୍ରମଣ ଯୋଜନା କରୁଥାଇପାରନ୍ତି ବୋଲି ଦିଲ୍ଲୀ ପୋଲିସ ଅନୁମାନ…

ଯୋଜନା ଥିଲା ୧୯୯୩ ଭଳି ସିରିଜ୍‌ ବିସ୍ଫୋରଣ

ନୂଆଦିଲ୍ଲୀ, ୧୭।୯: ୧୯୯୩ ମସିହା ମାର୍ଚ୍ଚ ୧୨ ତାରିଖରେ ମୁମ୍ବାଇକୁ ଥରାଇ ଦେଇଥିଲା ସିରିଜ୍‌ ବସ୍ଫୋରଣ। ମୁମ୍ବାଇର ବିଭିନ୍ନ ସ୍ଥାନରେ ୧୨ ବୋମା ବିସ୍ଫୋରଣ ଅନେକଙ୍କ ଜୀବନ ନେଇଥିଲା। ଠିକ୍‌ ସେହିଭଳି ବୋମା ବିସ୍ଫୋରଣ ଆକ୍ରମଣ ଦିଲ୍ଲୀରେ କରିବାକୁ ଯୋଜନା କରିଥିଲେ…

ଅଭିନେତ୍ରୀ ଜିଆଙ୍କ ମୃତ୍ୟୁ ମାମଲାରେ ଅଧିକ ତଦନ୍ତ ଦରକାର ନାହିଁ

ମୁମ୍ବାଇ,୧୭।୯: ବଲିଉଡ୍‌ ଅଭିନେତ୍ରୀ ଜିଆ ଖାନଙ୍କ ଆତ୍ମହତ୍ୟା ମାମଲାରେ ଅଧିକ ତଦନ୍ତ ପାଇଁ ଦାଖଲ ହୋଇଥିବା ଆବେଦନକୁ ଗୁରୁବାର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଖାରଜ କରି ଦେଇଛନ୍ତି। ଏହି ମାମଲାର ଶୁଣାଣି କୋର୍ଟରେ ଚାଲିଛି। କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ)…

ମୋଦିଙ୍କ ଜନ୍ମଦିନରେ ଭାଜପାର ମେଗା ପ୍ଲାନ

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭାଡନଗରରେ ୧୭ ସେପ୍ଟେମ୍ବର ୧୯୫୦ରେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ୭୧ ତମ ଜନ୍ମଦିନ ପାଳନ କରୁଛନ୍ତି । ସାରା ଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀମାନେ ମୋଦିଙ୍କ ଜନ୍ମଦିନ…

ମୋଦିଙ୍କ ଜନ୍ମଦିନରେ କଟାଗଲା ୭୧ କେଜିର ଲଡୁ

ବାରାଣସୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦିଙ୍କ ୭୧ତମ ଜନ୍ମଦିନ ଉପଲକ୍ଷେ ଭାରତୀୟ ଜନତା ପାର୍ଟି(ଭାଜପା)ର କର୍ମୀମାନେ ଦୀପ ଜଳାଇବା ସହ ୭୧ କିଲୋଗ୍ରାମର ଏକ ଲଡୁକୁ କାଟିଛନ୍ତି । ଏହା ମୋଦିଙ୍କ ନିର୍ବାଚନମଣ୍ଡଳୀ ଉତ୍ତର ପ୍ରଦେଶର ବାରାଣସୀରେ କଟାଯାଇଛି ।…

ତୈଳ ବିଶୋଧନାଗାରରେ ବିସ୍ଫୋରଣ

ପାଟନା,୧୬।୯: ବିହାର ବେଗୁସରାଇ ଜିଲା ଅଧୀନ ବରାଉଣୀ ତୈଳ ବିଶୋଧନାଗାରରେ ଗୁରୁବାର ବିସ୍ଫୋରଣ ଘଟି ୧୫ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ଆହତମାନଙ୍କୁ ବରାଉଣୀ ବିଶୋଧନାଗାର ହସ୍ପିଟାଲ…

କହ୍ନେୟା ହୋଇପାରନ୍ତି ପିସିସି ସଭାପତି

ନୂଆଦିଲ୍ଲୀ, ୧୬।୯: ଜବାହରଲାଲ୍‌ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ର ପୂର୍ବତନ ଛାତ୍ରନେତା କହ୍ନେୟାକୁମାର ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ସେ କଂଗ୍ରେସ ଦଳରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ରାହୁଲଙ୍କୁ ଅନେକ ଲୋକ ଭେଟି ବିଭିନ୍ନ ପ୍ରସଙ୍ଗରେ…

ହତ୍ୟାକାରୀଙ୍କୁ ଧରାପକାଇ ଦେଲା ଟାଟୁ

ଥାଣେ,୧୬।୯: ନବି ମୁମ୍ବାଇରେ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବାର ଦିନକ ପରେ ଟାଟୁ କାରଣରୁ ମୃତକଙ୍କ ପରିଚୟ ମିଳିଛି। କଟା ହାତରେ ଥିବା ଟାଟୁ ସହାୟତାରେ ଅଭିଯୁକ୍ତଙ୍କୁ ହତ୍ୟା ପାଇଁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ଗୁରୁବାର କୁହାଯାଇଛି। ଅଭିଯୁକ୍ତ ସୁମିତକୁମାର…

ଫୁଟ୍‌ବଲ ଷ୍ଟାଡିୟମରେ ଗୋଡ଼େଇ ଗୋଡ଼େଇ ହାଣିଲେ

ବେଙ୍ଗାଲୁରୁ,୧୬।୯: କର୍ନାଟକ ରାଜ୍ୟ ଫୁଟବଲ ଆସୋସିଏଶନ (କେଏସ୍‌ଏଫ୍‌ଏ) ଷ୍ଟାଡିୟମରେ ଗତ ରବିବାର ସନ୍ଧ୍ୟାରେ ଅରବିନ୍ଦ ଓରଫ ଲିଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଷ୍ଟାଲିନ ଜଣେ ପୁରୁଣା ବେଙ୍ଗାଲୁରୁ ବାସୀନ୍ଦା। ସେ…

ମିଳିଲା ବଳାତ୍କାର ଓ ହତ୍ୟା ଅଭିଯୁକ୍ତଙ୍କ ମୃତଦେହ

ହାଇଦ୍ରାବାଦ୍‌,୧୬।୯: ଗୁରୁବାର ସକାଳେ ରେଳ ଧାରଣରେ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଛି। ହାଇଦ୍ରାବାଦ୍‌ ଠାରୁ ପ୍ରାୟ ୧୩୦ କିମି ଦୂରରେ ମିଳିଥିବା ମୃତଦେହଟି ୬ ବର୍ଷୀୟା ନାବାଳିକାଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ଫେରାର ଥିବା ଅଭିଯୁକ୍ତ ପାଲାକୋଣ୍ଡା…

ମା’ ଝିଅଙ୍କୁ ୧୪ ବର୍ଷ ପରେ ଏକାଠି କଲା ଫେସବୁକ୍‌

ଫ୍ଲୋରିଡା,୧୬।୯: ଫ୍ଲୋରିଡାରୁ ୨୦୦୭ରେ ଅପହରଣ ହୋଇଥିଲେ ଜ୍ୟାକଲିନ ହର୍ନ୍ନାଡେଜ ନାମକ ଜଣେ ଯୁବତୀ। ଦୀର୍ଘ ୧୪ ବର୍ଷ ପରେ ଫେସବୁକ କାରଣରୁ ଅପହୃତା ଯୁବତୀ ତାଙ୍କ ମା’ଙ୍କ ପାଖକୁ ଫେରି ପାରିଛନ୍ତି। ଦୁହେଁ ସୋମବାର ଟେକ୍ସାସଠାରେ ଏକତ୍ରିତ ହୋଇଥିଲେ। ୧୯ ବର୍ଷୀୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri