ଆଫଗାନିସ୍ତାନ ଯିବନାହିଁ ଏୟାର ଇଣ୍ଡିଆ ବିମାନ, ବନ୍ଦ ହେଲା କାବୁଲ ଏୟାର ପୋର୍ଟ
ନୂଆଦିଲ୍ଲୀ,୧୬ ।୮: ଆଫଗାନିସ୍ତାନରେ ତାଲିବାନ ଯୁଗର ଆରମ୍ଭ ହୋଇସାରିଛି । ଆତଙ୍କବାଦୀ ସଙ୍ଗଠନ କାବୁଲକୁ ନିଜ ଅଧିନକୁ ନେଇ ସାରିଲାଣି । ତେଣୁ କାବୁଲ ଏୟାର ପୋର୍ଟକୁ କମର୍ସିଆଲ ଫ୍ଲାଇଟକୁ ବନ୍ଦ କରି ଦିଆଯାଇଛି । ଏଥିପାଇଁ ଏୟାର ଇଣ୍ଡିଆର ବିମାନ…
ସୁପ୍ରିମକୋର୍ଟ ବାହାରେ ଆତ୍ମହତ୍ୟା ଉଦ୍ୟମ କଲେ ଜଣେ ମହିଳା, ପୁରୁଷ
ନୂଆଦିଲ୍ଲୀ,୧୬।୮: ଦେଶର ରାଜଧାନୀ ଦିଲ୍ଲୀରେ ଥିବା ସୁପ୍ରିମକୋର୍ଟ ବାହାରେ ଜଣେ ମହିଳା ଏବଂ ଜଣେ ପୁରୁଷ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାମ ମନୋହର ଲୋହିଆ ଡାକ୍ତରଖାନା ନିଆଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୋମବାର ସୁପ୍ରିମକୋର୍ଟର…
ମନେପଡନ୍ତି ଅଟଳ ଜୀ
ନୂଆଦିଲ୍ଲୀ, ୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ତୃତୀୟ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୧୯୨୪ ମସିହା ଡିସେମ୍ବର ୨୫ତାରିଖରେ…
ଜାତୀୟ ସଙ୍ଗିତ ଭୁଲିଗଲେ ସମାଜବାଦୀ ପାର୍ଟି ନେତା
ନୂଆଦିଲ୍ଲୀ,୧୬ ।୮: ଉତ୍ତର ପ୍ରଦେଶର ମୁରାଦାବାଦରୁ ସମାଜବାଦୀ ପାର୍ଟି ଏମ୍ପି ଡ. ଏସ୍ ଟି ହସନ ରବିବାର ଦେଶର ୭୫ ତମ ସ୍ୱାଧିନତା ଦିବସରେ ପତାକା ଉତ୍ତୋଳନ କରିଥିଲେ । ହେଲେ ଏହି କାର୍ଯ୍ୟକ୍ରମରେ ସେ ରାଷ୍ଟ୍ରୀୟ ସଙ୍ଗିତକୁ ଭଲି ଯାଇଥିବା…
ଗର୍ଭବତୀ ପ୍ରେମିକାଙ୍କୁ ବିବାହ କରିବାକୁ ମନା କଲେ ପ୍ରେମିକ, ଆଉ ତା’ ପରେ…
ପାଟଣା,୧୬ା୮: ବିହାରର ଗୟାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମିକା ଗର୍ଭବତୀ ହେବା ପରେ ପ୍ରେମିକ ବିବାହ କରିବାକୁ ମନା କରିଦେଇଥିଲେ। ପ୍ରେମିକା ଏନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ ପୋଲିସ ପ୍ରେମିକ ପ୍ରବରଙ୍କୁ ଖୋଜି ବାହାର…
କଥା ଦେଇ କଥା ରଖିଲେ ମୋଦି
ନୂଆଦିଲ୍ଲୀ,୧୬।୮: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଅଂଶଗ୍ରହଣ କ୍ରିଥିବା ଭାରତୀୟ ଖେଳାଳିଙ୍କ ପାଇଁ ସୋମବାର ଏକ ଜଳଖିଆ ପାର୍ଟିର ଆୟୋଜନ ହୋଇଛି। ଏହି ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଖେଳାଳିଙ୍କ ସହ ଜଳଖିଆ ଖାଇଥିଲେ। ଏହାସହ ବ୍ୟାଡମିଣ୍ଟନରେ ବ୍ରୋଞ୍ଚ ପଦକ…
ଚାଲାଣକୁ ନୁହେଁ, ଯମରାଜଙ୍କୁ ତ ଟିକେ ଡର
ଲକ୍ଷ୍ନୌ,୧୬ା୮: ଉତ୍ତରପ୍ରଦେଶରେ ଏକ ବାଇକ୍ରେ ୭ ଜଣ ଲୋକ ଯାଉଥିବାର ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଛି। ୟୁପି ପୋଲିସ ଏହି ବାଇକ୍ରେ ଯାଉଥିବା ଲୋକଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରି ଲୋକଙ୍କୁ ସଚେତନ କରୁଛି। ୟୁପି ପୋଲିସ ନିଜ ଟୁଇଟର…
କେଜ୍ରିଓ୍ବାଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୧୬।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ୫୩ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଦେଶର ଅନେକ ସେଲିବ୍ରିଟି କେଜ୍ରିୱାଲଙ୍କୁ ତାଙ୍କ ଜନ୍ମଦିନ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇବା ସହ…
ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ପେଟ୍ରୋଲ ବୋମା ଆକ୍ରମଣ
ଶିଲୋଙ୍ଗ,୧୬।୮: ମେଘାଳୟର ମୁଖ୍ୟମନ୍ତ୍ରୀ କୋରାଡ ସାଙ୍ଗମାଙ୍କ ବାସଭବନରେ ପେଟ୍ରୋଲ ବୋମା ଆକ୍ରମଣ ହୋଇଛି। ତେବେ ଘରଟି ସମ୍ପୂର୍ଣ୍ଣ ଖାଲି ଥିବାରୁ ଏଥିରେ କୌଣସି କ୍ଷତି ନାହିଁ। ପୂର୍ବତନ ବିଦ୍ରୋହୀ ନେତାଙ୍କ ମୃତ ପରେ ଶିଲୋଙ୍ଗରେ ଅଶାନ୍ତି ଓ ବିରୋଧ ଜାରି ରହିଛ।…
କଂଗ୍ରେସ ଛାଡିଲେ ସୁସ୍ମିତା
ନୂଆଦିଲ୍ଲୀ,୧୬।୮: କଂଗ୍ରେସର ପୂର୍ବତନ ଏମ୍ପି ତଥା ମହିଲା କଂଗ୍ରେସ ସଭାପତି ସୁସ୍ମିତା ଦେବ ଦଳରୁ ଇସ୍ତଫା ଦେଇଛନ୍ତି। ସୋନିଆ ଗାନ୍ଧୀଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫା ଦେବା ପୂର୍ବରୁ ସେ ନିଜ ଟୁଇଟର୍ ବାୟୋ ପରିବର୍ତ୍ତନ କରି କଂଗ୍ରେସର…
ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ତୃତୀୟ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ସକାଳ ୭.୩୦ ରେ ଦିଲ୍ଲୀର…
କମୁଛି ସଂକ୍ରମଣ
ନୂଆଦିଲ୍ଲୀ,୧୬।୮: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୩୨,୯୩୭ଟି ମାମଲା ସାମ୍ନାକୁ ଆସିଥିବାବେଳେ ୪୧୭ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ…
Archives


