ଶାହଙ୍କ ପାଇଁ ନୂଆ ଯୁଗ ଦେଖୁଛି ଜମ୍ମୁ-କଶ୍ମୀର
ନୂଆଦିଲ୍ଲୀ,୧୨।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପାଇଁ ଜମ୍ମୁ-କଶ୍ମୀରରେ ନୂଆ ଯୁଗ ଆରମ୍ଭ ହୋଇଛି। ମଙ୍ଗଳବାର ଏଭଳି ଟିପ୍ପଣି ଦେଇଛନ୍ତି ମାନବାଧିକାର ମୁଖ୍ୟ ଅରୁଣ ମିଶ୍ର। ଜାତୀୟ ମାନବ ଅଧିକାର କମିଶନ (ଏନ୍ଏଚ୍ଆର୍ସି)ର ପ୍ରତିଷ୍ଠାକୁ ୨୮ ବର୍ଷ ପୂର୍ତ୍ତି ଅବସରରେ…
ମମତାଙ୍କ ଅଫିସରେ ନିଆଁ
କୋଲକାତା,୧୩ା୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟ ଥିବା ରାଜ୍ୟ ସଚିବାଳୟ ବିଲ୍ଡିଂର ୧୪ ତମ ମହଲାରେ ମଙ୍ଗଳବାର ନିଆଁ ଲାଗିଯାଇଥିଲା। ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା…
ଯାତ୍ରୀ ଚଳାଚଳକୁ ନେଇ କଟକଣା ହଟାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ, ୧୨।୧୦: ଦେଶରେ କୋଭିଡ ସଂକ୍ରମଣ ମାମଲା ହ୍ରାସ ପାଉଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ବଡ଼ ନିଷ୍ପତ୍ତି ନିଆଯାଇଛି। ମହାମାରୀ ଯୋଗୁ ଯାତ୍ରୀ ଚଳାଚଳକୁ ନେଇ ଥିବା କଟକଣାକୁ ହଟାଇ ଦିଆଯାଇଛି। ପୂର୍ବରୁ ଘରୋଇ ବିମାନ ପାଇଁ…
ଘର ଲୋକ ବି ଦେଲେନି ଭୋଟ
ନୂଆଦିଲ୍ଲୀ,୧୨।୧୦: ସ୍ଥାନୀୟ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିନ୍ଦ୍ୱନ୍ଦ୍ୱିତା କରିଥିଲେ ଜଣେ ଭାଜପା କର୍ମକର୍ତ୍ତା। କୌତୁହଳର କଥା ହେଲା, ତାଙ୍କ ପରିବାରରେ ୫ ସଦସ୍ୟ ଥିବା ବେଳେ ତାଙ୍କୁ ମାତ୍ର ଗୋଟିଏ ଭୋଟ ମିଳିଛି। ଏଥି ଲାଗି ଟୁଇଟରରେ ଟ୍ରେଣ୍ଡ କରୁଛି…
ଟ୍ରାକ୍ଟର ଯୋଗେ ବିମାନବନ୍ଦରରେ ପହଞ୍ଚିଲେ ଯାତ୍ରୀ
ବେଙ୍ଗାଲୁରୁ,୧୨।୧୦: ବେଙ୍ଗାଲୁରୁ ବିମାନବନ୍ଦରରୁ ଫ୍ଲାଇଟ୍ ଧରିବା ପାଇଁ କିଛି ଯାତ୍ରୀଙ୍କୁ ଟ୍ରାକ୍ଟର ସାହାରା ନେବାକୁ ପଡ଼ିଥିଲା। ସୋମବାର ରାତିରେ ପ୍ରବଳ ବର୍ଷା କାରଣରୁ ରାସ୍ତାରେ ପାଣି ଜମି ରହିବାରୁ କାର ଓ ମୋଟର ସାଇକେଲ ଚଳାଚଳ ସମ୍ଭବ ହୋଇ ନ ଥିଲା।…
କେଜ୍ରିଓ୍ବାଲ୍ଙ୍କ ଘର ଆଗରେ ବିରୋଧ କରୁଥିବାବେଳେ ଭାଜପା ନେତା ଆହତ
ନୂଆଦିଲ୍ଲୀ,୧୨।୧୦: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ଙ୍କ ଘର ବାହାରେ ଛଠ୍ ପୂଜାକୁ ନେଇ ବିରୋଧ କରୁଥିବାବେଳେ ଭାଜପା ଏମ୍ପି ମନୋଜ ତିୱାରୀ ଆହତ ହୋଇଛନ୍ତି। ତାଙ୍କ ସହ ଅନେକ ବିକ୍ଷୋଭକାରୀ ମଧ୍ୟ ଆହତ ହୋଇଥିଲେ। ବ୍ୟାରିକେଡରୁ ଖସିଯିବା ଚକ୍କରରେ ମନୋଜ ତିୱାରୀ…
‘ଯେଉଁ ସ୍କୁଲରେ ଅଧିକ ଶିକ୍ଷୟତ୍ରୀ, ସେଠାରେ ଝଗଡା ଅଧିକ’
ଜୟପୁର,୧୨।୧୦: ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂ ଦୋଟାସରା ଆଜିକାଲି ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅଛନ୍ତି। ଅନ୍ତର୍ଜାତୀୟ ବାଳିକା ଶିଶୁ ଦିବସରେ ଗୋବିନ୍ଦ ସିଂ ଦୋଟାସରା ଶିକ୍ଷକମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେଉଁ ବିଦ୍ୟାଳୟରେ ଅଧିକ…
ରାଜଧାନୀରେ ଆରମ୍ଭ ହେବ ‘ରେଡ ଲାଇଟ୍ ଅନ୍, ଗାଡି ଅଫ୍’ ଅଭିଯାନ
ନୂଆଦିଲ୍ଲୀ,୧୨ ।୧୦: ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଗଲାଣି ବାୟୁ ପ୍ରଦୂଷଣ । ଯଦି ଏବେଠାରୁ ଲୋକେ ସଚେତନ ନ ହେବେ ତା’ହେଲେ ଆଗାମୀ ଦିନରେ ଏହାର ପରିଣାମ ଭୋଗିବାକୁ ପଡିପାରେ । ସେଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗତବର୍ଷ ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମକୁ…
ଅମିତ୍ ଖାରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଦାତା ନିଯୁକ୍ତ…
ନୂଆଦିଲ୍ଲୀ,୧୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ ଦାତା ଭାବେ ଅମିତ୍ ଖାରେଙ୍କୁ ନିଯୁକ୍ତ କରାଯାଇଛି। ଅମିତ୍ ୧୯୮୫ ବ୍ୟାଚ୍ର ଆଇଏଏସ୍ ଅଫିସର। ସେ ପୂର୍ବରୁ ମାନବ ସମ୍ବଳ ବିକାଶ ସଚିବ, ସୂଚନା ପ୍ରସାରଣ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ସେପ୍ଟେମ୍ବର ୩୦ରେ…
ମଇଁଷି ଚରାଇବାକୁ ଗଲେ ଶକ୍ତି ମନ୍ତ୍ରୀ!
ଭୋପାଳ,୧୨।୧୦: ଦେଶର ଅନ୍ୟ ରାଜ୍ୟଗୁଡିକ ପରି ମଧ୍ୟପ୍ରଦେଶରେ ଆଜିକାଲି ବିଦ୍ୟୁତ୍ ସଙ୍କଟ ଆହୁରି ଗଭୀର ହେବାରେ ଲାଗିଛି। ବିଦ୍ୟୁତ୍ ସଙ୍କଟ ପାଇଁ ଲୋକମାନେ ପୂର୍ବରୁ ଚିନ୍ତିତ ଅଛନ୍ତି । ସେପଟେ ରାଜ୍ୟର ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମରଙ୍କ ଏକ ଭିଡିଓ…
୨ ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଦିଆଯିବ କୋଭାକ୍ସିନ୍ ଟିକା…
ନୂଆଦିଲ୍ଲୀ,୧୨।୧୦: କରୋନା ମହାମାରୀ ବିରୋଧରେ ଜାରି ରହିଥିବା ଲଢ଼େଇ ନେଇ ଦିଲ୍ଲୀରୁ ଖୁସି ଖବର ଆସିଛି। ଦେଶରେ ଏବେ ୨ ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କୋଭାକ୍ସିନ୍ ଟିକା ଦିଆଯିବ। ଏନେଇ ସେଣ୍ଟାଲ ଡ୍ରଗ୍ସ୍ ଷ୍ଟାଣ୍ଡାର୍ଡ କଣ୍ଠ୍ରୋଲ ଅର୍ଗାନାଇଜେଶନ(ସିଡିଏସ୍ସିଓ) ବିଶେଷଜ୍ଞ…
ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ, ୬ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର…
ଶ୍ରୀନଗର,୧୨।୧୦: ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲାରେ ଜଣେ ଜେସିଓ ଏବଂ ୪ ଜଣ ଯବାନ ଆତଙ୍କବାଦୀଙ୍କ ସହିତ ମୁହାଁମୁହିଁ ହୋଇ ଶହୀଦ୍ ହୋଇଥିଲେ। ଏହାର ୨୪ ଘଣ୍ଟା ମଧ୍ୟରେ ମିଳିତ ସୁରକ୍ଷାକର୍ମୀ ପ୍ରତିଶୋଧ ନେଇଛନ୍ତି। ସୁରକ୍ଷାକର୍ମୀଙ୍କ ଅଲ୍ ଆଉଟ୍ ଅପରେଶନ ସଫଳ ରହିଛି।…
Archives


