Posted inଜାତୀୟ

ପବନରେ ଜହର, ହରିୟାଣାର ୪ ଜିଲାରେ ସ୍କୁଲ ବନ୍ଦ…

ଚଣ୍ଡିଗଡ଼,୧୫।୧୧: ଦିଲ୍ଲୀ ଏନସିଆର ଅଞ୍ଚଳରେ ବାୟୁ ପ୍ରଦୂଷଣ ବୃଦ୍ଧି ନେଇ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦର ପ୍ରଭାବ ପଡ଼ିବା ଆରମ୍ଭ କରିଛି। ସୁପ୍ରିମକୋର୍ଟରେ ଶୁଣାଣି ପରେ ହରିୟାଣା ସରକାର ନଭେମ୍ବର୧୭ ପର୍ଯ୍ୟନ୍ତ ୪ଟି ଜିଲ୍ଲାର ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୁରୁଗ୍ରାମ, ସୋନିପତ, ଝଜ୍ଜର ଏବଂ ଫରିଦାବାଦ ଜିଲାର ସମସ୍ତ ସ୍କୁଲ ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦିଲ୍ଲୀ ଏନସିଆରରେ ବ୍ୟାପିଥିବା ବାୟୁ ପ୍ରଦୂଷଣରୁ ସ୍କୁଲ ପିଲାମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସୋମବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ ପ୍ରଦୂଷଣର ମୁକାବିଲା ପାଇଁ ସେମାନେ ଠିକ ସମୟରେ ପଦକ୍ଷେପ ଗ୍ରହଣ କରିବା ଉଚିତ୍‌। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସରକାରଙ୍କ ପକ୍ଷରୁ ଖୁବ୍‌ ଶୀଘ୍ର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ଉପରେ ବଡ଼ ଆକ୍ରମଣ ଆରମ୍ଭ କଲା ୟୁକ୍ରେନ, ବିଜୟ ଦିବସ ଅବସରରେ ପୁଟିନ କରିଥାନ୍ତେ ଯୁଦ୍ଧବିରତି ଘୋଷଣା

କିଭ୍,୮।୫: ମଧ୍ୟପ୍ରାଚ୍ୟ ବ୍ୟତିତ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ। ବିଭିନ୍ନ କାରଣକୁ ତୁଳନା କରିବା ପରେ ରୁଷିଆ ରାଷ୍ଟ୍ରପତି ପୁଟିନ…

IPL 2026 ରେ ହନି-ଟ୍ରାପ ସହ ମ୍ୟାଚ ଫିକ୍ସିଂର ବିପଦ: ଆକ୍ସନ ମୋଡରେ BCCI, ଜାରି କଲା ଗାଇଡଲାଇନ

ନୂଆଦିଲ୍ଲୀ,୮।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନର ଅଧାରୁ ଅଧିକ ଶେଷ ହୋଇସାରିଛି। ଏହା ମଧ୍ୟରେ, ଟୁର୍ଣ୍ଣାମେଣ୍ଟ ସମୟରେ କିଛି ଘଟଣା ଘଟିଛି ଯାହା BCCIର ଚିନ୍ତାକୁ…

ବିଧାୟିକାଙ୍କୁ ଆଲିଙ୍ଗନ କରିବାକୁ ଉଦ୍ୟମ କଲେ ବରିଷ୍ଠ କଂଗ୍ରେସ ନେତା: ଆଉ ତା’ପରେ ଘଟିଲା…, ଦେଖନ୍ତୁ VIDEO

ଥିରୁଭାନନ୍ତପୁରମ୍‌,୮ା୫:କେରଳମ୍‌ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟାଳୟରେ ଗୁରୁବାର ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଜଣେ ବରିଷ୍ଠ ନେତାଙ୍କ ଅସ୍ବାଭାବିକ ଆଚରଣ ଏବେ ଚର୍ଚ୍ଚାକୁ ଆସିଛି। ବୈଠକ ଆରମ୍ଭ…

୧୧ରୁ କେନାଲ ପାଣି ବନ୍ଦ, ତେଜିଲା ଅସନ୍ତୋଷ: ଗର୍ଭଣୀ ଅବସ୍ଥାରେ…

ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ମୁଖ୍ୟ କେନାଲରେ ଆଉ ମାତ୍ର ୩ଦିନ କେନାଲ ପାଣି ଆସିବ। ଆସନ୍ତା ୧୧ତାରିଖରୁ ଏହି କେନାଲରେ ପାଣି ଯୋଗାଣ ବନ୍ଦ ରହିବ। ବରଗଡ଼ ଜଳସେଚନ…

ତାମିଲନାଡୁରେ ବଡ଼ ଟୁଇଷ୍ଟ, DMK-AIADMK ଗୋଟିଏ ମୁହୂର୍ତ୍ତରେ ଗଠନ କରିପାରନ୍ତି ସରକାର! କିଏ କିଙ୍ଗମେକର? ଜାଣନ୍ତୁ…

ଚେନ୍ନାଇ,୮।୫: ତାମିଲନାଡୁରେ କ୍ଷମତା ପାଇଁ ଲଢ଼େଇ ଜୋରଦାର ଚାଲିଛି। ରାଜ୍ୟରେ କିଏ ସରକାର ଗଠନ କରିବ ତାହା ଆକଳନ କରିବା କଷ୍ଟକର। ସାମ୍ପ୍ରତିକ ନିର୍ବାଚନରେ, ଥାଲାପତି ବିଜୟଙ୍କ…

Video: ବିମାନ ଭିତରେ ଯାତ୍ରୀଙ୍କ ବ୍ୟବହାର ଦେଖି କାହିଁକି ରାଗିଗଲେ ମହୁଆ? ଜାଣନ୍ତୁ ଏହାର ଅସଲ କାରଣ

କୋଲକାତା,୮।୫: ତୃଣମୂଳ କଂଗ୍ରେସ ଲୋକ ସଭା ଏମପି ମହୁଆ ମୋଇତ୍ରା ଗୁରୁବାର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ନିକଟରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛନ୍ତି।…

ପଶ୍ଚିମବଙ୍ଗର ୬୫% ନବନିର୍ବାଚିତ ବିଧାୟକଙ୍କ ନାମରେ ଆପରାଧିକ ମାମଲା, ୬୧% କୋଟିପତି: ADR

ନୂଆଦିଲ୍ଲୀ,୮ା୫(ପି.ଟି.): ପଶ୍ଚିମବଙ୍ଗର ନବନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ୬୫%ଙ୍କ ନାମରେ ଆପରାଧିକ ମାମଲା ରହିଥିବା ନାମାଙ୍କନପତ୍ର ଦାଖଲ ବେଳେ ସେମାନେ ସତ୍ୟପାଠରେ ଦେଇଥିବା ଘୋଷଣାରୁ ଜଣାପଡ଼ିଛି। ପୂର୍ବ ନିର୍ବାଚନ…

୭୭ ବର୍ଷ ପରେ ବିକାଶର ନୂଆ ସୂର୍ଯ୍ୟୋଦୟ: କେନ୍ଦୁଗୁଡ଼ା-କନ୍ଦାଗୁଡ଼ା ଗ୍ରାମବାସୀଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ଥୁଆମୁଳ ରାମପୁର,୮।୫(ଦୁର୍ଗା କୀର୍ତ୍ତି): ଦେଶ ସ୍ବାଧୀନତାର ୭୭ ବର୍ଷ ପରେ ବି ଯେଉଁଠି ଶିକ୍ଷା, ସୱାସ୍ଥ୍ୟ ଓ ରାସ୍ତା ସାତସପନ ଥିଲା, ସେଠାରେ ଆଜି ବିକାଶର ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri