ଲଖିମପୁର ଖେରି ହିଂସା: ଆଶିଷଙ୍କୁ ମିଳିଲା ନାହିଁ ଜାମିନ
ଲକ୍ଷ୍ନୌ,୧୩ ।୧୦: ଲଖିମପୁର ଖେରି ହିଂସାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ସିଜେଏମ୍ କୋର୍ଟ ଖାରଜ କରି ଦେଇଛନ୍ତି । ଆଶିଷଙ୍କ ଓକିଲ କୋର୍ଟରେ ଜାମିନ ଆବେଦନ କରିଥିଲେ । ଅନ୍ୟପଟେ…
ମିଳିଲାନି ଜାମିନ: ଆଉ ଗୋଟିଏ ରାତି ଜେଲରେ କାଟିବେ ଆର୍ଯ୍ୟନ
ମୁମ୍ବାଇ,୧୩ ।୧୦: ବଲିଉଡ୍ ଷ୍ଟାର ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ ଏଥର ବି ଜାମିନ ମିଳିଲାନି । ବୁଧବାର ତାଙ୍କ ଜାମିନ ଆବେଦନର ଶୁଣାଣି ଥିବା ବେଳେ ସେଶଂସ କୋର୍ଟ ଏହାକୁ ଗୋଟିଏ ଦିନ ଘୁଞ୍ଚାଇ ଦେଇଛନ୍ତି । ଫଳରେ ତାଙ୍କୁ…
ବ୍ରିଟେନରୁ ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ ସରକାର ବଦଳାଇ ଦେଲେ ଟ୍ରାଭେଲ ଆଡଭାଇଜରୀ
ନୂଆଦିଲ୍ଲୀ,୧୩ ।୧୦: ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସରକାର ଲଗାଇଥିବା ଅତିରିକ୍ତ ଯାଞ୍ଚ ଓ ଅନ୍ୟ କରୋନା ସମ୍ବନ୍ଧିୟ କଟକଣାକୁ ନେଇ ଜାରି କରାଯାଇଥିବା ଆଡଭାଇଜରିକୁ ଫେରାଇ ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମନ୍ତ୍ରଣାଳୟ…
ଏନକାଉଣ୍ଟରରେ ଜୈଶ-ଏ-ମହମ୍ମଦର ଟପ୍ କମାଣ୍ଡର ସଫା
ଶ୍ରୀନଗର,୧୩।୧୦: ଜମ୍ମୁ-କଶ୍ମୀରର ଅବନ୍ତିପୋରାର ଟ୍ରାଲ ଅଞ୍ଚଳରେ ଅବସ୍ଥିତ ତିଲୱାନି ମୋହଲ୍ଲା ୱାଗ୍ଗଡରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ସୁରକ୍ଷା ବାହିନୀ ଏହି ଅଞ୍ଚଳରେ…
ପୁଣି ଭାଜପା ସରକାରଙ୍କୁ ଟାର୍ଗେଟ୍ କଲେ ପାଓ୍ବାର
ନୂଆଦିଲ୍ଲୀ,୧୩।୧୦: ଏନସିପି ନେତା ଶରଦ ପାୱାର ପୁଣି ଥରେ ଲଖିମ୍ପୁର ହିଂସା ମାମଲାରେ କେନ୍ଦ୍ର ଓ ଉତ୍ତରପ୍ରଦେଶରେ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପାୱାର କହିଛନ୍ତି, ଲଖିମ୍ପୁରରେ ଚାଷୀଙ୍କ ଉପରେ କାର୍ ଚଢାଇ ଦିଆଯାଇଥିଲା। କେନ୍ଦ୍ର ରାଜ୍ୟ ମନ୍ତ୍ରୀଙ୍କ ପୁଅ ଘଟଣାସ୍ଥଳରେ…
ସାପ ଦ୍ୱାରା ସ୍ତ୍ରୀଙ୍କୁ ହତ୍ୟା କରିଥିବା ସ୍ବାମୀଙ୍କୁ ଦୁଇଥର ଆଜୀବନ କାରାଦଣ୍ଡାଦେଶ…
କୋଲ୍ଲମ,୧୩।୧୦: ସାପ ଦ୍ୱାରା ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ସ୍ବାମୀଙ୍କୁ ଏକ କୋର୍ଟ ଦୁଇଥର ଆଜୀବନ କାରାଦଣ୍ଡାଦେଶ କରିଛନ୍ତି। କେରଳର କୋଲ୍ଲମର ଏକ କୋର୍ଟ ବୁଧବାର ଅଭିଯୁକ୍ତ ସ୍ବାମୀ ପି ସୋରାଜ ଏସ୍ କୁମାରଙ୍କ ବୟସକୁ ବିଚାର…
ଲଖିମପୁର ମାମଲା, ରାଷ୍ଟ୍ରପତିଙ୍କୁ ଭେଟିଲେ ରାହୁଲ-ପ୍ରିୟଙ୍କା…
ନୂଆଦିଲ୍ଲୀ,୧୩।୧୦: ଉତ୍ତରପ୍ରଦେଶ ଲଖିମପୁର ଖେରି ମାମଲାରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଗୁଲାମନବୀ ଆଜାଦ୍, ମଲ୍ଲକାର୍ଜୁନ ଖର୍ଗେ, ଏ.କେ.ଆଣ୍ଟୋନୀ ପ୍ରମୁଖ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନେ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ…
୧୦୦ ଲକ୍ଷ କୋଟିର ଗତିଶକ୍ତି ପ୍ରକଳ୍ପ ଜାତୀୟ ମାଷ୍ଟର ପ୍ଲାନ୍ ଶୁଭାରମ୍ଭ…
ନୂଆଦିଲ୍ଲୀ,୧୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତିଶକ୍ତି ପ୍ରକଳ୍ପ ଅନ୍ତର୍ଗତ ୧୦୦ ଲକ୍ଷ କୋଟିର ଜାତୀୟ ମାଷ୍ଟର ପ୍ଲାନ୍ ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଦେଶର ଭିତ୍ତିଭୂମିକୁ ମଜବୁତ କରାଯିବା ସହିତ ରେଳବାଇ ଏବଂ ସଡକ ଭିତ୍ତିଭୂମିକୁ ସୁଦୃଢ଼ କରାଯିବ। ସେହିପରି ବିମାନ…
ମହିଳାଙ୍କ ଲୋଟା ଦୌଡ଼, ବାହାରେ ଶୌଚ ବନ୍ଦ ପାଇଁ ସଚେତନତା…
ଭୋପାଳ,୧୩।୧୦: ବାହାରେ ଶୌଚ ହେବା ବନ୍ଦ କରିବା ପାଇଁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ମହିଳାମାନେ ଏକ ନିଆରା ଦୌଡ଼ର ଆୟୋଜନ କରିଛନ୍ତି। ସେମାନେ ଲୋଟା ଧରି ଦୌଡ଼ିଛନ୍ତି। ପୂର୍ବରୁ ପ୍ରତିଦିନ ସେମାନେ ଲୋଟା ଧରି ବାହାରକୁ ଶୌଚ ପାଇଁ ଅସୁଥିଲେ। ମାତ୍ର…
ରାଜଧାନୀ ପବନରେ ଜହର,୭୫ ପ୍ରତିଶତରୁ ଅଧିକ ଛୋଟପିଲା ହେଉଛନ୍ତି ଶ୍ୱାସରୁଦ୍ଧ…
ନୂଆଦିଲ୍ଲୀ,୧୩।୧୦: ଶୀତ ଆରମ୍ଭ ହେବା ସହିତ ରାଜଧାନୀ ଦିଲ୍ଲୀର ବାୟୁ ମଣ୍ଡଳର ଗୁଣବତ୍ତାମାନ ପ୍ରତିବର୍ଷ ଖରାପ ହେବାକୁ ଲାଗିଥାଏ। ପବନରେ ଜହର ଯୋଗୁ ରାଜଧାନୀର ୭୫ ପ୍ରତିଶତରୁ ଅଧିକ ପିଲା ଶ୍ୱାସରୁଦ୍ଧ ହେଉଛନ୍ତି। ସେମାନେ ନେବୁଲାଇଜର ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଗ୍ରହଣ…
ଦିନେ କମିଲେ ପୁଣି ବଢୁଛି…
ନୂଆଦିଲ୍ଲୀ,୧୩।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ପାର୍ବଣ ଯୋଗୁ ବୃଦ୍ଧି ପାଉଥିବା ଭିଡ଼କୁ ନେଇ ସଂକ୍ରମଣ ବଢ଼ିବାର ଆଶଙ୍କା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…
‘ବାହ୍ୟଶକ୍ତି ଇଙ୍ଗିତରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ’
ନୂଆଦିଲ୍ଲୀ,୧୩।୧୦: ବାହ୍ୟଶକ୍ତି ଇଙ୍ଗିତରେ ଭାରତ ବିରୋଧରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଆଣିବା ନୂଆ ନିୟମ ପାଲଟିଯାଇଛି ବୋଲି ମଙ୍ଗଳବାର ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆର୍ସି) ଅଧ୍ୟକ୍ଷ ଜଷ୍ଟିସ୍ ଅରୁଣ ମିଶ୍ର କହିଛନ୍ତି। ଏନ୍ଏଚ୍ଆର୍ସିର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ…
Archives


