ପୁଣି ସାଧାରଣ ନାଗରିକଙ୍କୁ ଟାର୍ଗେଟ କଲେ ଆତଙ୍କବାଦୀ
ଶ୍ରୀନଗର,୧୭।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସୁଧୁରିବାର ନାଁ ନେଉନାହାନ୍ତି। ସାଧାରଣ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିବାକୁ ସେମାନେ ପୁଣି ଥରେ ସେମାନଙ୍କୁ ଟାର୍ଗେଟ କରିଛନ୍ତି। ଆତଙ୍କବାଦୀମାନେ ରବିବାର ପୁଣି ଥରେ ସାଧାରଣ ନାଗରିକଙ୍କୁ ଗୁଳି ଚଳାଇଛନ୍ତି। ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରର କୁଲଗାମ…
ସୋମବାର ସ୍କୁଲ ବନ୍ଦ
ଡେରାଡୁନ,୧୭ ।୧୦: ପାଣିପାଗ ବିଭାଗ ଅନୁମାନ କରିଛି କି ଆସନ୍ତା ଦିନେ ଦୁଇଦିନ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ଚେତାବନୀ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ…
ଭାରତ-ପାକିସ୍ତାନ ମ୍ୟାଚ୍ ରଦ୍ଦ ଦାବି ତେଜିଲା
ଯୋଧପୁର, ୧୭।୧୦: ଜମ୍ମୁ-କଶ୍ମୀରରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ର ପୁନଃବିଚାର କରିବାକୁ ପଡ଼ିବ ବୋଲି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି। ସେ ରବିବାର ଯୋଧପୁର ଗସ୍ତରେ ଯାଇ ଏକ…
ଆର୍ଯ୍ୟନ ଖାଁ କ୍ରୁଜ ଡ୍ରଗ୍ସ ମାମଲା, ସାକ୍ଷୀଙ୍କ ନାମ ଠିକଣା ଲିକ୍, ଘରେ ପଶିଲେ ଅଜଣା ଲୋକେ
ମୁମ୍ବାଇ,୧୭ ।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ସମସ୍ୟା ଯେମିତି କମିବାର ନାଁ ନେଉନି । ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି ୨୦ ଅକ୍ଟୋବରରେ ହେବାର ଅଛି । ହେଲେ ଏହାରି ଭିତରେ ଖବର…
‘କଂଗ୍ରେସ ପାଇଁ ଶେଷ ସୁଯୋଗ’
ଚଣ୍ଡିଗଡ,୧୭।୧୦: ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଛନ୍ତି। ୨୦୨୨ ବିଧାନସଭା ନିର୍ବାଚନ ପାଇଁ ଦଳର ୧୩-ପଏଣ୍ଟ ଏଜେଣ୍ଡା ଉପସ୍ଥାପନ କରିବାକୁ ଏହି ବୈଠକ ଡକାଇବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।…
ମୋଦି ଦେଲେ ଭରସା
ଥିରୁଭାନନ୍ତପୁରମ୍,୧୭।୧୦: କେରଳରେ ପ୍ରବଳ ବର୍ଷା ଲାଗି ରହିଛି। ଅନେକ ସହରରେ ପରିସ୍ଥିତି ପରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର କୋକ୍କାୟାରରେ ଭୂସ୍ଖଳନ ପରେ ୩ଟି ମୃତଦେହ ଉଦ୍ଧାର କରାଯାଇଛି। ଏହା ସହ ରାଜ୍ୟରେ ଏପର୍ଯ୍ୟନ୍ତ ବର୍ଷା ଯୋଗୁ ୨୧ ଜଣଙ୍କର…
ଶତକ ଡେଇଁଲା ଟମାଟୋ
ନୂଆଦିଲ୍ଲୀ,୧୭।୧୦: ଦିନକୁ ଦିନ ଅନେକ ସାମଗ୍ରୀର ଦର ଆକାଶ ଛୁଆଁ ହେବାରେ ଲାଗିଛି। ପେଟ୍ରୋଲ,ଡିଜେଲ, ଇନ୍ଧନ ଗ୍ୟାସ ପରି ଏବେ ଟମାଟୋ ଓ ପିଆଜର ଦର ମଧ୍ୟ ବୃଦ୍ଧି ପାଇଛି। ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ୱେବସାଇଟ୍ ଅନୁସାରେ ଟମାଟୋର ମୂଲ୍ୟ ୧୧୦.୫…
ନାଟକରେ ଚାଲିଗଲା ଜୀବନ
ଲକ୍ଷ୍ନୌ,୧୭।୧୦: ଉତ୍ତରପ୍ରଦେଶର ହସନପୁର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନାଟକରେ ଅଭିନୟ କରୁଥିବା ସମୟରେ ଜଣେ ୬୨ବର୍ଷୀୟ କଳାକାରଙ୍କର ମୃତ୍ୟୁ ଘଟିଛି। ବିଞ୍ଜୋରର ଏକ ଷ୍ଟେଜରେ ରାମଲୀଳା ମଞ୍ଚସ୍ଥ ହେଉଥିବା ବେଳେ ହୃଦଘାତରେ ରାଜେନ୍ଦ୍ର ସିଂ ନାମକ ଏକ…
୫ ଦିନିଆ ଇସ୍ରାଏଲ ଗସ୍ତରେ ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ,୧୭ା୧୦: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ରବିବାରଠାରୁ ୫ ଦିନିଆ ଇସ୍ରାଏଲ ଗସ୍ତରେ ଯାଉଛନ୍ତି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିବା ବୈଦେଶିକ ମନ୍ତ୍ରୀ ୟାଇର୍ ଲାପିଡ୍ଙ୍କ ନିମନ୍ତ୍ରଣ କ୍ରମେ ସେ ଇସ୍ରାଏଲ ଗସ୍ତରେ ଯାଉଥିବା ସୂଚନା ମିଳିଛି। ବୈଦେଶିକ ମନ୍ତ୍ରୀ ହେବା…
ମମତାଙ୍କୁ ‘ଦୁର୍ଗା’, ଭାଜପାକୁ ‘ଭଷ୍ମାସୁର’ ସହ ତୁଳନା କଲେ ଗୋଆ ଫରୱାର୍ଡ ପାର୍ଟି ନେତା: ରାଗିଲେ ସାୱନ୍ତ
ପଣଜୀ.୧୭ ।୧୦: ଗୋଆ ଫଣୱାର୍ଡ ପାର୍ଟି(ଜିଏଫ୍ପି)ର କାର୍ଯ୍ୟକାରୀ ଅଧ୍ୟକ୍ଷ କିରଣ କଣ୍ଡୋଲକରଙ୍କ ରାଜନୈତିକ ବୟାନକୁ ନେଇ ଏବେ ବିବାଦ ଉପୁଜିଛି । କଣ୍ଡୋଲକର ତୃଣମୂଳ କଂଗ୍ରେସର ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ଦେବୀ ଦୁର୍ଗା’ବୋଲି କହିଥିବା ବେଳେ ରାଜ୍ୟର…
ଦଙ୍ଗା କଲେ ସାତପିଢି ପର୍ଯ୍ୟନ୍ତ ଦେବେ ଜରିମାନା: ଯୋଗୀ
ଲକ୍ଷ୍ନୌ,୧୭ ।୧୦: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ରାଜ୍ୟରେ ଗତ ସାଢେ ୪ ବର୍ଷ ହେବ ଗୋଟିଏ ବି ଦଙ୍ଗା ହୋଇ ନାହିଁ । ପୂର୍ବରୁ ରାଜ୍ୟର ପରିଚୟ ଥିଲା ଦଙ୍ଗା, କାରଣ ସରକାର ଦଙ୍ଗାକାରୀଙ୍କୁ ପ୍ରଶ୍ରୟ ଦେଉଥିଲେ…
କଲେଜିୟମ୍ ସୁପାରିଶକୁ ଖଣ୍ଡନ କରିବା ଏବେ ସାଧାରଣ ଘଟଣା ପାଲଟିଛି, ସୁପ୍ରିମ୍କୋର୍ଟଙ୍କ କ୍ଷୋଭ…
ନୂଆଦିଲ୍ଲୀ ,୧୭।୧୦: ହାଇକୋର୍ଟରେ ବିଚାରପତିଙ୍କ ବୃଦ୍ଧି ପାଉଥିବା ଖାଲି ସଂଖ୍ୟା ସ୍ବୀକୃତ ପଦବୀର ପ୍ରାୟ ୫୦ ପ୍ରତିଶତରେ ପହଞ୍ଚିଛି। ଏସବୁ ପଦବୀର ପୂରଣ ପାଇଁ ସୁପ୍ରିମକୋର୍ଟ କଲେଜିୟମ ନିକଟରେ କେନ୍ଦ୍ର ସରକାରଙ୍କୁ କ୍ରମାଗତ ବହୁ ସୁପାରିଶ କରିଛନ୍ତି। ଏନେଇ ଭାରତର ପ୍ରଧାନ…
Archives


