Advertisement
Posted inଜାତୀୟ

ଅରୁଣାଞ୍ଚଳରେ ଦ୍ୱିତୀୟ ଏନକ୍ଲେଭ ନିର୍ମାଣ କରିଛି ଚାଇନା

ନୂଆଦିଲ୍ଲୀ,୧୮।୧୧: ଅରୁଣାଞ୍ଚଳ ପ୍ରଦେଶରେ ଚାଇନା ଦ୍ୱିତୀୟ ଏନ୍‌କ୍ଲେଭ ନିର୍ମାଣ କରିଛି। ଭାରତ ସୀମା ମଧ୍ୟରେ ନିର୍ମିତ ଏନ୍‌କ୍ଲେଭରେ ରହିଛି ୬୦ ବିଲ୍ଡିଂ। ଏକ ଜାତୀୟ ଗଣମାଧ୍ୟମ ହାତରେ ଲାଗିଥିବା ନୂଆ ସାଟେଲାଇଟ୍‌ ଫଟୋ ଚିତ୍ରରେ ଏହା ଦର୍ଶାଯାଇଛି।

ଉକ୍ତ ସାଟେଲାଇଟ୍‌ ଫଟୋ ଅନୁଯାୟୀ, ୨୦୧୯ ସୁଦ୍ଧା ଏନ୍‌କ୍ଲେଭର ଅସ୍ଥିତ୍ୱ ନ ଥିଲା। ଅରୁଣାଞ୍ଚଳ ପ୍ରଦେଶରେ ଚାଇନା ନିର୍ମାଣ କରିଥିବା ପ୍ରଥମ ଗ୍ରାମଠାରୁ ୯୩ କିମି ଦୂରରେ ଅଛି ଦ୍ୱିତୀୟ କନକ୍ଲେଭ। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଓ ଅନ୍ତର୍ଜାତୀୟ ସୀମା ମଧ୍ୟରେ ପ୍ରାୟ ୬ କିମି ଭିତରେ ଏହାର ନିର୍ମାଣ କରାଯାଇଛି। ଏହି ସ୍ଥାନକୁ ଭାରତ ସର୍ବଦା ନିଜର ଦର୍ଶାଇଆସିଛି। କିନ୍ତୁ ଭାରତ ଭୂଖଣ୍ଡ ମଧ୍ୟରେ କିଛି ଅଞ୍ଚଳକୁ ଚାଇନା ବେଆଇନ ଭାବେ ମାଡ଼ି ବଶିଛି। ତେବେ ସାଟେଲାଇଟ୍‌ ଫଟୋ ଉପରେ ଏପର୍ଯ୍ୟନ୍ତ ସରକାରୀ ସ୍ତରରେ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ନବନିର୍ବାଚିତ ଏମ୍‌ପିଙ୍କ ପରଲୋକ

ନୂଆଦିଲ୍ଲୀ,୧୮।୯: ରାଜ୍ୟ ସଭାର ନବନିର୍ବଚିତ ସଦସ୍ୟ ଅଶୋକ ଗସ୍ତିଙ୍କ କରୋନାରେ ଦେହାନ୍ତ ଘଟିଛି। ମୃତ୍ୟୁବେଳକୁ ତାଙ୍କର ବୟସ ୫୫ ବର୍ଷ ଥିଲା। ସେପ୍ଟେମ୍ବର ୨ରେ କରୋନା...

ବିପଦ ଉପରେ ବିପଦ: ୧୫ ରାଜ୍ୟରେ ୯,୩୨୦ ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତ, ସର୍ବାଧିକ ଗୁଜରାଟରେ…

ନୂଆଦିଲ୍ଲୀ,୨୨।୫: ଭାରତ ଉପରେ ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି। ଦେଶରେ କରୋନା ମହାମାରୀ ଅଣାୟତ୍ତ ସ୍ଥିତିରେ ରହିଥିବାବେଳେ ବ୍ଲାକ୍‌ ଫଙ୍ଗସ୍‌ ଯୋଗୁ ଆତଙ୍କ...

ଭାଜପାରେ ଯୋଗଦେଇପାରନ୍ତି ମୁଲାୟମଙ୍କ ସାନବୋହୂ

ନୂଆଦିଲ୍ଲୀ,୧୬।୧: ବିଧାନସଭା ମତଦାନ ପୂର୍ବରୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କୁ ଏକ ବଡ ଝଟକା ଲାଗିପାରେ। ମୁଲାୟମ ସିଂ ଯାଦବଙ୍କ ସାନବୋହୂ ଅପର୍ଣ୍ଣା ଯାଦବ...

ଶାହାନଓ୍ବାଜଙ୍କୁ ଆଶ୍ୱସ୍ତି, ହାଇକୋର୍ଟଙ୍କ ଏଫଆଇଆର ରୁଜୁ ଆଦେଶ ଉପରେ ଏସସିଙ୍କ ରୋକ…

ନୂଆଦିଲ୍ଲୀ, ୨୨।୮ : ଭାଜପା ନେତା ଶାହନୱାଜ ହୁସେନଙ୍କୁ ତାଙ୍କ ବିରୋଧରେ ଆସିଥିବା ୨୦୧୮ ବଳାତ୍କାର ମାମଲାରେ ଅପରାଧିକ ଅଭିଯୋଗ ମାମଲାରେ ସୁପ୍ରିମକୋର୍ଟ (ଏସସି) ରେ...

କେଦାରନାଥରେ ଅରେଞ୍ଜ ଆଲର୍ଟ: ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଅପିଲ

ଡେରାଡୁନ,୨୩।୫: ଉତ୍ତରାଖଣ୍ଡରେ ହଠାତ୍‌ ବଦଳୁଥିବା ପାଣିପାଗ ଯୋଗୁ ବର୍ତ୍ତମାନ ଚାରିଧାମ ଯାତ୍ରା ଉପରେ ବ୍ରେକ ଲାଗିଛି। ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ଅରେଞ୍ଜ ଆଲର୍ଟ ଜାରି...

ୟୁଟ୍ୟୁବ ଭାରତର ୧୧ ଲକ୍ଷରୁ ଅଧିକ ଭିଡ଼ିଓ ଡିଲିଟ କଲା, ୪୪ ଲକ୍ଷରୁ ଅଧିକ ଆକାଉଣ୍ଟ ହଟିଲା…

ନୂଆଦିଲ୍ଲୀ, ୨।୬ : ଭାରତରେ ୨୦୨୨ ର ପ୍ରଥମ ତିନି ମାସରେ ୟୁଟ୍ୟୁବ ୧୧ ଲକ୍ଷରୁ ଅଧିକ ଭିଡିଓ ଡିଲିଟ କରିଛି। ବିଶ୍ୱସ୍ତରରେ ଏହି ସଂଖ୍ୟା...

ପାକିସ୍ତାନର ଗୋଟିଏ ହାତରେ ବନ୍ଧୁକ, ଅନ୍ୟ ହାତରେ ବୋମା: ଶଶି ଥରୁର

ନୂଆଦିଲ୍ଲୀ,୧୦।୯: କଶ୍ମୀର ପ୍ରସଙ୍ଗରେ ଅନ୍ୟ ଦେଶର ମଧ୍ୟସ୍ଥତା ଆବଶ୍ୟକ ଆବଶ୍ୟକ ନାହିଁ। ଆମକୁ ପାକିସ୍ତାନ ସହିତ କଥାବାର୍ତ୍ତା କରିବାରେ କୌଣସି ଆପତ୍ତି ନାହିଁ। ଯଦି ପାକିସ୍ତାନ...

ଭାରତ ବନ୍ଦ: ୮ କୋଟିରୁ ଅଧିକ ବ୍ୟବସାୟୀ ହେବେ ସାମିଲ

ନୂଆଦିଲ୍ଲୀ,୨୫।୨: ଫେବୃୟାରୀ ୨୬ରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ଭାରତବନ୍ଦ ଡାକରା ଦିଆଯାଇଛି। ଜିଏସ୍‌ଟିରେ ହୋଇଥିବା କେତେକ ସଂଶୋଧନ ବିରୋଧରେ ୮ କୋଟିରୁ ଅଧିକ...

Advertisement
Archives

Model This Week