ଜାତୀୟ

୮ ମାସ ପରେ ୧୪ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୮।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ୮ ମାସ ପରେ ଦୈନିକ ସଂକ୍ରମଣ ୧୪ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…

‘ଦିଲ୍ଲୀ ପ୍ରଦୂଷଣ ପାଇଁ ପଡ଼ୋଶୀ ଦାୟୀ’

ନୂଆଦିଲ୍ଲୀ,୧୮।୧୦: ଦିଲ୍ଲୀରେ ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଥିବାବେଳେ ଏଥିପାଇଁ ପଡ଼ୋଶୀ ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶ ଉପରେ ଦୋଷ ଲଦିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ। ଏହି ୩ ରାଜ୍ୟରେ ବହୁଳ ଭାବେ ନଡ଼ାମୂଳି ପୋଡ଼ାଯାଉଥିବାରୁ ଦିଲ୍ଲୀର…

ମନମୋହନଙ୍କୁ ଭେଟିବାକୁ ଫଟୋଗ୍ରାଫର ଧରି ଯାଇଥିଲେ ମାଣ୍ଡବ୍ୟ

ନୂଆଦିଲ୍ଲୀ,୧୮।୧୦: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ ମାଣ୍ଡବ୍ୟ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବିଭିନ୍ନ କାର୍ଯ୍ୟକୁ ନେଇ ସମାଲୋଚିତ ହୋଇଆସୁଛନ୍ତି। ସେ କେତେବେଳେ ଟିକାକରଣକୁ ନେଇ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ତ ପୁଣି କେବେ ବିରୋଧୀ ତାଙ୍କ ଇଂଲିଶ ଭାଷା ଜ୍ଞାନ ଉପରେ…

ପ୍ରିୟଙ୍କା ଧରିବେ କଂଗ୍ରେସ ପ୍ରଚାର ମଙ୍ଗ

ନୂଆଦିଲ୍ଲୀ,୧୮।୧୦: ଉତ୍ତର ପ୍ରଦେଶରେ ଆସନ୍ତା ଫେବୃୟାରୀ-ମାର୍ଚ୍ଚ ଆଡ଼କୁ ବିଧାନସଭା ନିର୍ବାଚନ ହେବ। ଏଥିଲାଗି ତାରିଖ ଘୋଷଣାକୁ ଅନେକ ଦିନ ବାକି ଥିବାବେଳେ ସବୁ ରାଜନୈତିକ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତି ଚାଲିଛି। ଏହିକ୍ରମରେ ନିସ୍ତେଜ ଅବସ୍ଥାରେ ପଡ଼ିରହିଥିବା କଂଗ୍ରେସ ପାଇଁ ଲଖିମପୁର…

କେରଳରେ ବର୍ଷା ନେଲାଣି ୨୬ ଜୀବନ

ନୂଆଦିଲ୍ଲୀ, ୧୮।୧୦: କେରଳରେ ଶୁକ୍ରବାରଠାରୁ ପ୍ରବଳ ବର୍ଷା ଲାଗିରହିଥିବାବେଳେ ବନ୍ୟା ଓ ଭୂସ୍ଖଳନରେ ୩ ଶିଶୁଙ୍କ ସମେତ ୨୬ ଜଣଙ୍କ ଜୀବନ ଗଲାଣି। କେବଳ କୋଟ୍ଟାୟାମ ଜିଲାରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଇଡୁକିରେ ୯ ଏବଂ ଆଲାପୁଝା ଜିଲାରେ ୪…

ଉତ୍ତରାଖଣ୍ଡରେ ଜାରି ହେଲା ରେଡ୍‌ ଆଲର୍ଟ

ଡେରାଡୁନ୍‌, ୧୭।୧୦: ଉତ୍ତରାଖଣ୍ଡରେ ସୋମବାର ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଆଲର୍ଟ ଜାରି କରିଛି। ଏପରି କି ୧୭ ଓ ୧୯ ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଫଳରେ ବଦ୍ରିନାଥ ଯାତ୍ରାକୁ…

ବଢ଼ିଲା ବିଶ୍ୱକପ୍‌ ହିରୋଙ୍କ ସମସ୍ୟା

ହାଂସି,୧୭।୧୦: ଅନୁସୂଚିତ ଜାତି ଉପରେ ଅପମାନଜନକ ଟିପ୍ପଣି ଦେଇ ହଟହଟା ହୋଇଛନ୍ତି ଭାରତକୁ ଦୁଇ ଦୁଇ ଥର ବିଶ୍ୱକପ୍‌ ଜିତାଇଥିବା ଯୁବରାଜ ସିଂ। ଏହି ମାମଲାରେ ହିସାର ପୋଲିସ ୨୦୦୭ ଟି୨୦ ବିଶ୍ୱକପ୍‌ ଓ ୨୦୧୧ ବିଶ୍ୱକପ୍‌ ହିରୋ ଯୁବିଙ୍କୁ ଗିରଫ…

ବାପାଙ୍କ ଆଗରେ ଝିଅଙ୍କୁ ମାରିଦେଲା ବାଘ

ସିଓନି(ମଧ୍ୟପ୍ରଦେଶ),୧୭।୧୦: ମଧ୍ୟପ୍ରଦେଶର ସିଓନି ଜିଲାରେ ବାପାଙ୍କ ଆଖି ଆଗରେ ୧୬ ବର୍ଷର ଝିଅଙ୍କୁ ଏକ ଚିତାବାଘ ଝାମ୍ପିନେଇ ମାରିଦେଇଛି। ପାଣ୍ଡିଓ୍ବାଡ଼ା ଗ୍ରାମ ନିକଟବର୍ତ୍ତୀ କାହ୍ନିଓ୍ବାଡ଼ା ଜଙ୍ଗଲ ମଧ୍ୟରେ ଏଭଳି ଅଘଟଣ ଘଟିଥିବା ବନ ବିଭାଗ ରେଞ୍ଜର ୟୋଗେଶ ପଟେଲ ସୂଚନା ଦେଇଛନ୍ତି।…

ବିମାନ ଇନ୍ଧନକୁ ବଳିଗଲା ପେଟ୍ରୋଲ

ନୂଆଦିଲ୍ଲୀ,୧୭।୧୦: ଲଗାତାର ଚତୁର୍ଥ ଦିନ ପାଇଁ ବଢ଼ିଛି ପେଟ୍ରୋଲ ଓ ଡିଜେଲ୍‌ ଦର। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଏହା ପଛର କାରଣ ବୋଲି କୁହାଯାଇଛି। ଜାତୀୟ ରାଜଧାନୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ଲିଟର ପିଛା…

୭୫ ଦିନ ପରେ ମିଳିଲା ପାଇଲଟ୍‌ଙ୍କ ମୃତଦେହ

ପଠାନକୋଟ୍‌,୧୭।୧୦: ଗତ ଅଗଷ୍ଟ ୩ ତାରିଖରେ ପଞ୍ଜାବର ପଠାନକୋଟ ଜିଲାର ରନ୍‌ଜୀତ ସାଗର ଡ୍ୟାମରେ ସେନାର ଏକ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେବେଠାରୁ ହେଲିକାପ୍ଟର ଦ୍ୱିତୀୟ ପାଇଲଟ୍‌ ନିଖୋଜ ଥିଲେ। ଦୀର୍ଘ ୭୫ ଦିନ ଧରି ସ୍ଥଳସେନା ଓ ନୌସେନା ପକ୍ଷରୁ…

୨୫ ମହଲା ଉପରୁ ଖସି ପଡ଼ିଲେ ଯାଅଁଳା ଭାଇ

ଗାଜିଆବାଦ୍‌,୧୭।୧୦: ୧୪ ବର୍ଷୀୟା ଦୁଇ ଯାଅଁଳା ଭାଇ ଆପର୍ଟମେଣ୍ଟର ୨୫ତମ ମହାଲାରୁ ପଡ଼ି ପ୍ରାଣ ହରାଇଛନ୍ତି। ଶନିବାର ରାତିରେ ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ଘଟିଛି ଏଭଳି ଦୁଃଖଦ ଘଟଣା। ତେବେ ଦୁଇ ଭାଇ କେଉଁ ଭଳି ୨୫ ମାହାଲାରୁ ଖସି ପଡ଼ିଲେ,…

ଯୁବତୀଙ୍କ ମୁହଁରୁ ଜବରଦସ୍ତି ବୁର୍ଖା କାଢିଲେ ଦୁର୍ବୁତ୍ତ

ଭୋପାଳ,୧୭।୧୦: ମଧ୍ୟପ୍ରଦେଶର ଭୋପାଳରେ ଏକ ଅଭାବନୀୟ ଘଟଣା ଘଟିଛି। ବିଚ ରାସ୍ତାରେ ଜଣେ ଯୁବତୀଙ୍କୁ ବୁର୍ଖା କାଢିବାକୁ ବାଧ୍ୟ କରାଯାଇଛି। ଏହି ଦୃଶ୍ୟଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣା ଭୋପାଳର ଇସଲାମନଗର ଅଞ୍ଚଳରେ ଘଟିଛି। ଜଣେ ପୁଅ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri