ଜାତୀୟ

‘ନଓ୍ବାବ ମଲିକଙ୍କ ଅଣ୍ଡରଓ୍ବାଲର୍‌ଡ ଲିଙ୍କ୍‌’

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ନଓ୍ବାବ ମଲିକଙ୍କ ଅଣ୍ଡରଓ୍ବାଲର୍‌ଡ ଲିଙ୍କ୍‌ ରହିଛି। ସେ ଓ ତାଙ୍କ ପରିବାର ସଦସ୍ୟମାନେ ଅଣ୍ଡରଓ୍ବାଲର୍‌ଡ ସହିତ ଜଡ଼ିତ ଲୋକଙ୍କଠାରୁ ଜମି କିଣିଛନ୍ତି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ପ୍ରଭାବଶାଳୀ ନେତା ନଓ୍ବାବ…

ଜୋରାମ୍‌ଥାଙ୍ଗା ଦୋଷମୁକ୍ତ

ଆଇଜଲ, ୧୦ା୧୧: କ୍ଷମତାର ଅପବ୍ୟବହାର ଏବଂ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏକ ସ୍ବତନ୍ତ୍ର କୋର୍ଟ ମିଜୋରାମ୍‌ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କୁ ଦୋଷମୁକ୍ତ କରିଛନ୍ତି। ଦୁର୍ନୀତି ନିରୋଧୀ ସଂସ୍ଥା ପିପୁଲ ରାଇଟ୍‌ ଟୁ ଇନଫର୍ମେଶନ ଏବଂ ଡେଭେଲପମେଣ୍ଟ ଇମ୍ପ୍ଲିମେଣ୍ଟିଂ ସୋସାଇଟି ଅଫ୍‌…

‘ଜାତୀୟ ସ୍ବାର୍ଥ ହାନି କରିଛି କେନ୍ଦ୍ର’

ନୂଆଦିଲ୍ଲୀ, ୧୦ା୧୧: ଫ୍ରାନ୍ସରୁ ରାଫାଲ ଯୁଦ୍ଧ ବିମାନ କିଣିବା ପାଇଁ ଭାରତ ସହ ହୋଇଥିବା ଚୁକ୍ତିରେ ୬୫ କୋଟି ଟଙ୍କା ଲାଞ୍ଚ କାରବାର, ନକଲି ଇନ୍‌ଭଏସ୍‌ ପ୍ରସ୍ତୁତ ଆଦି ବେଆଇନ କାର୍ଯ୍ୟକଳାପକୁ ନେଇ ମିଡିଆପାର୍ଟ ପୋର୍ଟାଲରେ ରିପୋର୍ଟ ପ୍ରକାଶ ପାଇବା ପରେ…

ରାଜସ୍ଥାନରେ କମିବ ତୈଳ ଦର

ଯୋଧପୁର,୧୦।୧୧: ଭାଜପା ଶାସିତ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର କମିବା ପରେ ରାଜସ୍ଥାନରେ ତୈଳ ଉପରୁ ଭ୍ୟାଟ ହ୍ରାସ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଗତ ୩ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ…

ଫେଲ ମାରିଲା ପାଣିପାଗ ବିଭାଗ

ଚେନ୍ନାଇ,୯।୧୧: ଗତ ୬ ତାରିଖ ରାତିରେ ଚେନ୍ନାଇରେ ୨୦ ସେଣ୍ଟିମିଟର ବର୍ଷା ହୋଇଥିଲା। ୨୦୧୫ ବନ୍ୟା ପରେ ଏଭଳି ବର୍ଷା ଦେଖି ନ ଥିଲା ଚେନ୍ନାଇ। ତେବେ ବନ୍ୟାର କ୍ଷୟକ୍ଷତିକୁ ରୋକାଯାଇ ପାରିଥାନ୍ତା। ମାତ୍ର ସ୍ଥାନୀୟ ପାଣିପାଗ ବିଭାଗର ଆକଳନ ହିଁ…

ଲୋକଙ୍କ ଉପରେ ମାଡ଼ିଗଲା ଅଡି କାର

ଯୋଧପୁର,୯।୧୧: ରାଜସ୍ଥାନ ଯୋଧପୁର ସହରର ଏମ୍ସ ରୋଡରେ ମଙ୍ଗଳବାର ଏକ ଭୟଙ୍କର ଦୃର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ଅଡି କାର ରାସ୍ତାରେ ଯାଉଥିବା ଲୋକଙ୍କୁ ଦଳି ଦେବା ସହ ପଶି ଯାଇଛି ଏକ ଝୁମ୍ପୁଡି ଘରେ। ଘଟଣାସ୍ଥଳରେ ଜଣେ…

‘ଯୋଗୀଙ୍କ ଭଳି ମୋର ବି ପରିବାର ନାହିଁ, ନିଜ ଦମ୍‌ରେ ଲଢିବି ନିର୍ବାଚନ’

ଲକ୍ଷ୍ନୌ, ୯।୧୧: ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଭିନ୍ନ ପାର୍ଟି ପକ୍ଷରୁ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ମଙ୍ଗଳବାର ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଭାଜପା ଏବଂ ଅନ୍ୟ ଦଳ ଉପରେ କଡ଼ା ଟାର୍ଗେଟ କରିଥିଲେ। ସେ କହିଛନ୍ତି…

ଫଡନବିଶଙ୍କ ଅଭିଯୋଗକୁ ନେଇ ନୱାବ କହିଲେ କାଲି ପକାଇବେ ହାଇଡ୍ରୋଜେନ ବମ୍‌

ମୁମ୍ବାଇ,୯ ।୧୧: ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକଙ୍କର ଅଣ୍ଡରୱାର୍ଲଡ ସମ୍ପର୍କ ଥିବା କହିଥିଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ । ଏହାର ଉତ୍ତର ଦେବାକୁ ଯାଇ ମଲିକ କହିଛନ୍ତି ଫଡନବିଶଙ୍କ ଅଭିଯୋଗରେ କୌଣସି ସତ୍ୟତା…

ତିନି ଦିନ ହେଲା ଲାଗି ରହିଛି ବର୍ଷା ,୫ ମୃତ

ଚେନ୍ନାଇ,୯।୧୧: ତାମିଲନାଡୁର ବିଭିନ୍ନ ସ୍ଥାନରେ ଲଗାତର ତିନି ଦିନ ହେଲା ବର୍ଷାଜାରି ରହିଛି । ବର୍ଷା ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ୫ଶହରୁ ଅଧିକ ଲୋକ ବାସହରା ହୋଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ…

ଆଶିଷଙ୍କ ବନ୍ଧୁକରୁ ହୋଇଥିଲା ଫାୟାରିଂ…

ଲକ୍ଷ୍ନୌ,୯।୧୧: ଅକ୍ଟୋବର ୩ରେ, ଲଖିମପୁର ଖେରିରେ କୃଷକମାନେ ଏକ କାର୍‌ ଦ୍ୱାରା ଚାପି ହୋଇଯିବା ଘଟଣାରେ ଏକ ନୂଆ ପର୍ଦ୍ଦାଫାଶ୍‌ ହୋଇଛି। ଏହି ମାମଲାରେ ଫୋରେନ୍ସିକ ଲ୍ୟାବ୍‌ର ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଦଙ୍ଗା ସମୟରେ ଘଟିଥିବା ଗୁଳି ବିନିମୟରେ କେନ୍ଦ୍ର…

ଅଖିଳେଶ ଆଣିଲେ ସମାଜବାଦୀ ପରଫ୍ୟୁମ୍‌…

ନୂଆଦିଲ୍ଲୀ,୯।୧୧: ଉତ୍ତରପ୍ରଦେଶରେ ଆସନ୍ତା ୨୦୨୨ ବର୍ଷରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ସମାଜବଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସମାଜବାଦୀ ପରଫ୍ୟୁମ୍‌ର ଶୁଭାରମ୍ଭ କରିଛନ୍ତି। ଉତ୍ତରପ୍ରଦେଶ ନିର୍ବାଚନ ଏବେ ମହକିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଦେଶର…

ଅଣ୍ଡରୱାର୍ଲଡ ସହ ରହିଛି ନୱାବ ମଲିକଙ୍କ ସିଧା ସମ୍ପର୍କ: ଫଡନବିଶ

ମୁମ୍ବାଇ,୯ ।୧୧: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଏନ୍‌ସିପି ନେତା ନୱାବ ମଲିକଙ୍କ ଉପରେ କିଛି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଫଡନବିଶ କହିଛନ୍ତି ନୱାବ ମଲିକଙ୍କ ସମ୍ପର୍କ ସିଧାସଳଖ ଅଣ୍ଡୱାର୍ଲଡ ସହ ରହିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri