କଶ୍ମୀର ପଣ୍ଡିତଙ୍କ ଦୋକାନରେ କାମ କରୁଥିବା ସେଲସ୍ ମ୍ୟାନଙ୍କୁ ହତ୍ୟା
ଜମ୍ମୁ,୯ ।୧୧: କଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ଟାର୍ଗେଟ କିଲିଂ ଜାରି ରହିଛି । ସୋମବାର କଶ୍ମୀରର ଶ୍ରୀନଗରରେ ଆଙ୍କବାଦୀମାନେ ପୁଣି ଏକ ଟାର୍ଗେଟ କିଲିଂ କରିଛନ୍ତି । ରାତି ପାଖାପାଖି ୮ଟା ସମୟରେ ବୋହରି କଦଲ ଅଞ୍ଚଳରେ ଆତଙ୍କବାଦୀମାନେ କଶ୍ମୀର ପଣ୍ଡିତଙ୍କ…
ରାଣୀ ଲକ୍ଷ୍ମୀବାଇଙ୍କ ୧୯୩ତମ ଜନ୍ମଦିନରେ ପାଳନ ହେବ ରାଷ୍ଟ୍ରୀୟ ପ୍ରତିରକ୍ଷା ସମର୍ପଣ ପର୍ବ
ନୂଆଦିଲ୍ଲୀ,୯ ।୧୧: ଝାନ୍ସି ରାଣୀ ଲକ୍ଷ୍ମୀବାଇଙ୍କ ୧୯୩ ତମ ଜନ୍ମଦିନ ଅବସରରେ ଝାନ୍ସିରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରୀୟ ପ୍ରତିରକ୍ଷା ସମର୍ପଣ ପର୍ବ(୧୭-୧୯ ନଭେମ୍ବର)ପାଳନ ହେବାକୁ ଯାଉଛି । କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ସେନାଙ୍କ ଶକ୍ତି ଓ ଡିଫେନ୍ସ ପିଏସୟୁର ଅସ୍ତ୍ର ଓ…
କମଳା ନେହେରୁ ହସ୍ପିଟାଲରେ ଲାଗିଲା ନିଆଁ: ୪ ଶିଶୁ ମୃତ, ୩୬ ସୁରକ୍ଷିତ
ଭୋପାଳ,୯ ।୧୧: ମଧ୍ୟପ୍ରଦେଶ ଭୋପାଳର ହମିଦିୟା ହସ୍ପିଟାଲ କ୍ୟାମ୍ପସରେ ଥିବା କମଳା ନେହେରୁ ହସ୍ପିଟାଲରେ ସୋମବାର ରାତିରେ ନିଆଁ ଲାଗି ଯାଇଛି । ଏହା ବିଲଡିଂର ତୃତୀୟ ମହଲାରେ ଥିବା ପେଡିଆଟ୍ରିକ ବିଭାଗରେ ଲାଗିଯିବାରୁ ୱାର୍ଡରେ ଥିବା ୪ ଜଣ ଶିଶୁଙ୍କର…
୨୯ରୁ ପାର୍ଲାମେଣ୍ଟ ଶୀତ ଅଧିବେଶନ
ନୂଆଦିଲ୍ଲୀ, ୮।୧୧: ନଭେମ୍ବର ୨୯ରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିପିଏ) ସୋମବାର ଏନେଇ ସୁପାରିସ କରିଛି। ପୂର୍ବ ଅଧିବେଶନ ଭଳି ଏଥର ମଧ୍ୟ କୋଭିଡ୍-୧୯ ନିୟମାବଳୀ…
ସ୍ପାଇସଜେଟର ବଡ ଘୋଷଣା : ଇଏମଆଇରେ କରିପାରିବେ ଯାତ୍ରା
ନୂଆଦିଲ୍ଲୀ,୮।୧୧: ସ୍ପାଇସଜେଟ ବଡ ଘୋଷଣା କରିଛି । ଏଣିକି ଖାଲି ଧନୀ ନୁହେଁ ସାଧାରଣ ଲୋକ ବି ବିମାନରେ ଯାତ୍ରା କରିପାରିବେ। ଏମିତି ଏକ ସୁବିଧା ଏବେ ବିମାନ କମ୍ପାନୀ ସ୍ପାଇସଜେଟ ଆଣିଛି। ବାକିରେ ଟିକେଟ୍ ବୁକ୍ କରି ଏହାକୁ ଇଏମଆଇ…
ସନ୍ଥ ଜ୍ଞାନେଶ୍ୱର-ତୁକାରାମ ମହାରାଜ ପାଲକି ମାର୍ଗ ୪ ଲେନ ହେବ
ନୂଆଦିଲ୍ଲୀ,୮ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମହାରାଷ୍ଟ୍ରର ସନ୍ଥ ଜ୍ଞାନେଶ୍ୱର ପାଲକି ମାର୍ଗ(ଏନ୍ଏଚ୍-୯୬୫)ର ପଞ୍ଚମ ଖଣ୍ଡ ଓ ସନ୍ଥ ତୁକାରାମ ମହାରାଜ ପାଲକି ମାର୍ଗ(ଏନ୍ଏଚ୍-୯୬୫ଜି)ର ତୃତୀୟ ଖଣ୍ଡକୁ ୪ ଲେନ କରିବାର ଯୋଜନାର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ…
ଆଫଗାନିସ୍ତାନକୁ ନେଇ ୧୦ ନଭେମ୍ବରରେ ଅଜିତ ଡୋଭାଲଙ୍କ ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ,୮ ।୧୧: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନ୍ଏସ୍ଏ) ଅଜିତ ଡୋଭାଲଙ୍କ ନେତୃତ୍ୱରେ ରାଜଧାନୀ ଦିଲ୍ଲୀରେ ଆଫଗାନିସ୍ତାନକୁ ନେଇ ବିଶ୍ୱର ଅଧିକାଂଶ ଦେଶର ସୁରକ୍ଷା ପରାମର୍ଶଦାତାଙ୍କ ସହ ବୁଧବାର ଅର୍ଥାତ୍ ୧୦ ନଭେମ୍ବରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ସବୁଠାରୁ ବଡ…
ଟି-୨୦ ଓ୍ବାଲର୍ଡ କପ୍ରୁ ଭାରତ ବାହାର, ବିଜ୍ଞାପନ ଆୟରେ ୧ ହଜାର କୋଟି କ୍ଷତି ହେବା ଆଶଙ୍କା…
ନୂଆଦିଲ୍ଲୀ,୮।୧୧: ଯାହା ଆଶଙ୍କା କରାଯାଉଥିଲା ତାହା ଘଟିଲା। ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିପାରି ନାହିଁ। ଭାରତୀୟ ପ୍ରଶଂସକମାନେ ଏହା ଦ୍ୱାରା କେବଳ ନିରାଶ ନୁହଁନ୍ତି, ମ୍ୟାଚର ବିଜ୍ଞାପନ ସ୍ଲଟ କିଣୁଥିବା ଏବଂ ବିକ୍ରୟ କରୁଥିବା ଏଜେନ୍ସିମାନେ…
୨୪ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯିବ ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ,୮।୧୧: ଆସନ୍ତା ବର୍ଷ ମାର୍ଚ୍ଚରେ ଅଷ୍ଟ୍ରେଲିଆ ଦଳ ପାକିସ୍ତାନ ଗସ୍ତ କରିବାକୁ ରାଜି ହୋଇଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସୋମବାର ଏହା ନିଶ୍ଚିତ କରିଛି। ୧୯୯୮ ପରଠାରୁ ଏହା ଅଷ୍ଟ୍ରେଲିଆର ପାକିସ୍ତାନ ଗସ୍ତ ହେବ। ଏହି ଗସ୍ତରେ ଦୁଇ ଦଳ…
ଉପହାର ଫାୟାର ଟ୍ରାଜେଡି ମାମଲା: ସୁଶୀଲ-ଗୋପାଳଙ୍କୁ ୭ ବର୍ଷ ଜେଲ
ନୂଆଦିଲ୍ଲୀ,୮ ।୧୧: ଉପହାର ସିନେମା ଅଗ୍ନିକାଣ୍ଡ ମାମଲାରେ ଦିଲ୍ଲୀର ପଟିୟାଲା ହାଉସ କୋର୍ଟ ତଥ୍ୟକୁ ନେଇ ସାକ୍ଷୀଙ୍କୁ ଏପଟ ସେପଟ କରିବା ମାମଲାରେ ସୁଶୀଲ ଅଂସଲ ଓ ଗୋପଳ ଅଂସଲଙ୍କୁ ୭ ବର୍ଷ ଲେଖାଏଁ ସଜା ଶୁଣାଇଛନ୍ତି । ୧୯୯୭ରେ ଉପହାର…
ଦଶମ ଓ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ପାଇଁ ନିର୍ଦ୍ଦେଶନାମା ଜାରି କଲା ସିବିଏସ୍ସି
ନୂଆଦିଲ୍ଲୀ,୮।୧୧: ସିବିଏସ୍ସି ଦଶମ ଓ ଦ୍ବାଦଶର ଟର୍ମ-୧ ପରୀକ୍ଷାକୁ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ମଙ୍ଗଳବାର ସିବିଏସ୍ସି ପୋର୍ଟାଲରେ ନଭେମ୍ବର ଓ ଡିସେମ୍ବରରେ ହେବାକୁ ଥିବା ପରୀକ୍ଷା ପାଇଁ ଛାତ୍ରୀଛାତ୍ରଙ୍କ ରୋଲ ନମ୍ବର ଅପଲୋଡ଼ କରାଯିବ । ୪୫ରୁ ୫୦…
ମୁଜଫରନଗର ହିଂସାକୁ ନିର୍ବାଚନି ଅସ୍ତ୍ର କରିବେନି ଯୋଗୀ
ଲକ୍ଷ୍ନୌ,୮ ।୧୧: ପାଖେଇ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ସୋମବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୈରାନା ପହଞ୍ଚିଛନ୍ତି । ସେଠାରେ ସେ କହିଛନ୍ତି ଏହା ପୂର୍ବର ସରକାରଙ୍କର ରାଜନୈତିକ ଅପରାଧିକରଣର ଶିକାର ହୋଇଥିଲେ ଲୋକେ । ହେଲେ ଏବେ…
Archives


