ଆଇସିୟୁ ଛାତରୁ ପଡ଼ୁଛି ପାଣି: ରୋଗୀ ହନ୍ତସନ୍ତ
ଭୋପାଳ,୧୮।୫: କରୋନା ସମୟରେ ହସ୍ପିଟାଲରେ ରୋଗୀଙ୍କୁ ଭଲ ସ୍ବାସ୍ଥ୍ୟସେବା ଯୋଗାଇଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ମଧ୍ୟପ୍ରଦେଶ ରାଜଗଡ଼ ଜିଲାରୁ ଆସିଥିବା ଏକ ଭିଡିଓ ଏହାର ବାସ୍ତବିକ ଚିତ୍ର ସାମ୍ନାକୁ ଆଣିଛି। ସୂଚନାଯୋଗ୍ୟ, ଗତବର୍ଷ ରାଜଗଡ଼ ଜିଲାର ଏକ...
ପୁଣି ବଦଳିପାରେ ନିୟମ: କରୋନାରୁ ସୁସ୍ଥ ହେବା ପରେ ଭାକ୍ସିନ ପାଇଁ ଅପେକ୍ଷା କରିବାକୁ ପଡ଼ିବ ୯ମାସ
ନୂଆଦିଲ୍ଲୀ,୧୮।୫: କରୋନା ଭାଇରସ୍କୁ ହରାଇବା ପାଇଁ ଭାକ୍ସିନକୁ ଏକମାତ୍ର ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି। ଏଥିପାଇଁ ସାରା ଦେଶରେ ଟିକାକରଣ କାମ ଜାରି ରହିଛି। ଇତିମଧ୍ୟରେ ଗତ କିଛି ଦିନ ହେଲା ଭାକ୍ସିନ ନୀତିରେ ପରିବର୍ତ୍ତନ କରାଯାଉଥିବା ଦେଖିବାକୁ ମିଳିଛି।...
କରୋନା ଚିକିତ୍ସାରୁ ହଟିଲା ପ୍ଲାଜ୍ମା ଥେରାପି…
ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ଚିକିତ୍ସା ମାର୍ଗଦର୍ଶିକାରୁ କନଭାଲସେଣ୍ଟ୍ ପ୍ଲାଜ୍ମା ଥେରାପିକୁ ହଟାଇ ଦିଆଯାଇଛି। ଆଇସିଏମ୍ଆର ପକ୍ଷରୁ ଏହି ନିଷ୍ପତ୍ତିି ଗ୍ରହଣ କରାଯାଇଛି। ଏଥିରୁ ସୁଫଳ ମିଳୁ ନ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଗତବର୍ଷ ୪୦୦ଜଣଙ୍କ ଠାରେ ଆଇସିଏମ୍ଆର୍ ପକ୍ଷରୁ...
କଂଗ୍ରେସକୁ ସଲମାନଙ୍କ ପରାମର୍ଶ: ଭାଜପା ପରି ବଡ଼ କଥା ଭାବନ୍ତୁ, ଏହା ହେଉଛି ସଫଳତାର ଏକମାତ୍ର ସୁତ୍ର
ନୂଆଦିଲ୍ଲୀ,୧୮।୫: କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ନିଜ ଦଳକୁ ଏକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସ ଦଳ ଭାଜପା ପରି ବଡ଼ ଭାବିବା ଉଚିତ, ଏହାଦ୍ୱାରା ହଁି ଦଳ କେବଳ ବର୍ତ୍ତମାନ ପରିସ୍ଥିତିରୁ ବାହାରିପାରିବ। କଂଗ୍ରେସ ଏହି...
ତାଉକ୍ତାଏ ତାଣ୍ଡବ: ସମୁଦ୍ରରେ ଫସିଥିବା ୧୭୭ଲୋକଙ୍କୁ ରେସକ୍ୟୁ କଲା ନୌସେନା
ମୁମ୍ବାଇ,୧୮।୫: ସାମୁଦ୍ରିକ ଝଡ଼ ତଉକ୍ତାଏ ସୋମବାର ରାତିରେ ଗୁଜରାଟର ସୌରାଷ୍ଟ୍ର ଉପକୂଳ ଡିଉଠାରେ ଲ୍ୟାଣ୍ଡଫଲ୍ କରିଛି। ଏହାର ପ୍ରଭାବରେ ମହାରାଷ୍ଟ୍ରରୁ ଆରମ୍ଭ କରି ଗୁଜରାଟ ପର୍ଯ୍ୟନ୍ତ ଏହାର ତାଣ୍ଡବ ଦେଖିବାକୁ ମିଳିଛି। ବାତ୍ୟା ଯୋଗୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା...
ଦୁନିଆକୁ ଏକାଠି ଆସିଥିଲେ, ଏକାଠି ଗଲେ ଦୁଇ ଭାଇ
ମିରୁଟ,୧୮।୫: ମହାମାରୀ କରୋନା ଅନେକ ଲୋକଙ୍କ ଘରସଂସାର ଉଜାଡି ଦେଇଛି। ଉତ୍ତରପ୍ରଦେଶର ମିରୁଟରେ ରହୁଥିବା ରାଫେଲ ପରିବାରର କାହାଣୀ ଅତ୍ୟନ୍ତ ଯନ୍ତ୍ରଣାଦାୟକ। କରୋନା ପରିବାରର ଦୁଇ ଯାଆଁଳା ଭାଇ ଜୋଫ୍ରେଡ ଭର୍ଘିସ ଗ୍ରେଗୋରୀ ଏବଂ ରାଲଫ୍ରେଡ ଜର୍ଜ ଗ୍ରେଗୋରୀ କରୋନାରେ...
ନବଜାତ ଶିଶୁଙ୍କ ପାଦ କାମୁଡ଼ି ଖାଇଲା ମୂଷା…
ଇନ୍ଦୋର,୧୮।୫: ହସ୍ପିଟାଲରେ ଚିକିତ୍ସାରେ ଅବହେଳା ହୋଇଥିବା ଏକ ଘଟଣା ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ମଧ୍ୟପ୍ରଦେଶ ଇନ୍ଦୋରର ମହାରାଜ ଯଶଓ୍ବନ୍ତରାୟ ସରକାରୀ ହସ୍ପିଟାଲରେ ଜଣେ ନବଜାତ ଶିଶୁଙ୍କ ପାଦ ମୂଷା କାମୁଡ଼ି ଖଣ୍ଡିଆ କରି ଦେଇଥିବା...
କରୋନାର ଦ୍ୱିତୀୟ ଲହରରେ ଗଲାଣି ୨୬୯ ଡାକ୍ତରଙ୍କ ଜୀବନ
ନୂଆଦିଲ୍ଲୀ,୧୮।୫: ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରିଛି। ଆଇଏମଏ ଅନୁଯାୟୀ, କରୋନାର ଦ୍ୱିତୀୟ ଲହର ସମୟରେ ଏପର୍ଯ୍ୟନ୍ତ ୨୬୯ ଡାକ୍ତରଙ୍କର ମୃତ୍ୟୁ ଘଟିଛି। ଆଇଏମଏ ସମସ୍ତ ରାଜ୍ୟ ପାଇଁ ତଥ୍ୟ ପ୍ରକାଶ କରିଛି। ତେବେ...
ଟିକା ନେବା ପରେ ଏଭଳି ଲକ୍ଷଣ ବିପଦର ସଙ୍କେତ: ସତର୍କ ସୂଚନା ଜାରି…
ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ବିଟ୍ରେନରେ ଆଷ୍ଟ୍ରାଜେନିକା-ଅକ୍ସଫୋର୍ଡ ଟିକା ଭଳି ଭାରତରେ ଦିଆ ଯାଉଥିବା କୋଭିଶିଲ୍ଡ ଟିକାରେ ମଧ୍ୟ ସମାନ ପ୍ରକାର ରକ୍ତ...
ଆସନ୍ତା ସପ୍ତାହରୁ ଆଞ୍ଚଳିକ ଭାଷାରେ କୋଓ୍ବିନ୍ ପୋର୍ଟାଲ
ନୂଆଦିଲ୍ଲୀ, ୧୮।୫(ପି.ଟି.): ଆଗାମୀ ସପ୍ତାହରେ କୋଓ୍ବିନ ପୋର୍ଟାଲ ହିନ୍ଦୀ ଏବଂ ୧୪ ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ। ଫଳରେ କୋଭିଡ୍ ଟିକା ନେବା ପାଇଁ ନାମ ପଞ୍ଜୀକରଣ ଓ ସ୍ଲଟ ବୁକିଂ ସହଜ ହୋଇପାରିବ। ଏହାବ୍ୟତୀତ କୋଭିଡ୍-୧୯ର ବିଭିନ୍ନ ଭାରିଆଣ୍ଟ...
ଦିଲ୍ଲୀରୁ ଜୈଶ ଆତଙ୍କବାଦୀ ଗିରଫ
ନୂଆଦିଲ୍ଲୀ, ୧୮।୫: ଦିଲ୍ଲୀରୁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ (ଜେଇଏମ୍)ର ସଦସ୍ୟ ଜନ୍ ମହମ୍ମଦ ଦର୍ଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ଘର ଜମ୍ମୁ-କଶ୍ମୀରର ପୁଲ୍ଓ୍ବାମାରେ। ସେ ଦଶନା ଦେବୀ ମନ୍ଦିର ପୂଜକ ସ୍ବାମୀ ଯତି ନରସିଂହାନନ୍ଦ ସରସ୍ବତୀଙ୍କୁ ହତ୍ୟା...
ଆଇଟି ନିୟମ ଉଲ୍ଲଂଘନ କରୁଛି ହ୍ବାଟ୍ସଆପ୍
ନୂଆଦିଲ୍ଲୀ, ୧୮ା୫: ସୋସିଆଲ ମେସେଜିଂ ଆପ୍ଲିକେଶନ ହ୍ବାଟ୍ସଆପ୍ର ନୂଆ ପଲିସି ଭାରତର ସୂଚନା ପ୍ରଯୁକ୍ତି (ଆଇଟି) ଆଇନକୁ ଉଲ୍ଲଂଘନ କରୁଛି ବୋଲି ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ଆପ୍ର ନୂଆ ପ୍ରାଇଭେସି ପଲିସି ବିରୋଧରେ ଦାଖଲ...
Archives


