ଏବେ ଦିନକୁ ଥରେ ଖାଉଛନ୍ତି ମୋଦି: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୯।୮: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ଟୋକିଓ ଅଲିମ୍ପିକ୍ସର ଭାଗ ନେଇଥିବା ଖେଳାଳିଙ୍କ ସହିତ ଏକ ଜଳଖିଆ ପାର୍ଟି କରିଥିଲେ। ପ୍ରଧାନମନ୍ତ୍ରୀ ସରକାରୀ ବାସଭବନରେ ଏହି ପାର୍ଟିର ଆୟୋଜନ କରାଯାଇଥିଲା। ଏହି ସମୟରେ ସେ ଖେଳାଳିଙ୍କ ସହ ଅନେକ…
ତାଲିବାନକୁ ସମର୍ଥନ କରୁଥିବା ଲୋକଙ୍କୁ ଲଜ୍ୟା ଲାଗିବା ଦରକାର: ଯୋଗୀ
ଲକ୍ଷ୍ନୌ,୧୯ ।୮: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଲିବାନ ସମର୍ଥକଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେଉଁମାନେ ତାଲିବାନକୁ ସମର୍ଥନ କରୁଛନ୍ତି ସେମାନେ ସେଠାକାର ମହିଳା ଓ ଶିଶୁଙ୍କ ପରିସ୍ଥିତି ଦେଖିବା ଦରକାର । ଗୁରୁବାର ବିଧାନସଭା…
ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତିଙ୍କୁ ସମର୍ଥନ କଲେ ଭାଜପା ନେତା
ନୂଆଦିଲ୍ଲୀ,୧୯ ।୮: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପୂର୍ବରୁ ଆଫଗାନୀସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡି ପଳାୟନ କରିଥିଲେ । ସେ ବିଭିନ୍ନ ଦେଶ ସହ ସମ୍ପର୍କ କରିଥିଲେ ମଧ୍ୟ କେହି ତାଙ୍କୁ ରଖିବାକୁ ରାଜି ହୋଇ…
ମୁଖ୍ୟମନ୍ତ୍ରୀଙ୍କ ପାଇଁ ୨ କୋଟି ଟଙ୍କାର ମନ୍ଦିର ନିର୍ମାଣ କଲେ ଆନ୍ଧ୍ର ବିଧାୟକ
ହାଇଦ୍ରାବାଦ: ବିଶ୍ୱସ୍ତତା ଏବଂ ସମର୍ଥନର ଏକ ଅପ୍ରତ୍ୟାଶିତ ପ୍ରଦର୍ଶନସ୍ବରୂପ ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟିର ଜଣେ ଆନ୍ଧ୍ରପ୍ରଦେଶ ବିଧାୟକ ଚିତ୍ତୋର ଜିଲାର ଶ୍ରୀକାଲାହାଷ୍ଟୀରେ ଏକ ବିରାଟ ମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ। ସେ ଏହାକୁ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ୍ ମୋହନ ରେଡ୍ଡୀଙ୍କୁ ଉତ୍ସର୍ଗ…
ଲଭ୍ ଜିହାଦ ମାମଲାରେ ଯୁବତୀଙ୍କୁ ଧୋକା ଦେବାର ପ୍ରମାଣ ଜରୁରୀ ବୋଲି କହିଲେ ହାଇକୋର୍ଟ…
ଅହମଦାବାଦ୍,୧୯।୮: ଲଭ୍ ଜିହାଦ ଉପରେ ଗୁଜରାଟ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ରାଜ୍ୟର ଲଭ ଜିହାଦ ଆକ୍ଟର କିଛି ଧାରା ଉପରେ କୋର୍ଟ ରୋକ ଲଗାଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଯଦି ଏହା ପ୍ରମାଣିତ ନ ହୁଏ ଯେ ଯୁବତୀଙ୍କୁ…
ରାଜୌରିରେ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ: ଜୁନିୟର କମିଶନଡ ଅଫିସର ଶହୀଦ
ଜମ୍ମୁ,୧୯ ।୮: ଜମ୍ମୁର ରାଜୌରୀରେ ସୁରଡକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଏଥିରେ ଜଣେ ଜୁନିୟର କମିଶନଡ ଅଫିସର ଶହୀଦ ହୋଇ ଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଥାନାମଣ୍ଡି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା…
ଚିରାଗଙ୍କ ସହ ସାକ୍ଷାତ୍କାର ସମୟରେ ଭାବୁକ ହେଲେ ଶରଦ ଯାଦବ
ପାଟନା,୧୯ ।୮: ଚିରାଗ ପାଶୱାନ ଗୁରୁବାର ବରିଷ୍ଠ ନେତା ଶରଦ ଯାଦବଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି । ବିହାରରେ ହେଉଥିବା ଆଶୀର୍ବାଦ ଯାତ୍ରା ପାଇଁ ମାର୍ଗଦର୍ଶନଓ ଆଶୀର୍ବାଦ ନେଇଛନ୍ତି ଚିରାଗ । ପାଶୱାନ ତାଙ୍କ ମା’ଙ୍କ ସହ ମିଶି ଦିଲ୍ଲୀରେ ଶରଦ ଯାଦବଙ୍କୁ…
ଚଳନ୍ତା କାର୍ରେ ହଠାତ୍ ଲାଗିଲା ନିଆଁ, ଆଉ ତା’ ପରେ…
ଲକ୍ଷ୍ନୌ,୧୯ା୮: ଉତ୍ତରପ୍ରଦେଶର ବାରାଣସୀରେ ଏକ ଚଳନ୍ତା କାର୍ରେ ନିଆଁ ଲାଗିଥିବା ଦୃଶ୍ୟର ଭିଡିଓ ଭାଇରାଲ ହେଉଛି। ବୁଧବାର ବିଳମ୍ବିତ ରାତିରେ ଲଙ୍କା ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି। କାର୍ର ଆଗ ବନେଟ୍ ତଳେ ଥିବା ଇଞ୍ଜିନ୍ ଶଟ୍ସର୍କିଟ ହେବାରୁ ନିଆଁ…
ମମତାଙ୍କୁ ଝଟ୍କା, ନିର୍ବାଚନ ପରବର୍ତ୍ତୀ ହିଂସାର ଯାଞ୍ଚ୍ କରିବ ସିବିଆଇ…
କୋଲକାତା,୧୯।୮: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ବଡ଼ ଝଟ୍କା ଲାଗିଛି। ସରକାର ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ସିବିଆଇ ତଦନ୍ତ ପାଇଁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ମମତା ଦିଦିଙ୍କ ସମସ୍ୟା…
ଭାଜପା ନେତାଙ୍କୁ ଚା’ ପିଇବାକୁ ମମତାଙ୍କ ନିମନ୍ତ୍ରଣ ପରେ ବଢୁଛି ରାଜନୈତିକ ଚର୍ଚ୍ଚା
କୋଲକତା,୧୯।୮:ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ରାଜ୍ୟ ସଭାପତି ଦିଲୀପ ଘୋଷଙ୍କୁ ରାଜ୍ୟ ସଚିବାଳୟରେ ଚା ’ ପାଇଁ ନିମନ୍ତ୍ରଣ କରିବା ପରେ ରାଜନୈତିକ କଳ୍ପନାଜଳ୍ପନା ତୀବ୍ର ହୋଇଛି। ଏହି ନିମନ୍ତ୍ରଣ ପରେ ଚର୍ଚ୍ଚା ହେଉଛି ଯେ, ମମତା ବାନାର୍ଜୀ ବଙ୍ଗଳାରେ…
ଆଫଗାନିସ୍ତାନରେ ଆଜମଗଡର ୨୮ବାସିନ୍ଦା, ପାସପୋର୍ଟ ନେଲେ ଛଡ଼ାଇ…
କାବୁଲ/ନୂଆଦିଲ୍ଲୀ,୧୯।୮: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ସେଠାରେ ଜୀବନ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଛି। ଦେଶର ଅବସ୍ଥା ବିଗିଡିଯିବାରୁ ବହୁ ଭାରତୀୟ ସ୍ବଦେଶ ଫେରିଥିବାବେଳେ କେତେକ ବର୍ତ୍ତମାନ ସେଠାରେ ଅଟକି ରହିଛନ୍ତି। ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ ଚାଲିଛି। ଉତ୍ତରପ୍ରଦେଶର…
ଦୈନିକ ସଂକ୍ରମଣରେ ବ୍ରେକ୍…
ନୂଆଦିଲ୍ଲୀ,୧୯।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୪୦୧ରେ ପହଞ୍ଚିଛି। ଏହି ସମୟ…
Archives


