ଜାତୀୟ

ଏକେ-୨୦୩ ରାଇଫଲ ନିର୍ମାଣକୁ ମଞ୍ଜୁରୀ…

ନୂଆଦିଲ୍ଲୀ,୪।୧୨: ଭାରତର ପ୍ରତିରକ୍ଷା ଶକ୍ତି ସୁଦୃଢ଼ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆତ୍ମ ନିର୍ଭର ଭାରତ ଅନ୍ତର୍ଗତ ଆମେଠିରେ ନିର୍ମିତ ହେବାକୁ ଥିବା ଏକେ-୨୦୩ ରାଇଫଲ ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି। ଏହି ରାଇଫଲ ୩୦୦ ମିଟର ଦୂରରେ ଥିବା…

ଟିକା ନେଇ ନ ଥିଲେ ମଲ, ଶପିଂ କମ୍ପ୍ଲେକ୍ସ, ହୋଟେଲ ମନା

ମଦୁରାଇ,୪।୧୨: ଭାରତରେ ଓମିକ୍ରନ ମାମଲା ସାମ୍ନାକୁ ଆସିବା ପରେ ତାମିଲନାଡୁର ମଦୁରାଇ ପ୍ରଶାସନ ବଡ ପଦକ୍ଷେପ ନେଇଛି। ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଟିକା ନେଇ ନ ଥିବା ଲୋକଙ୍କୁ ମଲ, ଶପିଂ କମ୍ପ୍ଲେକ୍ସ, ହୋଟେଲ ଓ…

ପଲିଟିକ୍ସ୍‌ ଫିଜିକ୍ସ୍‌ ନୁହେଁ କେମେଷ୍ଟ୍ରି, କହିଲେ ସ୍ବରାଷ୍ଟ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୪।୧୨: ଉତ୍ତରପ୍ରଦେଶରେ ୨୦୨୨ରେ ହେବାକୁଥିବା ବିଧାନସଭା ନିର୍ବାଚନ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ନୂଆ ପ୍ରକାରର ମନ୍ତବ୍ୟ ଦେଇଛନ୍ତି। ଶାହାଙ୍କ ରାଜନୀତିର ବିଜ୍ଞାନ ପାଠ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଶାହା କହିଛନ୍ତି ଯେ, ପଲିଟିକ୍ସ୍‌ ଫିଜିକ୍ସ୍‌…

ସକ୍ରିୟ ମାମଲା ଲକ୍ଷେ ତଳେ…

ନୂଆଦିଲ୍ଲୀ,୪।୧୨: ଓମିକ୍ରନ୍‌ ଆତଙ୍କ ସହିତ ଦେଶରେ କରୋନା ମହାମାରୀର ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୮ ହଜାର ୬୦୩ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ…

ଉତ୍ତର ପ୍ରଦେଶ ନିର୍ବାଚନରେ ଲୁଙ୍ଗି-ଟୋପିର ଏଣ୍ଟ୍ରି କରାଇଲେ କେଶବ ପ୍ରସାଦ

ଲକ୍ଷ୍ନୌ,୪ ।୧୨: ଉତ୍ତର ପ୍ରଦେଶ ନିର୍ବାଚନର ସମୟ ଯେତିକି ଯେତିକି ପାଖେଇ ଆସୁଛି ରାଜନୀତି ବେଳକୁ ବେଳ ସରଗରମ ହୋଇ ଉଠୁଛି । ସମସ୍ତ ଦଳ ନିଜ ନିଜର ବିରୋଧୀଙ୍କୁ ଟାର୍ଗେଟ କରି ଚାଲିଛନ୍ତି । ଇତିମଧ୍ୟରେ ଉତ୍ତର ପ୍ରଦେଶର ଉପ…

ଭାରତରେ ଓମିକ୍ରନ୍‌ର ରହୁଛି ଏସବୁ ଲକ୍ଷଣ..

ନୂଆଦିଲ୍ଲୀ,୪ ।୧୨: କରୋନା ମହାମାରୀ ବେଳକୁ ବେଳ ମାରାତ୍ମକ ହେବାରେ ଲାଗିଛି । ଏବେ ଏହାର ନୂଆ ଭାରିଏଣ୍ଟ ଆଫ୍ରିକାରେ କାୟା ବିସ୍ତାର କରିଥିବା ବେଳେ ବିଶ୍ୱର ପ୍ରାୟ ୩୦ ଦେଶକୁ ବ୍ୟାପି ସାରିଲାଣି । ତେବେ ଓମିକ୍ରନ୍ ଚିହ୍ନିବେ କିପରି…

ବାୟୁ ମାନ ପରିଚାଳନା କମିଟି ନିର୍ଦ୍ଦେଶ କାର୍ଯ୍ୟକାରୀ କର

ନୂଆଦିଲ୍ଲୀ, ୪।୧୨(ପି.ଟି.): ପ୍ରଦୂଷଣ ରୋକିବା ଲାଗି ବାୟୁ ମାନ ପରିଚାଳନା କମିଟି ଦେଇଥିବା ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ନିମନ୍ତେ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ଏବଂ ଜାତୀୟ ରାଜଧାନୀ ଅଞ୍ଚଳ ଅନ୍ତର୍ଗତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ରାଜଧାନୀ ଅଞ୍ଚଳ ଓ ଏହାର…

‘ଆର୍‌ଜେଡି କଥା ମାନିଥିଲେ ତେଜସ୍ବୀ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ’

ନୂଆଦିଲ୍ଲୀ,୪।୧୨: ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି ଶୁକ୍ରବାର କହିଛନ୍ତି, ଯଦି ଲାଲୁ ଯାଦବଙ୍କ ପରିବାର ତାଙ୍କ କଥା ମାନିଥାଆନ୍ତେ ତେବେ ଆର୍‌ଜେଡି ନେତା ତେଜସ୍ବୀ ଯାଦବ ବିହାର ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହେବାରେ…

‘ମିଛ କହୁଛନ୍ତି ମୋଦି ସରକାର’

ନୂଆଦିଲ୍ଲୀ,୪।୧୨: କେନ୍ଦ୍ରର ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଆନ୍ଦୋଳନ ବେଳେ ୭୦୦ କୃଷକ ପ୍ରାଣ ହରାଇଛନ୍ତି। କେନ୍ଦ୍ରର ମୋଦି ସରକାର ସେମାନଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଚାହୁଁ ନ ଥିବାରୁ ମୃତକଙ୍କ ରେକର୍ଡ ନାହିଁ ବୋଲି କହୁଛନ୍ତି।…

୪୦+ଙ୍କୁ ବୁଷ୍ଟର ଡୋଜ୍‌ ଦେବାକୁ ସୁପାରିସ

ନୂଆଦିଲ୍ଲୀ, ୪।୧୨ : ଭାରତରେ ଓମିକ୍ରନ୍‌ ଭାରିଆଣ୍ଟ ଚିହ୍ନଟ ହେବା ପରେ ଏହାକୁ ନେଇ ଚିନ୍ତା ବଢ଼ିଯାଇଛି। ଏହି ଚିନ୍ତାଜନକ ଭାରିଆଣ୍ଟ ସଂକ୍ରମଣରୁ ରକ୍ଷା ପାଇବା ଲାଗି ୪୦ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସ(୪୦+)ର ଲୋକଙ୍କୁ ବୁଷ୍ଟର ଡୋଜ୍‌ ଦେବା ଲାଗି…

ଦେଶରେ ୪୦ ଓମିକ୍ରନ୍ ସନ୍ଦିଗ୍ଧଙ୍କର ମିଳୁନି ପତ୍ତା

ନୂଆଦିଲ୍ଲୀ,୪ ।୧୨: କରୋନା ମହାମାରୀର ସବୁଠାରୁ ମାରାତ୍ମକ ରୂପ ଓମିକ୍ରନ୍ ଏବେ ବିଶ୍ୱର ଅଧିକାଂଶ ଦେଶରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ଆମ ଦେଶରେ ବି ୨ ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଲୋକେ ଭୟଭୀତ ହୋଇ…

ଓମିକ୍ରନକୁ ନେଇ କଡା ହେଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୪ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡି ଯାଇଥିବା ବେଳେ ଏହା ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଦେଶରେ ପହଞ୍ଚି ସାରିଲାଣି । ଭାରତ ବି ଏଥିରୁ ବାଦ୍ ଯାଇନାହଁ । କର୍ନାଟକରେ ପ୍ରଥମେ ୨…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri