Posted inଜାତୀୟ

ରାଜନୀତି ମୈଦାନକୁ ଓହ୍ଲାଇବେ ସୋନୁ!

ମୋଗା,୩।୧: ରୂପେଲି ପରଦାରେ ଏକ ଛାପ ଛାଡିଥିବା ଲୋକପ୍ରିୟ ଅଭିନେତା ସୋନୁ ସୁଦ ଏବେ ରାଜନୈତିକ ମଞ୍ଚରେ ପାଦ ଦେବାକୁ ଯାଉଛନ୍ତି। ଆସନ୍ତା ୧୦ଦିନ ମଧ୍ୟରେ ସୋନୁ ତାଙ୍କ ଦଳ ଘୋଷଣା କରିବେ। ରାଜନୀତିରେ ପ୍ରବେଶ କରିବା ବିଷୟରେ ସେ ନିଜେ ସୂଚନା ଦେଇଛନ୍ତି। ଜାନୁଆରୀ ୨ରେ ପଞ୍ଜାବର ଫିରୋଜପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମାବେଶରେ ସୋନୁ ସୁଦ ଯୋଗଦେବେ ବୋଲି ଆଲୋଚନା ଜୋର ଧରିଥିଲା। ଏନେଇ ତାଙ୍କୁ ପଚରାଯିବାରୁ ସେ କହିଥିଲେ, ଏହି କଥା ଗୁଡ଼ିକରେ କୌଣସି ସତ୍ୟତା ନାହିଁ, ଏହା କେବଳ ଗୁଜବ। ସୋନୁ ସୁଦ ଜାନୁଆରୀ ୪ରେ ଗରିବ ଝିଅ ଏବଂ ଆଶା କର୍ମୀମାନଙ୍କୁ ୧ ହଜାର ସାଇକେଲ୍‌ ବଣ୍ଟନ କରିବ। ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୋନୁ ସୁଦଙ୍କ ଭଉଣୀ ମାଲବିକା ଘୋଷଣା କରିସାରିଛନ୍ତି।
କରୋନା ମହାମାରୀ ସମୟରେ ଅସହାୟ ଏବଂ ଗରିବ ଲୋକଙ୍କୁ ସାହାଯ୍ୟ କରିଥିବାରୁ ସୋନୁ ସୁଦଙ୍କୁ ବହୁତ ପ୍ରଶଂସା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘କୃଷି ଆଇନ ଅଗଣତାନ୍ତ୍ରିକ’

ନୂଆଦିଲ୍ଲୀ,୧୦ା୧୨(ପି.ଟି): କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ବୁଧବାର ଚାଷୀ ଆନ୍ଦୋଳନ ଚତୁର୍ଦ୍ଦଶ ଦିନରେ ପହଞ୍ଚତ୍ଥିବାବେଳେ ବିରୋଧୀ ଦଳ ନେତାମାନେ ରାଷ୍ଟ୍ରପତି ରାମନାଥ...

କେନ୍ଦ୍ର ସରକାରଙ୍କୁ ମମତାଙ୍କ ପ୍ରଶ୍ନ: ଆମ ମୃତ୍ୟୁରେ କେତେ ଜିଏସ୍‌ଟି ନେବ

କୋଲକତା,୨୧।୭: ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଗୁରୁବାର ଟାର୍ଗେଟ କରିଛନ୍ତି। ଯଦି ଦହି, ଚାଉଳ,...

ଏନ୍‌ଇପିକୁ ଏକ ବର୍ଷ, ନିର୍ମାଣ ହେବ ନୂଆ ଭବିଷ୍ୟତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯ ।୭: ନ୍ୟାଶନାଲ ଏଜୁକେଶନ ପଲିସି ବା ରାଷ୍ଟ୍ରୀୟ ଶିକ୍ଷା ନୀତି(ଏନ୍‌ଇପି) କୁ ଏକ ବର୍ଷ ପୂରଣ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ମନ୍ତ୍ରୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ

ଲକ୍ଷ୍ନୌ,୩।୨: ଉତ୍ତରପ୍ରଦେଶ ସରକାରର କ୍ୟାବିନେଟ ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ବ୍ଲେଡ ଓ ବିଷରେ ତାଙ୍କ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା...

ଦୈନିକ ସଂକ୍ରମଣ ୫ ହଜାର ତଳେ…

ନୂଆଦିଲ୍ଲୀ, ୬।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ...

ସିକିମ୍‌ ବିଶ୍ୱର ପ୍ରଥମ ଅପରାଧମୁକ୍ତ ମୁକ୍ତ-ଜୈବିକ ରାଜ୍ୟ…

ଗାଙ୍ଗଟକ,୬।୩ : ସିକିମ ବିଶ୍ୱର ପ୍ରଥମ ଜୈବିକ ରାଜ୍ୟ ହୋଇପାରିଛି। ଲଣ୍ଡନର ୱାଲର୍‌ଡ ବୁକ ଅଫ ରେକର୍ଡସ ମଧ୍ୟ ସିକିମକୁ ବିଶ୍ୱର ପ୍ରଥମ ଜୈବିକ ରାଜ୍ୟ...

ସିଏଏର ବୈଧତା ପରଖିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୧୨,(ପି.ଟି./ଆଇଏଏନ୍‌ଏସ୍‌): ଦେଶବ୍ୟାପୀ ହିଂସାମତ୍କ ବିକ୍ଷୋଭର କାରଣ ପାଲଟିଥିବା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଉପରେ ସ୍ଥଗିତାଦେଶ ଜାରି କରିବାକୁ ବୁଧବାର ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ତେବେ...

ଦେଶର କିଛି ରାଜ୍ୟରେ ମିଳିଲାଣି ଜିକା ଭାଇରସ, ଗୋଟିଏ ନମୁନାରେ ଜିକା, ଡେଙ୍ଗୁ , ଚିକନଗୁନିଆ

ନୂଆଦିଲ୍ଲୀ,୨୩ ।୬: ଦେଶର କିଛି ରାଜ୍ୟରେ ଜିକା ଭାଇରସ ମିଳିବା ଫଳରେ ଏବେ ଏହା ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହାରୁ ନେଇ ପ୍ରତି...

Advertisement
Archives

Model This Week