ଜାତୀୟ

ଶୀତରେ ବେଆଇନ ବ୍ରିଜ୍‌ ନିର୍ମାଣ ଶେଷ କରିବାକୁ ଚାଇନାର ଷଡ଼ଯନ୍ତ୍ର, ଉପଗ୍ରହ ଚିତ୍ରରୁ ପର୍ଦ୍ଦାଫାଶ୍‌…

ଲଦାଖ, ୧୮।୧ : ଶୀତଋତୁରେ ପୂର୍ବ ଲଦାଖରେ ପ୍ରବଳ ଥଣ୍ଡାରେ ପାଙ୍ଗୋଙ୍ଗ୍‌ ହ୍ରଦର ପାଣି ବରଫ ପାଲଟି ଯାଇଛି। ଏପରିସ୍ଥଳେ ଚାଇନା ଏଠାରେ ୪୦୦ ମିଟର ଲମ୍ବ ବେଆଇନ ବ୍ରିଜ୍‌ ନିର୍ମାଣ ଶେଷ କରିବାକୁ ଷଡ଼ଯନ୍ତ୍ର ଜାରି ରଖିଛି। ଏଲ୍‌ଏସିରେ ବ୍ରିଜ୍‌…

ଦିଲ୍ଲୀ ଉପରେ ସଙ୍କଟ, ଧସିବାରେ ଲାଗିଛି ଭୂଇଁ …

ନୂଆଦିଲ୍ଲୀ, ୧୮।୧ : ରାଜଧାନୀ ଦିଲ୍ଲୀ ଉପରେ ନୂଆ ସଙ୍କଟ ଘନେଇବାରେ ଲାଗିଛି। ମାଟି ତଳେ ପାଣିର ଅଭାବ ଯୋଗୁ ଦିଲ୍ଲୀର ଭୂଇଁ ଧସିବାରେ ଲାଗିଛି। ଏକ ଆନ୍ତର୍ଜାତୀୟ ରିପୋର୍ଟରେ ଏପରି ତଥ୍ୟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ,…

୫୦ ଲକ୍ଷରୁ ଊର୍ଦ୍ଧ୍ୱ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ ୱାର୍କର୍ସ, ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ନେଲେଣି କରୋନା ‘ପ୍ରିକଶନ ଡୋଜ’: ମାଣ୍ଡବିୟ

ନୂଆଦିଲ୍ଲୀ,୧୮ ।୧: କରୋନା ମହାମାରୀକୁ ହରାଇବାର ଏକମାତ୍ର ଉପାୟ ଭ୍ୟାକ୍ସିନ ବୋଲି କୁହାଯାଉଛି । ଯେଉଁମାନେ ୨ଟି ଡୋଜ ଭ୍ୟାକ୍ସିନ ନେଇ ସାରିଛନ୍ତି ସେମାନେ ଏବେ ‘ପ୍ରିକଶନ ଡୋଜ’ ବା ବୁଷ୍ଟର ଡୋଜ ନେବାକୁ ଯୋଗ୍ୟ । ତେବେ ଜାନୁୟାରୀରୁ ଆରମ୍ଭ…

ନାବାଳକଙ୍କୁ ପିଟ୍‌ ବୁଲ ଆକ୍ରମଣ କରିବାରୁ ମାଲିକ ଗିରଫ

ଗୌତମ ବୁଦ୍ଧ ନଗର,୧୮।୧: ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲାର ସାଦୋପୁର ଗ୍ରାମରେ ସୋମବାର ଏକ ପିଟ୍‌ ବୁଲ ଆକ୍ରମଣରେ ଜଣେ ନାବାଳକ ଗୁରୁତର ହୋଇଛି। ଏହି ଘଟଣାରେ କୁକୁରର ମାଲିକଙ୍କୁ ଗିରଫ କରାଯାଇଛି। ବାଦଲପୁର ପୋଲିସ ଅନୁଯାୟୀ, ନାବାଳକଙ୍କ ପରିବାର…

ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକାର ୧୦୫ ଜଣଙ୍କ ମଧ୍ୟରୁ ୨୫ଙ୍କ ବିରୋଧରେ ଅପରାଧିକ ମାମଲା…

ଲକ୍ଷ୍ନୌ, ୧୮।୧ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ମୋଟ ୧୦୫ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୫ଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ଏନେଇ ଭାଜପା ଓ୍ବେବସାଇଟ୍‌ରେ ମଧ୍ୟ…

ମହିଳାଙ୍କ ସହ ଚାଟିଂ ପାଇଁ ପୁଅକୁ ମାରିଦେଲେ

ବୁର୍ହାନପୁର(ମଧ୍ୟପ୍ରଦେଶ),୧୮।୧: ଅନ୍ୟ ମହିଳାଙ୍କ ସହ ଚାଟିଂ କରିବା ପାଇଁ ୨୫ ବର୍ଷୀୟ ଯୁବକଙ୍କୁ ହତ୍ୟା କରିଛନ୍ତି ତାଙ୍କ ବାପା ମା’ ଓ ଭଉଣୀ। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ବୁର୍ହାନପୁର ଜିଲାରେ। ହାତ, ଗୋଡ଼ ବନ୍ଧା ଅବସ୍ଥାରେ ରାମକୃଷ୍ଣ ସିଂଙ୍କ ମୃତଦେହକୁ…

ଝିଅଙ୍କୁ ମା‘ଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ବାଧ୍ୟ କରିପାରିବେନି ସୁପ୍ରିମ୍‌କୋର୍ଟ, କହିଲେ ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ, ୧୮।୧ : ଜଣେ ୧୬ ବର୍ଷ ବୟସ୍କା ଝିଅଙ୍କୁ ମା‘ଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ବାଧ୍ୟ କରିପାରିବେନି ସୁପ୍ରିମ୍‌କୋର୍ଟ। ଏକ ମାମଲାର ବିଚାର କରି ଶୀର୍ଷକୋର୍ଟର ପ୍ରଧାନ ବିଚାରପତି ଏନ୍‌.ଭି.ରମନା କହିଛନ୍ତି। ଆଜିର ଝିଅଟି ତାଙ୍କ ପିତାଙ୍କ ସହିତ…

ପ୍ରଧାନମନ୍ତ୍ରୀଙ୍କୁ ଆତଙ୍କବାଦୀଙ୍କ ଟାର୍ଗେଟ୍‌, ମିଳିଲା ଗୁପ୍ତ ସୂଚନା …

ନୂଆଦିଲ୍ଲୀ, ୧୮।୧ : ସାଧାରଣତନ୍ତ୍ର ଦିବସରେ ଏକ ସମ୍ଭାବ୍ୟ ଆତଙ୍କବାଦୀ ଷଡଯନ୍ତ୍ର ବିଷୟରେ ଗୁପ୍ତଚର ସଂସ୍ଥାଗୁଡ଼ିକୁ ସତର୍କ ସୂଚନା ମିଳିଛିି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଜୀବନ ବିପଦରେ ଥିବା କୁହାଯାଇଛି। ରିପୋର୍ଟ ଅନୁଯାୟୀ, ସାଧାରଣତନ୍ତ୍ର…

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଘରେ ଚଢ଼ାଉ

ନୂଆଦିଲ୍ଲୀ,୧୮।୧: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନିଙ୍କ ପୁତୁରା ଏବଂ ଅନ୍ୟ କିଛି ନେତାଙ୍କ ଘରେ ମଙ୍ଗଳବାର ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ବେଆଇନ ବାଲି ଖନନ ମାମଲାରେ ନିର୍ବାଚନର କିଛି ସପ୍ତାହ ପୂର୍ବରୁ ଏହି ଚଢ଼ାଉ କରାଯାଇଛି। ଚନ୍ନିଙ୍କ…

ପଞ୍ଜାବରେ ଏଏପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନ୍‌…

ଚଣ୍ଡିଗଡ଼, ୧୮।୧ : ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନ୍‌ ହୋଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏ ସମ୍ପର୍କରେ ମଙ୍ଗଳବାର ଘୋଷଣା କରିଛନ୍ତିି। ସାଧାରଣ ଜନତାଙ୍କ ମତାମତ ଆଧାରରେ ପଞ୍ଜାବରେ ଦଳର ମୁଖ୍ୟମନ୍ତ୍ରୀ ଚୟନ…

ଇତିହାସରେ ପ୍ରଥମ ଘଟଣା, ୩୦ ମିନିଟ୍‌ ବିଳମ୍ବରେ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ପରେଡ…

ନୂଆଦିଲ୍ଲୀ, ୧୮।୧ : ଦେଶରେ ୨୬ ଜାନୁୟାରୀ ୨୦୨୨ ରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏହି ଅବସରରେ ନୂଆଦିଲ୍ଲୀର ରାଜପଥରେ ପରେଡ ଅନୁଷ୍ଠିତ ହୋଇଥା। କିନ୍ତୁ ଚଳିତ ବର୍ଷ ପରେଡ ନିର୍ଦ୍ଧାରିତ ସମୟଠାରୁ ୩୦ ମିନିଟ୍‌ ବିଳମ୍ବରେ ଆରମ୍ଭ…

ଋଣଛାଡ ଆଶାରେ କୃଷକ କରୁ ନାହାନ୍ତି ପରିଶୋଧ, ସୁପ୍ରିମ୍‌କୋର୍ଟରେ ବ୍ୟାଙ୍କର ଉତ୍ତର…

ନୂଆଦିଲ୍ଲୀ, ୧୮।୧ : କୃଷକମାନେ ଋଣ ପରିଶୋଧ କରୁନାହାଁନ୍ତି ବୋଲି ପଞ୍ଜାବର ଏକ ବ୍ୟାଙ୍କ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ବ୍ୟାଙ୍କ କହିଛି ଯେ ଏହାର କାରଣ ହେଉଛି ରାଜ୍ୟରେ ବିଧାନସଭା ନିର୍ବାଚନ। କୃଷକମାନେ ଆଶା କରୁଛନ୍ତି ଯେ ରାଜ୍ୟରେ ନୂଆ ସରକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri