ଜାତୀୟ

କ୍ଲବ୍‌ ହାଉସ୍‌ ଆପ୍‌ ମାଧ୍ୟମରେ ପୁଣି ମୁସଲମାନ୍‌ ମହିଳାଙ୍କୁ ଟାର୍ଗେଟ …

ନୂଆଦିଲ୍ଲୀ, ୧୯।୧ : ଦିଲ୍ଲୀ ପୋଲିସର ସାଇବର ୟୁନିଟ କ୍ଲବ୍‌ ହାଉସ୍‌ ନାମକ ସେଶନ୍‌ ଚାଟ୍‌୍‌ରେ ମୁସଲମାନ ମହିଳାଙ୍କ ପ୍ରତି ଅଶ୍ଳୀଳ ତଥା ଆପତ୍ତିଜନକ ମନ୍ତବ୍ୟ ଦିଆଯାଉଥିବା ନେଇ ମାମଲା ରୁଜୁ କରିଛି। ଦିଲ୍ଲୀ ପୋଲିସ ଆଇପିସିର ଧାରା ୧୫୩-ଏ, ୨୯୫-ଏ.…

୩ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୯।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଦୈନିକ ସଂକ୍ରମଣ ଏବେ ୩ ଲକ୍ଷ ମୁହାଁ ହେବାରେ ଲାଗିଛି। ଗତ…

ଓଡ଼ିଶାରେ କ୍ଷୁଧାମୃତ୍ୟୁ ନାହିଁ

ନୂଆଦିଲ୍ଲୀ,୧୮।୧: ଓଡ଼ିଶାରେ କେହି ଜଣେ ହେଲେ କ୍ଷୁଧାରେ ପ୍ରାଣ ହରାଇ ନ ଥିବା ରାଜ୍ୟ ସରକାର ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ତେବେ ରାଜ୍ୟର ସମସ୍ତ ଜିଲାରୁ ୫ ବର୍ଷରୁ କମ୍‌ ୧,୪୨୯ ପିଲା କୁପୋଷଣର ଶିକାର ହୋଇଛନ୍ତି। କୁପୋଷଣ ଦୂର ଲାଗି…

ରାଉରକେଲା ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ବିଜେତା

ନୂଆଦିଲ୍ଲୀ/ରାଉରକେଲା ଅଫିସ୍‌, ୧୯।୧: ଭାରତର ପ୍ରମୁଖ ଶିଳ୍ପ ସହର ରାଉରକେଲାର ଛେଣ୍ଡ୍‌ରେ ୫ ଟନ କ୍ଷମତା ବିଶିଷ୍ଟ ଏକ ଶୀତଳଭଣ୍ଡାର ସ୍ଥାପନ କରାଯାଇଛି। ଏହା କାର୍ଯ୍ୟକ୍ଷମ ହେବା ଫଳରେ ସହରର ଛୋଟ ଚାଷୀ, ପନିପରିବା ତଥା ଫଳ ବ୍ୟବସାୟୀମାନେ ନିଜର ସାମଗ୍ରୀ…

ରଣବୀରରେ ବିସ୍ଫୋରଣ: ୩ ମୃତ

ମୁମ୍ବାଇ,୧୯।୧: ଭାରତୀୟ ନୌସେନାର ମୁମ୍ବାଇ ଡକ୍‌ୟାର୍ଡରେ ଥିବା ଆଇଏନ୍‌ଏସ୍‌ ରଣବୀରରେ ମଙ୍ଗଳବାର ରାତିରେ ବିସ୍ଫୋରଣ ଘଟିଛି। ଏଥିରେ ୩ ନାବିକଙ୍କ ଜୀବନ ଯାଇଥିବାବେଳେ ଅନେକେ ଆହତ ହୋଇଛନ୍ତି। ବିସ୍ଫୋରଣର କାରଣ ସ୍ପଷ୍ଟ କରିବା ଲାଗି ନୌସେନା ପକ୍ଷରୁ କୋର୍ଟ ଅଫ୍‌ ଇନ୍‌କ୍ୱାରି…

ଟିକା ବିକାଶ ପାଇଁ ଟଙ୍କା ଦେଇନି କେନ୍ଦ୍ର

କୋଭିଡ୍‌-୧୯ ଟିକାର ବିକାଶ ପାଇଁ ପିଏମ୍‌ କେୟାର୍ସ ପାଣ୍ଠିରୁ ୧୦୦ କୋଟି ଟଙ୍କା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ପକ୍ଷରୁ ଘୋଷଣା କରାଯିବାର ୧୯ ମାସ ପରେ ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ନାହିଁ।…

କମୁଛି କୋଭିଡ୍‌ ପରୀକ୍ଷା ହାର,ଉଦ୍‌ବେଗ ପ୍ରକାଶ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୮।୧(ପି.ଟି.): ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିିତ ଅଞ୍ଚଳରେ କୋଭିଡ୍‌ ପରୀକ୍ଷା ହାର କମୁଛି। ଏହାକୁ ନେଇ କେନ୍ଦ୍ର ସରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ତୁରନ୍ତ ପରୀକ୍ଷା ବଢ଼ାଇବା ଲାଗି ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ପରୀକ୍ଷା ବଢ଼ିଲେ ସଂକ୍ରମିତ ଚିହ୍ନଟ ହେବା ସହ…

ମନୋଜ ପାଣ୍ଡେ ହେବେ ପରବର୍ତ୍ତୀ ସ୍ଥଳସେନା ଉପମୁଖ୍ୟ

ନୂଆଦିଲ୍ଲୀ,୧୮।୧: ଦେଶର ପରବର୍ତ୍ତୀ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ନିଯୁକ୍ତି ଅଟକି ରହିଛି। ମାତ୍ର ମଙ୍ଗଳବାର ସରକାର ପୂର୍ବାଞ୍ଚଳ ସେନା କମାଣ୍ଡର ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କୁ ସ୍ଥଳସେନାର ପରବର୍ତ୍ତୀ ଉପମୁଖ୍ୟ ଭାବେ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଥିବା…

ଅଖିଳେଶଙ୍କ ପାଇଁ ମମତା କରିବେ ପ୍ରଚାର, ଦଳ ଦେବନାହିଁ ପ୍ରାର୍ଥୀ

ଲକ୍ଷ୍ନୌ,୧୮।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ବାତାବରଣ ସରଗରମ ରହିଛି। ଭାଜପାକୁ କ୍ଷମତାରୁ ହଟାଇବା ପାଇଁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହ ଏବେ ହାତ ମିଳାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତାଙ୍କ ଟିଏମସି ଏହି ନିର୍ବାଚନରେ…

ବୁଡିଗଲେ ୬ ଛାତ୍ର

ଧାରାପୁରମ(ତାମିଲନାଡୁ),୧୮।୧: ତାମିଲନାଡୁର ତିରୁପୁର ଜିଲାରେ ଧାରାପୁରମରେ ନଦୀରେ ବୁଡି ୬ ଛାତ୍ର ପ୍ରାଣ ହରାଇଛନ୍ତି। ସୋମବାର ୮ ଜଣ ସାଙ୍ଗ ଅମରାବତୀ ନଦୀକୁ ଗାଧେଇବାକୁ ଯାଇଥିଲେ। ମୃତକଙ୍କ ମଧ୍ୟରେ ୫ ସ୍କୁଲ ଛାତ୍ର ଏବଂ ଜଣେ କଲେଜ ଛାତ୍ର ରହିଛନ୍ତି। ଅଧିକାରୀଙ୍କ…

ଘାଜିପୁରରୁ ଟାଇମର ସହ ଆର୍‌ଡିଏକ୍ସ ବୋମା ମିଳିଥିଲା

ମୁମ୍ବାଇ,୧୮।୧: ଇମ୍‌ପ୍ରୋଭାଇଜଡ୍‌ ବିସ୍ଫୋରଣ ଉପକରଣ (ଆଇଇଡି) ଘାଜିପୁରର ଫୁଲ ବଜାରରେ ଶୁକ୍ରବାର ମିଳିଥିଲା। ଏହି ବୋମା ସହ ଟାଇମର ଫିକ୍ସ କରାଯାଇଥିଲା। ଧାର୍ଯ୍ୟ ସମୟର ଦେଢ଼ ଘଣ୍ଟା ପୂର୍ବରୁ ଏହାକୁ ନିୟନ୍ତ୍ରିତ ବିସ୍ଫୋରଣରେ ନଷ୍ଟ କରାଯାଇଥିଲା। ଦିଲ୍ଲୀ ପୋଲିସ ନିକଟରେ ଦାଖଲ…

ଭୋକକୁ ସନ୍ତୁଷ୍ଟ କରିବା ଜରୁରୀ, କମ୍ୟୁନିଟି କିଚେନ୍‌ ମଡେଲ ଯୋଜନା ପାଇଁ କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ପରାମର୍ଶ …

ନୂଆଦିଲ୍ଲୀ, ୧୮।୧ : ଦେଶରେ ବହୁ ଲୋକଙ୍କୁ ଦିନକୁ ଦୁଇମୁଠା ଖାଇବାକୁ ମିଳୁନି। ଏନେଇ ଏକ ମାମଲାର ବିଚାର କରି ସୁପ୍ରିମ୍‌ କୋର୍ଟ ମଙ୍ଗଳବାର କହିଛନ୍ତି ଯେ, ଭୋକକୁ ସନ୍ତୁଷ୍ଟ କରିବା ଜରୁରୀ। ଏନେଇ ଶୀର୍ଷ କୋର୍ଟ କେନ୍ଦ୍ର ସରକାରଙ୍କୁ କମ୍ୟୁନିଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri