ଜାତୀୟ

କରୋନା ପାଇଁ ଏବେବି ସାବଧାନ ରହିବା ଜରୁରୀ: ଡବ୍ଲୁଏଚ୍‌ଓ

ନୂଆଦିଲ୍ଲୀ,୬ ।୮: କରୋନା ସଂକ୍ରମଣର ଦ୍ୱତୀୟ ଲହର ବେଳକୁ ବେଳ କମ୍ ହେଉଛି ସତ । ହେଲେ ଏହାର ତୃତୀୟ ଲହରର ସମ୍ଭାବନାକୁ ଦେଖି ଏବେବି ସତର୍କ ରହିବା ଜରୁରୀ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) । ଦ୍ୱିତୀୟ...

ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଗୃହମନ୍ତ୍ରୀଙ୍କ ୩ଟି ସ୍ଥାନରେ ଇଡିର ଚଢ଼ାଉ

ମୁମ୍ବାଇ,୬।୮: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଶୁକ୍ରବାର ପୁଣିଥରେ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ୩ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ମନି ଲଣ୍ଡରିଂ ମାମଲାରେ ବିବାଦ ଘେରକୁ ଆସିଥିବା ଅନିଲ ଦେଶମୁଖଙ୍କ...

ରାଜୌରୀରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ: ୨ଆତଙ୍କବାଦୀ ନିପାତ

ଜମ୍ମୁ,୬।୮:ଜମ୍ମୁ-କାଶ୍ମୀରର ରାଜୌରୀ ଜିଲାରେ ଶୁକ୍ରବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ରାଜୌରୀ ଜିଲାର ଥାନାମାଣ୍ଡି ଜଙ୍ଗଲ ଅଞ୍ଚଳରେ କିଛି ସନ୍ଦିଗ୍ଧ ଆତଙ୍କବାଦୀ ଲୁଚିରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା।...

ମେଡାଲ ହାରି ବି ହୃଦୟ ଜିତିଲେ ମହିଳା ହକି ଟିମ୍‌: ଦଳର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କଲେ ହରିଆଣା ସରକାର

ଚଣ୍ଡିଗଡ଼,୬।୮: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ବ୍ରୋଞ୍ଜ ପଦକ ମ୍ୟାଚ ହାରିବା ପରେ ବି ଦେଶବାସୀଙ୍କ ହୃଦୟ ଜିତିବାରେ ସଫଳ ହୋଇଛି। ଦଳର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ହରିଆଣା ସରକାର ତାଙ୍କୁ ପ୍ରଶଂସା କରିବା ସହ ଅଭିନନ୍ଦନ...

କୃଷକ ଆନ୍ଦୋଳନ ସମର୍ଥନରେ ବିରୋଧିଙ୍କ ଜନ୍ତର ମନ୍ତରରେ ପ୍ରଦର୍ଶନ

ନୂଆଦିଲ୍ଲୀ,୬ ।୮: କୃଷି ଆଇନକୁ ବିରୋଧ କରୁଥିବା କୃଷକଙ୍କୁ ସମର୍ଥନ କରି ଶୁକ୍ରବାର ପାଖାପାଖି ୧୪ ବିରୋଧି ଦଳ ନେତା ଜନ୍ତରମନ୍ତର ପହଞ୍ଚିଛନ୍ତି । ଏଥିରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀବି ସାମିଲ ଅଛନ୍ତି । ଜନ୍ତର ମନ୍ତରରେ...

ସିଙ୍ଗଲ ଡୋଜ ଭ୍ୟାକ୍ସିନ୍‌ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌

ନୂଆଦିଲ୍ଲୀ,୬।୮: ଆମେରିକାର ଫାର୍ମା କମ୍ପାନୀ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ କମ୍ପାନୀ ଭାରତରେ କରୋନା ବିରୋଧରେ ସିଙ୍ଗଲ ଡୋଜ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛି। ଏନେଇ କମ୍ପାନୀ ପକ୍ଷରୁ ଶୁକ୍ରବାର ଏକ ବିବୃତ୍ତି ଜାରି କରାଯାଇଛି। ଜନ୍‌ସନ୍‌ ଆଣ୍ଡ...

ପ୍ରଧାନମନ୍ତ୍ରୀ ମୋଦି ଫୋନ କରିବା ମାତ୍ରେ କାନ୍ଦିଲେ ମହିଳା ହକି ଖେଳାଳି

ଟାକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ବ୍ରିଟେନ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛି ସତ ମାତ୍ର ଦଳ ୧୩୦ କୋଟି ଦେଶବାସୀଙ୍କ ହୃଦୟ ଜିତି ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ହକି ଦଳକୁ ଫୋନ କରି ତାଙ୍କୁ...

ଅଗଷ୍ଟ ୧୫ ପୂର୍ବରୁ ଲାଲ କିଲ୍ଲାରେ ବଢ଼ିଲା ସୁରକ୍ଷା

ନୂଆଦିଲ୍ଲୀ,୬।୮: ସ୍ବାଧୀନତା ଦିବସ ତଥା ଅଗଷ୍ଟ ୧୫ ପୂର୍ବରୁ ରାଜଧାନୀ ଦିଲ୍ଲୀର ଲାଲ କିଲ୍ଲାର ଚାରିପାଖରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଦିଲ୍ଲୀ ରାଜରାସ୍ତାରେ ଏବେ ବି କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ଏଭଳି ସ୍ଥିତିରେ ଜାନୁଆରୀ ୨୬ରେ ହୋଇଥିବା...

ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ ହେବ ଖେଳରତ୍ନ ପୁରସ୍କାର: ମୋଦି

ନୂଆଦିଲ୍ଲୀ,୬।୮: ଭାରତର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳ ରତ୍ନକୁ ଏବେ ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ କରାଯିବ। ଏନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଘୋଷଣା କରିଛନ୍ତି। ନୂତନ ଘୋଷଣା ପରେ ଏହି ପୁରସ୍କାରକୁ...

ଅଶ୍ଲୀଳ ଭିଡିଓ ମାମଲାରେ ଏହି ଅଭିନେତ୍ରୀଙ୍କୁ ସମନ ପଠାଇଲା ମୁମ୍ବାଇ ପୋଲିସ

ମୁମ୍ବାଇ,୬।୮: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଅଡ଼ୁଆ ବଢ଼ିବାରେ ଲାଗିଛି। ଏହି ମାମଲା ସହ ଜଡିତ ଥିବା ବଲିଉଡ୍‌ ଅଭିନେତ୍ରୀ ଶେର୍ଲିନ ଚୋପ୍ରାଙ୍କୁ ମୁମ୍ବାଇ ପୋଲିସ ଏକ ସମନ ପଠାଇଛି। ଶୁକ୍ରବାର ଶେର୍ଲିନଙ୍କୁ ପଚାରାଉଚରା...

ଅନ୍‌ଲାଇନ୍‌ରେ ଚିହ୍ନଟ ହେବ କରୋନା ଆକ୍ରାନ୍ତଙ୍କ ମୃତଦେହ: ପୋର୍ଟାଲରେ ମିଳିବ ସୂଚନା

ଥିରୁଭାନ୍ତମପୁରମ,୬।୮: କେରଳରେ କରୋନା ଦୈନିକ ସଂକ୍ରମଣ ମାମଲା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଏଥିସହ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ମୃତଦେହ ଚିହ୍ନଟକୁ ନେଇ ସରକାରଙ୍କ ସମସ୍ୟା ବଢ଼ିଯାଇଛି।...

ପୁଣ୍ୟତିଥିରେ ମା’ଙ୍କୁ ମନେପକାଇଲେ ଝିଅ ବାଂସୁରୀ: ଲେଖିଲେ ଭାବପ୍ରବଣ ପୋଷ୍ଟ

ନୂଆଦିଲ୍ଲୀ,୬।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ଆଜି ପୂଣ୍ୟତିଥି। ଏହି ଅବସରରେ ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ ସ୍ବରାଜ ତାଙ୍କୁ ମନେପକାଇଛନ୍ତି। ଏଥିସହ ସେ ଏକ ଭାବପ୍ରବଣ ପୋଷ୍ଟ ଟୁଇଟ କରିଛନ୍ତି। ମା’ ସୁଷମାଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri