Posted inଜାତୀୟ

୨୧୯ ଏୟାର ଲିଫ୍ଟ ଭାରତୀୟଙ୍କୁ ସ୍ବାଗତ…

ମୁମ୍ବାଇ, ୨୬।୨ : ରୋମାନିଆର ବୁକାରେଷ୍ଟରୁ ଏୟାରଲିଫ୍ଟ କରାଯାଇଥିବା ୨୧୯ ଭାରତୀୟ ଶନିବାର ସୁରକ୍ଷିତ ଭାରତ ପହଞ୍ଚିଛନ୍ତି। ମୁମ୍ବାଇର ବିମାନବନ୍ଦରରେ ପହଞ୍ଚିବା ପରେ ଏହି ଭାରତୀୟଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପୀୟୁଷ ଗୋଏଲ୍‌ ସେମାନଙ୍କ ସହିତ କଥା ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅପରେଶନ୍‌ ଗଙ୍ଗା ଅନ୍ତର୍ଗତ ସ୍ବଦେଶ ଫେରିଥିବା ଭାରତୀୟ ଯାତ୍ରୀଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିବା ସେ କହିଛନ୍ତି।
ମୁମ୍ବାଇ ମେୟର କିଶୋରୀ ପେଡ଼େନକର କହିଛନ୍ତି ଯେ, ଆମ ପିଲାମାନେ ସୁରକ୍ଷିତ ଘର ବାହୁଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମଣ ବେଲଗାମ, ଦୈନିକ ସଂକ୍ରମଣ ୨ ଲକ୍ଷ ମୁହାଁ…

ନୂଆଦିଲ୍ଲୀ, ୧୨।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ...

ଏମ୍‌ପିଙ୍କୁ ମୋଦିଙ୍କ ନିବେଦନ: ନିର୍ବାଚନ ଯିବ-ଆସିବ, ଚଳିତ ଅଧିବେଶନକୁ କରନ୍ତୁ ଫଳପ୍ରଦ

ନୂଆଦିଲ୍ଲୀ,୩୧।୧: ପାର୍ଲାମେଣ୍ଟର ବଜେଟ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମ ସହ କଥା ହୋଇଥିଲେ। ଏହି ସମୟରେ ସେ ବଜେଟ...

ଜୁଲାଇ ୨୩ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ,୧୫।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆସନ୍ତା ଜୁଲାଇ ୨୩ରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବ। ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ରେ ବିଦାୟକାଳୀନ ସମାରୋହ ଅନୁଷ୍ଠିତ ହେବ। ଏହି...

ରାଜ୍ୟ ସଭା ପାଇଁ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ଭାଜପା

ନୂଆଦିଲ୍ଲୀ,୨୮ ।୫: ରାଜ୍ୟ ସଭା ପ୍ରାର୍ଥୀ ତାଲିକାକୁ ନେଇ ଏବେ ସବୁଦଳ ମଧ୍ୟରେ ଚାଲିଛି ମନ୍ଥନ । ତେବେ ଶନିବାର ଭାରତୀୟ ଜନତା ପାର୍ଟି(ଭାଜପା) ରାଜ୍ୟ...

ଦରଦାମ୍‌ ବୃଦ୍ଧିର ଦୋହରା ମାଡ଼, ପୁଣି ମହଙ୍ଗା ହେଲା ସିଏନ୍‌ଜି-ପିଏନ୍‌ଜି…

ନୂଆଦିଲ୍ଲୀ, ୧୪।୪ : ଦେଶରେ ଇନ୍ଧନ ଲଗାତାର ମହଙ୍ଗା ହେବାରେ ଲାଗିଛି। ଗୁରୁବାର ସିଏନ୍‌ଜି-ପିଏନ୍‌ଜର ମୂଲ୍ୟ ପୁଣି ବୃଦ୍ଧି ପାଇଛି। ବୁଧବାର-ଗୁରୁବାର ମଧ୍ୟରାତ୍ରରୁ ଦିଲ୍ଲୀରେ ସିଏନଜିର...

ବିବାଦରେ ଶାହଙ୍କ ‘ଏକ ରାଷ୍ଟ୍ର ଏକ ଭାଷା’ ପ୍ରସ୍ତାବ: ହିନ୍ଦୀକୁ ନେଇ ହୁଲସ୍ଥୂଲ

ନୂଆଦିଲ୍ଲୀ,୧୫।୯(ପି.ଟି.): ହିନ୍ଦୀ ଦିବସ ପାଳନ ଅବସରରେ ଶନିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ‘ଗୋଟିଏ ଦେଶ ଗୋଟିଏ ଭାଷା’ ସପକ୍ଷରେ ମତ ଦେଇଛନ୍ତି। ଅଧିକାଂଶ ଲୋକ ହିନ୍ଦୀରେ...

ରାଜ୍ୟରେ ଆରମ୍ଭ ହେଲାଣି ଗୋଷ୍ଠୀ ସଂକ୍ରମଣ: ମୁଖ୍ୟମନ୍ତ୍ରୀ

ପଣଜୀ,୨୭।୬: ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ଦିନକୁ ଦିନ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।...

ଭାରତରେ ନୂଆ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଛୁଇଁଲା

ନୂଆଦିଲ୍ଲୀ,୩୦।୧୨: ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ନେଇ ଏବେ ଆତଙ୍କ ଜାରି ରହିଛି। ଦିନକୁ ଦିନ ନୂଆ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।...

Advertisement
Archives

Model This Week